Latest Odisha News

BREAKING NEWS

Browsing Category

ଓଡିଶା

Odisha

ପ୍ରବଳ ବର୍ଷା ଓ ବଜ୍ରପାତ ନେଇ ୧୩ ଜିଲ୍ଲାକୁ ସତର୍କତା

ଭୁବନେଶ୍ୱର: ଭୁବନେଶ୍ୱର ଓ କଟକ ସମେତ ଓଡିଶାର ୧୩ଟି ଜିଲ୍ଲାରେ ବର୍ଷା ଓ ବଜ୍ରପାତ ହେବା ନେଇ ବୁଧବାର ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି ଜିଲ୍ଲା ଗୁଡିକ ମଧ୍ଯରେ ରହିଛି- ଭଦ୍ରକ, କଟକ, କେନ୍ଦ୍ରାପଡ଼ା,  ଜଗତସିଂହପୁର, ଖୋର୍ଦ୍ଧା (ଭୁବନେଶ୍ୱର), ପୁରୀ, ନୟାଗଡ଼,…

ସମ୍ବଲପୁରରେ ୨୪୦୦ କଫ ସରିଫ ବୋତଲ ଜବତ

ସମ୍ବଲପୁର: ସମ୍ବଲପୁରରେ ବୁଧବାର ଦିନ ୨୪୦୦ କଫ ସରିଫ ବୋତଲ ଜବତ କରିବା ଘଟଣାରେ ଚାରି ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ସମ୍ବଲପୁରର ଲଡୁଖାଇ ଅଞ୍ଚଳର ମନୋଜ କୁମାର ଏବଂ ଜିତୁ ସାହୁ (ଉଭୟ କ୍ରେତା) ଏବଂ ଗାଡିର ଡ୍ରାଇଭର ଓ ହେଲପର ରହିଛନ୍ତି। ପୋଲିସର ସୂଚନାନୁସାରେ, ପ୍ରଥମେ…

ଜାଣନ୍ତୁ ଚଳିତ ବର୍ଷ କେବେ ପଡୁଛି ଗଣେଶ ପୂଜା; ପୌରାଣିକ କଥା, ପୂଜା କରିବାର ଶୁଭ ମୂହୂର୍ତ୍ତ…

ଭୁବନେଶ୍ବର: ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେ ଅଗ୍ରପୂଜ୍ୟ ବିଘ୍ନ ବିନାଶକ ଶ୍ରୀ ଗଣେଶ ମହାପ୍ରଭୁଙ୍କ ଉତ୍ସବ ପାଳନ କରାଯାଇଥାଏ । ଗଣେଶ ଭଗବାନ ବୁଦ୍ଧି ଓ ବିଦ୍ୟାର ଦେବତା ବୋଲି ମଧ୍ୟ ପରିଚିତ । ଆଦି ଦେବତା ହିସାବରେ ପ୍ରତ୍ୟେକ ଶୁଭ କାର୍ଯ୍ୟ, ପୂଜା, ଲେଖାପଢ଼ା ଓ ଧାର୍ମିକ କ୍ରିୟା…

ରାଜ୍ୟସଭା ରେସରେ ‘ଜଗନ୍ନାଥ’ ଟୁଇଷ୍ଟ

ଭୁବନେଶ୍ବର: ବିଜେପିର ରାଜ୍ୟସଭା କନଫ୍ୟୁଜନ ! ରାଜ୍ୟସଭା ପାଇଁ କାହାକୁ ସମର୍ଥନ କରିବେ ବିଜେପି ବିଧାୟକ? ଦଳ ପକ୍ଷରୁ ପୂର୍ବତନ ରାଜ୍ୟସଭା ସାଂସଦ ମମତା ମହନ୍ତ ନାମାଙ୍କନ ଭରିଛନ୍ତି ତ ବିଜେପି ନେତା ଜଗନ୍ନାଥ ପ୍ରଧାନ ମଧ୍ୟ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ମମତାଙ୍କ ନାଁ ମଙ୍ଗଳବାର ଘୋଷଣା…

ଚିକିଟି ମଦ ମୃତ୍ୟୁ ମାମଲା: ବିଷାକ୍ତ ମଦ ନେଇଗଲା ଆଉ ଜଣଙ୍କର ଜୀବନ

ଭୁବନେଶ୍ବର: ଚିକିଟି ବିଷାକ୍ତ ମଦ ପିଇ ୧୬ ଜଣ ଅସୁସ୍ଥ ହୋଇଥିବା ଘଟଣାରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି ।  ବ୍ରହ୍ମପୁର ଏମକେସିଜିରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତକ ଜଣଙ୍କ ହେଲେ ଲୋକନାଥ ବେହେରା । ତାଙ୍କର ମୃତ୍ୟୁ ସହିତ ମଦ…

ଭାରତୀୟ ହକି ଖେଳାଳିଙ୍କୁ ବିମାନବନ୍ଦରରେ ଭବ୍ୟ ସ୍ୱାଗତ

ଭୁବନେଶ୍ୱର: ନିକଟରେ ଶେଷ ହୋଇଥିବା ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ବ୍ରୋଞ୍ଜ ଜିତିଥିବା ଭାରତୀୟ ହକି ଦଳ ବୁଧବାର ଭୁବନେଶ୍ୱରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। କ୍ରୀଡ଼ା ପ୍ରେମୀଙ୍କ ସମେତ ବହୁ ସଂଖ୍ଯାରେ ଲୋକେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ହକି…

ଶୁଣ ସରକାର…ହାଣ୍ଡିଶାଳରେ ହାହାକାର

ଭୁବନେଶ୍ବର: ଆଳୁ ପରେ ପିଆଜ ଦର ଆକାଶଛୁଆଁ। ପରିବା ବଜାରରେ ବି ନିଆଁ। ମହଙ୍ଗା ମାଡ଼ରେ ଅସ୍ତବ୍ୟସ୍ତ ମଧ୍ୟବିତ୍ତ । ବିଗିଡିଲାଣି ବଜେଟ୍, କେମିତି ଚାଲିବ ପରିବାର? ଗତ ମାସେ ହେଲା ଆଳୁକୁ ନେଇ ଚିନ୍ତାରେ ଥିବା ଖାଉଟିଙ୍କ ଉପରେ ଏବେ ପଡିଛି ପିଆଜ ଚଡ଼କ । ପରିବା ଦର ବି ଯାହାକୁ ଯେତେ । ଆଳୁ ଦର…

ବିଜେପିର ମମତା ଅଫର !

ଭୁବନେଶ୍ବର: ବିଜେପିର ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ମମତା ମହନ୍ତ । ବିଜେଡି ସାଂସଦ ଥିଲେ ଏବେ ବିଜେପି ସାଂସଦ ହେବା ଏକପ୍ରକାର ନିଶ୍ଚିତ । ଅର୍ଥାତ ଦଳ ଛାଡିଥିଲେ ବି ସାଂସଦ ପଦ ଅପରିବର୍ତ୍ତିତ ରହିବ । କୁଡୁମୀ ନେତ୍ରୀ ମମତା ମହନ୍ତଙ୍କୁ ପୁଣି ରାଜ୍ୟସଭା ପଠାଇବା ନିଷ୍ପତ୍ତି…

ପୁଣି ସ୍ବାଧୀନ ଭାବେ ରାଜ୍ୟସଭା ପ୍ରାର୍ଥୀପତ୍ର ଦାଖଲ କଲେ ଆଉ ଜଣେ ବିଜେପି ନେତା

ଭୁବନେଶ୍ବର: ସକାଳେ ଦଳୀୟ ସମର୍ଥନରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ରାଜ୍ୟସଭା ପାଇଁ ନାମାଙ୍କନ ଭରିଥିଲେ କୁଡୁମୀ ନେତ୍ରୀ ମମତା ମହନ୍ତ । ଏବେ ପୁଣି ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜେପିର ଆଉ ଜଣେ ନେତା ନାମାଙ୍କନ ଭରିଛନ୍ତି । ଦଳୀୟ ପ୍ରାର୍ଥୀ…

ଭିଜିଲାନ୍ସ ଜାଲରେ କନିଷ୍ଠ ରାଜସ୍ବ ସହାୟକ

ବୌଦ୍ଧ: ଭିଜିଲାନ୍ସ ଜାଲରେ ବୌଦ୍ଧ ଜିଲ୍ଲା ଜେଆରଏ ଚୌଧୁରୀ ପପୁନ କୁମାର ଦାସ l ବୌଦ୍ଧ ଜିଲ୍ଲା ସଂଗ୍ରହାଳୟରେ ଏକ ଆକ୍ୱାରିୟମ୍ ପ୍ରୋଜେକ୍ଟ ପ୍ରତିଷ୍ଠା କରିବାକୁ ଦୀର୍ଘ ଦିନ ଧରି ପଡିରହିଥିବା ବିଲକୁ ମଞ୍ଜୁରୀ କରିବା ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୨୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି…