Latest Odisha News

BREAKING NEWS

Browsing Category

ଓଡିଶା

Odisha

‘ରାଜ୍ୟରେ ଗଜପତି ସର୍ବାଧିକ ଭୂସ୍ଖଳନ ପ୍ରବଣ ଅଞ୍ଚଳ’

ଭୁବନେଶ୍ୱର: ରାଜ୍ୟର ୧୪ ଟି ଜିଲ୍ଲାକୁ ରହିଛି ଭୂକମ୍ପର ଭୟ । ସେଗୁଡିକ ମଧ୍ୟରେ କେନ୍ଦ୍ରାପଡା, କଟକ, ଯାଜପୁର, ଖୋର୍ଦ୍ଧା, ଢେଙ୍କାନାଳ, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ, ଅନୁଗୁଳ, ସୁନ୍ଦରଗଡ,ବରଗଡ ଏବଂ ମୟୂରଭଞ୍ଜ ଜିଲ୍ଲା ରହିଛି । ସେଥିମଧ୍ୟରୁ ଗଜପତି ସର୍ବାଧିକ ଭୂମିକମ୍ପ ପ୍ରବଣ…

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଲ୍ୟାବ ଆସିଷ୍ଟାଣ୍ଟ

ଝାରସୁଗୁଡା: ଭିଜିଲାନ୍ସ ଜାଲରେ କୃଷି ବିଭାଗ ଲ୍ୟାବ ଆସିଷ୍ଟାଣ୍ଟ। ୫୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡି ବସିଲା ଭିଜିଲାନ୍ସ ଟିମ। ଝାରସୁଗୁଡା କୃଷି ବିଭାଗ ମୃତ୍ତିକା ପରୀକ୍ଷାଗାରର ଲ୍ୟାବ ଆସିଷ୍ଟାଣ୍ଟ ଗଣେଶ କଲସେରଙ୍କୁ ଭିଜିଲାନ୍ସ ମାଡ଼ି ବସିଛି। ସୂଚନା ଅନୁସାରେ, ଚାକିରି…

ରେଞ୍ଜର ବାବୁଙ୍କ ଅମାପ ସମ୍ପତି, ବାଟ ନପାଇ ଟଏଲେଟ୍ ଫ୍ଲସ ଟାଙ୍କିରେ ଲୁଚାଇ ଥିଲେ ଟଙ୍କା

ଢେଙ୍କାନାଳ: ଢେଙ୍କାନାଳ ସଦର ରେଞ୍ଜରଙ୍କ ଅମାପ ସମ୍ପତି l ରେଞ୍ଜର ବିଭୁଦାନନ୍ଦ ମିଶ୍ରଙ୍କ ବିପୁଳ ସଂପତ୍ତି ଠାବ କଲା ଭିଜିଲାନ୍ସ l ରେଞ୍ଜରଙ୍କ ଭୁବନେଶ୍ବରରେ ଗୋଟିଏ, ହାଇଦ୍ରାବାଦରେ ୨ଟି ଫ୍ଲାଟ ଠାବ କରାଯାଇଛି l ସେପଟେ ଭୁବନେଶ୍ବର ଓ ଢେଙ୍କାନାଳରେ ମୋଟ୍ ୮ଟି ପ୍ଲଟ ଅଛି l ତା'ସହ ଆଠଗଡ଼ରେ…

ପାତାଳୀ ଶ୍ରୀକ୍ଷେତ୍ର ମନ୍ଦିରରେ ଚୋରି, ହୁଣ୍ଡି କାଟି ନେଇଗଲେ ଲୁଟେରା

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ପାତାଳୀ ଶ୍ରୀକ୍ଷେତ୍ର ହୁଣ୍ଡିର ତାଲା କାଟି ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ଗତକାଲି ବିଳମ୍ବିତ ରାତିରେ ଏହି ଲୁଟ୍ ଘଟଣା ଘଟିଛି । ପୋଲିସ ତଦନ୍ତ ଆରମ୍ଭ କରିଛି । ଜଗନ୍ନାଥ ମନ୍ଦିରର ତାଲା କାଟି ହୁଣ୍ଡି ସମେତ ଅନ୍ୟାନ୍ୟ ସାମଗ୍ରୀ ଚୋରି କରି ନେଇଯାଇଛନ୍ତି…

‘ଲୁଟେରା ଓ ଦୁର୍ନୀତିଖୋରଙ୍କ ଆତ୍ମସୁରକ୍ଷା ଅଭିଯାନ କରୁଛି କଂଗ୍ରେସ’

ଭୁବନେଶ୍ୱର: ଇଡି ଅଫିସ୍ ଆଗରେ ଟେଣ୍ଟ ପକାଇ, ଫଟୋ ଉଠାଇ କଂଗ୍ରେସର ନେତାମାନେ ‘ପଲିଟିକାଲ ଷ୍ଟଣ୍ଟ’ କରୁଛନ୍ତି । ପ୍ରତ୍ୟେକ ପଲଟିକାଲ ପାର୍ଟିର ପଲିଟିକାଲ ଫିଲୋସଫି ଓ ଲୋକଙ୍କ ପାଇଁ କମିଟମେଣ୍ଟ ଥାଏ, ଯାହା କଂଗ୍ରେସ ପାଖରେ ନାହିଁ । କଂଗ୍ରେସ ଦଳର ରାଜନୈତିକ କାର୍ଯ୍ୟକ୍ରମ ଲୋକଙ୍କ ସ୍ୱାର୍ଥ…

ରାଜ୍ୟରେ ପ୍ରବଳ ବର୍ଷା, ଖୋଲିଲା ହୀରାକୁଦର ୬ଟି ଗେଟ୍

ଭୁବନେଶ୍ୱର; ଉପରେ ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢିବାରେ ଲାଗିଛି। ତେଣୁ ଜଳସ୍ତର ବୃଦ୍ଧିକୁ ଦୃଷ୍ଟିରେ ରଖି ହୀରାକୁଦର ୬ଟି ଗେଟ୍‌ ଖୋଲାଯାଇଛି l ଏନେଇ ସୂଚନା ଦେଇଛନ୍ତି ହୀରାକୁଦ ମୁଖ୍ୟଯନ୍ତ୍ରୀ l ତେବେ ଗେଟ ଖୋଲାଯିବ ପୂର୍ବରୁ ସାଇରନ୍ ବଜାଇ ସମସ୍ତ ତଳିଆ…

ସିମ୍ ବକ୍ସ ମାମଲା: ସ୍ମାର୍ଟ ସୁଇଚ୍‌ରେ ଢାକାରେ ବସି ଅପରେଟ କରୁଥିଲା ଆସାଦୁର୍‌ ଜମାନ

ଭୁବନେଶ୍ୱର : ସ୍ମାର୍ଟ ସୁଇଚ୍‌ରେ ଢାକାରେ ବସି ସିମ ବକ୍ସ ଅପରେଟ କରୁଥିଲା ମୁଖ୍ୟ ଅଭିଯୁକ୍ତ ଆସାଦୁର୍‌ ଜମାନ l ଢାକାରେ ଆସାଦୁର ଏକ ସଫ୍ଟଓୟାର କଂପାନୀ ଚଳାଇଥିଲା l ନିଜେ ପ୍ରତିଷ୍ଠା କରିବା ସହ ପରିଚାଳନା କରୁଥିଲା ଆସାଦୁର ଜମାନ ବୋଲି ସୂଚନା ଦେଇଛନ୍ତି କମିଶନର ସଂଜୀବ ପଣ୍ଡା l ତେବେ…

ଲକ୍ଷ୍ମୀ ବସ୍ ଯୋଜନାରେ ୩୭୪ କୋଟିର କ୍ଷତି: ପରିବହନ ମନ୍ତ୍ରୀ

ଭୁବନେଶ୍ୱର: ଆଜି ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ। ବିଧାନସଭା ବଜେଟ ଅଧିବେଶର ତୃତୀୟ ଦିନରେ ବିରୋଧୀଙ୍କ ହୋହାଲ୍ଲା ଭିତରେ ଆଜି ମଧ୍ୟ ଗୃହକୁ ଅପରାହ୍ନ ୪ଟା ଯାଏ ବାଚସ୍ପତି ମୁଲତବୀ ଘୋଷଣା କରିଛନ୍ତି। ବିରୋଧୀଙ୍କ ହୋହାଲ୍ଲା ଭିତରେ ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି…

ଓଡ଼ିଶାରେ ମିଳିଛି ସୁନା ଖଣିର ସନ୍ଧାନ: ଖଣି ମନ୍ତ୍ରୀ

ଭୁବନଶ୍ୱର: ଆଜି ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନର ତୃତୀୟ ଦିନରେ ବି ଚାଲିପାରିଲାନି ଗୃହକାର୍ଯ୍ୟ । ପ୍ରଥମରୁ ମଦମୃତ୍ୟୁ ଓ ଇଡି ପ୍ରସଙ୍ଗକୁ ନେଇ ଗୃହରେ ହଙ୍ଗାମା କରିଥିଲେ କଂଗ୍ରେସ ବିଧାୟକ। ଗୃହ ମଝିକୁ ଆସି ହୋହାଲ୍ଲା କରିଥିଲେ ତାରା ବାହିନୀପତି ଓ ଅନ୍ୟ ବିଧାୟକ। ଏହାରି…

ଅଲିମ୍ପିକ୍ସ ବିଜୟୀ ଭାରତୀୟ ହକି ହିରୋଙ୍କୁ ସମ୍ବର୍ଦ୍ଧନା ଜଣାଇଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ନବୀନ ନିବାସରେ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜୟୀ ଭାରତୀୟ ହକି ଦଳ ପହଞ୍ଚିଛନ୍ତି। ଏହି ଅବସରରେ ହକି ହିରୋଙ୍କୁ ସମ୍ବର୍ଦ୍ଧନା ଜଣାଇଛନ୍ତି ନବୀନ ପଟ୍ଟନାୟକ। ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀଙ୍କ ନେତୃତ୍ୱରେ ଆଜି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ…