Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆସନ୍ତାକାଲି ଏକାମ୍ର ନିର୍ବାଚନମଣ୍ଡଳୀରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଆସନ୍ତାକାଲି ଏକାମ୍ର ନିର୍ବାଚନମଣ୍ଡଳୀରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତାକାଲି ଆପରାହ୍ନରେ ଏକାମ୍ର ନିର୍ବାଚନ ମଣ୍ଡଳୀରେ ପ୍ରାୟ ୨୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ । ଲିଙ୍ଗିପୂର୍…

ବିଜ୍ଞାନ ମେଳା ପରେ ଛାତ୍ର ରାତିରେ ହଣ୍ଡା ମାଜିବା ଘଟଣା: ପ୍ରଧାନ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍ 

ପୁରୀ: ବିଜ୍ଞାନ ମେଳାକୁ ଆସି ସ୍କୁଲ ଛାତ୍ର ଦୟାନଦୀରେ ହଣ୍ଡା ମାଜିବା ଘଟଣା। କଣାସ ବ୍ଲକ ବେଣାଗାଁ ଦୁର୍ଗାଦେବୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ଜେନାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି। ନୋଟିସ ଜାରି କଲେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ସୁଶାନ୍ତ ଦାସ। ଦୁଇଦିନ ମଧ୍ୟରେ…

କଳାଟଙ୍କା ଜବତ ଘଟଣାରେ ନେଇ ବର୍ଷିଲା ବିଜେପି: କହିଲା, ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ

ଭୁବନେଶ୍ୱର: ଆଇଟି ରେଡ ବେଳେ ରାଜ୍ୟରୁ ଜଣେ ମଦ ବ୍ୟବସାୟୀଙ୍କ ପାଖରୁ ୩୫୦ କୋଟିରୁ ଅଧିକ ଟଙ୍କା ଜବତ ହେବା ଘଟଣାରେ ବିଜେଡି ସରକାରଙ୍କ ଉପରେ ଜୋରଦାର ବର୍ଷିଛି ବିଜେପି । ରାଜ୍ୟରୁ ଏତେ ପରିମାଣର କଳାଟଙ୍କା ଜବତ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୈତିକତା ଦୃଷ୍ଟିରୁ ଇସ୍ତଫା…

ପୁଣି ଆଜବେଷ୍ଟସ୍ ଭାଙ୍ଗି ଲୁଟିନେଲେ..

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାରେ ଦିନକୁ ଦିନ ଲୁଟେରାଙ୍କ ପ୍ରାର୍ଦୁଭାବ ବଢିବାରେ ଲାଗିଛି  । ପ୍ରତିଦିନ ଚୋରୀ , ରାହାଜାନି ଭଳି ଅପରାଧିକ ଘଟଣା ସାମ୍ନାକୁ ଆସୁଛି । ଗତ କିଛି ଦିନ ତଳେ ଦୋକାନ ଆଜବେଷ୍ଟସ ଭାଙ୍ଗି ଚୋର ମାନେ ସୁନାଗହଣା ଓ ଟଙ୍କା ଲୁଟି ନେଇଥିବାବେଳେ ଆଜି ମଧ୍ୟ…

ଓଡିଶା ରାଜନୀତିରେ ସଂପୂର୍ଣ୍ଣ ପରିବର୍ତ୍ତନ ହେବ, ବିଜେପି ସରକାର ଗଠନ କରିବ: ମନମୋହନ ସାମଲ

ଭୁବନେଶ୍ୱର:  ପ୍ରଧାନମନ୍ତ୍ରୀ   ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଏବଂ ଭାରତୀୟ ଜନତା ପାର୍ଟି ପ୍ରତି ଦେଶବାସୀ ତଥା ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇ ଚାଲିଛି । ବର୍ତମାନ ରାଜ୍ୟରେ ଗଣତନ୍ତ୍ରକୁ ହତ୍ୟା କରାଯାଉଛି । ବିଧାୟକ, ମନ୍ତ୍ରୀଙ୍କ କଥାର କୌଣସି ଗୁରୁତ୍ୱ ନାହିଁ । ଲୋକଙ୍କ…

ଭିଜିଲାନ୍ସ ଜାଲରେ ସେକ୍ସନ ଅଫିସର, ଲାଞ୍ଚ ନେବାବେଳେ ମାଡିବସିଲା ଭିଜିଲାନ୍ସ

ଭୁବନେଶ୍ଵର: ଭିଜିଲାନ୍ସ ଜାଲରେ ଭୁବନେଶ୍ବର ମାଇନର ଇରିଗେସନ ସେକ୍ସନ ଅଫିସର । ୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ ଭୁବନେଶ୍ବର କ୍ଷୁଦ୍ର ଜଳସେଚନ ମୁଖ୍ୟ ଯନ୍ତ୍ରୀଙ୍କ ଅଫିସର ସେକ୍ସନ ଅଫିସର ଶୁଭକାନ୍ତ ସ୍ଵାଇଁ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବର୍ତ୍ତମାନ ଏକକାଳୀନ ତିନୋଟି…

ଅନ୍ଧବିଶ୍ବାସର ଅନ୍ଧଗଳିରେ ହଜିଛି ସମାଜ, ମନକୁ ମନ ଜଳିଯାଉଛି ଘର, ଗୁଣି ଗାରେଡି ସନ୍ଦେହ

ଯାଜପୁର: ବିଜ୍ଞାନ ଯେତେ ଆଗଉ ନା କାହିଁକି ଆଜି ବି ଅନ୍ଧବିଶ୍ବାସର ଅନ୍ଧଗଳିରେ ରହିଛି ସମାଜ । ଯାଜପୁର ବ୍ଲକ ଗୋବିନ୍ଦପୁର ଗାଁରେ ଗତ କିଛି ଦିନ ହେଲା ଘଟୁଛି ଆକସ୍ମିକ ଘଟଣା । ଚାହୁଁ ଚାହୁଁ ଲାଗି ଯାଉଛି ନିଆଁ । ଘରର କବାଟ ,ଝରକା ଠାରୁ ଆରମ୍ଭ କରି ଚେୟାର ଓ ଅନ୍ୟାନ୍ୟ ଆସବାବପତ୍ର ରେ…

କେବେ ସ୍ଥାପନ ହେବ ଖଡ଼ିଆଳରେ ଏଡିଜେ କୋର୍ଟ, ଗଡୁଛି ଦିନ ପରେ ଦିନ, କିନ୍ତୁ ପୁରଣ ହେଉନି ଲୋକଙ୍କ ଦାବୀ

ନୂଆପଡା: ଦୀର୍ଘ ଦିନ ଧରି ଲୋକେ କରୁଛନ୍ତି ଦାବୀ । କିନ୍ତୁ ପୁରଣ ହେଉନି ଲୋକଙ୍କ ଦାବୀ । କୁମ୍ଭକର୍ଣ୍ଣ ନିଦରେ ଶୋଇଛନ୍ତି ରାଜ୍ୟ ସରକାର । ନୂଆପଡା ଜିଲ୍ଲାର ସିନାପାଲି, ଖଡ଼ିଆଳ, ବୋଡେ଼ନ ଅଞ୍ଚଳ ବାସି ନ୍ୟାୟ ପାଇଁ ଦୀର୍ଘ ୧୦୦ ରୁ ୧୨୦ କିଲୋମିଟର ଅତିକ୍ରମ କରି ଜିଲ୍ଲା ମୁଖ୍ୟାଳୟକୁ…

ମା’ ଶାରଳାଙ୍କ ମନ୍ଦିରରୁ ଚୋରୀ, ହୁଣ୍ଡି ଭାଙ୍ଗି ଟଙ୍କା ନେଇଗଲେ

ଜଗତସିଂହପୁର: ଶେଷରେ ଠାକୁରଙ୍କୁ ବି ଛାଡିଲେନି । ମନ୍ଦିର ହୁଣ୍ଡି ଭାଙ୍ଗି ଟଙ୍କା ଲୁଟି ନେଲେ ଚୋର । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାର ଆରାଧ୍ୟ ଦେବୀ ମାଆ ଶାରଳାଙ୍କ ମନ୍ଦିରରେ । ତେବେ ହୁଣ୍ଡିରେ କେତେ ଟଙ୍କା ଥିଲା ତାହା ଜଣାପଡିନାହିଁ । ଖବର ମୁତାବକ,…

ବିକାଶର ଆଲୋକକୁ ଆହୁରି ଉଜ୍ଜ୍ବଳ କରିଛି ଲକ୍ଷ୍ମୀ ବସ୍ ସେବା: ମୁଖ୍ୟମନ୍ତ୍ରୀ

କୋରାପୁଟ : କୋରାପୁଟ ଜିଲ୍ଲାରେ ଗଡିଲା ଲକ୍ଷ୍ମୀ ବସ୍ । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି କୋରାପୁଟ ଜିଲ୍ଲାରେ  ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି। କୋରାପୁଟ ଜିଲ୍ଲାରେ ୬୩ଟି ବସ୍ ଜିଲ୍ଲାର ୨୩୪ ପଞ୍ଚାୟତକୁ ଯୋଡିବ। ଫାଇଭ୍ ଟି ଯୋଜନାରେ ଆରମ୍ଭ ହୋଇଥିବା ଏହି…