Latest Odisha News

BREAKING NEWS

Browsing Category

ଓଡିଶା

Odisha

ମଞ୍ଚରେ ପାଣ୍ଡିଆନଙ୍କ ସହ ଦେଖାକରିବାକୁ ଚାହୁଁଥିବା ଛାତ୍ରୀଙ୍କୁ ଓହ୍ଲାଇଦେଲେ ପୋଲିସ କର୍ମୀ

ଖୋର୍ଦ୍ଧା: ବେଗୁନିଆରେ ମଙ୍ଗଳବାର ଏକ ନୂଆ-ଓ କାର୍ଯ୍ୟକ୍ରମ ବେଳେ ଜଣେ ଛାତ୍ରୀଙ୍କୁ ବିଜେଡି ନେତା ଭିକେ ପାଣ୍ଡିଆନଙ୍କୁ ଭେଟିବାକୁ ବାରଣ କରାଯିବା ପରେ ମହିଳା ପୁଲିସ ତାଙ୍କୁ ମଞ୍ଚରୁ ଓହ୍ଲାଇ ଦେଇଥିଲେ। ବେଗୁନିଆଠାରେ ୧୨ଟି କଲେଜର ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ନୂଆ-ଓ କାର୍ଯ୍ୟକ୍ରମ…

ନିର୍ବାଚନ ପୂର୍ବରୁ ବଦଳିଲେ ୧୫୬ ପ୍ରଶାସନିକ ଅଧିକାରୀ

ଭୁବନେଶ୍ୱର: ପ୍ରଶାସନିକ ସ୍ତରରେ ବଡ଼ ଧରଣ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର। ସରକାରୀ କର୍ମଚାରୀଙ୍କ ବଦଳି ନିୟମକୁ କଡ଼ାକଡ଼ି ପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେବା ପରେ ରାଜ୍ୟର ଓଏଏସ ସ୍ତରରେ ବଦଳି କରିଛନ୍ତି। ବିଡିଓ, ତହସିଲଦାର, ଉପଜିଲ୍ଲାପାଳ, ପ୍ରକଳ୍ପ ନିର୍ଦ୍ଦେଶକ, ଅତିରିକ୍ତ…

କନ୍ଧମାଳ ଓ ଗଞ୍ଜାମ ଜିଲ୍ଲା ଦେଇ ଯାଇଥିବା ୫୯ନଂ ଜାତୀୟ ରାଜପଥ ପ୍ରଶସ୍ତିକରଣକୁ କେନ୍ଦ୍ର ସରକାରଙ୍କ ମଞ୍ଜୁରି

ଭୁବନେଶ୍ଵର; ଓଡ଼ିଶାର କନ୍ଧମାଳ ଓ ଗଞ୍ଜାମ ଜିଲ୍ଲା ଦେଇ ଯାଇଥିବା ୫୯ ନମ୍ବର ଜାତୀୟ ରାଜପଥ ଦାରିଙ୍ଗିବାଡ଼ି ଘାଟ ସେକ୍ସନ୍ର ପ୍ରଶସ୍ତିକରଣ ଓ ସୁଦୃଢ଼ିକରଣ ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି କେନ୍ଦ୍ର ସରକାର । ୨୬.୯୬ କିଲୋମିଟର ଲମ୍ବା ଏହି ରାଜପଥର ପ୍ରଶସ୍ତିକରଣ ପାଇଁ ୨୦୨୩-୨୪ ବାର୍ଷିକ ଯୋଜନାରେ…

ଏଣିକି ପ୍ରତିବର୍ଷ ହେବ ବାଘ ଗଣନା:ପିସିସିଏଫ୍

ଭୁବନେଶ୍ଵର; ଏଣିକି ରାଜ୍ୟରେ ପ୍ରତିବର୍ଷ ହେବ ବାଘ ଗଣନା । କ୍ୟାମେରା ଟ୍ରାପ ଜରିଆରେ ମହାବଳ ବାଘଙ୍କ ସ୍ଥିତି ଉପରେ ରହିବ ନଜର । ଏନେଇ ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ । ସୂଚନା ଅନୁସାରେ, ସର୍ବଭାରତୀୟ ବାଘ ଆକଳନ-୨୦୨୨ରେ ରାଜ୍ୟରେ ମୋଟ୍ ବାଘ ସଂଖ୍ୟା ୧୭…

ମାହାଙ୍ଗା: ନେତା, କର୍ମୀ ଏବେ କଂଗ୍ରେସ ମୁହାଁ, ଅସନ୍ତୁଷ୍ଟ ବିଜେଡି-ବିଜେପି ନେତା!

ମାହାଙ୍ଗା: ଆସନ୍ତା ନିର୍ବାଚନ ପାଇଁ ରାଜନୀତି ବେଶ୍ ସରଗରମ୍ । ଭୋଟରଙ୍କୁ ମନାଇବାକୁ ପ୍ରସ୍ତୁତ ହୋଇଗଲେଣି ନେତା । କିଏ ପଦ୍ମ ଛାଡ଼ି ହାତ ଧରୁଛି, ଆଉ କିଏ ହାତ ଛାଡ଼ି ପଦ୍ମ ଆଉ ଶଙ୍ଖକୁ ବାଛି ନେଉଛନ୍ତି । ସବୁବେଳେ ରାଜନୀତିକୁ ନେଇ ଚର୍ଚ୍ଚାରେ ରହିଛି ମାହାଙ୍ଗା । ଏବେ ମାହାଙ୍ଗା…

ଆସନ୍ତା ୫ ବର୍ଷରେ ଖୋଲିବ ୫ ହଜାର ମିଶନ ଶକ୍ତି ବଜାର, ମହିଳାଙ୍କୁ ମିଳିବ ବିନା ସୁଧରେ ୧୦ ଲକ୍ଷ ଟଙ୍କା ଋଣ

ଭୁବନେଶ୍ଵର: ନିର୍ବାଚନ ପୂର୍ବରୁ ମିଶନ ଶକ୍ତି ମାଆଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର । ମିଶନ ଶକ୍ତି ମହିଳା ମାନଙ୍କୁ ଏଣିକି ବିନା ସୁଧରେ ମିଳିବ ୧୦ ଲକ୍ଷ ଟଙ୍କା ଯାଏଁ ଋଣ। ଯେଉଁମାନେ ପୂର୍ବରୁ ଋଣ ବାବଦ ସୁଧ ଭରିଥିବେ, ସେମାନଙ୍କ ସୁଧ ଟଙ୍କା ପେରସ୍ତ ହେବ । ମୋଟ ୧୪୫କୋଟି ଟଙ୍କା ଫେରସ୍ତ…

ନାଲକୋ ସମ୍ପ୍ରସାରଣ କାମ ବେଳେ ଅଘଟଣ, ଲୁହା ରଡ୍ ପଡ଼ି ୨ ଶ୍ରମିକ ମୃତ

କୋରାପୁଟ: ନାଲ୍‌କୋ ସମ୍ପ୍ରସାରଣ କାମ ବେଳେ ଅଘଟଣ । ରଡ୍‌ ବାଇଣ୍ଡିଂ ଚାଲିଥିବା ବେଳେ ରଡ୍‌ ପଡ଼ି ୨ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି । ତିନି ଜଣ ଠିକା ଶ୍ରମିକ ଝାଡଖଣ୍ଡର ବୋଲି ସୂଚନା ମିଳିଛି । ମୃତକ ମଧ୍ୟରୁ ଜଣଙ୍କର ପରିଚୟ ମିଳିଥିବା ବେଳେ ଅନ୍ୟ ଜଣେ ମୃତକ ଓ ଗୁରତରଙ୍କ ପରିଚୟ…

ତ୍ରୁଟି ମାନିଲେ ପରୀକ୍ଷା ନିୟନ୍ତ୍ରକ; ‘ସମସ୍ତଙ୍କୁ ମିଳିବ ନାହିଁ ଗ୍ରେସ୍‌ ମାର୍କ’

ଭୁବନେଶ୍ୱର: ଯୁକ୍ତ ଦୁଇ ଫିଜିକ୍ସ ପରୀକ୍ଷାରେ ତ୍ରୁଟି ହୋଇଥିବା ସ୍ୱୀକାର କଲା ସିଏଚଏସଇ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପରୀକ୍ଷା ନିୟନ୍ତ୍ରକ ଆଶୋକ ନାୟକ କହିଛନ୍ତି, ଆଉଟ ଅଫ୍ ସିଲାବସ୍ ନୁହେଁ, ଚଏସ୍ ଡେଫିସିଟ୍ ରହିଛି । ରେଗୁଲାର ଓ ଏକ୍ସ ରେଗୁଲାର ସିଲାବସକୁ ନେଇ ପ୍ରଶ୍ନ ପ୍ରସ୍ତୁତ…

୬ ଦଫା ଦାବି ନେଇ ରାଜଧାନୀର ଲୋୟର ପିଏମଜିରେ ଗର୍ଜିଲେ ମତ୍ସ୍ୟଜୀବୀ

ଭୁବନେଶ୍ବର: ୬ ଦଫା ଦାବି ନେଇ ରାଜଧାନୀରେ ଗର୍ଜିଲେ ମତ୍ସ୍ୟଜୀବୀ । ଭୁବନେଶ୍ୱର ଲୋୟର ପିଏମଜିରେ ଏକାଠି ହୋଇଛନ୍ତି ହଜାର ହଜାର ମତ୍ସ୍ୟଜୀବୀ । ରାଜ୍ୟ ମତ୍ସ୍ୟଜୀବୀ ମହାସଂଘ ପକ୍ଷରୁ ଏହି ଆନ୍ଦୋଳନ କରାଯାଉଛି । ବାଲେଶ୍ୱର, ଭଦ୍ରକ, ପାରଦୀପ ସହ ରାଜ୍ୟର ବିଭିନ୍ନ ସ୍ଥାନରୁ ମତ୍ସ୍ୟଜୀବୀ ଆସି…

ଯୁକ୍ତ ୨ ପରୀକ୍ଷା: ମାର୍ଚ୍ଚ ୨୨ରୁ ଖାତା ଦେଖା, ୧୫ରେ ଫଳ

କଟକ: ମେ’ ୧୫ ଭିତରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ । ଗୋଟିଏ ଦିନରେ କଳା, ବିଜ୍ଞାନ, ବାଣିଜ୍ୟ ଧନ୍ଦାମୂଳକ ଶିକ୍ଷା ରେଜଲ୍ଟ ବାହାରିବ । ଚଳିତ ବର୍ଷ ଗୋଟିଏ ଦିନରେ ସବୁ ରେଜଲ୍ଟ ପ୍ରକାଶ ପାଇବ । ଏନେଇ ସୂଚନା ଦେଇଛନ୍ତି ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ ଅଶୋକ ନାୟକ । ନିର୍ବାଚନ…