Latest Odisha News

BREAKING NEWS

Browsing Category

ଓଡିଶା

Odisha

ଧାମନଗର ଏନଏସି ଓ ଦୋବଲରୁ ଉଠିଲା ୧୬୩ ଧାରା

ଭୁବନେଶ୍ଵର: ଧାମନଗର ଏନଏସି ଓ ଦୋବଲରୁ ଉଠିଲା ୧୬୩ ଧାରା । ୧୨ ଦିନ ପରେ ସ୍ଥିତି ସ୍ବାଭାବିକ ହେବାରୁ ୧୬୩ ଧାରା ପ୍ରତ୍ୟାହୃତ କଲା ପ୍ରଶାସନ । ବିବାଦୀୟ ପୋଷ୍ଟକୁ ନେଇ ହୋଇଥିଲା ଅଶାନ୍ତି । ସୂଚନାଯୋଗ୍ୟ, ଆପତ୍ତିଜନକ ପୋଷ୍ଟକୁ ନେଇ ଗତ ସେପ୍ଟେମ୍ବର ୨୭ ତାରିଖରେ ଭଦ୍ରକ ଧାମନଗରରେ…

ଆଜି ଆସିବ ସୁଭଦ୍ରା ଯୋଜନା ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ଟଙ୍କା

ଭୁବନେଶ୍ଵର: ଆଜି ହିତାଧିକାରୀଙ୍କ ଖାତାକୁ ଆସିବ ସୁଭଦ୍ରା ଯୋଜନା ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ଟଙ୍କା । ବାରିପଦା ସମାବେଶରେ ଯୋଗ ଦେଇ ଟଙ୍କା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୨ୟ ପର୍ଯ୍ୟାୟରେ ୩୫ ଲକ୍ଷରୁ ଅଧିକ ମହିଳାଙ୍କ ଖାତାକୁ ଯିବ ଟଙ୍କା । ୧୨ଟା ପୂର୍ବରୁ…

ନବରାତ୍ରୀ ୨୦୨୪: କାଳରାତ୍ରୀ ବେଶରେ ପୂଜା ପାଉଛନ୍ତି ମା’ ଦୂର୍ଗା

ଭୁବନେଶ୍ଵର: ନବରାତ୍ରୀ ପୂଜାର ଆଜି ୭ମ ଦିନ। ଏହି ଦିନ ମା’ ଭକ୍ତ ମାନଙ୍କ ନିକଟରେ କାଳରାତ୍ରୀ ରୂପରେ ପୂଜା ଗ୍ରହଣ କରିବେ। ମା କାଳରାତ୍ରୀ ନିଜର ସମସ୍ତ ଭକ୍ତଙ୍କୁ ଅଭୟ ବରଦାନ ଦେବା ସହ ଗ୍ରହଦୋଷ ଦୂର କରିଥାନ୍ତି । ଏଥିସହିତ ଅକାଳମୃତ୍ୟୁରୁ ମଧ୍ୟ ଆଶ୍ରିତ ମାନଙ୍କୁ ରକ୍ଷା କରିଥାନ୍ତି ।…

ସବୁ ପୋଲିସ ଶିଖିବେ ସିସିଟିଭି କ୍ୟାମେରା ପରିଚାଳନା

ଭୁବନେଶ୍ବର: ରାଜ୍ୟର ସମସ୍ତ ପୋଲିସ କର୍ମଚାରୀ ଶିଖିବେ ସିସିଟିଭି କ୍ୟାମେରା ପରିଚାଳନା । ପର୍ଯ୍ୟାୟକ୍ରମେ ସିସିଟିଭି ସର୍ଭେଲାନ୍ସ ସିଷ୍ଟମ ପରିଚାଳନା ସମ୍ପର୍କରେ ପ୍ରଶିକ୍ଷିତ କରାଇବା ପାଇଁ ଏକ ଷ୍ଟାଣ୍ଡାର୍ଡ ଟ୍ରେନିଂ ମଡ୍ୟୁଲ ପ୍ରସ୍ତୁତ କରିବା ପାଇଁ ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ…

ବଢିଲା ସରକାରୀ କର୍ମଚାରୀଙ୍କ ଗ୍ରାଚୁଇଟି

ଭୁବନେଶ୍ବର: ଦଶହରା ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ପୂଜା ଭେଟି ଦେଇଛନ୍ତି ରାଜ୍ୟ ସରକାର । ଗ୍ରାଚୁଇଟିର ସୀମା ୧୫ ଲକ୍ଷ ଟଙ୍କାରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସରକାରଙ୍କ ଏହି ନିଷ୍ପତ୍ତି ପିଛିଲା ଭାବେ ୨୦୨୪ ଜାନୁଆରୀ…

କାର୍ତ୍ତିକରେ ମହାପ୍ରଭୁଙ୍କ ଦର୍ଶନ ହେବ ସହଜ…

ପୁରୀ: ଆସନ୍ତା କାର୍ତ୍ତିକ ମାସ ପରେ ମହାପ୍ରଭୁଙ୍କ ଦର୍ଶନ ଆହୁରି ସୁବିଧା ଓ ସହଜ ହେବ । ଏନେଇ ଆଜି ଶ୍ରୀମନ୍ଦିର ଛତିଶାନିଯୋଗ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି । ଗତ ପରିଚାଳନା କମିଟି ବୈଠକରେ ଓବିସିସି ଦ୍ୱାରା ନାଟମଣ୍ଡପରୁ ଶୃଙ୍ଖଳିତ ଦର୍ଶନ ନେଇ ଆଲୋଚନା ହୋଇଥିବା ବେଳେ ଆଜି…

ପୁଣି ଅଶାନ୍ତ ହୋଇଛି ସୀମାନ୍ତ; ଏନକାଉଣ୍ଟରରେ ଟଳିଲା ଜଣେ ନକ୍ସଲ

ମାଲକାନଗିରି: ସୀମାନ୍ତ ଛତିଶଗଡ଼ରେ ପୁଣି ସୁରକ୍ଷାକର୍ମୀ ଓ ନକ୍ସଲ ମୁହାଁମୁହିଁ । ଏଥିରେ ଜଣେ ନକ୍ସଲର ମୃତ୍ୟୁ ହୋଇଛି । ଘଟଣାସ୍ଥଳରୁ ମାଓ ସାମଗ୍ରୀ ଜବତ କରାଯାଇଛି । ବର୍ତ୍ତମାନ ସେହି ସ୍ଥାନରେ ସର୍ଚ୍ଚ ଅପରେସନ ଜାରି ରହିଛି । ଆଜି ସୁକମା ଜିଲ୍ଲା ଅନ୍ତର୍ଗତ କିଷ୍ଟରାମ ଥାନା ଅଞ୍ଚଳର…

୨୮୨ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଶକ୍ତି, ଓଡିଶା ଖଣି ନିଗମ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗରେ ୨୮୨ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥିରେ ଶକ୍ତି ବିଭାଗରେ ୭୯ ଜଣ ସହକାରୀ ନିର୍ବାହୀ ଯନ୍ତ୍ରୀ ନିଯୁକ୍ତି ପାଇଥିବା ବେଳେ ସ୍ବାସ୍ଥ୍ୟ ବିଭାଗରେ ଭେଷଜ…

୪୫୬ଟି ଥାନାରେ ଅଚଳ, ୧୩ ଥାନାରେ ନାହିଁ ସିସିଟିଭି

ଭୁବନେଶ୍ବର: ଆଜି ହାଇକୋର୍ଟରେ ଭରତପୁର ଥାନା ମାମଲାର ଶୁଣାଣି ହୋଇଛି । ଶୁଣାଣି ବେଳେ ବ୍ୟକ୍ତିଗତ ଭାବେ ହାଇକୋର୍ଟରେ ହାଜର ହୋଇ ଉତ୍ତର ରଖିଛନ୍ତି ଏଡିଜି ଦୟାଲ ଗଙ୍ଗଓ୍ବାର୍ । ସେ କହିଛନ୍ତି ରାଜ୍ୟର ୪୫୬ଟି ଥାନାରେ ସଠିକ ଭାବେ କାମ କରୁନି ସିସିଟିଭି । ସେହିପରି ୧୩ଟି ଥାନାରେ ସିସିଟିଭି…

କେନ୍ଦ୍ରକୁ ସୁପ୍ରିମ ଛାଟ…ଓଡିଶା ହେବ ମାଲେମାଲ

ଭୁବନେଶ୍ବର: ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ। ଆଉ ଫାଙ୍କି ପାରିବନି କେନ୍ଦ୍ର । ଖଣିଜ ସଂପଦରେ ଭରପୂର ଓଡିଶା ହେବ ମାଲେମାଲ୍। ପୂର୍ବରୁ ଖଣି କ୍ଷେତ୍ରରୁ ଆଦାୟ ହେଉଥିବା ସେସରୁ କେନ୍ଦ୍ର ବିପୁଳ ଲାଭ ପାଉଥିବା ବେଳେ ରାଜ୍ୟ କାଣି କଉଡିଟିଏ ବି ପାଉନଥିଲେ। ହେଲେ ଏବେ ସର୍ବୋଚ୍ଚ କୋର୍ଟଙ୍କ…