Latest Odisha News

BREAKING NEWS

Browsing Category

ଓଡିଶା

Odisha

କଟକ ଦେଖିବ ସନ୍ତୃପ୍ତ ବନାମ ଭର୍ତ୍ତୃହରି ଲଢ଼େଇ !

କଟକ: ୨୬ ବର୍ଷରେ ବିଜେଡି ବଦଳାଇଲା କଟକ ସାଂସଦ ପ୍ରାର୍ଥୀ । କଟକ ଲୋକସଭା ଦେଖିପାରେ ଭେଟେରାନ୍ ବନାମ ନବାଗତ ଲଢେଇ । ସନ୍ତୃପ୍ତ ମିଶ୍ର ବନାମ ଭର୍ତ୍ତୃହରି ମହତାବ ମୁକାବିଲା ହୋଇପାରେ । ରାଜ୍ୟ ରାଜନୀତିରେ ଏହି ଚର୍ଚ୍ଚା ଜୋର ଧରିଛି । ଚର୍ଚ୍ଚାକୁ ଖୋରାକ ଯୋଗାଇଛି ବିଜେଡି ସାଂସଦ ପ୍ରାର୍ଥୀ…

ଲୋକସଭା ନୁହଁ, ବିଧାନସଭା ଆସନରୁ ଲଢିବାକୁ ଆଗ୍ରହୀ ଅଂଶୁମାନ

ଭୁବନେଶ୍ୱର: ଗତକାଲି (ବୁଧବାର) ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ଦୁଇଟି ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି । ପ୍ରଥମ ପର୍ଯ୍ୟାୟରେ ମୋଟ ୭୨ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବାବେଳେ, ସେହିପରି ମୋଟ ୨୧ଟି ଲୋକସଭା ଆସନ ମଧ୍ୟରୁ ବିଜେଡି ଦୁଇଟି…

ଆତ୍ମ ସମର୍ପଣ କଲେ ୟୁଟ୍ୟୁବର ମୋନାଲିସା ଭଦ୍ର

ଯାଜପୁର: ଚର୍ଚ୍ଚିତ ୟୁଟ୍ୟୁବର ମୋନାଲିସା ଭଦ୍ରଙ୍କ ଘର ଉପରେ ବନ ବିଭାଗର ଚଢ଼ାଉ ଘଟଣା। ଯାଜପୁର ରୋଡ଼ ବନ ବିଭାଗ କାର୍ଯ୍ୟାଳୟରେ ଆତ୍ମସମର୍ପଣ କଲେ ଭଦ୍ର ଦମ୍ପତି । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଯାଜପୁର ରୋଡ଼ ରେଞ୍ଜର ଜୋତି ରଞ୍ଜନ ମହାପାତ୍ର । ସୂଚନା…

ମହଙ୍ଗା ପଡିଲା ଗାୟକଙ୍କୁ ନକଲି ୫୦୦ ଟଙ୍କିଆ ନୋଟ ଦେବା, ୨ ଠକଙ୍କୁ ବାନ୍ଧିଲା ପୋଲିସ

ବଲାଙ୍ଗିର: ମହଙ୍ଗା ପଡିଲା ଗାୟକଙ୍କୁ ନକଲି ୫୦୦ ଟଙ୍କିଆ ନୋଟ ଦେବା । ବନ୍ଧା ହେଲେ ଠକ ଅଭିଯୁକ୍ତ । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅନ୍ତର୍ଗତ ଭଇଷା ଗାଁରେ ଦେଖିବାକୁ ମିଳିଛି ଏପରି ଘଟଣା । ଗିରଫ ଅଭିଯୁକ୍ତ ମାନେ ହେଲେ ପାଟଣାଗଡ଼ ଥାନା ଭଇଷା ଗାଁର ବରୁଣ ପାନୁଆନ  ଏବଂ ଦେଓଗାଁ ଥାନା…

ରାଜ୍ୟସ୍ତରୀୟ ଏନଫୋର୍ସମେଣ୍ଟ କମିଟି ବୈଠକ: ବିଭିନ୍ନ ବ୍ୟବସ୍ଥାରେ ଯାଂଚ ଓ ଚଢଉକୁ କଡାକଡି କରିବା ଉପରେ ଗୁରୁତ୍ୱ

ଭୁବନେଶ୍ୱର: ରାଜ୍ୟରେ ଆଗାମୀ ସାଧାରଣନି ର୍ବାଚନ-୨୦୨୪କୁ ଦୃଷ୍ଟିରେ ରଖି ରାଜ୍ୟସ୍ତରୀୟ ଏନଫୋର୍ସମେଣ୍ଟ କମିଟିର ଅନ୍ୟ ଏକ ସମନ୍ୱୟ ବୈଠକ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଭିନ୍ନ ଯାଂଚ ଓ ଚଢଉ…

ବାଲେଶ୍ୱରରେ ନିଶା ବେପାରୀ ଗିରଫ: ବ୍ରାଉନସୁଗାର ଜବତ

ବାଲେଶ୍ୱର: ଜଳେଶ୍ୱର ଅଞ୍ଚଳରୁ ଏକ ଅପରେସନ କରି ଜଣେ ନିଶା ବେପାରୀଙ୍କୁ ଗିରଫ କରିଛି ପୋଲିସ। ସନ୍ଦିଗ୍ଧଙ୍କ ନିକଟରୁ ୨୬୦ ଗ୍ରାମବ୍ରାଉନସୁଗାର ଜବତ ହୋଇଛି, ଯାହାର ମୂଲ୍ୟ ପାଖାପାଖି ୨୬ ଲକ୍ଷ ଟଙ୍କା। ଖବର ପାଇ ଜଳେଶ୍ୱର ଥାନାର ଏକ ଟିମ୍ ମାଲଗୋଦାମ ଛକରେ ଚଢ଼ାଉ କରି ନିଶା ଦ୍ରବ୍ୟ ଜବତ…

ସମ୍ବଲପୁର ବୋମା ବିସ୍ଫୋରଣ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ, ଉଦ୍ଦେଶ୍ୟ ସ୍ପଷ୍ଟ କଲା ପୋଲିସ

ସମ୍ବଲପୁର: ମଙ୍ଗଳବାର ସନ୍ଧ୍ୟାରେ ସମ୍ବଲପୁର ପୀରବାବା ଛକ ନିକଟରେ ଘଟିଥିବା ବୋମା ବିସ୍ଫୋରଣ ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ। ଏହି ବିସ୍ଫୋରଣରେ ୩ ଜଣ ଆହତ ହେବା ସହ ଏକ ମୋଟର ସାଇକେଲ କ୍ଷତିଗ୍ରସ୍ତ ହୋଇଛି। ଗିରଫ ଅଭିଯୁକ୍ତ ଜଣକ ହେଲେ କ୍ଷେତରାଜପୁର ସୁନାରୀପଡ଼ାର ଅଭିଳାଷ ମିଶ୍ର।…

ପୁଣିଥରେ ଗୁଣୁପୁରରୁ ଲଢିବେ ରଘୁନାଥ ଗମାଙ୍ଗ

ଗୁଣୁପୁର: ବିଜୁ ଜନତା ଦଳ ପକ୍ଷରୁ ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ହୋଇଯାଇଛି। ପ୍ରତି ୫ ବର୍ଷରେ ପୁଣି ଗୁଣୁପୁର ବିଧାୟକଙ୍କୁ ଟିକେଟ ନଦେବାର ଚର୍ଚ୍ଚା ଚାଲିଥିବା ବେଳେ ଚଳିତଥର ପ୍ରଥମଥର ପାଇଁ ପୁନଃ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗଙ୍କୁ ଗୁଣୁପୁର ନିର୍ବାଚନରେ…

ବିଜେପିର ଫୋକସ ଲୋକସଭା ଆସନ ବେଳେ ବିଜେଡିର ଅଧିକାଂଶ ସ୍ଥାନରେ ନୂଆ ଚେହେରା

ଭୁବନେଶ୍ୱର: ବିଜେପିର ଫୋକସ ଲୋକସଭା ଆସନ ରହିଥିବା ବେଳେ ବିଜେଡିର ଅଧିକାଂଶ ସ୍ଥାନରେ ନୂଆ ଚେହେରା ପ୍ରାର୍ଥୀ ହୋଇଛନ୍ତି। ଦୁଇଟି ପର୍ଯାୟରେ ୧୫ଟି ଲୋକସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିବା ପରେ ଏହାକୁ ନେଇ ନୂଆ ଚର୍ଚ୍ଚା ସୃଷ୍ଟି ହୋଇଛି। ୧୫ ଲୋକସଭା ଆସନରୁ ୧୧ଟି ଆସନରେ…

ବିଜେପିରେ ଯୋଗଦେଲେ ବିଜେଡ଼ିର ଅନେକ ତୃଣମୂଳ ନେତା

ଭୁବନେଶ୍ୱର: ରାଜ୍ୟରେ ପଂଚାୟତରାଜ ବ୍ୟବସ୍ଥା ସଂପୂର୍ଣ୍ଣ ଭୁଶୁଡ଼ି ପଡିଛି। ନିର୍ବାଚିତ ଜନପ୍ରତିନିଧିଙ୍କ କ୍ଷମତାକୁ ହତ୍ୟା କରାଯାଇ ନିର୍ଦ୍ଦିଷ୍ଟ କିଛି ଅଫିସରମାନଙ୍କ ହାତକୁ କ୍ଷମତାଶୀଳ କରାଯାଇଛି। ଗ୍ରାମସଭା ଓ ପଲ୍ଲୀସଭାକୁ ବନ୍ଦ କରିଦିଆଯାଇଥିବା କାରଣରୁ ଲୋକଙ୍କ ସମସ୍ୟାର ସମାଧାନ…