Latest Odisha News

BREAKING NEWS

Browsing Category

ଓଡିଶା

Odisha

ପୁରୀ ଲୋକସଭା ଆସନ ପାଇଁ ବିଜେଡିରୁ ପିନାକୀ ଆଉଟ୍ ଅରୂପ ଇନ୍?

ଭୁବନେଶ୍ୱର: ଶ୍ରୀକ୍ଷେତ୍ରରୁ କିଏ ବିଜେଡି ସେନାପତି ? ପୁରୀ ସଂସଦୀୟ କ୍ଷେତ୍ରରୁ କାହାକୁ ଓହ୍ଲାଇବ ବିଜେଡି ? ପିନାକୀଙ୍କ ଜାଗାରେ ଲଢିବେ କି ଅରୂପ ପଟ୍ଟନାୟକ ? ଗଡ ରକ୍ଷା ପାଇଁ କାହାକୁ ପ୍ରାର୍ଥୀ କରିବ ବିଜେଡି ? ପୁରୀ ଲୋକସଭା ଆସନରେ ଏଥର ବି ହେବ ହାଇଭୋଲଟେଜ୍ ଲଢେଇ । ବିଜେପିକୁ କୌଣସି…

ବିଜେପିରେ ଅରିନ୍ଦମ: କଣ ଦେଉଛି ସଙ୍କେତ ?

ଭୁବନେଶ୍ୱର: କାହିଁକି ବିଜେଡି ଛାଡି ବିଜେପିକୁ ଗଲେ ଅରିନ୍ଦମ ? ପାରିବାରିକ ବିବାଦ ନା ପଲିଟିକାଲ ଷ୍ଟ୍ରାଟେଜି ? ବିଜେଡି ଉପରେ ଭରସା ପାଇଲାନି କି ? ନା ପଲିଟିକାଲ୍ ମୁଭ ପଛରେ ରହିଛି ଆଉ କିଛି କାରଣ ? ବିଜେଡିର ହେଭିୱେଟ ପ୍ରଣବ ପ୍ରକାଶ ଦାସଙ୍କ ଭିଣୋଇ ହୋଇ ବି କେମିତି ଦଳରେ କୋଣଠେସା…

ଆସୁଛି ବଡ଼ କାଳବୈଶାଖୀ, ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ବର୍ଷା ଓ ଘଡ଼ଘଡ଼ି ନେଇ ସତର୍କ କରିଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସୁଛି ବଡ଼ କାଳବୈଶାଖୀ। ୧୯ ଓ ୨୦ ତାରିଖରେ ବିଜୁଳି ଘଡଘଡି ସହ ବର୍ଷା ହେବ । ଘଡ଼ଘଡ଼ି ମାରିବା ସମୟରେ ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ ଦିଆଯାଇଛି । ଏସଆରସି ସବୁ ଜିଲ୍ଲାପାଳମାନଙ୍କୁ ସ୍ଥିତି ଉପରେ…

୪୦ ଗ୍ରାମ ହେରୋଇନ ଜବତ, ଦୁଇ ଗିରଫ

ନୂଆପଡା: ଜିଲ୍ଲାରେ ନିଶା କାରବାର ବଢ଼ିବାରେ ଲାଗିଥିବା ବେଳେ ବିଭିନ୍ନ ସମୟରେ ଉଭୟ ଅବକାରୀ ବିଭାଗ ଓ ପୋଲିସ କିଛି ବ୍ୟବସାୟୀଙ୍କ ଉପରେ ଚଢାଉ କରି ଉଚ୍ଚସ୍ତରୀୟ ତଦନ୍ତ ନକରି ଛାଡିଦେଉଛି। ଯାହାଫଳରେ ଏହା କମିବା ବଦଳରେ ବଢ଼ିବଢି ଚାଲିଛି। ଜିଲ୍ଲାରେ ବେଆଇନ ମଦ କାରବାର, ଗଞ୍ଜେଇ, କଫ୍ ସିରଫର…

ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସିଏପିଏଫ୍ ଓ ଏସ୍ଏପିଏଫ୍ ମୁତୟନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ରାଜ୍ୟରେ ଆଗାମୀ ସାଧାରଣ ନିର୍ବାଚନ ୨୦୨୪ ପରିପ୍ରେକ୍ଷୀରେ କେନ୍ଦ୍ରୀୟ ସଶସ୍ତ୍ର ବାହିନୀ (ସିଏପିଏଫ୍) ଏବଂ ରାଜ୍ୟ ସଶସ୍ତ୍ର ବାହିନୀ(ଏସ୍ଏପିଏଫ୍) ମୁତୟନ ସଂପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟ ଶାସନ ସଚିବ…

ଦୀର୍ଘ ଦୁଇ ଦଶନ୍ଧି ପରେ ସୁନ୍ଦରଗଡ଼ ଜିଲ୍ଲାରେ ମହାବଳ ବାଘ ଠାବ

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲାରେ ମହାବାଳ ବାଘ ଠାବ ହୋଇଛି । ଦୀର୍ଘ ଦୁଇ ଦଶନ୍ଧି ପରେ ମହାବଳ ବାଘ ବୁଲୁଥିବା ଦେଖିବାକୁ ମିଳିଛି । ବନବିଭାଗ ପକ୍ଷରୁ ଲଗାଯାଇଥିବା କ୍ୟାମେରାରେ ମହାବଳ ଟ୍ରାପ୍ ହେବା ପରେ ଏହି ଖବର ସାମ୍ନାକୁ ଆସିଛି । ଏନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ' ରେ ଏକ…

ଆସନ୍ତାକାଲି ଓଡିଶା ଆସୁଛନ୍ତି ଛତିଶଗଡ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା

ଭୁବନେଶ୍ୱର: ଆସନ୍ତାକାଲି ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି ଛତିଶଗଡ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା । ନବରଙ୍ଗପୁର ଜିଲ୍ଲା ଉମରକୋଟରେ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ ଛତିଶଗଡ ଉପମୁଖ୍ୟମନ୍ତ୍ରୀ ଶ୍ରୀ ଶର୍ମା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗତ ୧୦ ବର୍ଷର ଉପଲବ୍ଧିକୁ…

ଇଞ୍ଜିନିୟର ଛାତ୍ରଙ୍କୁ ମାଡ ମାରି ଜଣେ ଗିରଫ

ଭୁବନେଶ୍ବର: ଏକ ଘରୋଇ ଇଞ୍ଜିନିୟରିଂ କଲେଜ ଛାତ୍ରଙ୍କୁ ମାଡ ମାରିବା ଅଭିଯୋଗରେ ଜଣଙ୍କୁ ଗିରଫ । ଏଭଳି ଘଟଣା ଘଟିଛି ତମାଣ୍ଡୋ ଥାନା ଅଧୀନ ଡିଏନ ରେଗାଲିଆ ମଲ୍ ନିକଟରେ । ଗିରଫ ଅଭିଯିକ୍ତ ଜଣକ ହେଲା ବିଜୟ ପାଟଶାଣୀ (୧୯) । ସୂଚନାଯୋଗ୍ୟ, ଅଭିଯୋଗକାରୀ ଭବାନୀ ଶଙ୍କର ସାହୁ ଏକ ଘରୋଇ…

ଭାଉଜକୁ ଏକତରଫା ପ୍ରେମରୁ ବୀଭତ୍ସ ହତ୍ୟାକାଣ୍ଡ; ପିଟି ପିଟି ଭାଇର ଜୀବନ ନେଲା ଭାଇ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ମଝିହରା ମହଲା ସାହିରେ ପ୍ରେମକୁ ନେଇ ହତ୍ୟାକାଣ୍ଡ। ଭାଉଜଙ୍କୁ ଏକ ତରଫା ପ୍ରେମ କରିବା ପଡିଲା ମହଙ୍ଗା। ନିଜ ସ୍ତ୍ରୀ ନିକଟକୁ ଆସୁଥିବା ଅଶ୍ଳୀଳ ମେସେଜକୁ ବିରୋଧ କରିବା ନେଇ ହେଲା ଝଗଡ଼ା। ଏହାପରେ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ…

କଂଗ୍ରେସ ନେତା ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଆଶ୍ୱସ୍ତି

କଟକ: କଂଗ୍ରେସ ନେତା ମହମ୍ମଦ ମୋକିମ୍‌ ଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି । ନିର୍ବାଚନୀ ସତ୍ୟପାଠ ଅନିୟମିତତା ମାମଲାରେ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ଆଜି ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି । ଦୁଇ ସପ୍ତାହ ତଳେ ମୋକିମଙ୍କ…