Latest Odisha News

BREAKING NEWS

Browsing Category

ଓଡିଶା

Odisha

ସରକାରଙ୍କ ସହ ଆଲୋଚନା ପରେ ଓଡ଼ିଶାରେ ଧର୍ମଘଟ ପ୍ରତ୍ୟାହାର କଲେ ଡ୍ରାଇଭର

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସହ ଫଳପ୍ରଦ ଆଲୋଚନା ପରେ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଆରମ୍ଭ ହୋଇଥିବା 'ଷ୍ଟିଅରିଂ ଛାଡ଼ ଆନ୍ଦୋଳନ' ଧର୍ମଘଟ ପ୍ରତ୍ୟାହୃତ ହୋଇଛି। ସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲି ଶନିବାର ସରକାରୀ ଅଧିକାରୀଙ୍କ ସହ ବୈଠକ କରିବା ପରେ ଏହି ନିଷ୍ପତ୍ତି ଘୋଷଣା…

ପାଣ୍ଡିଆନଙ୍କ ଗସ୍ତ ବେଳେ ବାଲେଶ୍ବର ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ଚେୟାରକୁ ନେଇ ତୁ ତୁ ମେଁ ମେଁ

ବାଲେଶ୍ୱର: ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ସମୟରେ ବାଲେଶ୍ୱରରେ ଶାସକ ବିଜୁ ଜନତା ଦଳ (ବିଜେଡି)ର ବିଭାଜନ ଦେଖିବାକୁ ମିଳିଛି। ୫ଟି ଅଧ୍ୟକ୍ଷ ଆସିବା ପୂର୍ବରୁ ସଭା ମଂଚ ପାଖରେ କିଏ କେଉଁଠି ବସିବ ତାକୁ ନେଇ ପୂର୍ବତନ ସାଂସଦ ରବିନ୍ଦ୍ର ଜେନା ଓ ଏବେର ସଦର ବିଧାୟକ ସ୍ବରୂପ…

ଜାନୁଆରୀ ୨୭ରେ ସମଲେଇ ପ୍ରକଳ୍ପର ଲୋକାର୍ପଣ, ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ଟ୍ରଷ୍ଟ ବୋର୍ଡ ଓ ସେବାୟତଗଣ

ଭୁବନେଶ୍ଵର: ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀ ପୀଠର ଚାଲିଛି ରୂପାନ୍ତରଣ । ଆଗାମୀ ୨୭ ତାରିଖରେ ହେବ ପ୍ରକଳ୍ପର ଲୋକାର୍ପଣ । ଏହି ପରିପ୍ରେକ୍ଷୀରେ ଆଜି ମନ୍ଦିର ଟ୍ରଷ୍ଟ ବୋର୍ଡର ସଦସ୍ୟ, ସଭାପତି ଓ ପୂଜାରୀ ମାନେ ନବୀନ ନିବାସ ଆସି ମଙ୍ଗଳାଷ୍ଟକ ଗାନ ମଧ୍ୟରେ ମୁଖ୍ୟମନ୍ତ୍ରୀ…

ଆରମ୍ଭ ହେଲା ବିଏସକେୱାଇ ନବୀନ କାର୍ଡର ପଞ୍ଜିକରଣ, ଜାଣନ୍ତୁ କିପରି କରିବେ ଆବେଦନ…

ଭୁବନେଶ୍ଵର: ଦୂର ହେବ ଗରିବଙ୍କ ଚିକିତ୍ସା ଟେନସନ । ମେଡିକାଲରେ ହେଉଥିବା ବିପୁଳ ଖର୍ଚ୍ଚକୁ ଏଣିକି ବହନ କରିବେ ରାଜ୍ୟ ସରକାର । ଓଡ଼ିଶା ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ବା BSKY ହେଲ୍‌ଥ କାର୍ଡ ପରେ ବର୍ତ୍ତମାନ BSKY ନବୀନ କାର୍ଡ ଆସିଛି । ଏଥିପାଇଁ ପଞ୍ଜୀକରଣ ୬ ରୁ ୧୬ ଜାନୁୟାରୀ…

କୋଟିଏ ଟଙ୍କାର ଠକେଇ ଅଭିଯୋଗରେ ଓ୍ୱେବ୍ ପୋର୍ଟାଲ ସାମ୍ବାଦିକଙ୍କୁ ବାନ୍ଧିଲା EOW

ଭୁବନେଶ୍ଵର: କୋଟିଏ ଟଙ୍କାର ଠକେଇ ଅଭିଯୋଗରେ ଓ୍ୱେବ୍ ପୋର୍ଟାଲ ସାମ୍ବାଦିକଙ୍କୁ ବାନ୍ଧିଲା EOW । ଇଭୋସ ବିଲଡର କଂପାନୀଠାରୁ ଏକ କୋଟି ଟଙ୍କା ଠକି ନେବା ଅଭିଯୋଗରେ ଓ୍ୱେବ୍ ପୋର୍ଟାଲ ସାମ୍ବାଦିକ ସୁଜିତ ଧଳଙ୍କ ବାନ୍ଧିଛି ଅର୍ଥନୈତିକ ଅପରାଧ ଶାଖା । ସାମ୍ବାଦିକ ସୁଜିତ ଧଳ ବିଲଡର କଳିଙ୍ଗ…

ହାଇଟେକ ଦୁର୍ଘଟଣା: ରବିବାର ଡିଏନଏ ଟେଷ୍ଟ ପରେ ସ୍ପଷ୍ଟ ହେବ ଜ୍ୟୋତି ଓ ଦିଲୀପ ମଧ୍ୟରେ ଦ୍ବନ୍ଦ୍ବ

ଭୁବନେଶ୍ୱର: ହାଇଟେକ୍ ହସ୍ପିଟାଲ ଓ ମେଡିକାଲ କଲେଜ ଦୁର୍ଘଟଣାରେ ଦିଲୀପ ଏବଂ ଜ୍ୟୋତି ମଧ୍ୟରେ ଥିବା ଦ୍ବନ୍ଦକୁ ଦୂୂର କରିବାକୁ ରବିବାର ହେବ ଡିଏନଏ ପରୀକ୍ଷା। ଉଭୟ ମୃତ୍ୟୁ ବରଣ କରିସାରିଛନ୍ତି କିନ୍ତୁ ଶରୀରର ଅନେକ ଅଂଶ ପୋଡ଼ି ହୋଇଯାଇଥିବାରୁ ଶବ ଚିହ୍ନଟ କରିବା କାଠିକର ହୋଇପଡ଼ିଛି।…

ଜାନୁଆରୀ ମାସ ଛୁଟି ଦିନରେ ଖୋଲା ରହିବ ଲୋକସେବା ଭବନ ଉଦ୍ୟାନ

ଭୁବନେଶ୍ବର: ସର୍ବସାଧାରଣଙ୍କ ପରିଦର୍ଶନ ଲାଗି ଚଳିତ ମାସ ଛୁଟି ଦିନରେ ଲୋକସେବା ଭବନ ଉଦ୍ୟାନ ବୁଲିପାରିବେ ସାଧାରଣ ଲୋକ । ଆସନ୍ତାକାଲି ଠାରୁ ଲୋକସେବା ଭବନ ଉଦ୍ୟାନ ସାଧାରଣ ଜନତାଙ୍କ ପାଇଁ ଖୋଲା ରହିବ। ସର୍ବସାଧାରଣଙ୍କ ନିମନ୍ତେ ଚଳିତ ଜାନୁଆରି ମାସର ରବିବାର ସମେତ ଅନ୍ୟ ସମସ୍ତ ଛୁଟି…

ବ୍ରାଉନସୁଗାର କାରବାରବେଳେ ମାଡିବସିଲା ପୋଲିସ, ୨ ଗିରଫ

ଭୁବନେଶ୍ବର: ରାଜଧାନୀରେ ଥମୁନି ଧଳା ଜହର କାରବାର । ଆଜି ବ୍ରାଉନ ସୁଗାର କାରବାର ବେଳେ ଦୁଇ ଜଣଙ୍କୁ କାବୁ କଲା କ୍ୟାପିଟାଲ ଥାନା ପୋଲିସ । ଗିରଫ ଅଭିଯୁକ୍ତ ହେଲେ ଧଉଳି ଥାନା ଅନ୍ତର୍ଗତ କାଳପଡା ଗାଁ ର ବିଶ୍ବରଞ୍ଜନ ସାହୁ ଓରଫ ଆଲୋକ(୨୬) ଅନ୍ୟ ଜଣକ ଯାଜପୁର ଜିଲ୍ଲା କଟିଆ ଗାଁ ର ତ୍ରିଲୋଚନ…

ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଗାଡ଼ି ଧକ୍କାରେ ୪ ବର୍ଷର ବାଳକ ଗୁରୁତର

ଭୁବନେଶ୍ୱର: ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଗାଡ଼ି ଧକ୍କାରେ ୪ ବର୍ଷର ବାଳକ ଗୁରୁତର ହୋଇପଡ଼ିଛି। ରାୟଗଡା ଜିଲ୍ଲା କୋଲନେରା ବ୍ଲକ ବେଲକଣା ଛକ ନିକଟରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ରହିଛି। ଏବେ ଗୁରୁତର ଜଣଙ୍କ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛି। ଆହତ…

ହାଇଟେକ୍ ହସ୍ପିଟାଲ ବିସ୍ଫୋରଣ ଘଟଣା: ଡାକ୍ତରଖାନା ବିରୁଦ୍ଧରେ ଏତଲା ଦେଲେ ଦିଲ୍ଲୀପଙ୍କ ମା’

ଭୁବନେଶ୍ବର: ହାଇଟେକ୍ ହସ୍ପିଟାଲ ବିସ୍ଫୋରଣ ଘଟଣା । ଦିଲ୍ଲୀପଙ୍କ ମୃତ୍ୟୁ ପରେ ହସ୍ପିଟାଲ ପରିସରରେ ଦେଖାଦେଇଛି ପ୍ରବଳ ଉତ୍ତେଜନା । ଦିଲ୍ଲୀପଙ୍କୁ ହସ୍ପିଟାଲ କର୍ତ୍ତୃପକ୍ଷ ଜାଣିଶୁଣି ମାରିଦେଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ । ଏନେଇ ମଞ୍ଚେଶ୍ୱର ଥାନାରେ ଏତଲା ଦେଇଛନ୍ତି ମୃତ ଦିଲ୍ଲୀପ…