Latest Odisha News

BREAKING NEWS

Browsing Category

ଓଡିଶା

Odisha

ଜିଲ୍ଲାପାଳ ଓ ଏସ୍‌ପିମାନଙ୍କ ସହ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସ୍‌ପିମାନଙ୍କ ସହ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଆଭାସୀ ମାଧ୍ୟମରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ କରିଛନ୍ତି। ଏହି ବୈଠକରେ ମୁଖ୍ୟ ନିର୍ବାଚନ ଅଧିକାରୀ ଜିଲ୍ଲାସ୍ତରରେ ନିର୍ବାଚନ ପ୍ରସ୍ତୁତିର ବିଭିନ୍ନ ଦିଗ ଉପରେ…

ଭାରସାମ୍ୟ ହରାଇ ୩୦ ଫୁଟ୍ ତଳକୁ ଖସିଲା କାର୍; ୨ ଗୁରୁତର,୩ ଆହତ

କେନ୍ଦୁଝର: ଭାରସାମ୍ୟ ହରାଇ ୩୦ ଫୁଟ୍ ତଳକୁ ଖସି ପଡ଼ିଲା କାର୍। ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ଆହତ ହୋଇଥିବାବେଳେ ଅନ୍ୟ ୩ ଜଣ ସାମାନ୍ୟ ଆହତ ହୋଇଛନ୍ତି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ରିଜ୍ ଛକ ଶିଶୁପାର୍କ ନିକଟରେ ଆଜି ଭୋରରୁ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସମସ୍ତ ଆହତ ଯୁବକ…

ମୋଦୀଙ୍କ ଗ୍ୟାରେଣ୍ଟିରେ ‘ରେଳବାଇର ଭିତିଭୂମି ଅଭିବୃଦ୍ଧି’ ଓଡ଼ିଶାର ପ୍ରଗତି ହେବ ତ୍ୱରାନ୍ୱିତ : ଦିଲୀପ ମଲ୍ଲିକ

ଭୁବନେଶ୍ବର: ରାଜ୍ୟରେ ଗଡିଲା ତୃତୀୟ ’ବନ୍ଦେ ଭାରତ ଏକ୍ସପ୍ରେସ୍‌’ । ’ୱାନ୍ ଷ୍ଟେସନ ୱାନ୍ ପ୍ରଡକ୍ଟ’ ଷ୍ଟଲ୍‌ରେ ଅନୁଗୁଳ, ଭୁବନେଶ୍ୱର, କଟକ, ପୁରୀ, ବ୍ରହ୍ମପୁର, ଖୋର୍ଦ୍ଧା ରୋଡ୍‌, ବାଲୁଗାଁ, ଢେଙ୍କାନାଳ, ଭଦ୍ରକ, ଛତ୍ରପୁର ହୋଇଛି ସାମିଲ । ମୋଦି ସରକାରଙ୍କ ଶାସନରେ ରେଳ ସେବା କ୍ଷେତ୍ରରେ…

ସିଏଏ ମୂଳ ଭାରତୀୟ ସଂପ୍ରଦାୟର ଶରଣାର୍ଥୀଙ୍କୁ ଆଶ୍ୱସ୍ଥି ଦେଇଛି: ପୂର୍ବତନ ବିଧାୟକ

ଭୁବନେଶ୍ବର: ୭୦ ବର୍ଷରେ ହୋଇନଥିବା କାର୍ଯ୍ୟକୁ ମୋଦି ସରକାର ଗତ ୧୦ ବର୍ଷରେ କରି ଦେଖାଇଛନ୍ତି । ପଡୋଶୀ ଦେଶରେ ନିର୍ଯାତୀତ ଧାର୍ମିକ ସଂଖ୍ୟାଲଘୁଙ୍କ ସୁରକ୍ଷା ପାଇଁ ନାଗରିକତ୍ୱ ସଂଶୋଧନ ବିଲ୍ ବା ସିଏଏ କାର୍ଯ୍ୟକାରୀ ହୋଇଛି । ନାଗରିକତା ସଂଶୋଧନ ଆଇନ ନାଗରିକତା ନେବା ପାଇଁ ନୁହେଁ ବରଂ…

ଗାଁରେ ନାହିଁ କୌଣସି ସୁବିଧା, ତେବେ କାହା ସ୍ଵାର୍ଥରେ ଏହି ଆଦର୍ଶ ପଞ୍ଚାୟତ

ନୂଆପଡା: ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା ହେଉଛି ଭାରତ ସରକାରଙ୍କ ଦ୍ଵାରା କରାଯାଇଥିବା ଏକ ଜନକଲ୍ୟାଣକାରୀ ପ୍ରୟlସ । କିଛି ବଛା ବଛା ଗାଁରେ କେନ୍ଦ୍ରୀୟ ଓ ରାଜ୍ୟ ସରକାରଙ୍କ ଯୋଜନା ଗୁଡିକୁ ମିଶାଇ ସମନ୍ୱିତ ବିକାଶ କରି ବଞ୍ଚିତ ବର୍ଗର ଲୋକମାନଙ୍କୁ ସଶକ୍ତିକରଣ କରିବା ହେଉଛି ଏହାର…

ବାଇକକୁ ଧକ୍କା ଦେଲା ଟ୍ରକ୍‌; ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଆହତ

ଝାରସୁଗୁଡ଼ା: ଏନଏଚ୍‌ ୪୯ ନିକଟରେ ସଡ଼କ ଦୁର୍ଘଟଣା। ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ସିଂଘାରପୁର ନିକଟରେ ଘଟିଛି ଏହି ଦୁର୍ଘଟଣା। ଦୁର୍ଘଟଣାରେ ସ୍ୱାମୀଙ୍କର ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀ ଗୁରୁତର ଥିବା ବେଳେ ଝିଅ ଆହତ ହୋଇଛି। ଗୁରୁତର ମହିଳାଙ୍କୁ ଲଖନପୁର ମେଡିକାଲରେ ଭର୍ତ୍ତି…

୨ କଏଦୀ ଫେରାର ଘଟଣା: ଗତକାଲି ତଦନ୍ତ ଆଜି ଆକ୍ସନ

ବଲାଙ୍ଗୀର: କାଲି କଲେ ତଦନ୍ତ, ଆଜି ନେଲେ ଆକ୍ସନ । ବଲାଙ୍ଗୀର ଟିଟିଲାଗଡ଼ ସବଜେଲରୁ ଜେଲ୍‌ରୁ ୨ କଏଦୀ ଚମ୍ପଟ ମାରିବା ଘଟଣା । ଟିଟିଲାଗଡ଼ ଜେଲ୍ ୱାର୍ଡେନ ଦାନୀ ଦୋରାଙ୍କୁ ସସ୍‌ପେଣ୍ଡ କଲେ ଡିଆଇଜି । କାର୍ଯ୍ୟରେ ଅବହେଳା ଯୋଗୁଁ ନିଲମ୍ବନ କରିଛନ୍ତି ଡିଆଇଜି କୁଳମଣି ବେହେରା । ଗତକାଲି…

ସରକାରୀ ସ୍କୁଲରେ ପୂରଣ ହେବ ୨୬୨୯ଟି ଶିକ୍ଷକ ପଦ

ଭୁବନେଶ୍ବର:ଏପ୍ରିଲ ୧ ତାରିଖରୁ ସମସ୍ତ ସରକାରୀ ସ୍କୁଲରେ ଶିକ୍ଷକ ପଦବୀ ପାଇଁ ଆରମ୍ଭ ହେବ ଆବେଦନ। ସରକାରୀ ସ୍କୁଲରେ ପୂରଣ ହେବ ୨୬୨୯ଟି ଶିକ୍ଷକ ପଦ। ଏପ୍ରିଲ ୧ ତାରିଖରୁ ଅନ୍‌ଲାଇନ୍‌ ଆବେଦନ ଆରମ୍ଭ ହୋଇ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ,…

ସମ୍ବଲପୁରରେ ଜାତୀୟ ରାଜପଥ ପ୍ରକଳ୍ପ ପାଇଁ ୩୭୪ କୋଟି ୧୭ ଲକ୍ଷ ଟଙ୍କା ମଞ୍ଜୁର କଲେ କେନ୍ଦ୍ରମନ୍ତ୍ରୀ ନିତୀନ ଗଡ଼କରୀ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ଦୁଇଟି ଜାତୀୟ ରାଜପଥ ପ୍ରକଳ୍ପ ପାଇଁ ୩୭୪ କୋଟି ୧୭ ଲକ୍ଷ ଟଙ୍କା ମଞ୍ଜୁର କଲେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନିତୀନ ଗଡ଼କରୀ । ଅଇଁଠାପାଲି ଜଙ୍କସନ୍‌ ଠାରେ ୬ ଲେନ୍‌ ବିଶିଷ୍ଟ ୩.୫ କିଲୋମିଟର ଲମ୍ବା ଫ୍ଲାଏଓଭର ଏବଂ ୫୩ ନମ୍ବର ଜାତୀୟ ରାଜପଥ ଉପରେ ଦୁଇ…

ଝରିଗାଁ ବ୍ଲକ କାର୍ଯ୍ୟାଳୟକୁ ତାଲା ପକାଇଲେ ଠିକାଦାର ସଂଘ

ନବରଙ୍ଗପୁର: ଝରିଗାଁ ବ୍ଲକ ଠିକାଦାର ସଂଘ ପକ୍ଷରୁ ମନରେଗା( MGNREGS) ମେଟେରିଆଲ ଟଙ୍କା ଦେବାରେ ଝରିଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅବହେଳା କରୁଥିବା ଅଭିଯୋଗ କରି ଝରିଗାଁ ବ୍ଲକ କାର୍ଯ୍ୟାଳୟକୁ ତାଲା ପକାଇଛନ୍ତି। ଠିକାଦାର ସଂଘର ସଭାପତି ମଦନ ସାମଲଙ୍କ ଅଭିଯୋଗ ପ୍ରକାରେ ଝରିଗାଁ ବ୍ଳକର…