Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆହୁରି ୯ ଲକ୍ଷ ହିତାଧିକାରୀଙ୍କୁ ମିଳିବ ରାସନ କାର୍ଡ: ଯୋଗାଣ ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ବର୍ତ୍ତମାନ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ୩ କୋଟି ୨୫ ଲକ୍ଷ ୯୩ ହଜାର ୮୭୫ ଜଣଙ୍କୁ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୧୦ ଲକ୍ଷ ହଜାର ୨ ହଜାର ୧୪୪ ଜଣ ହିତାଧିକାରୀଙ୍କୁ ଚାଉଳ ଯୋଗାଇ ଦିଆଯାଉଛି । ରାଜ୍ୟରେ ମୋଟ ୯ ଲକ୍ଷ ୯୧ ହଜାର ୯୨୯ ଆବେଦନକାରୀ…

ଆତ୍ମସମର୍ପଣ କଲା ଛତିଶଗଡ଼ି ନାବାଳକ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲା ନାବାଳକ ମାଓବାଦୀ l ଦକ୍ଷିଣ ପଶ୍ଚିମାଞ୍ଚଳ ଜିଆଇଜିଙ୍କ ନିକଟରେ ଆତ୍ମସମର୍ପଣ କରିଛି ନାବାଳକ ମାଓବାଦୀ l ନାବାଳକ ମାଓବାଦୀ ଜଣଙ୍କ ଛତିଶଗଡ଼ ସୁକମା ଅଞ୍ଚଳର ହୋଇଥିବା ବେଳେ ଗତ ୮ ମାସ ହେଲା ସେ ମାଓବାଦୀ କାର୍ଯ୍ୟରେ ସଂପୃକ୍ତ ଥିଲା l ବିଭିନ୍ନ ହିଂସାକାଣ୍ଡରେ…

ସେପ୍‌ଟେମ୍ବର ମାସ ଶେଷ ସୁଦ୍ଧା ସବୁ ଘରକୁ ବିଜୁଳି

ଭୁବନେଶ୍ୱର: ସେପ୍‌ଟେମ୍ବର ମାସ ଶେଷ ସୁଦ୍ଧା ସବୁ ଘରକୁ ମିଳିବ ବିଜୁଳି l ବିଦ୍ୟୁତକରଣ ହେଇନଥିବା ଘର ଗୁଡିକୁ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ବିଜୁଳି ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ଏଥିସହ ସବୁ ଘରକୁ ବିଜୁଳି ଯୋଗାଇ ଦେବା ପାଇଁ ୪୧୫ କୋଟି ଟଙ୍କା ସମସ୍ତ…

ଖଜା ଦୋକାନକୁ ନେଇ ହତ୍ୟା ଘଟଣା: ୯ ଗିରଫ

ପୁରୀ: ପୁରୀ ଖଜା ଦୋକାନକୁ ନେଇ ହତ୍ୟା ଘଟଣାରେ ୯ ଗିରଫ l ଗିରଫ ୯ ଜଣ ଅଭିଯୁକ୍ତଙ୍କ ମଧ୍ୟରେ ୭ ଜଣ ନାବାଳକ ଥିବା ସୂଚନା ମିଳିଛି l ଦୀନେଶ ଖୁଣ୍ଟିଆ ହତ୍ୟାର ପ୍ରତିଶୋଧ ପାଇଁ ହୋଇଥିଲା ମର୍ଡର l ହତ୍ୟାର ଶିକାର ଦୀନେଶ ଖୁଣ୍ଟିଆର ବାପା ଓ ଭାଇକୁ ମଧ୍ୟ ଗିରଫ କରାଯାଇଛି l ଗତ ୧୯ ତାରିଖରେ…

ମଧ୍ୟାହ୍ନ ଭୋଜନ ସହାୟତା ରାଶି ବୃଦ୍ଧି; ମିଲ୍‌ ପିଛା ଏତିକି ଟଙ୍କା ବଢିଲା..

ଭୁବନେଶ୍ବର: ସ୍କୁଲ ପିଲାଙ୍କ ମଧ୍ୟାହ୍ନ ଭୋଜନ ସହାୟତା ରାଶି ବୃଦ୍ଧି କରାଯିବ । ପ୍ରତି ମିଲ୍ ପିଛା ୧ ଟଙ୍କା ବୃଦ୍ଧି କରାଯିବ । ତେବେ ଦରଦାମ ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ଏଭଳି ନିଷ୍ପତ୍ତି ନେଇଥିବା ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।…

ମାହାଙ୍ଗା ଥାନା ଆଗରେ ଆତ୍ମାହୁତି ଉଦ୍ୟମ କରିଥିବା ମହିଳା ମୃତ

କଟକ: ମାହାଙ୍ଗା ଥାନା ଆଗରେ ଆତ୍ମାହୁତି ଉଦ୍ୟମ କରିଥିବା ମହିଳା ମୃତ l ଚିକିତ୍ସାଧୀନ ଅବସ୍ଥାରେ ଏସ୍‌ସିବି ମେଡିକାଲ୍‌ରେ ଆଖି ବୁଜିଲେ ମହିଳା l ଏକ ଚୋରି ମାମଲାରେ ମହିଳାଙ୍କ ସ୍ୱାମୀଙ୍କୁ ଗିରଫ କରିଥିଲା ପୋଲିସ l ତେବେ ମହିଳା ଜଣଙ୍କ ତାଙ୍କ ସ୍ୱାମୀଙ୍କୁ ଦେଖା କରିବାକୁ ଚାଁହୁଥିଲେ l…

ସିମ୍ ବକ୍ସ ରାକେଟର ଅଭିଯୁକ୍ତ ରାଜୁକୁ ଜେରା କରିପାରେ ଏନଆଇଏ

ଭୁବନେଶ୍ୱର: ସିମ୍ ବକ୍ସ ରାକେଟର ଯାଞ୍ଚ ପାଇଁ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଟିମ୍ ବୁଧବାର ଓଡିଶାର ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଏନଆଇଏ ମୁଖ୍ୟ ଅଭିଯୁକ୍ତ ରାଜୁ ମଣ୍ଡଳଙ୍କୁ ପଚରାଉଚରା କରିବ। କମିଶନରେଟ୍ ପୋଲିସର ସ୍ପେଶାଲ୍ ସ୍କ୍ବାଡ୍ ରାଜୁକୁ ଧରି ରାଞ୍ଚିରୁ ଭୁବନେଶ୍ୱରକୁ…

ବଦଳିଲା ଯୁକ୍ତ-୨ ପରୀକ୍ଷା ପ୍ରଶ୍ନପତ୍ର ଢାଞ୍ଚା: ଏଣିକି ୩୦ ନୁହେଁ ୨୪ ମାର୍କ ରଖିଲେ ପାସ୍

ଭୁବନେଶ୍ବର: ବଦଳିଲା ଯୁକ୍ତ ୨ ପରୀକ୍ଷା ପ୍ରଶ୍ନପତ୍ର ଢାଞ୍ଚା । ଏଣିକି ୩୦ ନୁହେଁ ୨୪ ରଖିଲେ ପାସ୍ । । କାରଣ ଏବେ ଆଉ ୧୦୦ ମାର୍କର ପରୀକ୍ଷା ନହୋଇ ସବୁ ବିଷୟରୁ ୮୦ ମାର୍କର ପରୀକ୍ଷା ହେବ । କିଛି ଏମିତି ନିଷ୍ପତ୍ତି ନେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବା ସିଏଚଏସଇ । କଳା, ବିଜ୍ଞାନ…

ଚିକିଟି ମଦମୃତ୍ୟୁ: ‘ବିଜେଡି ଲିଙ୍କରେ ଚାଲିଥିଲା କାରବାର’

ଗଞ୍ଜାମ: ଚିକିଟି ମଦ ମୃତ୍ୟୁ ମାମଲାରେ ଅଛି ବିଜେଡି ଲିଙ୍କ୍ । ବିଜେଡି ହାତରେ ହିଁ ଚାଲିଥିଲା ବିଷାକ୍ତ ମଦର ଚୋରା କାରବାର । କିଛି ଏମିତି ସଙ୍ଗୀନ ଅଭିଯୋଗ କରିଛନ୍ତି ଚିକିଟି ବିଜେପି ବିଧାୟକ । ଗଞ୍ଜାମ ଜିଲ୍ଲା ଚିକିଟିରେ ଶସ୍ତା ବିଷାକ୍ତ ମଦ ପିଇ ୧୬ ଜଣ ଅସୁସ୍ଥ ହୋଇଥିବା ବେଳେ…

ଦ୍ବିତୀୟ ଦିନରେ ବି ଚାଲିପାରିଲାନି ଗୃହ: ୪ଟା ଯାଏଁ ଗୃହ ମୁଲତବି

ଭୁବନେଶ୍ବର: ଚାଲିଛି ଚଳିତ ବଜେଟ୍ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟର ଦ୍ବିତୀୟ ଦିନ । ହେଲେ ଆଜି ଦ୍ବିତୀୟ ଦିନରେ ବି ଗୃହରେ ଅଚଳ ଅବସ୍ଥା । ପୁଣି ବିରୋଧୀଙ୍କ ହଟ୍ଟଗୋଳ କାରଣରୁ ଅପରାହ୍ଣ ୪ଟା ଯାଏଁ ଗୃହକୁ ମୁଲତବି ରଖିଛନ୍ତି ବାଚସ୍ପତି । ତେବେ ପ୍ରଥମ ଦିନ ଭଳି ଆଜି ବି ଅପରାହ୍ନ ୪ଟା…