Latest Odisha News

BREAKING NEWS

Browsing Category

ଓଡିଶା

Odisha

ବିଧାନସଭାରେ ଦରମା ଓ ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି ପାଇଁ ଉଠିଲା ଦାବି

ଭୁବନେଶ୍ୱର: ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ତଥା ସ୍ୱାସ୍ଥ୍ୟସେବା ଖର୍ଚ୍ଚକୁ ଦୃଷ୍ଟିରେ ରଖି ଓଡିଶା ବିଧାନସଭାର ସଦସ୍ୟମାନେ ପୂର୍ବତନ ବିଧାୟକଙ୍କ ଦରମା ଏବଂ ପେନ୍ସନ୍ ବୃଦ୍ଧି କରିବାକୁ ଦାବି କରାଯାଇଛି। ଗୃହରେ ଏହି ପ୍ରସଙ୍ଗକୁ ଅନେକ ବିଧାୟକ ସମର୍ଥନ କରିବା ସହ ମଧ୍ୟ ସ୍ୱାସ୍ଥ୍ୟ…

ମୁଖ୍ଯମନ୍ତ୍ରୀଙ୍କୁ ଭେଟିଲେ ଏକତା କପୁର

ଭୁବନେଶ୍ୱର: ଓଡିଶା ଗସ୍ତ ସମୟରେ ମୁଖ୍ଯମନ୍ତ୍ରୀ ମୋହନ ମାଝିଙ୍କୁ ସାକ୍ଷାତ କରିଛନ୍ତି ବାଲାଜୀ ଟେଲିଫିଲ୍ମର ପରିଚାଳନା ନିର୍ଦ୍ଦେଶକ, ନିର୍ମାତା ଏକତା କପୁର। ଓଡିଶା ବିଧାନସଭା ଚାମ୍ବରରେ ସେ ସାକ୍ଷାତ କରିଛନ୍ତି। ରାଜ୍ୟରେ 'ଦ ସାବରମତି ରିପୋର୍ଟ'କୁ ଟିକସମୁକ୍ତ କରିବାକୁ ଓଡିଶା…

୬ ଯାଏଁ ହାଲୁକା ବର୍ଷିବ, ଶୀତ କମିବ

ଭୁବନେଶ୍ବର: ବାତ୍ୟା ଫେଙ୍ଗାଲ ପ୍ରଭାବରେ ବଙ୍ଗୋପସାଗରରୁ ପବନ ଉପକୂଳ ମୁହାଁଇଥିବା ବେଳେ ଏବେ ଏହାର ପ୍ରଭାବରେ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗିରହିଛି । ଗତ ୨୪ ୨୪ ଘଣ୍ଟା ଭିତରେ ମୋଟ ୮ ଜିଲ୍ଲାରେ କାଭାଁ ବର୍ଷା ହୋଇଥିବା ବେଳେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ପୁରୀ, ଖୋର୍ଦ୍ଧା,…

ନିର୍ବାହୀ ଯନ୍ତ୍ରୀଙ୍କର ବିପୁଳ ସମ୍ପତ୍ତି ଠାବ, ଭୁବନେଶ୍ୱରରେ କେବଳ ୬ଟି ପ୍ଲଟ୍‌

ଜୟପୁର: ଜୟପୁର ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କର ବିପୁଳ ସମ୍ପତ୍ତି ଠାବ l ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ୱନାଥ ପାତ୍ରଙ୍କର ୨ଟି ବହୁତଳ କୋଠା ମିଳିଥିବା ବେଳେ ଭୁବନେଶ୍ୱରରେ ୬ଟି ପ୍ଲଟ୍‌ ସମେତ ମୋଟ ୧୮ ପ୍ଲଟ୍‌ ମିଳିଛି l ସେଥିରୁ କେବଳ ଭୁବନେଶ୍ୱର ଗୋଠପାଟଣାରେ ୫ଟି ପ୍ଲଟ ରହିଛି l…

୫ ବର୍ଷରେ ଆଖି ବୁଜିଲେଣି ୩୭ ବାଘ

ଭୁବନେଶ୍ବର: ଯେଉଁଠି ରାଜ୍ୟ ସରକାର ଓଡିଶା ଜଙ୍ଗଲରେ ବାଘଙ୍କ ସଂଖ୍ୟା ବୃଦ୍ଧି କରିବାକୁ ଲକ୍ଷ୍ୟ ରଖୁଛନ୍ତି ସେଠି ଅନାୟଶରେ ଯାଉଛି ବାଘଙ୍କ ଜୀବନ । ଗତ ୫ ବର୍ଷ ଭିତରେ ବିଭିନ୍ନ କାରଣ ଯୋଗୁଁ ମୋଟ ୩୪ କଲରାପତରିଆ ବାଘଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ମହାବଳ ବାଘଙ୍କ ମୃତ୍ୟୁ ଘଟିଛି । ଏନେଇ…

ପ୍ରକଳ୍ପ ପୂରା ନକରି ହାରିଲେ ବିଜେଡି ନେତା…

ଭୁବନେଶ୍ବର: ପାନୀୟ ଜଳ ପ୍ରକଳ୍ପ କାମ ପୂରା ନକରିବାରୁ ହାରିଲେ ବିଧାୟକ । ଜନ ଆକ୍ରୋଶର ଶିକାର ହେଲେ । ଆଜି ପାନୀୟ ଜଳ ପ୍ରକଳ୍ପ ନେଇ ଗୃହ ସରକଗରମ ରହିଥିବା ବେଳେ କିଛି ଏପରି ବିସ୍ଫୋରକ ବୟାନ ଦେଇଛନ୍ତି ବିଜେଡି ବରିଷ୍ଠ ବିଧାୟକ ବଦ୍ରି ପାତ୍ର । ଏନେଇ ବଦ୍ରି କହିଛନ୍ତି, ପାନୀୟଜଳ…

ପାନୀୟ ଜଳ ନେଇ ମୁହାଁମୁହିଁ ଶାସକ-ବିରୋଧୀ: ମନ୍ତ୍ରୀ କହିଲେ, ‘ମଲେଇ ଖାଇ ଚାଲିଗଲେ ଠିକାଦାର’

ଭୁବନେଶ୍ବର: ରାଜ୍ୟରେ ପାନୀୟ ପ୍ରକଳ୍ପ ନେଇ ଆଜି ସରଗରମ ହୋଇଛି ଗୃହ । ପାନୀୟ ଜଳ ପ୍ରକଳ୍ପ ପ୍ରସଙ୍ଗକୁ ନେଇ ପରସ୍ପର ଉପରକୁ କାଦୁଆ ଫିଙ୍ଗାଫିଙ୍ଗି ହୋଇଛନ୍ତି ବିରୋଧୀ ଏବଂ ଶାସକ । ଏନେଇ ପାନୀୟ ଜଳ ମନ୍ତ୍ରୀ ରବି ନାଏକ ମେଗା ଜଳ ପ୍ରକଳ୍ପ ଠିକା କାମରେ ପୂର୍ବ ସରକାରକୁ କଟାକ୍ଷ କରିଛନ୍ତି…

ଆସୁଛନ୍ତି ରାଷ୍ଟ୍ରପତି: ସୁରକ୍ଷାରେ ୪୦ ପ୍ଲାଟୁନ ଫୋର୍ସ

ଭୁବନେଶ୍ବର: ଆଜି ପୁଣି ୩ୟ ଥର ପାଇଁ ଓଡ଼ିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆସନ୍ତାକାଲି ଆନ୍ତର୍ଜାତିକ ନୌସେନା ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ମହାମହିମ । ଏଥିପାଇଁ ଅପରାହ୍ଣ ୫ଟାରେ ଆଜି ରାଷ୍ଟ୍ରପତି ଭୁବନେଶ୍ବରରେ ପହଞ୍ଜିବା ପରେ ରାଜଭବନରେ…

ନୂଆ ସରକାରର ୫ ମାସରେ ୭୬୯ ଦୁଷ୍କର୍ମ ମାମଲା

ଭୁବନେଶ୍ବର: ରାଜ୍ୟରେ ବିଜେପି ସରକାର ଆସିବାର ୫ମାସରେ ୫୦୯ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଥିବା ବେଳେ ୪୧ ଗଣଦୁଷ୍କର୍ମ ମାମଲା ପଞ୍ଜୀକୃତ ହୋଇଛି। ରାଜ୍ୟରେ ମହିଳାଙ୍କ ବିରୋଧୀ ହିଂସା ସଂପର୍କରେ ଗୃହରେ କିଛି ଏପରି ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିଧାୟକ ଅଧିରାଜ…

ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର: ରାଜ୍ୟସଭା ଉପନିର୍ବାଚନ ପାଇଁ ଆଜି ପ୍ରକାଶ ପାଇଛି ବିଜ୍ଞପ୍ତି। ଓଡ଼ିଶା ସମେତ ୪ ରାଜ୍ୟରେ ଖାଲି ପଡ଼ିଥିବା ୬ଟି ଆସନ ହେବ ଉପନିର୍ବାଚନ। ଏନେଇ ବିଧାନସଭା ସଚିବାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜେଡିର ପୂର୍ବତନ ସାଂସଦ ସୁଜିତ କୁମାର ରାଜ୍ୟସଭା ସଦସ୍ୟ ପଦରୁ…