Latest Odisha News

BREAKING NEWS

Browsing Category

ଓଡିଶା

Odisha

କର୍ପୋରେଟରଙ୍କ ସ୍ୱାମୀଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ

କଟକ: କଟକ ମହାନଗର ନିଗମର ଜଣେ କର୍ପୋରେଟରଙ୍କ ସ୍ୱାମୀଙ୍କ ନାଁରେ ଆସିଛି ସଙ୍ଗିନ ଅଭିଯୋଗ। ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ନେଇ ଅଭିଯୋଗ ହୋଇଛି। ଅଭିଯୋଗ ପରେ, ପୋଲିସ ମହିଳାଙ୍କ ବୟାନ ରେକର୍ଡ କରିଛି ଏବଂ ମଙ୍ଗଳବାର ଦିନ ତାଙ୍କର ଡାକ୍ତରୀ ପରୀକ୍ଷା…

କଳିଙ୍ଗ ଘାଟି ଖୋଲିଲା;ଯାନବାହନ ଚଳାଚଳ ପୁଣିଥରେ ସ୍ୱାଭାବିକ

ଫୁଲବାଣୀ: ବାତ୍ୟା ଅକଓ୍ବାନ ପାଇଁ ଗତ ୧୯ ତାରିଖରୁ କନ୍ଧମାଳ ଜିଲ୍ଲାର କଳିଙ୍ଗ ଘାଟି ରାସ୍ତାରେ ସମସ୍ତ ମୋଟର ଯାନ ଚଳାଚଳ ବନ୍ଦ ରଖାଯାଇଥିଲା। ଆଜିଠାରୁ ଏହି କଳିଙ୍ଗ ଘାଟି ରାସ୍ତାରେ ସମସ୍ତ ପ୍ରକାରର ଯାନବାହନ ଚଳାଚଳ ପୁଣିଥରେ ସ୍ୱାଭାବିକ ହୋଇଛି। ପାଣିପାଗରେ ସୁଧାର ଆସିବା ପରେ ବିଭାଗୀୟ…

ରାଜ୍ୟରେ କମିବ ପାରଦ, ନଭେମ୍ବର ଶେଷ ଆଡ଼କୁ ଅଧିକ ଶୀତ ଅନୁଭବ ହେବ…

ଭୁବନେଶ୍ଵର: ରାଜ୍ୟରେ କମିବ ପାରଦ । ମାସ ଶେଷ ଆଡ଼କୁ ଅନୁଭବ ହେବ ଶୀତ । ରାଜ୍ୟରେ କୁହୁଡ଼ି ରହିବ । ଏପରିକି ଆଭ୍ୟନ୍ତରୀଣ ଓଡ଼ିଶାରେ ୧୫ ତଳୁକୁ ଖସିବ ତାପମାତ୍ରା । ସେହିପରି, ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ରହିବ ବୋଲି ପୂର୍ବାନୁମାନ…

ଐତିହାସିକ କଟକ ବାଲିଯାତ୍ରାକୁ ଜଗିବେ ୭୦ ପ୍ଲାଟୁନ୍ ପୋଲିସ, ଟ୍ରାଫିକ କଟକଣା ଜାରି…

କଟକ: କଟକ ସହରରେ ଆୟୋଜିତ ହେବାକୁ ଥିବା ବାଲିଯାତ୍ରା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭିଡ଼ ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ପ୍ରାୟ ୧,୪୦୦ଟି 'ଏଆଇ' (AI - କୃତ୍ରିମ ବୁଦ୍ଧିମତ୍ତା) ଯୁକ୍ତ କ୍ୟାମେରା ଏବଂ ୩୮ଟି ୱାଚ୍‌ଟାୱାର ସ୍ଥାପନ କରାଯାଇଛି। ନଭେମ୍ବର ୨୪…

ସ୍ୱୟଂପ୍ରଭା ରଥଙ୍କ କବିତା ସଂକଳନ ‘ଆସେସ୍ ଟୁ ଆନ୍ଥେମ୍‌’ ଲୋକାର୍ପିତ

ଭୁବନେଶ୍ୱର: ଜଣାଶୁଣା ଲେଖିକା ତଥା କବି ସ୍ୱୟଂପ୍ରଭା ରଥଙ୍କ ରଚିତ କବିତା ସଂକଳନ ‘ଆସେସ୍ ଟୁ ଆନ୍ଥେମ୍‌’ ଲୋକାର୍ପିତ ହୋଇଛି । ଭୁବନେଶ୍ୱରସ୍ଥିତ ବୁଦ୍ଧମନ୍ଦିର ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କବିତା ସଂକଳନଟି ଲୋକାର୍ପିତ ହୋଇଯାଇଛି । କାର୍ଯ୍ୟକ୍ରମରେ କେନ୍ଦ୍ର ସାହିତ୍ୟ…

ଟେଲି ଅଭିନେତ୍ରୀଙ୍କୁ ଅସଦାଚରଣ ଅଭିଯୋଗ

ଭୁବନେଶ୍ୱର: ଭୁବନେଶ୍ୱରରେ ଟେଲି ଅଭିନେତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ହୋଇଛି। ଚନ୍ଦ୍ରଶେଖରପୁରର ଏକ ବାର୍ ଓ ରେଷ୍ଟୁରାଣ୍ଟରେ ଅଭିନେତ୍ରୀଙ୍କ ସହ କିଛି ଯୁବକ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ସୋସିଆଲ ମିଡିଆରେ ପୋଷ୍ଟ କରି ନିଜ ସହ ଘଟିଥିବା ଅସଦାଚରଣ ସମ୍ପର୍କରେ ଅଭିଯୋଗ ଆଣିଛନ୍ତି…

ଭୁବନେଶ୍ୱରରେ ନିର୍ମାଣ ହେବ ବହୁତଳ ବିଶିଷ୍ଟ ରାଜସ୍ୱ ଭବନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରରେ ଏକ ବହୁତଳ ବିଶିଷ୍ଟ ରାଜସ୍ୱ ଭବନ ନିର୍ମାଣ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ, ଭୁବନେଶ୍ୱରରେ ଏକ ୯ ମହଲା ବିଶିଷ୍ଟ ରାଜସ୍ୱ ଭବନ ନିର୍ମାଣ ହେବ । ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ସହିତ…

AI-Powered Beach Cameras: ବାତ୍ୟା ଆସିବା ପୂର୍ବରୁ ବାଜିବ ଆଲର୍ଟ! ୨୪ ଘଣ୍ଟା ରଖିବ ନଜର…ଓଡ଼ିଶା ସମୁଦ୍ର କୂଳରେ…

ଭୁବନେଶ୍ୱର: ସମୁଦ୍ରରେ ଝଡ଼ ଆସିବା ପୂର୍ବରୁ ମିଳିବ ଆଗୁଆ ସୂଚନା। ଉପକୂଳରେ କ’ଣ ଘଟୁଛି, ସମୁଦ୍ରର ସ୍ଥିତି କିପରି ରହିଛି, ତା’ ଉପରେ ରହିବ ନିରନ୍ତର ନଜର। ଏଥିପାଇଁ ଓଡ଼ିଶାର ସମୁଦ୍ର ଉପକୂଳରେ ସ୍ଥାପନ ହେବ ଅତ୍ୟାଧୁନିକ ଭିଡିଓ କ୍ୟାମେରା ଆଧାରିତ ସ୍ୱୟଂଚାଳିତ ବେଳାଭୂମି ନିରୀକ୍ଷଣ…

Naveen Patnaik’s Foreign Visits: ‘ଖାଲି ନବୀନଙ୍କ କାହିଁକି? ତଦନ୍ତ ହେଉ ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଯାତ୍ରା…’,…

ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଦେଶ ଗସ୍ତର ତଦନ୍ତକୁ ସ୍ୱାଗତ କରିଛି ବିଜୁ ଜନତା ଦଳ (ବିଜେଡି)। ହେଲେ ଏହି ତଦନ୍ତ କେବଳ ନବୀନଙ୍କ ପାଇଁ କାହିଁକି? ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ତାଙ୍କ କ୍ୟାବିନେଟ୍ ସହଯୋଗୀ ଓ ବରିଷ୍ଠ ସରକାରୀ ଅଧିକାରୀଙ୍କ…

ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣ ଅଭିଯୋଗ; ବିହାରରୁ ୨ ଜଣଙ୍କୁ ଧରିଲା ଓଡ଼ିଶା ଏସଟିଏଫ

ଭୁବନେଶ୍ୱର: ଓଡ଼ିଶା ପୋଲିସର ସ୍ପେଶାଲ ଟାସ୍କ ଫୋର୍ସ (STF) ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣ ନେଟୱାର୍କର ଦୁଇ ଜଣ ସଦସ୍ୟଙ୍କୁ ଗିରଫ କରିଛି। ଏଥିସହିତ ସେମାନଙ୍କ ନିକଟରୁ ୬ଟି ଅସ୍ତ୍ରଶସ୍ତ୍ର ସହ ଗୁଳିଗୋଳା ଜବତ କରିଛି। ପୋଲିସ ସୂଚନା ଅନୁଯାୟୀ, STF ଏକ ସ୍ୱତନ୍ତ୍ର ଅଭିଯାନ ଚଳାଇ ବିହାରର…