Latest Odisha News

BREAKING NEWS

Browsing Category

ଓଡିଶା

Odisha

୧୪୧ ସାଂସଦଙ୍କ ନିଲମ୍ବନ ପ୍ରତିବାଦ: ରାଷ୍ଟ୍ରପତିଙ୍କ ଉଦ୍ଦ୍ୟେରେ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ଦେଲେ ଇଣ୍ଡିଆ ମେଣ୍ଟ…

ଭୁବନେଶ୍ୱର: ୧୪୧ ସାଂସଦଙ୍କ ନିଲମ୍ବନକୁ ପ୍ରତିବାଦ କରି ରାଷ୍ଟ୍ରପତିଙ୍କ ଉଦ୍ଦ୍ୟେଶ ରେ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ଦେଲେ ଇଣ୍ଡିଆ ମେଣ୍ଟ ଓଡ଼ିଶା ଶାଖାର ନେତୃବୃନ୍ଦ । ଆଜି ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଇଣ୍ଡିଆ ମେଣ୍ଟର ଓଡ଼ିଶା ଶାଖାର କଂଗ୍ରେସ ସମେତ ୧୨ଟି…

୨୦୨୪ ଫେବ୍ରୁଆରୀରେ ହେବ ‘ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ’

ଭୁବନେଶ୍ବର: ଆସନ୍ତା ଫେବ୍ରୁଆରୀ ରେ ଭୁବନେଶ୍ବର ଠାରେ ୩ ଦିନ ବ୍ୟାପୀ ଆୟୋଜନ ହେବ ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ । ଏଥିପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ ଐତିହ୍ୟ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ନିଷ୍ପତ୍ତି ସମ୍ପର୍କରେ…

‘କଙ୍ଗୋ’ ରୁ ଓଡିଆ ଯୁବକଙ୍କ ମରଶରୀର ଓ ଅନ୍ୟ ୫ ଙ୍କୁ ଉଦ୍ଧାର ପାଇଁ ସହଯୋଗର ହାତ ବଢାଇଲେ ବୈଜୟନ୍ତ ପଣ୍ଡା

ଭୁବନେଶ୍ବର: ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା କଙ୍ଗୋରେ ଫସିଥିବା ଓଡିଆ ଯୁବକ ଦିବାକର ଜେନାଙ୍କ ମରଶରୀର ଓ ଅନ୍ୟ ୫ ଜଣ ଓଡିଆ ଯୁବକ ଙ୍କୁ ଉଦ୍ଧାର କରି ସ୍ବଦେଶ ଫେରାଇ ଆଣିବା ପାଇଁ ସହଯୋଗର ହାତ ବଢାଇଛନ୍ତି । ଏନେଇ ଶ୍ରୀ ପଣ୍ଡା କଙ୍ଗୋଠାରେ…

ବ୍ୟାଙ୍କ ମ୍ୟାନେଜରଙ୍କ ନାଁ ରେ କୋଟିଏ ଟଙ୍କା ହେରଫେର ଅଭିଯୋଗ

ନବରଙ୍ଗପୁର: ନବରଙ୍ଗପୁର ସହର ସ୍ଥିତ ଆଇଡିବିଆଇ ବ୍ୟାଙ୍କ ରେ କୋଟିଏ ଟଙ୍କା ହେରଫେର ଘଟଣା । ତଦନ୍ତ ପରେ ନବରଙ୍ଗପୁର ଥାନାରେ ଏତଲା ଦେଇଛନ୍ତି ବ୍ୟାଙ୍କ ର ଆଞ୍ଚଳିକ ମୁଖ୍ୟ (DGM) ସ୍ୱରୂପ ଦତ୍ତ l ପୋଲିସ ପ୍ରାଥମିକ ତଦନ୍ତ କରି ବ୍ରାଞ୍ଚ ମ୍ୟାନେଜର ଅଞ୍ଜନ କୁମାର ଶତପଥୀ ଙ୍କୁ ଥାନାରେ ଅଟକ…

ମୟୂରଭଞ୍ଜ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ 5-T ଅଧ୍ୟକ୍ଷ

ବାରିପଦା: 5-T ଅଧ୍ୟକ୍ଷ ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଆଜି ମୟୂରଭଞ୍ଜ ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାମର ସମୀକ୍ଷା କରିବା ସହିତ ସ୍ଥାନୀୟ ଲୋକ ଏବଂ ଛାତ୍ରଛାତ୍ରୀ ମାନଙ୍କ ସହିତ କଥାହୋଇଛନ୍ତି । ଏହାସହ ବାରିପଦା ଠାରେ ବିଶ୍ବବିଦ୍ୟାଳୟ ପଡିଆରେ ଜିଲ୍ଲାର ସମସ୍ତ…

ଲୋକଙ୍କ ବିଭିନ୍ନ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟପାଳ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟପାଳ ରଘୁବର ଦାସ । ଚଳିତ ମାସ ପ୍ରଥମ ସପ୍ତାହରେ ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲା ଗସ୍ତ କରି ଲୋକଙ୍କ ସମସ୍ୟା ବିଷୟରେ ପଚାରି ବୁଝିଥିଲେ ରାଜ୍ୟପାଳ ଆଉ ଏହାର ସମାଧାନ ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି…

ଭିଜିଲାନ୍ସ ଜାଲରେ ଲମତାପୁଟ ଆରଆଇ ଓ ପିଅନ, ଜମି ଚିହ୍ନଟ ପାଇଁ ନେଉଥିଲେ ଲାଞ୍ଚ

କୋରାପୁଟ: ଭିଜିଲାନ୍ସ ଜାଲରେ ଲମତାପୁଟ ଆରଆଇ ଓ ପିଅନ । ଜମି ଚିହ୍ନଟ ପାଇଁ ଲାଞ୍ଚ ନେବା ବେଳେ ଆଜି ମାଡ଼ିବସିଲା ଜୟପୁର ଭିଜିଲାନ୍ସ ଟିମ୍ । ସୂଚନା ମୁତାବକ, କୋରାପୁଟ ଜିଲ୍ଲା ଲମତାପୁଟରେ ଜମି ଚିହ୍ନଟ ପାଇଁ ମାଲେଙ୍ଗା ଗ୍ରାମର ହରି ନାୟକଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ…

ରାସ୍ତା ନିର୍ମାଣ ଦାବିରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

ଭୁବନେଶ୍ବର: ରାସ୍ତା ନିର୍ମାଣ ଦାବିରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ । ଗଙ୍ଗୁଆ ବ୍ରିଜ୍ ଠାରୁ କପିଳେଶ୍ବର ମନ୍ଦିର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଦାବି କରି ସାମନ୍ତରାପୁର ଛକରେ କଂଗ୍ରେସ ଆଜି ବିକ୍ଷୋଭ ସହ ନାରାବାଜି ପ୍ରଦର୍ଶନ କରିଥିଲା । ଫଳରେ କିଛି ସମୟ ଧରି କଳ୍ପନା ରୁ ପୁରୀ ବାଇପାସ୍…

ରଗଡି ଜେଲରେ ଏସଟିଏଫ ଟିମ: ପାଞ୍ଚ ଦିନଆ ରିମାଣ୍ଡରେ ଗଲା ବୁଖାରୀ

ଯାଜପୁର: ଯାଜପୁର ଜିଲ୍ଲା ରଗଡି ଜେଲରେ ପହଁଚିଲା ଏସଟିଏଫ ଟିମ ।  ସନ୍ଦିଗ୍ଧ କାଶ୍ମିରୀ ଆତଙ୍କୀକୁ ପାଞ୍ଚ ଦିନ ପାଇଁ ନେଲା ରିମାଣ୍ଡରେ ନେଲା ଏସଟିଏଫ ।  ଧର୍ମଶାଳା ଥାନା ନେଉଳୁପୁର ସ୍ଥିତ ମିଲତନଗରରୁ ଏସଟିଏଫ ଟିମ ସନ୍ଦିଗ୍ଧ  କାଶ୍ମିରୀ ଆତଙ୍କୀ ସୟଦ ଇସାନ ବୁଖାରିକୁ ଗିରଫ କରିବା ପରେ…

ରାଉରକେଲା ଝାଡାବାନ୍ତି ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଉରକେଲା ଝାଡାବାନ୍ତି ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଆଜି ସନ୍ଧ୍ୟାରେ ବରିଷ୍ଠ ଅଧିକାରୀ ମାନଙ୍କ ସହ ସମୀକ୍ଷା ବୈଠକ ରହିଛି । ସେପଟେ ରାଉରକେଲା ଝାଡାବାନ୍ତିରେ ମୃତ୍ୟୁ ପଛରେ ହଇଜା ଜୀବାଣୁ ଥିବା ସ୍ପଷ୍ଟ ହୋଇଛି । ହଇଜା ଜୀବାଣୁ ଚିହ୍ନଟ…