Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାତି ପାହିଲେ ପୂଜା: ଟ୍ବିନ୍ ସିଟି ଜଗିବେ ୧୦୨ ପ୍ଲାଟୁନ ପୋଲିସ୍

ଭୁବନେଶ୍ବର: ରାତି ପାହିଲେ ପୂଜା । ମଣ୍ଡପେ ବିରାଜିବେ ମା ଦଶଭୂଜା । ଏଥିପାଇଁ ଚଳଚଞ୍ଚଳ ପୂଜା ମଣ୍ଡପ । ପୂଜା ପାଇଁ କମିଶନରେଟ୍ ପୋଲିସ ମଧ୍ୟ ଅଣ୍ଟା ଭିଡି ସାରିଲେଣି । କିପରି ସୁରୁଖୁରୁରେ, ବିନା ବିଶୃଙ୍ଖଳାରେ ପୂଜା ମଉଜ ହେବ ସେନେଇ ପୋଲିସ୍ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏନେଇ…

ବିଜେଡିକୁ ଟାର୍ଗେଟ୍, ସରକାରୀ କୋଠାର ରଙ୍ଗ କାହିଁକି ବଦଳାଇ ସବୁଜ କରିଥିଲ

ଭୁବନେଶ୍ୱର: ସରକାରୀ କୋଠାକୁ କମଳା ଏବଂ ନାଲି ରଙ୍ଗ କରିବା ନେଇ ବିଜେପିକୁ ସମାଲୋଚନା କରିବା ପରେ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଛନ୍ତି ଯେ "ଅନ୍ୟକୁ କହିବା ପୂର୍ବରୁ ଜଣେ ନିଜ କାର୍ଯ୍ୟକୁ ଦେଖିବା ଉଚିତ୍। ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଏବଂ…

ପାରାଦୀପ ବନ୍ଦରରେ ଅଘଟଣ..

ପାରାଦୀପ: ପାରାଦୀପ ବନ୍ଦରର ଏମପିବି ବର୍ଥରେ ଅଘଟଣ । ବର୍ଥ ଉପରେ ଥାଇ ଲୋଡିଂ କରୁଥିବା ଏକ ସୋର୍ କ୍ରେନ୍ ଅଧାରୁ ଛିଡି ପଡିଛି । ଫଳରେ ଅପରେଟର ଆହତ ହୋଇଛନ୍ତି । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆଜି ସକାଳେ କ୍ରେନଟି ଏକ ବିଦେଶୀ ଜାହାଜ ‘ଏମଭି ଆମସୀ ମ୍ୟାକ୍ସିମସ’ରୁ…

‘ରଙ୍ଗ କି ନାଁ ବଦଳାଇଲେ, ବଦଳି ଯିବନି ୨୪ ବର୍ଷର ବିକାଶର ଇତିହାସ’

ଭୁବନେଶ୍ବର: କେବଳ ନାଁ ଓ ରଙ୍ଗ ବଦଳାଇବାକୁ ସରକାରକୁ ଆସିଛି ବିଜେପି । ରଙ୍ଗ କି ନାଁ ବଦଳାଇଲେ ୨୪ ବର୍ଷର ବିକାଶର ଇତିହାସ ବଦଳିଯିବନି ବୋଲି ବିଜେପିକୁ କଡା ଟାର୍ଗେଟ କରିଛନ୍ତି ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର । ପ୍ରକୃତରେ ବିଜେପି ସରକାରକୁ ଆସିବା ପରେ ବିଜେଡିର ବିଭିନ୍ନ ଲୋକ…

ଓପିଏସସି ଅଧ୍ୟକ୍ଷ ଭାର ଗ୍ରହଣ କଲେ ଅରୁଣ ଷଡଙ୍ଗୀ

କଟକ: ଦାୟିତ୍ୱ ଭାର ଗ୍ରହଣ କଲେ ଅରୁଣ ଷଡ଼ଙ୍ଗୀ । ଓପିଏସ୍ସି ନୂଆ ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କଲେ ବରିଷ୍ଠ ଆଇପିଏସ୍ ତଥା ପୂର୍ବତନ ଡିଜିପି ଅରୁଣ ଷଡଙ୍ଗୀ । ତେବେ ଗତ ମାସରେ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି)ର ନୂଆ ଅଧ୍ୟକ୍ଷ ଭାବେ ଅରୁଣ କୁମାର ଷଡ଼ଙ୍ଗୀଙ୍କୁ…

ଛତିଶା ନିଯୋଗ ବୈଠକ, ନିର୍ଘଣ୍ଟ ହେବ କାର୍ତ୍ତିକ ମାସର ନୀତିକାନ୍ତି

ପୁରୀ: ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ। ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ।‌ କାର୍ତ୍ତିକ ମାସର ନୀତିକାନ୍ତି ଓ…

ଭିଜିଲାନ୍ସ ଜାଲରେ ପଞ୍ଚାୟତିରାଜ ବାବୁ, ଏକକାଳୀନ ୮ଟି ସ୍ଥାନରେ ଚଢ଼ାଉ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଜଣେ ବରିଷ୍ଠ ଅଧିକାରୀ। ବରିଷ୍ଠ ଅଧିକାରୀ ରମେଶ ଚନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିବା ସୂଚନା ରହିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ଚଢ଼ାଉ କରିଛି। ଭୁବନେଶ୍ୱର ଘର ସମେତ ୮ଟି ସ୍ଥାନରେ…

ଦୁର୍ଗାପୂଜା ପାଇଁ ଆସନ୍ତାକାଲିଠୁ ଟୁଇନ ସିଟିରେ ଟ୍ରାଫିକ କଟକଣା

ଭୁବନେଶ୍ଵର: ଦୁର୍ଗାପୂଜା ପାଇଁ ଟୁଇନ ସିଟିରେ ଲାଗୁ ହେଲା ଟ୍ରାଫିକ କଟକଣା। ଆସନ୍ତା କାଲିଠୁ ୧୪ ତାରିଖ ଯାଏଁ କଟକ ଏବଂ ଭୁବନେଶ୍ୱରରେ ଟ୍ରାଫିକ କଟକଣା ଲାଗୁ ହୋଇଛି । ୧୨ଟି ରୁଟ୍‌ରେ ୧୨ ଘଣ୍ଟା ପର୍ଯ୍ୟନ୍ତ ଭାରି ଯାନ ଚଳାଚଳ ଉପରେ କଟକଣା ଲଗାଯାଇଛି। ଏନେଇ ବିଜ୍ଞପ୍ତି ଜାରି କରିଛି…

ଇତିହାସ ରଚିବ ସୁଭଦ୍ରା: ୯ ତାରିଖ ଦିନ ୧୨ଟା ପୂର୍ବରୁ ଆକାଉଣ୍ଟକୁ ଯିବ ଟଙ୍କା

ଭୁବନେଶ୍ଵର: ସୁଭଦ୍ରା ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା । ପ୍ରତ୍ୟେକ ଦିନ ୩୦ ହଜାର ମହିଳା ଏହି ଯୋଜନାରେ ଯୋଡ଼ି ହେଉଛନ୍ତି । ଏଯାବତ୍ ପଞ୍ଜୀକରଣ ୧ କୋଟି ଟପିଗଲାଣି । ମହିଳା ସଶକ୍ତୀକରଣର ନୂଆ ଇତିହାସ ରଚିବ ସୁଭଦ୍ରା ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ…

ରାଜଧାନୀରେ ପୋଲିସର ଫ୍ଲାଗ ମାର୍ଚ୍ଚ

ଭୁବନେଶ୍ୱର: ଦଶହରା ପାଇଁ ରାଜଧାନୀରେ ଫ୍ଲାଗ ମାର୍ଚ୍ଚ। ପୂଜା ପେଣ୍ଡାଲ ଓ ପୂଜା ମଣ୍ଡପରେ ଭିଡ଼କୁ ଦୃଷ୍ଟିରେ ରଖି କରାଯାଇଛି ଫ୍ଲାଗ ମାର୍ଚ୍ଚ। ଆଇନଶୃଙ୍ଖଳା ପରିସ୍ଥିତି, ଟ୍ରାଫିକ ସମସ୍ୟା ଓ ଅପରାଧୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେଇ କମିଶନରେଟ ପୁଲିସ ପକ୍ଷରୁ ଆରମ୍ଭ ହୋଇଛି ପ୍ରକ୍ରିୟା।…