Latest Odisha News

BREAKING NEWS

Browsing Category

ଓଡିଶା

Odisha

ଅନଲାଇନ୍ ଗାଡ଼ି ଚାଳକଙ୍କ ହିଂସ୍ର ଆନ୍ଦୋଳନ; ଆମ ବସ୍ ଭଙ୍ଗାରୁଜା କଲେ,ପୋଲିସକୁ ଟେକା ପଥର ମାରିଲେ;ପୋଲିସ୍ ପକ୍ଷରୁ…

ଭୁବନେଶ୍ୱର:ରାଜଧାନୀ ରାଜରାସ୍ତାରେ ଅନଲାଇନ୍ ଗାଡ଼ି ଚାଳକ ଏବଂ ପୋଲିସ ଧସ୍ତାଧସ୍ତି । ୩ ଦିନ ହେଲା ଅନଲାଇନ୍ ଅଟୋ ଓ କ୍ୟାବ୍ ଡ୍ରାଇଭର୍ ଆନ୍ଦୋଳନ ଚଳାଇଛନ୍ତି । ଏସବୁ ଭିତରେ ବୁଧବାର ଦିନ ଆନ୍ଦୋଳନରତ ଗାଡ଼ି ଚାଳକ ରାସ୍ତା ଉପରେ ଗାଡ଼ି ରଖି ଦେଇ ରାସ୍ତା ଜାମ୍ କରିଥିଲେ । ଏଥିସହ…

ହୀରାକୁଦ ଡ୍ୟାମର ଆଉ ୨ଟି ଗେଟ୍ ଖୋଲିଲା, ୧୭ ଗେଟ୍ ଦେଇ ଜଳ ନିଷ୍କାସନ

ଭୁବନେଶ୍ୱର: ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ଆଉ ଦୁଇଟି ଗେଟ୍ ଖୋଲା ଯାଇଛି। ଏଥିସହିତ ୧୭ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ବର୍ତ୍ତମାନ ବାମ ପାର୍ଶ୍ୱରେ ୧୧ଟି ଗେଟ ଏବଂ ଡାହାଣ ପାର୍ଶ୍ୱରେ ୬ଟି ଗେଟରୁ ପାଣି ଛଡାଯାଉଛି। ଜଳଭଣ୍ଡାରର ଜଳସ୍ତର ୬୧୯.୮୭ ଫୁଟ ରହିଛି।…

ବାଲେଶ୍ବରରେ ବନ୍ୟା ସ୍ରୋତରେ ଭାସିଗଲେ ଯୁବକ

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବନ୍ୟା ସ୍ରୋତରେ ଭାସିଯାଇଥିବା ଜଣେ ବ୍ୟବସାୟୀଙ୍କୁ ବୁଧବାର ସ୍ଥାନୀୟ ଯୁବକମାନେ ଉଦ୍ଧାର କରିଛନ୍ତି। ସୋରୋ ବ୍ଲକର ତଳନଗର ପଞ୍ଚାୟତ ଅନ୍ତର୍ଗତ ପଦନାପଡ଼ା ଗାଁରେ ଏହି ଘଟଣା ଘଟିଛି। ରିପୋର୍ଟ ଅନୁଯାୟୀ, ବ୍ୟବସାୟୀ ଜଣକ ପ୍ରବଳ ବନ୍ୟା ସ୍ରୋତରେ…

୪ ଦିନ ଧରି ଜଳବନ୍ଦୀ ଥିଲେ ଆବାସିକ ବିଦ୍ୟାଳୟର ୨୩୦ ଛାତ୍ରଛାତ୍ରୀ;ଉଦ୍ଧାର କଲା ଓଡ୍ରାଫ୍ ଟିମ୍

ପଟ୍ଟାମୁଣ୍ଡାଇ:ଆଶ୍ରମ ସରକାରୀ ଆବାସିକ ବିଦ୍ୟାଳୟରେ ୪ ଦିନ ଧରି ଜଳବନ୍ଦୀ ଥିଲେ ଛାତ୍ରଛାତ୍ରୀ। ପଟ୍ଟାମୁଣ୍ଡାଇ ବ୍ଳକ ପେଣ୍ଠପାଳ ଗ୍ରାମ ପଂଚାୟତ ଅନ୍ତର୍ଗତ କୂଳସାହିସ୍ଥିତ ଆଶ୍ରମ ସରକାରୀ ଆବାସିକ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ୪ ଦିନ ଧରି ଜଳବନ୍ଦୀ ଥିଲେ । ଆଜି ଆଶ୍ରମ ସରକାରୀ ଆବାସିକ…

ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା, ବଢୁଛି ବନ୍ୟା ଆଶଙ୍କା…

ଭୁବନେଶ୍ୱର: ସୁବର୍ଣ୍ଣରେଖା ନଦୀ ପୁଣି ଥରେ ବିପଦ ସଙ୍କେତ ଅତିକ୍ରମ କରିଛି। ଯାହା ଫଳରେ ବାଲେଶ୍ୱର ଜିଲ୍ଲାରେ ବଡ଼ ବନ୍ୟା ଆଶଙ୍କା ସୃଷ୍ଟି କରିଛି। ରିପୋର୍ଟ ଅନୁସାରେ, ସକାଳ ୯ଟାରେ ରାଜଘାଟରେ ଜଳସ୍ତର ୧୦.୪୦ ମିଟର ଥିଲା, ଯାହା ବିପଦ ସ୍ତର ୧୦.୩୬ମିଟର ଠାରୁ ଅଧିକ ଥିଲା। ଏହାରି…

ଲାଞ୍ଜିଗଡ଼ର ପୂର୍ବତନ ବିଧାୟକ ଶିବାଜୀ ମାଝୀଙ୍କ ପରଲୋକ

ଭୁବନେଶ୍ୱର: ଲାଞ୍ଜିଗଡ଼ର ପୂର୍ବତନ ବିଧାୟକ ଶିବାଜୀ ମାଝୀଙ୍କ ମଙ୍ଗଳବାର ବିଳମ୍ବିତ ରାତିରେ ଜନ୍ମମାଟି ବିଜେପୁର ଦାନାରାଗୁଡ଼ାରେ ଦେହାନ୍ତ ହୋଇଛି। ତାଙ୍କ ଦେହାନ୍ତରେ ଲାଞ୍ଜିଗଡ଼ରେ ଶୋକରେ ଛାୟା ଖେଳିଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିଲା। ସୂଚନା ଅନୁଯାୟୀ, କିଛି ଦିନ…

ଫୁଲୁଛି ବୈତରଣୀ ଓ ସାଳନ୍ଦୀ, ବଢୁଛି ଲୋକଙ୍କ ଦୁର୍ଦ୍ଦଶା

ଭୁବନେଶ୍ୱର: ଫୁଲୁଛି ବୈତରଣୀ ଓ ସାଳନ୍ଦୀ। ସେହିପରି ବ୍ରାହ୍ମଣୀ, ଖରସ୍ରୋତା, କାଣୀ ଓ ବୈତରଣୀ ନଦୀରେ ବନ୍ୟା ଆସିବା ଫଳରେ କେନ୍ଦ୍ରାପଡା ଜିଲ୍ଲାର ଆଳି ଓ ରାଜକନିକା ୨ଟି ବ୍ଲକର ୩୧ଟି ପଞ୍ଚାୟତ ପ୍ରଭାବିତ ହୋଇଛି। ସେହିପରି ଭଦ୍ରକ ଆଖୁଆପଦାରେ ବୈତରଣୀ ୧୮.୩୩ ମିଟର ବିପଦ ସଙ୍କେତ ଅତିକ୍ରମ…

ପୁଣି ଥାର ଆତଙ୍କ; ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତି ଓ ଷଣ୍ଢ ମୃତ

ଭୁବନେଶ୍ୱର: ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ପିପିଲି ନିକଟରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା ବେଳେ ଗୋଟିଏ ଷଣ୍ଢ ମଧ୍ଯ ପ୍ରାଣ ହରାଇଛି। ସୂଚନା ଅନୁଯାୟୀ, ପୁରୀରୁ ଭୁବନେଶ୍ୱର ଅଭିମୁଖେ ଦ୍ରୁତ ଗତିରେ ଯାଉଥିବା ଏକ ଥାର ନିୟନ୍ତ୍ରଣ…

ଶିଳ୍ପ ବର୍ଜ୍ୟବସ୍ତୁରୁ ବାହାରିବ ମୂଲ୍ୟବାନ ଧାତୁ: ନାଲକୋର ନୂଆ ପଦକ୍ଷେପ, ଭୁବନେଶ୍ୱରରେ ପାଇଲଟ୍ ପ୍ଲାଣ୍ଟ ଉଦ୍‌ଘାଟିତ

ଭୁବନେଶ୍ୱର: ଶିଳ୍ପ କାରଖାନାରୁ ବାହାରୁଥିବା ବର୍ଜ୍ୟବସ୍ତୁରୁ ମୂଲ୍ୟବାନ ଧାତୁ ଓ ଉପାଦାନ ବାହାର କରିବା ଦିଗରେ ଏକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛି କେନ୍ଦ୍ର ଖଣି ମନ୍ତ୍ରଣାଳୟ ଅଧୀନସ୍ଥ ନବରତ୍ନ କମ୍ପାନୀ ‘ନାଲକୋ’। ଆଜି ଭୁବନେଶ୍ୱରସ୍ଥିତ ନାଲକୋ ଗବେଷଣା ଏବଂ ପ୍ରଯୁକ୍ତିବିଦ୍ୟା…

ଭଦ୍ରକରେ ବନ୍ୟା ପରିସ୍ଥିତି ଗମ୍ଭୀର: ବୁଧବାର ୩ଟି ବ୍ଲକ୍‌ର ୨୯୭ ସ୍କୁଲ ବନ୍ଦ ରଖିବାକୁ ପ୍ରଶାସନର ନିର୍ଦ୍ଦେଶ

ଭଦ୍ରକ: ଲଗାଣ ବର୍ଷା ଯୋଗୁଁ ଭଦ୍ରକ ଜିଲ୍ଲାରେ ବନ୍ୟା ପରିସ୍ଥିତି ଗମ୍ଭୀର ରୂପ ଧାରଣ କରିଛି। ବନ୍ୟା ବିପନ୍ନ ଅଞ୍ଚଳରେ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ବୁଧବାର ଜିଲ୍ଲାର ସର୍ବାଧିକ ପ୍ରଭାବିତ ତିନୋଟି ବ୍ଲକ୍…