Latest Odisha News

BREAKING NEWS

Browsing Category

ଓଡିଶା

Odisha

ସାଇବର ଲୁଟେରାଙ୍କ ଟାର୍ଗେଟରେ ବଡ଼ବଡ଼ିଆ ଅଧିକାରୀ, ଉଷା ପାଢ଼ୀଙ୍କ ନାଁରେ ସାଇବର ଠକେଇ ଉଦ୍ୟମ

ଭୁବନେଶ୍ୱର:ଉଷା ପାଢ଼ୀଙ୍କ ନାଁରେ ସାଇବର ଠକେଇ ଉଦ୍ୟମ । ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀଙ୍କ ନାଁ ନେଇ ଠକେଇ ଉଦ୍ୟମ ହୋଇଛି । ସାଇବର ଠକେଇ ଉଦ୍ୟମ ନେଇ ଡିଜିପିଙ୍କୁ ‘ଏକ୍ସ’ରେ ଜଣାଇଛନ୍ତି ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢୀ । ବରିଷ୍ଠ ଆଇଏଏସ ଅଧିକାରୀ ତଥା ଗୃହ ନିର୍ମାଣ…

ଭାଙ୍ଗିଲା ପିସିସି କମିଟି, ରାମଚନ୍ଦ୍ର କାଡାମ ହେଲେ କଂଗ୍ରେସ ବିଧାୟକ ଦଳ ନେତା

ଭୁବନେଶ୍ୱର: କଂଗ୍ରେସ ବିଧାୟକ ଦଳର ନେତା ହେଲେ ରାମଚନ୍ଦ୍ର କାଡାମ। ଅଶୋକ ଦାସଙ୍କୁ ଦଳର ଉପନେତା ଦାୟିତ୍ବ ଦିଆଯାଇଛି।ସିଏସ୍‌ ରାଜନ ଏକ୍କା ହେଲେ କଂଗ୍ରେସ ମୁଖ୍ୟ ସଚେତକ। ଏନେଇ ଏଆଇସିସି ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନା ଅନୁଯାୟୀ, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ମଧ୍ଯ…

ରାତି ପାହିଲେ ବିଧାନସଭା, ବିଧାୟକ ଦଳ ବୈଠକରେ ବିରୋଧୀଙ୍କ କଡା ଆଭିମୁଖ୍ୟ

ଭୁବନେଶ୍ବର: ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ । କ୍ଷମତାସୀନ ହେବା ପରେ ବିଜେପି ସରକାରର ଏହା ପ୍ରଥମ ଅଧିବେଶନ । ଆସନ୍ତାକାଲି ରାଜ୍ୟପାଳଙ୍କ ଅଭିଭାଷଣ ସହିତ ଆରମ୍ଭ ହେବ ବଜେଟ୍ ଅଧିବେଶନ । ଏହାସହିତ ଆସନ୍ତା ୨୪ ତାରିଖରେ ଉପବାଚସ୍ପତି ନିର୍ବାଚନ…

ବିଧାନସଭା ପୂର୍ବରୁ ବସିଲା ସର୍ବଦଳୀୟ ବୈଠକ, କଂଗ୍ରେସ ବିଧାୟକ ଦଳର ନେତା କିଏ ହେବେ ଜାରି ରହିଛି ଦ୍ୱନ୍ଦ୍ୱ

ଭୁବନେଶ୍ୱର: ଆସନ୍ତାକାଲିଠୁ ଆରମ୍ଭ ହେଉଛି ବିଧାନସଭା। ଏହା ପୂର୍ବରୁ ଆଜି ସର୍ବଦଳୀୟ ବୈଠକ ବସିଥିଲା। କିନ୍ତୁ ବୈଠକର ପ୍ରଥମ ଥର ପାଇଁ କୌଣସି କଂଗ୍ରେସ ବିଧାୟକ ଯୋଗ ଦେଇନଥିଲେ। ବିଜେପି ସରକାରକୁ ଆସିଛି। ସମସ୍ତଙ୍କ ସହଯୋଗ ଲୋଡି ରାଜ୍ୟରେ ବିକାଶ ପାଇଁ ପଦକ୍ଷେପ ନେବ ବୋଲି କହୁଛି।…

ବିଜ୍ଞପ୍ତି ପ୍ରକାଶ ପାଉଛି କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଅଫିସ ଜାଣିନି.. ସରକାରରେ ସମନ୍ୱୟ ରହିଛି ତ?

ଭୁବନେଶ୍ୱର: ଶୁକ୍ରବାର କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିକୁ ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖାରଜ କରିବା ଏବେ ସରକାରର ଆଭ୍ୟନ୍ତରୀଣ ସମନ୍ୱୟ ନେଇ ପ୍ରଶ୍ନ ଉଠାଇଛି। ପ୍ରଥମ ଥର ପାଇଁ ରାଜ୍ୟରେ ଏକାକୀ ସରକାର ଗଢିଛି ବିଜେପି। ତେଣୁ ଏବେର ବିରୋଧୀ ଦଳ ବିଜୁ…

ବିଧାନସଭା ପୂର୍ବରୁ ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ, ଯୋଗ ଦେଲାନି କଂଗ୍ରେସ

ଭୁବନେଶ୍ବର: ଆସନ୍ତାକାଲି ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ବସିବାକୁ ଯାଇଥିବା ବେଳେ ଆଜି ବାଚସ୍ପତି ସୁରମା ପାଢୀ ସର୍ବଦଳୀୟ ବୈଠକ ଡାକିଥିଲେ । ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ କନକ…

ପଞ୍ଚଭୂତରେ ଲୀନ ହେଲେ ପଦ୍ମଶ୍ରୀ କମଳା ପୂଜାରୀ

କୋରାପୁଟ: ପଞ୍ଚଭୂତରେ ଲୀନ ହେଲେ ପଦ୍ମଶ୍ରୀ କମଳା ପୂଜାରୀ । ଜୟପୁର ସ୍ଥିତ ଜନ୍ମମାଟି ପାତ୍ରପୁଟ ଗାଁ ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ପଦ୍ମଶ୍ରୀ କମଳା ପୂଜାରୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଶେଷକୃତ୍ୟ ବେଳେ ତାଙ୍କ ସାନ ପୁଅ ଟଙ୍କଧର ପୂଜାରୀ ମୁଖାଗ୍ନି ଦେଇଛନ୍ତି । ତେବେ…

ଗ୍ରାହକଙ୍କୁ ୧୮ ଲକ୍ଷ ଟଙ୍କା ଠକେଇ, ବନ୍ଧା ହେଲେ ବ୍ୟାଙ୍କ ମ୍ୟାନେଜର

ଦେବଗଡ଼: ଗ୍ରାହକଙ୍କୁ ୧୮ ଲକ୍ଷ ଟଙ୍କା ଠକେଇ। ବନ୍ଧା ହେଲେ ବ୍ୟାଙ୍କ୍ ମ୍ୟାନେଜର। କୃଷ୍ଣଚନ୍ଦ୍ର ମହାକୁଡ଼ଙ୍କଠାରୁ ଦେବଗଡ଼ ଆକ୍ସିସ ବ୍ୟାଙ୍କର ପୂର୍ବତନ ଅପରେସନ ମ୍ୟାନେଜର ପ୍ରବେଶ ଚନ୍ଦ୍ର ଦାସ ୧୮ ଲକ୍ଷ ଟଙ୍କା ଚୂନ ମାରିଛନ୍ତି। ପ୍ରଥମେ କୃଷ୍ଣଚନ୍ଦ୍ରଙ୍କ ସହ ଭଲ ସମ୍ପର୍କ ରଖି ୨୪ ଲକ୍ଷ…

କ୍ରୀଡା ପୁରସ୍କାରରୁ ହଟିବନି ବିଜୁ ବାବୁଙ୍କ ନାମ, ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଶନିବାର କ୍ରୀଡା ବିଭାଗ ପକ୍ଷରୁ ଆସିଥିବା ବଡ ନିଷ୍ପତ୍ତିକୁ ଖଣ୍ଡନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କ୍ରୀଡା ପୁରସ୍କାରରୁ ବିଜୁ ବାବୁଙ୍କ ନାଁ ହଟିବ ନାହିଁ ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, “ବିଜୁ…

ଏ ସୋମବାର ଅଭିଯୋଗ ଶୁଣିବେନି ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଏ ସୋମବାର ଅର୍ଥାତ୍ ଆସନ୍ତାକାଲି ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ । ଆସନ୍ତାକାଲି ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଥିବାରୁ ଏଥିପାଇଁ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିବ । ଏନେଇ ସୂଚନା ଦେଇଛନ୍ତି, ସାଧାରଣ ପ୍ରଶାସନ ଓ ଲୋକସମ୍ପର୍କ ବିଭାଗ । ତେବେ…