Latest Odisha News

BREAKING NEWS

Browsing Category

ଓଡିଶା

Odisha

ତୃତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କାକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା

ଭୁବନେଶ୍ୱର: ଦୁର୍ଗାପୂଜା ପୂର୍ବରୁ ଅର୍ଥାତ୍ ଆଜି ‘ସୁଭଦ୍ରା’ ଯୋଜନାର ପ୍ରଥମ ପର୍ଯ୍ୟାୟର ଦ୍ୱିତୀୟ କିସ୍ତି ଟଙ୍କା ଖାତାକୁ ଆସିଥିବାବେଳେ, ତୃତୀୟ ପର୍ଯ୍ୟାୟ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସୁଭଦ୍ରା ଯୋଜନାର ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ…

ଦୁର୍ଗା ପୂଜା ପାଇଁ ଇକୋ-ଫ୍ରେଣ୍ଡଲି ଗାଇଡଲାଇନ ଜାରି କଲା ବିଏମସି

ଭୁବନେଶ୍ୱର: ଓଡ଼ିଶା ରାଜଧାନୀରେ କିପରି ଶାରଦୀୟ ଦୁର୍ଗା ପୂଜା ଶାନ୍ତି ଶୃଙ୍ଖଳାର ସହ ଶେଷ ହେବ ଓ ଏହା ସହ କିପରି ପରିବେଶ ଅନୁକୂଳ ରହିବ ସେନେଇ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । ଏନେଇ ବୁଧବାର ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ (ବିଏମସି) ଦ୍ୱାରା ଏକ ନିର୍ଦ୍ଦେଶନାମା ଜାରି…

କୋରାପୁଟରେ ଚାଲିଛି ଅନୁଷ୍କା ଶେଟ୍ଟୀଙ୍କ ଅପକମିଂ ଫିଲ୍ମର ସୁଟିଂ

କୋରାପୁଟ: ସାଉଥ୍ ଆକ୍ଟ୍ରେସ୍ ଅନୁଷ୍କା ଶେଟ୍ଟୀଙ୍କ ଆଗାମୀ ଚଳଚ୍ଚିତ୍ରର ସୁଟିଂ କୋରାପୁଟ ଜିଲ୍ଲାର ଲମତାପୁଟ, ମାଛକୁଣ୍ଡ ଏବଂ ଅନାକାଡେଲିରେ କରାଯାଉଛି। ତେଲୁଗୁ ଆକ୍ସନ୍-ରିଭେଞ୍ଜ ଭିତ୍ତିକ ଫିଲ୍ମ 'ଘାଟି'ର ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି କୃଷ୍ଣ। ଅଭିନେତା-ନିର୍ଦ୍ଦେଶକ ଜନ୍…

ପୁଣି ଭିଡିଓ ଭାଇରାଲ୍ ପୁଣି ବିବାଦ

ପୁରୀ: ପୁଣି ବିବାଦରେ ସତ୍ୟବାଦୀ ବିଜେପି ବିଧାୟକ ଓମପ୍ରକାଶ ମିଶ୍ର। ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍ ହେବା ପରେ ତେଜିଲାଣି ରାଜନୀତି । ଯୁବତୀଙ୍କ ସହ ବିଧାୟକଙ୍କ ସଂପର୍କ କଣ? ଭିଡିଓରେ ବ୍ଲାକମେଲିଂ କଥା କୁହାଯାଉଥିବା ବେଳେ, କିଏ କାହାକୁ ବ୍ଲାକମେଲିଂ କରୁଛି? ଭିଡିଓକୁ ନେଇ ଓମପ୍ରକାଶ…

ମହିଳାଙ୍କୁ ସରକାରଙ୍କ ଦଶହରା ଭେଟି, ଖାତାକୁ ଆସିଲା ସୁଭଦ୍ରା ଟଙ୍କା

ବାରିପଦା: ବାରିପଦାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ‘ସୁଭଦ୍ରା’ ଯୋଜନାର ପ୍ରଥମ ପର୍ଯ୍ୟାୟର ଦ୍ୱିତୀୟ କିସ୍ତି ଟଙ୍କା ଖାତାକୁ ଆସିଛି। ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିଲା ଟଙ୍କା। ବାରିପଦା ଛଉ ପଡିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଟଙ୍କା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ…

ବିଜେଡି ସଦସ୍ୟତା ସଂଗ୍ରହ ଅଭିଯାନର ଶୁଭାରମ୍ଭ, ଫୋକସରେ ଛାତ୍ର ଓ ମହିଳା

ଭୁବନେଶ୍ୱର: ବିଜେଡିର ସଦସ୍ୟତା ଅଭିଯାନର ଶୁଭାରମ୍ଭ କଲେ ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳର ପ୍ରଥମ ସଭ୍ୟ ହେଲେ ନବୀନ ପଟ୍ଟନାୟକ । ତାଙ୍କ ସଦସ୍ୟତାର ନବୀକରଣ କରି ଏକାମ୍ରରୁ ରାଜ୍ୟର ପ୍ରଥମ ସଦସ୍ୟ ହେଲେ ନବୀନ ପଟ୍ଟନାୟକ। ଶଙ୍ଖ ଭବନରେ ଏହାର ଶୁଭାରମ୍ଭ ହୋଇଛି। ଏହା ସହ ଜିଲ୍ଲା ସଦର…

ଏମିତି ବି ଆସେ ମୃତ୍ୟୁ: ପମ୍ପ ଦେବା ବେଳେ ଫାଟିଲା ଏୟାର ପ୍ରେସର ଟାଙ୍କି, ଗ୍ୟାରେଜ ମାଲିକ ମୃତ

ଖୋର୍ଦ୍ଧା: ମୃତ୍ୟୁ ଏମିତି ବି ଆସେ। ଗାଡ଼ିରେ ପମ୍ପ ଦେବାବେଳେ ଫାଟିଲା ଏୟାର ପ୍ରେସର ଟାଙ୍କି। ଆଉ ଘଟଣାସ୍ଥଳରେ ଚାଲିଗଲା ଗ୍ୟାରେଜ ମାଲିକଙ୍କ ଜୀବନ। ଖୋର୍ଦ୍ଧା ସଦର ଥାନା ଦଳେଇପୁଟ ଛକ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥ ଦଧିମାଛ…

ଚଳଚଞ୍ଚଳ ଶକ୍ତିପୀଠ: ମଣ୍ଡପରେ ଷଷ୍ଠୀ, ପୀଠରେ ସପ୍ତମୀ ପୂଜା

ଭୁବନେଶ୍ୱର: ଆସୁଛନ୍ତି ଦୁର୍ଗତିନାଶିନୀ ମା' ଦୁର୍ଗା । ଉତ୍ସବମୁଖର ହୋଇପଢିଛି ସାରା ରାଜ୍ୟ । ସଜେଇ ହୋଇସାରିଲାଣି ସୁଉଚ୍ଚ ତୋରଣ ଓ ଆଖି ଝଲିସିବା ପରି ମେଢ । ଆଜି ଶକ୍ତିପୀଠରେ ସପ୍ତମୀ ପୂଜା ଚାଲିଥିବା ବେଳେ ମଣ୍ଡପରେ ଷଷ୍ଠୀ ପୂଜା କରାଯାଉଛି । ବେଲ ଗଛ ମୂଳେ ଷଷ୍ଠୀ ପୂଜା କରାଯିବା ପରେ…

ପରଲୋକରେ ପୂର୍ବତନ ବିଧାୟକ ଧନେଶ୍ବର ମାଝୀ

କଳାହାଣ୍ଡି: ପୂର୍ବତନ ବିଧାୟକ ଧନେଶ୍ବର ମାଝୀଙ୍କ ପରଲୋକ l କେସିଙ୍ଗା ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି l ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା l କେସିଙ୍ଗା ଓ ନର୍ଲାରୁ ୫ ଥର ବିଧାୟକ ହୋଇଥିଲେ ଧନେଶ୍ବର ମାଝୀ l ସେ ରାଜ୍ୟସଭା ସାଂସଦ ମଧ୍ୟ ଥିଲେ l…

ଏସସିବିରେ କାର୍ଯ୍ୟକ୍ଷମ ହେଲା ରାଜ୍ୟର ପ୍ରଥମ ‘ବୋନ ବ୍ୟାଙ୍କ’: ମାଗଣାରେ ମିଳିବ ଅସ୍ଥି

କଟକ: କଟକର ଏସସିବି ମେଡିକାଲ କଲେଜରେ କାର୍ଯ୍ୟକ୍ଷମ ହେଲା ରାଜ୍ୟର ପ୍ରଥମ ‘ବୋନ ବ୍ୟାଙ୍କ’ ବା ଅସ୍ଥି ଭଣ୍ଡାର। ଏହାସହ ଓଡ଼ିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଯୋଡ଼ି ହୋଇଛି ଏକ ନୂଆ ଅଧ୍ୟାୟ। ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗି ଆଜି ବଡ଼ ମେଡିକାଲର ଅସ୍ତିଶଲ୍ୟ ବିଭାଗରେ ଆୟୋଜିତ…