Latest Odisha News

BREAKING NEWS

Browsing Category

ଓଡିଶା

Odisha

ଦିଲ୍ଲୀରେ ଓଡ଼ିଶା ପାଇଁ ପ୍ରସ୍ତୁତ ହେବ ରଣନୀତି, ଶୀର୍ଷ ନେତାଙ୍କୁ ଭେଟିବେ ବିଜେପି ନେତା

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜନୈତିକ ଦଳଗୁଡ଼ିକ ସେତିକି ପ୍ରସ୍ତୁତିକୁ ଜୋରଦାର କରିବା ସହ ନିର୍ବାଚନୀ ସଫଳତା ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି। ଏହି କ୍ରମରେ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ସ୍ୱରୂପ ଭାରତୀୟ ଜନତା ପାର୍ଟିର ଓଡ଼ିଶାର ସମସ୍ତ ୨୨ ଜଣ…

ଭୋଜି ସାରି ଫେରିବା ବେଳେ ଦୁର୍ଘଟଣା, ଗୋଟିଏ ପରିବାରର ୫ ମୃତ

ସୁନ୍ଦରଗଡ଼: ଭୋଜି ସାରି ଫେରିବା ବେଳେ ଅଟୋ ଉପରେ ମାଡ଼ିଗଲା ହାଇୱା। ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ସଦର ଥାନା ତେଲେନଡିହିରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା  । ସୂଚନା ଅନୁଯାୟୀ ସମସ୍ତ ମୃତକ ଗୋଟିଏ ପରିବାରର ସଦସ୍ୟ। ହାଇୱା ଧକ୍କା ହେବା ପରେ…

ଜୀବନବିମା ଟଙ୍କା ପାଇଁ ମା’କୁ ହତ୍ୟା କଲା ପୁଅ?

ବାଲେଶ୍ୱର: ଭୋଗରାଇ ବ୍ଳକ ଅନ୍ତର୍ଗତ ବେଲଦା ଗ୍ରାମରେ ରବିବାର ଜଣେ ବୃଦ୍ଧା ଘର ଭିତରୁ ମୃତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି।୭୦ ବର୍ଷ ବୟସ୍କା ଲକ୍ଷ୍ମୀଦେବୀଙ୍କ ମୃତଦେହ ଘର ବାରଣ୍ଡାରେ ଅଧା ପୋଡ଼ି ହୋଇ ରହିଥିବା ଦେଖିବାକୁ ମିଳିଥିଲା। ମୃତକଙ୍କ ପୁଅ ଶମ୍ଭୁନାଥଙ୍କ କହିବାନୁସାରେ, ପାରିବାରିକ…

ଛାତ୍ରଙ୍କ ଗଳାକାଟି ହତ୍ଯା ପରେ ପୋଖରୀ ହୁଡାରେ ଫିଙ୍ଗି ଦେଲେ !

କଟକ: ପୋଖରୀ ହୁଡାରୁ ଛାତ୍ରଙ୍କ ଗଳାକଟା ମୃତଦେହ ଉଦ୍ଧାର। ଜଗତପୁର ଥାନା ପୂର୍ବକଚ୍ଛ ଗାଁ ଚନ୍ଦନ ପୋଖରୀ ହୁଡାରୁ ମୃତଦେହ ଉଦ୍ଧାର କରିଛି ପୋଲିସ। ମୃତ ଛାତ୍ର ପୂର୍ବକଚ୍ଛ ଗାଁର ଜ୍ୟୋତି ପ୍ରକାଶ ବେହେରା। ଗତକାଲି ସ୍କୁଲ ଯାଇଥିଲେ ଜ୍ୟୋତି ହେଲେ କାଲିଠାରୁ ଆଉ ଘରକୁ ଫେରିନଥିଲେ। ପରିବାର…

ଦୁଇ ଜଣଙ୍କୁ ଦଳି ମାରିଲା ଦନ୍ତା

ବରଗଡ : ଥମୁନି ହାତୀ ଆତଙ୍କ  । ହାତୀ ମଣିଷ ଲଢେଇ ମଧ୍ୟରେ କେତେବେଳେ ହାତୀର ଜୀବନ ଯାଉଛି ତ ଆଉ କେତେବେଳେ ମଣିଷ ତାର ବହୁମୂଲ୍ୟ ଜୀବନ ହରାଉଛି ।  ଆଜି ଏମିତି କିଛି ଘଟଣା ଦେଖିବାକୁ ମିଳିଛି ବରଗଡ ଜିଲ୍ଲା ଅତାବିରା ଥାନା ଅଞ୍ଚଳରେ  । ଦୁଇ ଜଣଙ୍କୁ ଦଳି ମାରିଛି ଦନ୍ତା । ଭେଡେନ ଥାନା…

ISI ଏଜେଣ୍ଟ ସହ ଚାଟିଂ କରୁଥିଲା ବୁଖାରୀ : କାଲି ରିମାଣ୍ଡ ପାଇଁ କରାଯିବ ଆବେଦନ

ଭୁବନେଶ୍ବର : ଯାଜପୁର ଧର୍ମଶାଳାରୁ କାଶ୍ମୀରର ସନ୍ଦିଗ୍ଧ ଆତଙ୍କୀ ଗିରଫ ହେବା ଘଟଣା  । ଏସଟିଏଫ୍ ଏସପିଙ୍କ ଏ ନେଇ ଅଧିକ ସୂଚନା ଦେଇଛନ୍ତି  । ସେ କହିଛନ୍ତି ପାକିସ୍ତାନ ISI ଏଜେଣ୍ଟ ସହ ବୁଖାରୀର ଚାଟିଂ ପ୍ରମାଣ ମିଳିଛି । କିଛି ଡିଲିଟ୍ ହୋଇଯାଇଛି  । ପୁଣି ଥରେ ହାସଲ କରିବାକୁ ଉଦ୍ୟମ…

ଏଣିକି ଏମ୍‌ଆର୍‌ଆଇ ଓ ସିଟି ସ୍କାନ୍‌ ପାଇଁ ଯାଞ୍ଚ ହେବ ପ୍ରେସକ୍ରିପସନ, କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ଏସଓପି ଜାରି

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ କଠୋର ହେଲା ନିୟମ । ବିନା ପ୍ରେସ୍‌କ୍ରିପ୍‌ଶନରେ ଏମ୍ଆର୍‌ଆଇ କିମ୍ବା ସିଟି ସ୍କାନ୍‌ ହୋଇପାରିବ ନାହିଁ । ଏନେଇ କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ଜାରି ହେଲା ଏସ୍‌ଓପି । ଏନେଇ ସୂଚନା ଦେଇଛନ୍ତି କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ । ସୂଚନା ମୁତାବକ,…

ଫସଲହାନୀରୁ ଚାଷୀ ଆତ୍ମହତ୍ୟା !

ବଲାଙ୍ଗୀର : ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ସାମ୍ନାକୁ ଆସିଲା ଚାଷୀ ଆତ୍ମହତ୍ୟା ଘଟଣା  । ପୁଣି ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି  । ମୃତକ ଟିଟଲାଗଡ ବିନକେଲ ଗାଁର ଚମରୁ ବାଗ୍ ବୋଲି ଜଣାପଡିଛି । ଗୁରୁତର ଅବସ୍ଥାରେ ତାଙ୍କୁ ଭୀମଭୋଈ ମେଡିକାଲରେ ଭର୍ତ୍ତି…

ପରଲୋକରେ ପୂର୍ବତନ ମୁଖ୍ୟ ଶାସନ ସଚିବ ସୁଧାଂଶୁ ମୋହନ ପଟ୍ଟନାୟକ

ଭୁବନେଶ୍ବର: ଓଡିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ସୁଦର୍ଶନ ମୋହନ ପଟ୍ଟନାୟକଙ୍କ ପରଲୋକ । ଗତକାଲି (ଶନିବାର) ସନ୍ଧ୍ୟାରେ ଭୁବନେଶ୍ୱର ସ୍ଥିତ ତାଙ୍କ ବାସଭବନରେ ସୁଦର୍ଶନଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ସେ ରାଜ୍ୟ ମାନବାଧିକାର କମିଶନର ପ୍ରଥମ…

କେନାଲ କାମ ସରୁନି କି , ଜମିକୁ ପାଣି ମାଡୁନି : ଦହଗଞ୍ଜ ହେଉଛି ଚାଷୀ

ନୂଆପଡା : ଚାଷ ଜମିକୁ ଜଳସେଚନର ସୁବଧା ଲାଗି ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି  । କିନ୍ତୁ ନୂଆପଡା ଜିଲ୍ଲା ଖଡ଼ିଆଳ କ୍ଷୁଦ୍ର ଜଳସେଚନ ବିଭାଗ ସରକାରୀ ବାବୁ ଙ୍କ ଖାମାଖିଆଳି ମନୋଭାବ ଓ ଆନ୍ତରିକତା ର ଅଭାବ ଯୋଗୁଁ ଦୀର୍ଘ ବର୍ଷ ହେଲା ପାଣି ନପାଇ ନାହିଁନଥିବା ଥିବା…