Latest Odisha News

BREAKING NEWS

Browsing Category

ଓଡିଶା

Odisha

ଅଜଣା ଗାଡ଼ି ଧକ୍କାରେ କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ର ମୃତ

ନବରଙ୍ଗପୁର: ଅଜଣା ଗାଡ଼ି ଧକ୍କାରେ କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ର ମୃତ। ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ମୃଗବିହାର ନିକଟରେ ଘଟିଛି ଏହି ଦୁର୍ଘଟଣା। ମୃତ ଛାତ୍ରଜଣକ ନବରଙ୍ଗପୁରର ଜି.ଈଶ୍ୱର ରାଓ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ନବରଙ୍ଗପୁର ସହରର କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ର ଜି ଈଶ୍ୱର…

ଆସନ୍ତାକାଲିଠୁ କୁଲଡ଼ିହା ଅଭୟାରଣ୍ୟରେ କମ୍ବିଂ ଅପରେସନ: ବନ୍ୟପ୍ରାଣୀ ପିସିସିଏଫ୍

ଭୁବନେଶ୍ୱର: ଆସନ୍ତାକାଲିଠୁ ଶିମିଳିପାଳ କୁଲଡ଼ିହା ଅଭୟାରଣ୍ୟ ଆଖପାଖ ଅଞ୍ଚଳରେ କମ୍ବିଂ ଅପରେସନ ଆରମ୍ଭ ହେବ । ଶିମିଳିପାଳ ଟାଇଗର ପ୍ରୋଟେକ୍ସନ ଫୋର୍ସ ଓ ଏକ୍ସ ଆର୍ମି ଟିମ ଆସନ୍ତାକାଲି ସକାଳୁ ମିଳିତ କମ୍ୱିଂ ଆରମ୍ଭ କରିବେ । ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ ଏହି ସୂଚନା ଦେଇଛନ୍ତି ।…

ବଢୁଛି ଖରାର ପ୍ରକୋପ, ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ଏସଆରସି

ଭୁବନେଶ୍ୱର: ଆଗାମୀ ଦିନ ମାନଙ୍କରେ ଗ୍ରୀଷ୍ମ ପ୍ରବାହରେ ବୃଦ୍ଧି ଘଟିବ । ଏନେଇ ସତର୍କ କରିଛି ପାଣିପାଗ ବିଭାଗ । ତେଣୁ ଏବେଠୁ ପ୍ରସ୍ତୁତ ରହିବା ସହ ସ୍କୁଲ ସମୟ ସାରଣୀରେ ପରିବର୍ତ୍ତନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର । ଏହାସହ ସାଧାରଣ ନିର୍ବାଚନକୁ ଆଖିରେ ରଖି…

ବରଗଡରେ ମନରେଗା ଯୋଜନା ସଂପୂର୍ଣ୍ଣ ଫେଲ, ସରକାରୀ କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟକଳାପ ଅଭିଯୋଗ

ବରଗଡ: ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରକାରର ଯୋଜନା ରହିଥିଲେ ମଧ୍ୟ ଅନେକ ଯୋଜନା ଲୋକଙ୍କ ନିକଟକୁ ପହଞ୍ଚିପାରୁନାହି ଏବଂ ଯେଉଁ ଯୋଜନା ଲୋକଙ୍କ ନିକଟକୁ ପହଞ୍ଚିପାରୁଛି ସେଥିରେ ସରକାରୀ କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ହିତାଧିକାରୀ ମାନେ ସରକାରଙ୍କ ଯୋଜନାର ଲାଭ…

ସାବାଡ ହେବେ ଅମାନିଆ; ଟ୍ରାଫିକ୍‌ ସିଗନାଲ୍‌ ଭାଙ୍ଗିଲେ ଗାଡ଼ି ଜବତ ସହ ଡିଏଲ ରଦ୍ଦ ହେବ

ଭୁବନେଶ୍ବର: ଏଣିକି ଆଉ ଟ୍ରାଫିକ୍‌ ସିଗନାଲ୍ ଡେଇଁ ଯାଇପରିବେନି ଅମାନିଆ ଡ୍ରାଇଭର । କଡ଼ା କଡ଼ି ହେଲା ଟ୍ରାଫିକ ବ୍ୟବସ୍ଥା । ଟ୍ରାଫିକ୍ ପୋଷ୍ଟରେ ରେଡ୍ ଲାଇଟ୍ ଜଳିବା ପରେ ନିୟମ ଭାଙ୍ଗି ଗଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ଫାଇନ ଗଣିବା ସହ ଡ୍ରାଇଭିଂ ଲାଇସେନ୍ସ ବାତିଲ ମଧ୍ୟ କରାଯିବ ।…

ଗହିରମଥା ମଝି ସମୁଦ୍ରରେ ବନ କର୍ମଚାରୀଙ୍କୁ ଟ୍ରଲର ମାଫିଆଙ୍କ ଆକ୍ରମଣ

କେନ୍ଦ୍ରାପଡା: କେନ୍ଦ୍ରାପଡା ଗହିରମଥା ସାମୁଦ୍ରିକ ଅଭୟାରଣ୍ୟରେ ବନ ବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ । ବନ ବିଭାଗର ୧୧ ଜଣିଆ ଟିମ୍ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରୁ ହୁକିଟୋଲା ଫ୍ରଣ୍ଟ ମହାନଦୀ ପାଖରେ ଅଲିଭ ରିଡଲେ କଇଁଛ ସୁରକ୍ଷା ପାଇଁ ଏମାନେ ପାଟ୍ରୋଲିଂ କରୁଥିଲେ । ଏହି ସମୟରେ…

ପୁରୀରେ ପିଲାଚୋରୀ ସନ୍ଦେହରେ ଯୁବକଙ୍କୁ ନିସ୍ତୁକ ମାଡ଼

ପୁରୀ: ପୁରୀରେ ମାତିଛନ୍ତି ପିଲାଚୋର । ପିଲାଚୋରୀ ସନ୍ଦେହରେ ୩ ଜଣ ଯୁବକଙ୍କୁ ସ୍ଥାନୀୟ ଲୋକ ନିସ୍ତୁକ ମାଡ଼ ମାରି ଲହୁଲହାଣ କରିଛନ୍ତି । ପିଲା ଚୋର ସନ୍ଦେହରେ ଏହି ଯୁବକମାନେ ଗାଁରେ ପଶିଥିବା ଭାବି ଗାଁ ଲୋକେ ନିସ୍ତୁକ ମାଡ଼ ମାରିଥିଲେ । ଯାହାର ଭିଡିଓ ଏବେ ଭାଇରାଲ ହେଉଛି । ଖବର ମୁତାବକ,…

ଭାରତ ନିର୍ବାଚନ କମିଶନଙ୍କ ବିଏଲଓ ପତ୍ରିକାରେ ସ୍ଥାନ ପାଇଲା ଓଡ଼ିଶାର ବିଏଲଓ ମାସ୍କଟ ‘ମିତା ଦିଦି’

ଭୁବନେଶ୍ୱର: ଓଡ଼ିଶାର ନିର୍ବାଚନ ସମ୍ବନ୍ଧୀୟ ବିଏଲଓ ମାସ୍କଟ୍ (ବିଏଲଓ ଆଇକନ ଦିଦି) ‘ମିତା ଦିଦି’କୁ ଭାରତ ନିର୍ବାଚନ କମିଶନ ନିଜର ବିଏଲଓ ପତ୍ରିକାରେ ମାସ୍କଟ୍ ରୂପେ ସ୍ଥାନିତ କରିଛନ୍ତି । ଓଡ଼ିଶାର ବିଏଲଓ ମାସ୍କଟ ‘ମିତା ଦିଦି’ ବର୍ତ୍ତମାନ ସମଗ୍ର ଦେଶରେ ବିଏଲଓ ମାସ୍କଟ ପାଲଟିଛି । ଏହି…

ସାତକୋଶିଆ ଅଭୟାରଣ୍ୟରେ କଳା ବାଘୁଣୀ ସହ ଯାଆଁଳା ଛୁଆ

ଭୁବନେଶ୍ୱର: ବନ ବିଭାଗ କ୍ୟାମେରାରେ କଏଦ ହୋଇଛି କଳା କଲରାପତରିଆ ବାଘୁଣୀ ସହ ଦୁଇ ଯାଆଁଳା ବାଘ ଛୁଆ । ଦୁଇ ଯାଆଁଳା ବାଘ ଛୁଆ ମଧ୍ୟରୁ ଗୋଟିଏ ସାଧାରଣ ହୋଇଥିବା ବେଳେ ଆଉ ଗୋଟିଏ କଳା ରଙ୍ଗର ହୋଇଥିବା ଦେଖିବାକୁ ମିଳିଛି । ସାତକୋଶିଆ ଅଭୟାରଣ୍ୟ ଅଞ୍ଚଳରେ ଏହି କଳା କଲରାପତରିଆ…

ଦୁଇ ଦିନ ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା, ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ବର: ରାଜ୍ୟରେ ତାଣ୍ଡବ ରଚୁଛି କାଳବୈଶାଖୀ । ବିଭିନ୍ନ ସ୍ଥାନରେ ପ୍ରବଳ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେଉଛି । ସେହିପରି ଆଜି (ମଙ୍ଗଳବାର) ଓ ଆସନ୍ତାକାଲି ମଧ୍ୟ ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ଓ ବଜ୍ରପାତ ସହ ଘଡ଼ଘଡ଼ି ମାରିବାର ସମ୍ଭାବନା ରହିଛି । ସେଥିପାଇଁ ସତର୍କ ସୂଚନା…