Latest Odisha News

BREAKING NEWS

Browsing Category

ଓଡିଶା

Odisha

ମିଳୁନି ମୁନ୍ଦେ ପିଇବା ପାଣି, ବିଡ଼ିଓଙ୍କ କାର୍ଯ୍ୟାଳୟ ସାମ୍ନାରେ ଥାଳି ପିଟି ପ୍ରତିବାଦ କଲେ ଗ୍ରାମବାସୀ

ସୁବର୍ଣ୍ଣପୁର: ବିଡ଼ିଓଙ୍କ କାର୍ଯ୍ୟାଳୟ ସାମ୍ନାରେ ଥାଳି ପିଟି ଗରା ବାଲ୍ଟି ଧରି ଗ୍ରାମବାସୀଙ୍କ ନିଆରା ପ୍ରତିବାଦ l ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅଧୀନ ସରଗଜ ଗ୍ରାମବାସୀ ଦୀର୍ଘଦିନ ହେବ ଭଲଭାବେ ପିଇବା ପାଣି ମୁନ୍ଦେ ପାଉନାହାନ୍ତି l ବାରମ୍ବାର ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ…

ରାଜ୍ୟ ବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ ଉପହାର, ରାଜ୍ୟର ୩୪ଟି ନୂଆ ଏନଏସି ଗଠନ

ଭୁବନେଶ୍ବର: ନିର୍ବାଚନ ପୂର୍ବରୁ ରାଜ୍ୟ ବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଉପହାର । ଗଠନ ହେଲା ରାଜ୍ୟର ୨୦ଟି ଜିଲ୍ଲାରେ ୩୪ଟି ନୂତନ ବିଜ୍ଞପିତ ଅଞ୍ଚଳ ପରିଷଦ । ଏହାସହ ଚାରିଟି ଜିଲ୍ଲାର ପାଞ୍ଚଟି ଏନଏସିକୁ ମୁନିସିପାଲିଟିକୁ ଉନ୍ନୀତ କରାଯିବା ନେଇ ଘୋଷଣା କରିଛନ୍ତି…

ବଦଳିଲେ ବିଏମସି କମିଶନର୍, ଛୁଟିରେ ଗଲେ ବିଜୟ ଅମୃତ କୁଲାଙ୍ଗେ

ଭୁବନେଶ୍ଵର: ବଦଳିଲେ ଭୁବନେଶ୍ଵର ମହାନଗର ନିଗମ (ବିଏମସି) କମିଶନର୍ । ରାଜେସ୍ ପାଟିଲ୍ ହେଲେ ନୂତନ ବିଏମସି କମିଶନର୍ । ନୂତନ ବିଏମସି କମିଶନର୍ ନିଯୁକ୍ତି ନେଇ ଜିଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଛୁଟିରେ ଯିବେ ବର୍ତ୍ତମାନର ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ । ତେଣୁ ଆଜି ନୂତନ…

ଜାହାଜରୁ କୋକେନ ମିଳିବା ଘଟଣା: ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଜବତ ହେଲା ଏମ.ଭି ଦେବୀ ଜାହାଜ

କଟକ: ପାରାଦ୍ୱୀପ ବନ୍ଦରରେ ଅଟକିଥିବା ଏମ.ଭି ଦେବୀ ଜାହାଜ କୁ ତୁରନ୍ତ ଗିରଫ ବା ଜବତ କରାଯାଉ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବର୍ଥ ଦେୟ ଏବଂ ଅନ୍ୟାନ୍ୟ ଶୁଳ୍କ ବାବଦୀୟ ମାମଲା ପ୍ରସଙ୍ଗରେ ଶୁଣାଣି କରି ଗତକାଲି ହାଇକୋର୍ଟ ଏଭଳି ଅନ୍ତରୀଣ ଆଦେଶ ଦେଇଛନ୍ତି । ହାଇକୋର୍ଟଙ୍କ…

ଭୁବନେଶ୍ୱରରେ ଦିଲ୍ଲୀ ପୋଲିସର ରେଡ୍, ରାତି ଅଧରେ ଫ୍ଲାଟ୍ ରୁ ଯୁବକଙ୍କୁ ଉଠାଇ ନେଲା

ଭୁବନେଶ୍ବର: ରାତି ଅଧରେ ଭୁବନେଶ୍ବରରୁ ଜଣେ ଯୁବକଙ୍କୁ ଉଠାଇନେଲା ଦିଲ୍ଲୀ ପୁଲିସ । ଲକ୍ଷ୍ମୀସାଗର ଅଞ୍ଚଳର ଏକ ଆପାର୍ଟମେଣ୍ଟରେ ଏହି ଘଟଣା ଘଟିଛି । କେହି କିଛି ବୁଝିବା ଆଗରୁ ପୋଲିସ ଯୁବକଙ୍କୁ ଉଠାଇ ନେଇଛି । ତେବେ ସାଇବର କ୍ରାଇମ ମାମଲାରେ ଏହି ଚଢାଉ ହୋଇଥିବା ସୂଚନା ରହିଛି । ସୂଚନା…

ଶ୍ରୀମନ୍ଦିରରେ ଆଜି ମହାବାହୁଙ୍କ ଗଜ ଉଦ୍ଧାରଣ ବେଶ, ପଦ୍ମବେଶରେ ଦର୍ଶନ ଦେବେ ଶ୍ରୀଲୋକନାଥ

ପୁରୀ: ଆଜି ପବିତ୍ର ମାଘ ପୂର୍ଣ୍ଣିମା ତିଥିରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀବିଗ୍ରହଙ୍କ ଗଜ ଉଦ୍ଧାରଣ ବେଶ । ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ହେବା ପରେ ସିଂହାରୀ ସେବକଙ୍କ ଦ୍ବାରା ଏହି ବେଶ ଅନୁଷ୍ଠିତ ହେବ । ସନ୍ଧ୍ୟା ଧୂପରେ ମହାପ୍ରଭୁଙ୍କୁ କ୍ଷୀରି ଓ ଅମାଲୁ ଭୋଗ ଅର୍ପଣ କରାଯିବ ।…

ତାତିରୁ ମିଳିଲା ଆଶ୍ୱସ୍ତି: ରାଜ୍ୟର ୯ ଜିଲ୍ଲାରେ ହାଲୁକା ବର୍ଷା, ୨୯ରୁ ପାଗରେ ପରିବର୍ତ୍ତନ

ଭୁବନେଶ୍ବର: ତାତିରୁ ମିଳିଲା ସାମାନ୍ୟ ଆଶ୍ୱସ୍ତି । ରାଜ୍ୟରେ ତଳମୁହାଁ ହୋଇଛି ପାରଦ । ପାରଳାଖେମୁଣ୍ଡିରେ ଦିନ ତାପମାତ୍ରା ସର୍ବାଧିକ ୩୫.୬ ଡ଼ିଗ୍ରୀ ରେକର୍ଡ କରାଯାଇଥିବାବେଳେ ବୌଦ୍ଧରେ ୩୫, ଟିଟିଲାଗଡ଼ର ୩୪.୫, ରାୟଗଡ଼ାରେ ୩୪.୪, ଅନୁଗୁଳରେ ୩୪.୧, ମାଲକାନଗିରି, ଭବାନୀପାଟଣା ଓ ନୂଆପଡ଼ାରେ…

ଆଜି ପବିତ୍ର ମାଘ ପୂର୍ଣ୍ଣିମା, କରନ୍ତୁ ଏହି କାମ ଭଗବାନ ବିଷ୍ଣୁଙ୍କର ମିଳିବ ଅଶେଷ କୃପା

ଭୁବନେଶ୍ବର: ଆଜି ପବିତ୍ର ମାଘ ପୂର୍ଣ୍ଣିମା । ଶାସ୍ତ୍ରରେ ସମସ୍ତ ପୂର୍ଣ୍ଣିମା ଗୁଡିକର ବିଶେଷ ମହତ୍ତ୍ୱ ରହିଛି କିନ୍ତୁ ମାଘ ପୂର୍ଣ୍ଣିମା ବିଶେଷ ଫଳପ୍ରଦ ବୋଲି ବିବେଚନା କରାଯାଏ । କାରଣ ଅନ୍ୟ ପୂର୍ଣ୍ଣିମା ଗୁଡିକରେ ଦେବି ଲକ୍ଷ୍ମୀ ଓ ଚନ୍ଦ୍ର ଦେବାତାଙ୍କୁ ପୂଜା କରାଯାଇଥାଏ ହେଲେ ମାଘ…

୬୬୦ କୋଟି ଟଙ୍କାର କ୍ରୀଡ଼ା ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ରାଜ୍ୟ କ୍ରୀଡ଼ାର ଭିତ୍ତିଭୂମୀକୁ ସୁଦୃଢ କରିବା ପାଇଁ ଅନେକ ପଦକ୍ଷେପମାନ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୪୮ଟି ବହୁମୁଖୀ ଇନଡୋର ଷ୍ଟାଡିୟମ, କଟକ ଟେବୁଲ ଟେନିସ୍ ଏକାଡେମୀ, ରାଉରକେଲା ଜିମ୍ନାଷ୍ଟିକ୍ ଏକାଡେମୀ ଓ ୧୨ଟି ହକି ପ୍ରଶିକ୍ଷଣ କେନ୍ଦ୍ର ସମେତ…

‘ମୋ ବସ୍‌’ର ନୂତନ ମୋବାଇଲ୍ ଆପ୍ ଉନ୍ମୋଚନ

ଭୁବନେଶ୍ୱର: କ୍ୟାପିଟାଲ୍ ରିଜିୟନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ସହରୀ ଜନ ପରିବହନ ପ୍ରକଳ୍ପ। ମୋ ବସ୍ ସେବାରେ ଉନ୍ନତ ପ୍ରଯୁକ୍ତି ବିଦ୍ୟା ଓ ଯାତ୍ରୀମାନଙ୍କ ପାଇଁ ସହଜ, ସରଳ ଯାତ୍ରା ପାଇଁ ଏକ ନୂତନ ମୋ ବସ୍ ମୋବାଇଲ୍ ଆପ୍ଲିକେସନ୍ ଉନ୍ମୋଚନ ହୋଇଛି । ଯେଉଁଥିରେ…