Latest Odisha News

BREAKING NEWS

Browsing Category

ଓଡିଶା

Odisha

ଅନୁଭବ – ବର୍ଷା ପାରିବାରିକ ବିବାଦ ମାମଲା: ଅନୁଭବଙ୍କୁ ଜେରା

କଟକ: ବଢ଼ିଲା ଅଭିନେତା ଅନୁଭବଙ୍କ ଅଡୁଆ। ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲାରେ ଅନୁଭବଙ୍କୁ ଜେରା କରାଯାଇଛି । ଅଗଷ୍ଟ ୧୬ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି । ସୂଚନା ଅନୁସାରେ, ଶାଶୁଘରେ ଥିବାବେଳେ ଶାଶୁଘର ଲୋକଙ୍କ ଦ୍ବାରା ନିର୍ଯ୍ୟାତିତ ହୋଇଥିବା ପୁରୀଘାଟ ଥାନାରେ ଅଭିଯୋଗ…

ଅତ୍ୟଧିକ ଯାତ୍ରୀ ଭଡ଼ା ଅଭିଯୋଗ ପରେ ପରିବହନ ବିଭାଗର କଡାକଡି ଯାଞ୍ଚ ଉପରେ ଗୁରୁତ୍ୱ

ଯାଜପୁର: ଅତ୍ୟଧିକ ଯାତ୍ରୀ ଭଡ଼ା ଅଭିଯୋଗ ପରେ ପରିବହନ ବିଭାଗର କଡାକଡି ଯାଞ୍ଚ୍ । ଯାଜପୁରରୁ କଟକ, ଭୁବନେଶ୍ୱର ତଥା ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଉଥିବା ଯାତ୍ରୀବାହୀ ବସ୍ ଯାତ୍ରୀ ମାନଙ୍କ ଠାରୁ ସରକାରଙ୍କ ପକ୍ଷରୁ ନିର୍ଦ୍ଧାରିତ ଯାତ୍ରୀ ଭଡ଼ା ଠାରୁ ଅତ୍ୟଧିକ ଭଡ଼ା ଆଦାୟ କରୁଥିବା ଅଭିଯୋଗ…

ରାଜ୍ୟର ନୂଆ ସିଇଓ ହେଲେ ଆର୍ ସନ୍ଥଗୋପାଳନ

ଭୁବନେଶ୍ବର: ଆର୍‌. ସନ୍ଥଗୋପାଳନ ହେଲେ ରାଜ୍ୟର ନୂଆ ସିଇଓ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ ହେଲେ ଆର. ସନ୍ଥଗୋପାଳନ। ୨୦୦୧ ବ୍ୟାଚ୍‌ ଓଡ଼ିଶା କ୍ୟାଡର ଆଇଏଏସ୍‌ ହେଉଛନ୍ତି ସନ୍ଥଗୋପାଳନ। ସନ୍ଥଗୋପାଳନଙ୍କ ନିଯୁକ୍ତି ନେଇ ବିଧିବଦ୍ଧ ଭାବରେ ଇସିଆଇ ପକ୍ଷରୁ ସୂଚନା ଦିଆଯାଇଛି।…

ନିଜ ଜୀବନକୁ ବାଜିରେ ଲଗାଇ ଗର୍ଭବତୀ ମହିଳାଙ୍କୁ ନଦୀ ପାର କରାଇଲେ ଯବାନ

ମାଲକାନଗିରି: ବଢ଼ି ପାଣିରେ ନିଜ ଜୀବନକୁ ବାଜିରେ ଲଗାଇ ମହିଳାଙ୍କ ପାଇଁ ଦେବଦୂତ ସାଜିଲେ ସିଆରପିଏଫ୍ ଯବାନ। ଉଛୁଳା ନଦୀରେ ଗର୍ଭବତୀ ମହିଳାଙ୍କ ସାହାରା ହୋଇ କଲେ ନଦୀ ପାର। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜେପୁରରେ। ସୂଚନା ଅନୁସାରେ, ଲଘୁଚାପ…

ବଜେଟ ୨୦୨୪; ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ମିଳିବ ସହାୟତା

ନୂଆଦିଲ୍ଲୀ: ଲୋକସଭାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୫ ବର୍ଷ ପାଇଁ ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି। ବଜେଟରେ ମୋଟ ୧୧.୧୧ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ତେବେ ପୂର୍ବାଞ୍ଚଳ ରାଜ୍ୟର ବିକାଶ ପାଇଁ ଆରମ୍ଭ ହେବ 'ପୂର୍ବୋଦୟ' ସ୍କିମ। ପୂର୍ବାଞ୍ଚଳର…

କପଡା ଦୋକାନରୁ ଲୁଟି ନେଲେ ୨.୫୦ ଲକ୍ଷ ଟଙ୍କା, ସିସିଟିଭିରେ କଏଦ ଚୋରିର ଦୃଶ୍ୟ

କଟକ: କଟକରେ ଥିବା ଏକ କପଡା ଦୋକାନରେ ପଶି ୨.୫୦ଲକ୍ଷ ନଗଦ ଟଙ୍କା ନେଇ ଯାଇଛନ୍ତି ଦୁର୍ବୁତ୍ତ। ଚୋରି ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଏହି ଘଟଣା ସହରର ମଧୁପାଟଣା ଅଞ୍ଚଳରେ ଘଟିଛି। ଆଜି ସକାଳେ ମାଲିକ ଯେତେବେଳେ ଦୋକାନ ଖୋଲିବାକୁ ଆସିଥିଲେ ସେତେବେଳେ ଚୋରି ହୋଇଥିବା ନେଇ…

ଉପବାଚସ୍ପତି ପଦ ପାଇଁ ନାମାଙ୍କନ ଦାଖଲ କଲେ ତଳସରା ବିଧାୟକ

ଭୁବନେଶ୍ବର: ବିଜେପିର ଉପବାଚସ୍ପତି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ତଳସରା ବିଧାୟକ ଭବାନୀ ଶଙ୍କର ଭୋଇ । ବିଧାନସଭା ସଚିବଙ୍କୁ ନିଜ ନାମାଙ୍କନ ପତ୍ର ପ୍ରଦାନ କରିଛନ୍ତି ଭବାନୀ । ତେବେ ଆସନ୍ତାକାଲି ଅର୍ଥାତ୍ ଜୁଲାଇ ୨୪ରେ ହେବ ଉପବାଚସ୍ପତି ନିର୍ବାଚନ । ତେବେ କହିରଖୁଛୁ, ସୁନ୍ଦରଗଡ…

ବିରୋଧୀଙ୍କ ହଟ୍ଟଗୋଳ, ସାଢେ ୧୧ ଯାଏଁ ଗୃହ ମୁଲତବି

ଭୁବନେଶ୍ବର: ଆଜି ବିଜେପି ସରକାରର ବିଧାନସଭା ପ୍ରଥମ ଅଧିବେଶନର ଦ୍ବିତୀୟ ଦିନ । ପ୍ରଥମ ଦିନ ଭଳି ଦ୍ବିତୀୟ ଦିନ ଆରମ୍ଭରୁ ହିଁ ସେହି ସମାନ ପରିସ୍ଥିତି । ଏଏସଓଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ ମାରିବା ଘଟଣା ନେଇ ଗୃହ ନାରାବାଜି କରିଛି ବିରୋଧୀ ବିଜେଡି । ପ୍ରଶ୍ନକାଳ ଆରମ୍ଭରୁ ହିଁ ହଟ୍ଟଗୋଳ…

ମନ୍ତ୍ରୀ ମିଳିନଥିବା ସ୍ଥାନରୁ ମୁଖ୍ୟ ସଚେତକ ଓ ଉପମୁଖ୍ୟ ସଚେତକ ଦେଲେ ମୋହନ ସରକାର

ଭୁବନେଶ୍ୱର: ଦୀର୍ଘ ଦିନ ଧରି ସରକାରୀ ଦଳ ମୁଖ୍ୟ ସଚେତକ ଓ ଉପମୁଖ୍ୟ ସଚେତକ ହେବା ନେଇ ଚାଲିଥିଲା ଜୋରଦାର ଚର୍ଚ୍ଚା। ବର୍ତ୍ତମାନ ଚର୍ଚ୍ଚାର ଘଟିଛି ଅବସାନ। ମନ୍ତ୍ରୀ ମିଳିନଥିବା ସ୍ଥାନରୁ ମୁଖ୍ୟ ସଚେତକ ଓ ଉପମୁଖ୍ୟ ସଚେତକ ଦେଲେ ମୋହନ ସରକାର। ବୌଦ୍ଦ ବିଧାୟକ ସରୋଜ ପ୍ରଧାନଙ୍କୁ ମୁଖ୍ୟ…

ଭିକେ ପାଣ୍ଡିଆନଙ୍କ ସଂପର୍କିତ ବିବାଦୀୟ ଓ କପୋଳକଳ୍ପିତ ଖବର ଛାପିଥିବାରୁ ନିସର୍ତ୍ତ କ୍ଷମା ମାଗିଲା ଇଂରାଜୀ ଖବର କାଗଜ

ଭୁବନେଶ୍ୱର: ଇଂରାଜୀ ଖବର କାଗଜ ‘ଦି ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ୍‌’ ଓ ମଣ୍ଣିଂ ଷ୍ଟାଣ୍ଡାର୍ଡରେ ସାମ୍ବାଦିକ ସାହିଦ ଫରିଦଙ୍କ ‘ପାୱାର ଗେମ୍ସ’ ନାମରେ ଏକ ସ୍ତମ୍ଭ ପ୍ରକାଶ ପାଇଥିଲା। ଯେଉଁଥିରେ ବରିଷ୍ଠ ବିଜେଡି ନେତା ଓ କେନ୍ଦ୍ର ବିଜେପି ନେତାଙ୍କ ସହିତ ଆଲୋଚନା ହୋଇଥିଲା ବୋଲି ଉଲ୍ଲେଖ…