Latest Odisha News

BREAKING NEWS

Browsing Category

ଓଡିଶା

Odisha

ବାସଭବନରେ ଦିବ୍ୟାଙ୍ଗ ମାନଙ୍କୁ ସମ୍ବର୍ଦ୍ଧିତ କଲେ ଓ ସମସ୍ୟା ଶୁଣିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କ ବାସଭବନରେ ଦିବ୍ୟାଙ୍ଗମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ସେମାନଙ୍କ ସମସ୍ୟା ଶୁଣିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏଭଳି ସହୃଦୟତାପୂର୍ଣ୍ଣ ବ୍ୟବହାରରେ ଭାବପ୍ରବଣ ହୋଇଯାଇଥିଲେ ସମସ୍ତେ । ଖବର ମୁତାବକ, ଆଜି…

ରାସ୍ତା ଉପରେ ଜଳିଗଲା ହାଇୱା, ମୃତ୍ୟୁ ମୁଖରୁ ଅଳ୍ପକେ ବଞ୍ଚିଲେ ଡ୍ରାଇଭର ଓ ହେଲ୍‌ପର

ମୟୂରଭଞ୍ଜ: ରାସ୍ତା ଉପରେ ଜଳିଗଲା ହାଇୱା। ଏଭଳି ବଡ ଅଘଟଣରେ ମୃତ୍ୟୁ ମୁଖରୁ ଅଳ୍ପକେ ବଞ୍ଚିଲେ ଡ୍ରାଇଭର ଓ ହେଲ୍‌ପର। ତେବେ କେଉଁ କାରଣରୁ ନିଆଁ ଲାଗିଲା, ତାହା ଜଣାପଡ଼ି ନାହିଁ। ଆଜି ଅପରାହ୍ନରେ ଏପରି ଦୁର୍ଘଟଣା ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷୀ-କଳାବାଡିଆ ରାସ୍ତାରେ ଘଟିଛି। ସୂଚନା…

ମିଳିଲା ମାଓ ପୋଷ୍ଟର, ବଢିଲା ସୁରକ୍ଷା

ରାଉରକେଲା:ମାଓବାଦୀ ସଂଗଠନ ପକ୍ଷରୁ ଡିସେମ୍ବର ୨ରୁ ୮ ଯାଏଁ ପିଏଲଜିଏ ସପ୍ତାହ ପାଳନ କରାଯାଉଛି । ଏଥିମଧ୍ୟରେ ଓଡିଶା- ଝାଡଖଣ୍ଡ ସୀମାବର୍ତ୍ତୀ ଜରେଇକେଲାରୁ ମନୋହରପୁର ଯିବା ରାସ୍ତାରେ ମାଓ ପୋଷ୍ଚର ଦେଖିବାକୁ ମିଳିଛି । ପୋଲିସ୍ ପୋଷ୍ଟରକୁ ଜବତ କରି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି ।…

ବିଦେଶରୁ ଚାକିରି ପାଇଁ ଆସୁଛି କି ଅଫର ? ସାବଧାନ !

ଭୁବନେଶ୍ବର : ଆତଙ୍କ ସୃଷ୍ଟି କରିଛନ୍ତି ସାଇବର ଲୁଟେରା। ଆଖି ପିଛୁଳାକେ ଖାଲି କରିଦେଉଛନ୍ତି ବ୍ଯାଙ୍କ ଆକାଉଣ୍ଟ। ସେହିପରି ସାଂଘାତିକ ହେଲାଣି ଡିଜିଟାଲ ଆରେଷ୍ଟ। ପୋଲିସ, ଇଡି, ସିବିଆଇ ଅଧିକାରୀ କହି ଲୁଟ କରୁଛନ୍ତି ସାଇବର ଅପରାଧୀ । ଆଜି ଆମେ ଆପଣଙ୍କୁ କହିବୁ ଡିଜିଟାଲ ଆରେଷ୍ଟ କ'ଣ ,…

ଓଡ଼ିଶାରେ ରେଳ ଭିତ୍ତିଭୂମିର ହେବ ଆହୁରି ବିକାଶ; ୭୩,୭୨୩ କୋଟି ଟଙ୍କା ମଞ୍ଜୁର

ଭୁବନେଶ୍ବର: ଆଗାମୀ ଦିନ ଗୁଡିକରେ ଓଡ଼ିଶାରେ ରେଳ ଭିତ୍ତିଭୂମିର ଆହୁରି ବିକାଶ ହେବ । ସେନେଇ ରାଜ୍ୟରେ ରେଳ ବିକାଶ ପାଇଁ ର ୭୩,୭୨୩ କୋଟି ଟଙ୍କା ମଞ୍ଜୁର କରିଛନ୍ତି କେନ୍ଦ୍ର ସରକାର । ଏହି ରାଶି ମଧ୍ୟରେ ରାଜ୍ୟରେ ପ୍ରସ୍ତାବିତ ରେଳପ୍ରକଳ୍ପର ଉନ୍ନୟନମୂଳକ କାର୍ଯ୍ୟ କରାଯିବ । ଏନେଇ ସୋସିଆଲ…

ଘରେ ବନାନ୍ତୁ ଏହି ୪ ଜୈବିକ ଖତ, ଗଛରେ ଭରି ଯିବ ଫୁଲଫଳ

ଭୁବନେଶ୍ବର: ନିଜର ଘର ବାଡିରେ ଫୁଲ,ଫଳ ଓ ପନିପରିବା ଗଛ ଲଗାଇବାକୁ ସମସ୍ତଙ୍କୁ ଭଲ ଲାଗେ । ବଗିଚାଟି ଦେଖିବାକୁ ସୁନ୍ଦର ଲାଗେ ଏଥିସହ ଘରର ଖର୍ଚ୍ଚ ମଧ୍ୟ ଟିକେ ବଞ୍ଚିଯାଏ ଓ ରାସାୟନିକ ସାର ଦିଆ ପନିପରିବା ଫଳ ଠାରୁ ବି କିଛି ମାତ୍ରାରେ ଦୂରେଇ ରହି ହୁଏ । ତେବେ ଆପଣ ବି ନିଜର ବଗିଚାରେ ଜୈବିକ…

ଭାରତୀୟ ନୌସେନା ଦିବସ: ବାଲୁକା କଳାରେ ନୌସେନାର ଗାଥା ପ୍ରଦର୍ଶନ କଲେ ବାଲୁକା ଶିଳ୍ପୀ ମାନସ ସାହୁ

ପୁରୀ: ଆସନ୍ତାକାଲି ପୁରୀରେ ଅନୁଷ୍ଠିତ ହେବ 'ଭାରତୀୟ ନୌସେନା ଦିବସ' ର ଭବ୍ୟ ଉତ୍ସବ । ଏହି ଉପଲକ୍ଷେ ପୁରୀର ସ୍ୱର୍ଣ୍ଣାଭ ବେଳାଭୂମିରେ ବାଲୁକା କଳାରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଭାରତୀୟ ନୌସେନାର ଗାଥା ବାଲୁକା କଳା ମାଧ୍ୟ୍ୟମରେ ପ୍ରଦର୍ଶିତ କରିଛନ୍ତି । ସେ…

ଯୁବକଙ୍କ ଚମତ୍କାର କଳାକୃତି; ୩୪୦୨ଟି ଦିଆସିଲି କାଠିରେ ତିଆରି କଲେ ନୌସେନା ବୁଡା ଜାହାଜ

ପୁରୀ: ଦିଆସିଲି କାଠିରେ ଅଦ୍ଭୁତ କଳାକୃତି । ପୁରୀର ୨୧ ବର୍ଷୀୟ ପ୍ରତିଭାବାନ କଳାକାର ଶାଶ୍ୱତ ରଞ୍ଜନ ସାହୁ ୩ ହଜାର ୪୦୨ଟି ଦିଆସିଲି କାଠି ବ୍ୟବହାର କରି ଆଇଏନ୍ଏସ୍ ଭେଲା (ଏସ୍୨୪)ର ଏକ ଜଟିଳ ମଡେଲ ତିଆରି କରିଛନ୍ତି । ଏହି ଉଲ୍ଲେଖନୀୟ କଳାକୃତିର ଲମ୍ବ ୨୨ ଇଞ୍ଚ ରହିଛି । ଏହାକୁ ନିର୍ମାଣ…

ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ କଡା ସୁରକ୍ଷା ଭିତରେ ପୁରୀ ସହର

ପୁରୀ: ରାତି ପାହିଲେ ପୁରୀ ଆସିବେ ମହାମହୀମ ରାଷ୍ଟ୍ରପତି । ସେଥିପାଇଁ ସମଗ୍ର ଶ୍ରୀକ୍ଷେତ୍ରକୁ ସୁରକ୍ଷା ବଳୟରେ ରଖାଯାଇଥିବା ବେଳେ ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଅନ୍ୟପଟେ ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ଆଜି କ୍ୟାରକେଡ୍ ରିହରସଲ୍…

ବିଧାନସଭାରେ ଦରମା ଓ ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି ପାଇଁ ଉଠିଲା ଦାବି

ଭୁବନେଶ୍ୱର: ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ତଥା ସ୍ୱାସ୍ଥ୍ୟସେବା ଖର୍ଚ୍ଚକୁ ଦୃଷ୍ଟିରେ ରଖି ଓଡିଶା ବିଧାନସଭାର ସଦସ୍ୟମାନେ ପୂର୍ବତନ ବିଧାୟକଙ୍କ ଦରମା ଏବଂ ପେନ୍ସନ୍ ବୃଦ୍ଧି କରିବାକୁ ଦାବି କରାଯାଇଛି। ଗୃହରେ ଏହି ପ୍ରସଙ୍ଗକୁ ଅନେକ ବିଧାୟକ ସମର୍ଥନ କରିବା ସହ ମଧ୍ୟ ସ୍ୱାସ୍ଥ୍ୟ…