Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆସିବେ ପ୍ରଧାନମନ୍ତ୍ରୀ, ଚାଲିଛି ପ୍ରସ୍ତୁତି

ଯାଜପୁର: ଆସନ୍ତା ୫ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ ଯାଜପୁର ଜିଲ୍ଲା ବଡଚଣା ନିର୍ବାଚନ ମଣ୍ଡଳୀର ଚଣ୍ଡିଖୋଲ ଥିବା କାର୍ଯ୍ୟକ୍ରମରେ ଯୋଗଦେବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ବେଣାପୁର ଠାରେ…

କିଏ ହାତେଇବ ତାଳଚେର ବିଧାନସଭା ଆସନ?

ଅନୁଗୁଳ: କାହା ଭାଗ୍ୟରେ ପଡ଼ିବ ତାଳଚେର ଆସନ, ଚାଲିଛି ଅଙ୍କକଷା । ଛିଣ୍ଡୁନି ତିନି ପ୍ରମୁଖ ଦଳର ଅଙ୍କ । ତିନି ଦଳ ମଧ୍ୟରେ ଚୁଡାନ୍ତ ପର୍ଯ୍ୟାୟ ପ୍ରାର୍ଥୀ ଚୟନ ପାଇଁ ଚାଲିଛି ପ୍ରାର୍ଥୀ ଖୋଜା ।  କେଉଁ ରାଜନୈତିକ ଦଳ ଏହି ଗୁରୁତ୍ଵ ପୁର୍ଣ୍ଣ  ଆସନକୁ ନିଜ ଅକ୍ତିଆରକୁ ନେବ ସେ ନେଇ ତିଆରି…

ବିଶ୍ଵପ୍ରସିଦ୍ଧ କଟକର ରୂପା ତାରକସି କାମକୁ ମିଳିଲା ଜିଆଇ ମାନ୍ୟତା

କଟକ: କଟକବାସୀଙ୍କ ପାଇଁ ଖୁସି ଖବର । ବିଶ୍ଵପ୍ରସିଦ୍ଧ କଟକର ରୂପା ତାରକସି କାମକୁ ମିଳିଲା ଜିଆଇ ମାନ୍ୟତା । ଚେନ୍ନାଇ ଭିତ୍ତିକ ଜିଓଗ୍ରାଫିକାଲ ଇଣ୍ଡିକେସନ ରେଜିଷ୍ଟ୍ରିରୁ ଏହି ସୂଚନା ମିଳିଛି । ଏହାକୁ ମିଶାଇ ବର୍ତ୍ତମାନ ଓଡିଶାର ଜିଆଇ ତାଲିକା ୨୬କୁ ବୃଦ୍ଧି ପାଇଛି । ୨୦୨୧ ମସିହା…

‘କେବଳ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ପିସି ପରିମାଣ ହେଉଛି ୧ ହଜାର ୧୯ କୋଟି’

ଭୁବନେଶ୍ୱର: ବିଜେଡି ସରକାର ହେଉଛି ୩୦% ର ପିସି ସରକାର । ପଞ୍ଚାୟତ ଠାରୁ ଆରମ୍ଭ କରି ଲୋକସେବା ଭବନ ପର୍ଯ୍ୟନ୍ତ ଚାଲିଛି ପିସି କାରବାର । ବିଜେଡିର ମନ୍ତ୍ରୀ, ନେତା, ଯନ୍ତ୍ରୀ, ଅଫିସର ମାନେ ଏଥିରେ ସଂପୃକ୍ତ । ପିସି ରୁ ଆଦାୟ ଅର୍ଥ ବିଜେଡି ଦଳର ନିର୍ବାଚନ ଖର୍ଚ୍ଚରେ ବ୍ୟବହୃତ ହେଉଛି ।…

ବଢ଼ିଲା ବହୁଭାଷୀ ଶିକ୍ଷକଙ୍କ ଦରମା

ଭୁବନେଶ୍ବର: ଜନଜାତି ବହୁଳ ଜିଲ୍ଲାମାନଙ୍କରେ ନିୟୋଜିତ ବହୁଭାଷୀ ଶିକ୍ଷକଙ୍କ  ଦରମା ବୃଦ୍ଧି ।   ଦଶ ହଜାର ଟଙ୍କା ବଢ଼ାଇଲେ ସରକାର । ୫୩୭୯ ଟଙ୍କାରୁ ଦଶ ହଜାର ଟଙ୍କାକୁ ବୃଦ୍ଧି କଲେ ରାଜ୍ୟ ସରକାର । ଏହା ସହ ଯୋଗ୍ୟତା ଭିତ୍ତିରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ସଂଖ୍ୟାଲଘୁ ସଂପ୍ରଦାୟ ଓ…

ପୁଣି ଭିଜିଲାନ୍ସ ଜାଲରେ ଆଉ ଜଣେ ଥାନା ବାବୁ, ୮ହଜାର ଟଙ୍କା ଲାଞ୍ଚ ନେବା ବେଳେ ବାନ୍ଧିଲା ଭିଜିଲାନ୍ସ

ନବରଙ୍ଗପୁର: ଥାନା ଏଏସଆଇଙ୍କୁ ବାନ୍ଧିଲା ଭିଜିଲାନ୍ସ । ନବରଙ୍ଗପୁର ଡାବୁଗାଁ ଥାନା ଏଏସଆଇ ଶ୍ରୀ ସୀମାଞ୍ଚଳ ମହାରଣାଙ୍କୁ ଗିରଫ କରିଛି ଭିଜିଲାନ୍ସ । ୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କୋରାପୁଟ ଭିଜିଲାନ୍ସ ହାତରେ ଧରାପଡିଥିଲେ ଏଏସଆଇ ସୀମାଞ୍ଚଳ । ସୂଚନା ଅନୁସାରେ, ପୂର୍ବରୁ ଥାନାରେ…

ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ହେବ ଆହୁରି ସୁଦୃଢ; ୫ଟି ମେଡିକାଲ କଲେଜର ଟିଚିଂ ହସ୍ପିଟାଲର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଓଡିଶାର ସ୍ୱାସ୍ଥ୍ୟ ଶିକ୍ଷା ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଯୋଡି ହେଲା ଆଉ ଏକ ନୂଆ ଫର୍ଦ୍ଦ । ରାଜ୍ୟର ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ହେବ ଆହୁରି ସୁଦୃଢ । ରାଜ୍ୟର ବିଭିନ୍ନ ସରକାରୀ ମେଡିକାଲ କଲେଜ ଗୁଡିକରେ ଟିଚିଂ ହସ୍ପିଟାଲର ଶୁଭ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ…

ନିର୍ବାଚନ ପୂର୍ବରୁ ଓଡ଼ିଶା ପହଞ୍ଚିବେ ୧୫ କମ୍ପାନୀ ଫୋର୍ସ

ଭୁବନେଶ୍ବର: ଲୋକସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ । ନିର୍ବାଚନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଯାହା ପାଇଁ ଦେଶରେ ସେଣ୍ଟ୍ରାଲ ଆର୍ମଡ ଫୋର୍ସ ମୁତୟନ କରାଯାଉଛି । ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାକୁ ୭୫ କମ୍ପାନୀ ଫୋର୍ସ ଯୋଗାଇ ଦିଆଯାଇଛି । ଆଜି ଓଡ଼ିଶାରେ ୧୫…

ପୁରୀ ବୁଲିବାକୁ ଆସିଥିବା ବିଦେଶୀ ପର୍ଯ୍ୟଟକ ଲୁଟ୍ ର ଶିକାର, ନିଜ ଦେଶକୁ ପଠାଇବା ନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି…

ପୁରୀ: ପୁରୀ ବୁଲିବାକୁ ଆସିଥିବା ଜଣେ ବିଦେଶୀ ପର୍ଯ୍ୟଟକ ଲୁଟ୍ ର ଶିକାର ହୋଇ ଅସହାୟ ଅବସ୍ଥାରେ ଜୀବନ କାଟୁଥିବା ବେଳେ, ଜିଲ୍ଲା ପ୍ରଶାସନ ତାଙ୍କୁ ଉଦ୍ଧାର କରିଛି । ଉଦ୍ଧାର ପରେ ଆନ୍ଥୋନିଙ୍କୁ ତାଙ୍କ ଦେଶ ନେଦରଲ୍ୟାଣ୍ଡ କୁ ପଠାଇବା ନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି ।…

ବଢ଼ିଲା କଳା ଓ କ୍ରୀଡ଼ା ଶିକ୍ଷକଙ୍କ ପାରିଶ୍ରମିକ, ଭିନ୍ନକ୍ଷମ ଶିକ୍ଷା ସ୍ୱେଚ୍ଛାସେବୀଙ୍କ ମଧ୍ୟ ବଢ଼ିଲା ଦରମା

ଭୁବନେଶ୍ବର: ବଢ଼ିଲା ସାମୟିକ କଳା ଓ କ୍ରୀଡା ଶିକ୍ଷକଙ୍କ ଦରମା । ୭ ହଜାର ଟଙ୍କାରୁ  ୧୦ ହଜାର ଟଙ୍କାକୁ ପାରିଶ୍ରମିକ ବଢ଼ାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଦ୍ବାରା ୪୬୦୫ ଜଣ କଳା ଶିକ୍ଷକ-ଶିକ୍ଷୟିତ୍ରୀ ଉପକୃତ ହେବେ । ଏଣିକି ସେମାନଙ୍କ ମାସିକ…