Latest Odisha News

BREAKING NEWS

Browsing Category

ଓଡିଶା

Odisha

ଟିକେଟ୍‌ ନ ମିଳିବା ଆମ ପରିବାରକୁ ଆଘାତ ଦେଇଛି: ଶିଶିର ଗମାଙ୍ଗ

ଭୁବନେଶ୍ୱର: ମଙ୍ଗଳବାର କଂଗ୍ରେସ ଉଭୟ ଲୋକ ସଭା ଓ ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଜାରି କରିଛି । କଂଗ୍ରେସ ୪୭ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଦଳ ତାର ପ୍ରାର୍ଥୀ ତାଲିକାରେ କିଛି ପୁରୁଣା ଓ ନୂଆ ନେତାଙ୍କୁ ସୁଯୋଗ ଦେଇଥିବା ବେଳେ ଆଶାୟୀ ପ୍ରାର୍ଥୀଙ୍କୁ ଏଥିରୁ…

ତଣ୍ଟି କାଟି ଯୁବକଙ୍କୁ ହତ୍ୟା, ନିଶା କାରବାରକୁ ନେଇ ହତ୍ୟା କରାଯାଇଥିବା ସନ୍ଦେହ

ପୁରୀ: ଚକ୍ରତୀର୍ଥ ରୋଡ଼ରେ ବିଭତ୍ସ୍ୟ ହତ୍ୟାକାଣ୍ଡ। ତଣ୍ଟି ଓ ହାତ, ଗୋଡ଼ କାଟି ଯୁବକଙ୍କୁ ହତ୍ୟା। ବୁଧବାର ଦିନ ଚକ୍ରତୀର୍ଥ ରୋଡରେ ଥିବା ମେଡିକାଲ ନିକଟରୁ ରକ୍ତରେ ଜୁ଼ଡ଼ୁବୁଡ଼ୁ ହୋଇଥିବା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ବିଳମ୍ବିତ ରାତିରେ ମୃତଦେହ ପଡିଥିବା ଦେଖି ପୋଲିସକୁ ଖବର…

ବିଜେଡିରେ ସାମିଲ ହେଲେ କୁଚିଣ୍ଡାର ଭବାନୀ ଶଙ୍କର କାଲୋ

ଭୁବନେଶ୍ଵର: ବିଜେଡିରେ ସାମିଲ ହେଲେ କୁଚିଣ୍ଡାର ଭବାନୀ ଶଙ୍କର କାଲୋ । ସେ ଅଖିଳ ଭାରତୀୟ ଗଣ୍ଡ ମହାସଭାର ଉପଦେଷ୍ଟା । ୮.୯୩ ଲକ୍ଷ ଗଣ୍ଡଙ୍କ ଉପଦେଷ୍ଟା । ଗଣ୍ଡ ସମାଜକୁ ଆଗେଇବା ପାଇଁ ସେ ବହୁ ଆଗରୁ କାମ କରି ଆସିଛନ୍ତି । ତାଙ୍କ ଅବଦାନ ଓଡ଼ିଶା ଓ ଗଣ୍ଡ ସମାଜ ପାଇଁ ଗର୍ବର ବିଷୟ । ଦଳକୁ…

ବିଜେଡିରେ ମିଶିଲେ ରୋହିତ ଜୋଶେଫ ତୀର୍କି

ଭୁବନେଶ୍ଵର: ବିଜେଡିରେ ମିଶିଲେ ରୋହିତ ଜୋଶେଫ ତୀର୍କି । ତୀର୍କିଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ସାଂସଦ ସସ୍ମିତ ପାତ୍ର । ରୋହିତଙ୍କ ବାପା ଜର୍ଜ ତୀରକି ଜଣେ ଆଦିବାସୀ ନେତା । ସେ ୨୦୧୯ରେ ବିରମିତ୍ରପୁରରୁ କଂଗ୍ରେସ ଟିକେଟରୁ ଲଢ଼ିଥିଲେ । ତାଙ୍କର ଯୋଗଦାନ ଦଳକୁ ଆହୁରି ଶକ୍ତିଶାଳୀ କରିବ ବୋଲି…

ବିଜେଡିରେ ମିଶିଲେ ଭୃଗୁ, ବ୍ରହ୍ମପୁରରୁ ସାଂସଦ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା

ଭୁବନେଶ୍ୱର: ପଦ୍ମ ଛାଡି ଶଙ୍ଖ ଧରିଲେ ଭୃଗୁ ବକ୍ସିପାତ୍ର । ଶହ ଶହ ସମର୍ଥକଙ୍କ ସହ ଶଙ୍ଖ ଭବନରେ ଆନୁଷ୍ଠାନିକ ଭାବେ ବିଜେଡିରେ ଯୋଗଦେଲେ ଭୃଗୁ । ସାଂସଦ ମାନସ ମଙ୍ଗରାଜ, ସାଂସଦ ଚନ୍ଦ୍ରଶେଖର ସାହୁ, ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି ଭୃଗୁ । ଆଜି ସକାଳେ…

ମାଓ କ୍ୟାମ୍ପ ଠାବ ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଓ ବିସ୍ଫୋରକ ଜବତ

ମାଲକାନଗିରି: ମାଲକାନଗିରିରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି । ଓଡ଼ିଶା-ଆନ୍ଧ୍ର ସୀମା କାଲିମେଳାର ଦୟାଲତୁଙ୍ଗ ଗାଁ ନିକଟ ଜଙ୍ଗଲରୁ ମାଓ କ୍ୟାମ୍ପ୍ ଠାବ ସହ ବିପୁଳ ମାଓ ସାମଗ୍ରୀ ଓ ବିସ୍ଫୋରକ ଜବତ କରିଛନ୍ତି ଡିଭିଏଫ୍ ଯବାନ । ଜବତ ମାଓ ସାମଗ୍ରୀ ଭିତରେ ୧୯୦ଟି ଜିଲେଟିନ୍ ଷ୍ଟିକ୍,…

ବିଜେଡିରେ ସାମିଲ ହେଲେ ପୂର୍ବତନ ସାଲେପୁର ବିଧାୟକ ପ୍ରକାଶ ବେହେରା

ଭୁବନେଶ୍ଵର: ବିଜେଡିରେ ସାମିଲ ହେଲେ ପୂର୍ବତନ ସାଲେପୁର ବିଧାୟକ ପ୍ରକାଶ ବେହେରା । ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ସେ ବିଧିବଦ୍ଧ ଭାବରେ ବିଜେଡିରେ ସାମିଲ ହୋଇଛନ୍ତି । ୨ ଦିନ ତଳେ ସେ ବିଜେପିରୁ ଇସ୍ତଫା ଦେଇଥିଲେ । ପୂର୍ବତନ ବିଧାୟକ ପ୍ରକାଶ ବେହେରା କଟକ ସଦର ବିଜେପି ସଭାପତି…

ଅଂଶୁଘାତରୁ ରକ୍ଷା ପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଜୀବଜନ୍ତୁଙ୍କ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ବର:ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଉପକୂଳରୁ ପଶ୍ଚିମ ଏବଂ ଦକ୍ଷିଣରୁ ଉତ୍ତର ଓଡ଼ିଶା ସବୁଠି ଡହଡହ ଖରା ଅନୁଭୂତ ହୋଇଛି । ସକାଳ ୮ ପରଠାରୁ ଘରୁ ବାହାରିବା ବି ମୁସ୍କିଲ ହୋଇପଡୁଛି । ମଣିଷ ମାନଙ୍କ ଅବସ୍ଥା ଖରାପ ହୋଇପଡୁଥିବାବେଳେ ଜୀବଜନ୍ତୁଙ୍କ କଥା ନ କହିବା ଭଲ ।…

ବିଜେଡି ଇସ୍ତାହାର କମିଟି ଅଧ୍ୟକ୍ଷ ହେଲେ ଚନ୍ଦ୍ରଶେଖର ସାହୁ

ଭୁବନେଶ୍ଵର: ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ ମିଳିଲା ନୂତନ ଦାୟିତ୍ଵ । ବିଜେଡି ଇସ୍ତାହାର କମିଟି ଅଧ୍ୟକ୍ଷ ହେଲେ ଚନ୍ଦ୍ରଶେଖର ସାହୁ । ବିଜେଡି ଉପସଭାପତି ଭାବେ ମଧ୍ୟ ଚନ୍ଦ୍ରଶେଖରଙ୍କୁ ନିଯୁକ୍ତି । ନିଯୁକ୍ତି ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବର୍ତମାନ…

ୱାର୍ଡମେମ୍ବରଙ୍କ ଭତ୍ତା ଟଙ୍କା ହଡପ କରି ରାତିସାରା ଅଟକ ରହିଲେ ପିଇଓ

ବାଲେଶ୍ବର: ମହଙ୍ଗା ପଡିଲା ୱାର୍ଡ ମେମ୍ବରମାନଙ୍କ ଭତ୍ତା ଟଙ୍କା ହଡପ କରିବା । ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ଙ୍କୁ ରାତିସାରା ଅଟକ ରଖିଲେ ୱାର୍ଡମେମ୍ବର ମାନେ । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ୍ ଅନ୍ତର୍ଗତ ମଥାନୀ ପଞ୍ଚାୟତରେ । ଖବର ମୁତାବକ, ମଥାନି…