Latest Odisha News

BREAKING NEWS

Browsing Category

ଓଡିଶା

Odisha

ଫେବୃଆରୀ ୨୮ରେ ଓଡ଼ିଶା ଆସିବେ ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍ ଗେଟସ୍

ଭୁବନେଶ୍ବର: ଫେବୃଆରୀ ୨୮ରେ ଓଡ଼ିଶା ଆସିବେ ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସ । ଓଡିଶା ଗସ୍ତ ବେଳେ ବିଲ୍‌ ଗେଟସ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଓଡିଶା ଆସି ସେ ଭୁବନେଶ୍ବର ସ୍ଥିତ କୃଷି ଭବନ ପରିଦର୍ଶନ କରିବେ । ସୂଚନାଯୋଗ୍ୟ ଯେ,…

୨୮ରେ ଓଡ଼ିଶା ଆସିବେ ମହାମହିମ, ଗସ୍ତ ପାଇଁ କମିଶନରେଟ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ଆସନ୍ତା ୨୮ ତାରିଖରେ ୪ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛି କମିଶନରେଟ ପୋଲିସର । ୪ ଦିନିଆ ଓଡ଼ିଶା ଗସ୍ତ ସମୟରେ ରାଷ୍ଟ୍ରପତି ଭୁବନେଶ୍ୱର ସମେତ ମୟୂରଭଞ୍ଜ, କେନ୍ଦୁଝର, ବ୍ରହ୍ମପୁର, କଟକ ଓ…

ମାଟ୍ରିକ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ମାମଲା, ଏନେଇ କୌଣସି ଖବର ନାହିଁ କହିଲେ ବୋର୍ଡ କର୍ତ୍ତୃପକ୍ଷ

କଟକ: ଚାଲିଛି ମାଟ୍ରିକ ପରୀକ୍ଷା । ଏହାରି ଭିତରେ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ସାମ୍ନାକୁ ଆସିଛି । ଆଜି ଗଣିତ ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି । ମୋବାଇଲରୁ ମୋବାଇଲକୁ ଘୁରି ବୁଲିଛି ପ୍ରଶ୍ନପତ୍ର । ପ୍ରଶ୍ନ ସହ ଉତ୍ତର ମଧ୍ୟ ରହିଛି । ବୋର୍ଡର…

ଡାକ୍ତର ଓ ନର୍ସଙ୍କ ଅବହେଳା ଯୋଗୁଁ ପ୍ରସୂତିଙ୍କ ମୃତ୍ୟୁ, ମେଡିକାଲ ପରିସରରେ ଉତ୍ତେଜନା

ଭଦ୍ରକ: ଡାକ୍ତରଙ୍କ ଅବହେଳା ଯୋଗୁଁ ପ୍ରସୂତିଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ମୁଖ୍ୟ ଚିକିତ୍ସାଳରେ । ଏହି ଘଟଣା ପରେ ମେଡିକାଲରେ‌ ଉତ୍ତେଜନା ଦେଖାଦେଇଛି । ସୂଚନା ମୁତାବକ, ଆଗରପଡା ଥାନା ଅନ୍ତର୍ଗତ ଅଣିଜ ଗାଁର ଶାନ୍ତିଲତା ଘଡେଇଙ୍କ ପ୍ରସବ…

ଏନଏସି ମାନ୍ୟତା ଦାବିରେ ୧୨ ଘଣ୍ଟିଆ ମନମୁଣ୍ଡା ବନ୍ଦ

ବୌଦ୍ଧ: ଆଜି ୧୨ ଘଣ୍ଟିଆ ମନମୁଣ୍ଡା ବନ୍ଦ । ଏନଏସି (NAC) ମାନ୍ୟତା ଦାବିରେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ବନ୍ଦ ଡାକରା ଦେଇଛି କ୍ରିୟାନୁଷ୍ଠାନ କମିଟି । ସକାଳ ୬ ଟାରୁ ସନ୍ଧ୍ୟା ୬ ଯାଏଁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଫଳରେ ଯାତାୟତ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଯାଇଛି । ବନ୍ଦ…

ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବୋଲେରୋ; ୩ ମୃତ, ୪ଗୁରୁତର

କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ଓସ୍ତପୁର ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବୋଲେରୋଟି ଭାରସାମ୍ୟ ହରାଇ ଗଛରେ ପିଟି ହେବାରୁ ଏହି ଦୁର୍ଘଟଣା ଘଟିଛି । ଏଥିରେ ୩ ଜଣଙ୍କ ମୃତ୍ୟୁହୋଇଥିବାବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ବୋଲେରୋରେ ଡ୍ରାଇଭରକୁ ମିଶାଇ ମୋଟ ୭ ଜଣ ସଦସ୍ୟ ଥିଲେ । ଏଯାବତ୍…

ଯୌତୁକ ଜୁଇରେ ଆଉ ଜଣେ ବଧୂ; ହତ୍ୟା ଅଭିଯୋଗ

ଭୁବନେଶ୍ୱର: ଯୌତୁକ ଜୁଇରେ ଆଉ ଜଣେ ବଧୂ । ଯୌତୁକ ପାଇଁ ଶାଶୁ ଘର ଲୋକେ ଜଣେ ବୋହୂକୁ ମାରି ଦେଇଥିବା ଅଭିଯୋଗ ହୋଇଛି । ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ ।  ମୃତ ମହିଳାଙ୍କ ନାଁ ଝିଲି ସେଠୀ  । ଅଭିଯୋଗ ଅନୁସାରେ, ସାମନ୍ତରାପୁରର ଚନ୍ଦନ ସେଠୀଙ୍କୁ ଝିଲି ଗତ ୩ ବର୍ଷ ତଳେ…

ବଲାଙ୍ଗୀରରେ ଭୟଙ୍କର ବିସ୍ଫୋରଣ

ବଲାଙ୍ଗୀର:ବଡ଼ମାଳସ୍ଥିତ ଗୋଳାବାରୁଦ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। ତେବେ ଏହି ଘଟଣା ମୃତାହତକୁ ନେଇ କୌଣସି ସଠିକ ସୂଚନା ବର୍ତ୍ତମାନ ସୁଦ୍ଧା ସାମ୍ନାକୁ ଆସିପାରିନାହିଁ। ସେପଟେ ବିସ୍ଫୋରଣ ପରେ କାରଖାନା ଚାରିପଟେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।…

ବିଜେପି ସହ ଭିତିରିଆ ସମ୍ପର୍କକୁ ନେଇ ବିଜେଡିର ଅନେକ ନେତା ଅସନ୍ତୁଷ୍ଟ: କଂଗ୍ରେସ

ଭୁବନେଶ୍ୱର: ଲୋକସଭା ଓ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଶାସକ ଦଳର ସାମ୍ପ୍ରତିକ ସ୍ଥିତିକୁ ନେଇ ବିଜୁ ଜନତା ଦଳର ଅନେକ ନେତା ଅସନ୍ତୁଷ୍ଟ ଥିବା କଂଗ୍ରେସ ପକ୍ଷରୁ କୁହାଯାଇଛି। ଓଡ଼ିଶା ମର୍ମରେ କଂଗ୍ରେସ ପ୍ରଭାରୀ ଅଜୟ କୁମାରଙ୍କ କହିବାନୁଯାୟୀ, ଭାରତୀୟ ଜନତା ପାର୍ଟି (ବିଜେପି)…

ଏକଦା ମୁଖ୍ୟମନ୍ତ୍ରୀଙ୍କ ନିକଟତମ ଥିଲେ, ଦଳ ବଦଳ ପରେ କହିଲେ ବିଜେଡିର ନାହିଁ କୌଣସି ଯୋଜନା

ଭୁବନେଶ୍ୱର: ଏକଦା ମୁଖ୍ୟମନ୍ତ୍ରୀଙ୍କ ବିଶ୍ୱସ୍ତ ସହଯୋଗୀ ଥିବା ପୂର୍ବତନ ବିଜୁ ଜନତା ଦଳ ନେତା ଦେବାଶିଷ ନାୟକ ରବିବାର ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ଓଡ଼ିଶା ସରକାରଙ୍କୁ ତୀବ୍ର ସମାଲୋଚନା କରି ଶ୍ରୀ ନାୟକ କେନ୍ଦ୍ର ସରକାରଙ୍କ ଯୋଜନା ଓ କାର୍ଯ୍ୟକ୍ରମକୁ ଅପହରଣ କରିଥିବା ଅଭିଯୋଗ…