Latest Odisha News

BREAKING NEWS

Browsing Category

ଓଡିଶା

Odisha

ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ

ବରଗଡ଼: ପିତୃ ହନ୍ତା ପୁଅ। ବାପାଙ୍କୁ ଟାଙ୍ଗିଆରେ ହାଣି କଲା ହତ୍ୟା । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଳ ଥାନା ଅନ୍ତର୍ଗତ ଡୁଙ୍ଗୁରିପାଲି ଗାଁରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା । ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଧନଞ୍ଜୟ ଅଜଗର। ସୂଚନା ଅନୁସାରେ, ମୃତକ ଧନଞ୍ଜୟ ଓ ତାଙ୍କ…

ନକଲି ଜର୍ଦ୍ଦା କାରଖାନାରେ ଚଢାଉ, ୬୫ ଲକ୍ଷ ମୂଲ୍ୟର ନକଲି ଜର୍ଦ୍ଦା ଜବତ

ଭଦ୍ରକ: ଭଦ୍ରକରୁ ନକଲି ଜର୍ଦ୍ଦା କାରଖାନା ଠାବ । ଏହି ନକଲି ଜର୍ଦ୍ଦା କାରଖାନାରୁ ପ୍ରାୟ ୬୫ ଲକ୍ଷର ନକଲି ଜର୍ଦ୍ଦା ଜବତ କରିଛି ପୋଲିସ । ଭଦ୍ରକ ପୁରୁଣାବଜାର ଥାନା ହେଲାସାହିରେ ଥିବା ଏକ ନକଲି ଜର୍ଦ୍ଦା କାରଖାନାରେ ଚଢାଉ କରିଥିଲା ପୋଲିସ । ଚଢାଉ ସମୟରେ ନାମୀଦାମୀ କମ୍ପାନୀର ଲୋଗୋ,…

ଏ କି ପ୍ରେମ! ପ୍ରେମିକର ମୃତ୍ୟୁ ଖବର ଶୁଣି ନଦୀକୁ ଡେଇଁଲେ ଯୁବତୀ

ଜଗତସିଂହପୁର: ପୋଲ ଉପରୁ ମହାନଦୀକୁ ଡେଇଁ ଯୁବତୀ ନିଖୋଜ। ଜଗତସିଂହପୁର ତିର୍ତ୍ତୋଲ ଥାନା ତାରତୋଲଠାରେ ମହାନଦୀକୁ ଡେଇଁଲେ ଯୁବତୀ। ପ୍ରେମିକର ମୃତ୍ୟୁ ଖବର ଶୁଣି ନଦୀକୁ ଡେଇଁଥିବା ଗ୍ରାମବାସୀ ସୂଚନା ଦେଇଛନ୍ତି। ଆଜି ତାରତୋଲ ଗାଁ ଆମ୍ବତୋଟାରୁ ଯୁବକଙ୍କ ଝୁଲନ୍ତା ମୃତଦେହ ମିଳିଥିଲା।…

୪ ଦିନ ପରେ ବି ପତ୍ତା ନାହିଁ: ପାଣି ଭିତରେ ପଶି ଓମଙ୍କୁ ଖୋଜୁଛି ରୋବର୍ଟ

ଖୋର୍ଦ୍ଧା: ରିଲସ୍ ହେଲା କାଳ । ଏହାରି ଭିତରେ ବିତିଗଲଣି ୪ ଦିନ । ହେଲେ ଜଳଦତ୍ସ୍ୟୁ କବଳରୁ ଓମଙ୍କୁ ଫେରାଇ ଆଣିପାରୁନାହିଁ ଓଡ୍ରାପ ଟିମ୍ । ପାଣି ଏତେ ଗଭୀର ଯେ ଏହା ଉଦ୍ଧାରକାରୀ ଟିମଙ୍କ ଆୟତ୍ତ ବାହାରେ । ସେଥିପାଇଁ ଏକ ସ୍ବତନ୍ତ୍ର ରୋବର୍ଟ ପାଣି ଭିତରେ ପଶି ଓମଙ୍କୁ ଖୋଜୁଛି ।…

ରାଜନୈତିକ ହତ୍ୟା ନେଇ ଥାନାରେ ଏତଲା, ନ୍ୟାୟ ଦାବିରେ ବୀରମହାରାଜପୁର ମୁଖ୍ୟ ଛକରେ ରାସ୍ତା ଅବରୋଧ

ସୁବର୍ଣ୍ଣପୁର: ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନୀ ହିଂସା ଅଭିଯୋଗ । ରାଜନୈତିକ ଉଦ୍ଦେଶ୍ୟରେ ହତ୍ୟା କରିଥିବା ନେଇ ହୋଇଛି ଥାନାରେ ଏତଲା। ତୁରନ୍ତ ନ୍ୟାୟ ଦାବିରେ ବୀରମହାରାଜପୁର ମୁଖ୍ୟ ଛକରେ ରାସ୍ତା ଅବରୋଧ କଲେ ପରିବାର ଲୋକ ଓ ଗ୍ରାମବାସୀ । ଅଭିଯୋଗ ଅନୁସାରେ…

ପୁଣି ଦନ୍ତା ଉତ୍ପାତ, ଘର ଭାଙ୍ଗି ଧାନ ଚାଉଳ ଖାଇଗଲା ହାତୀ

ସୁନ୍ଦରଗଡ଼ : ନିଦ ହଜେଇ ଦେଇଛି ଦନ୍ତା। ସୁନ୍ଦରଗଡ଼ ଜିଲ୍ଲା ବଣାଇ ରେଞ୍ଜରେ ହାତୀ ଉତ୍ପାତ। ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ। ଉକ୍ତ ରେଞ୍ଜର ବାବୁନୁଆଗାଁ, ଗୁଡ଼ିଆଳୀ ଅଞ୍ଚଳରେ ମଧ୍ୟ ରାତ୍ରିରେ ଏକ ଦନ୍ତାହାତୀ କିଛିଦିନ ହେଲାଣି ଗ୍ରାମରେ ପଶି କାହାର ଘର ଭାଙ୍ଗି ଦେଉଛି ତ କାହାର ଘରେ ପଶି…

ଜୁଲାଇ ୧୪ରେ ରତ୍ନ ଭଣ୍ଡାର ଖୋଲିବା ନେଇ ସ୍ପଷ୍ଟୀକରଣ ଦେଲେ ଆଇନ ମନ୍ତ୍ରୀ

ଭୁବନେଶ୍ବର: ଆଗାମୀ ୧୪ରେ ଖୋଲିବ ରତ୍ନ ଭଣ୍ଡାର । ଏନେଇ ରତ୍ନଭଣ୍ଡାର ତଦାରଖ କମିଟି ପୂର୍ବତନ ଜଷ୍ଟିସ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ନିଷ୍ପତ୍ତି ନିଆସରିଛି । ଏଥିରେ ଖାଲି ସରକାରଙ୍କ ମଞ୍ଜୁରୀ ଆବଶ୍ୟକ । ଏହାରି ଭିତରେ ରତ୍ନ ଭଣ୍ଡାର ୧୪ରେ ଖୋଲିବା ନେଇ ବଡ ସୂଚନା ଦେଇଛନ୍ତି ଆଇନ…

ମାଲକାନଗିରିରେ ବ୍ୟାପୁଛି ଝାଡ଼ାବାନ୍ତି: ୭ ଆକ୍ରାନ୍ତ, ୪ ଗୁରୁତର

ମାଲକାନଗିରି: ମାଥିଲିରେ ବ୍ୟାପୁଛି ଝାଡାବାନ୍ତି ଆକ୍ରାନ୍ତ। ସମସ୍ତ ଆକ୍ରାନ୍ତ ମେଡିକାଲରେ ଭର୍ତ୍ତି। ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ କୋପ୍ରା ଗାଁରେ ଝାଡ଼ାବାନ୍ତିରେ ୭ ଜଣ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଅସୁସ୍ଥଙ୍କୁ ମାଥିଲି…

ଇଏ କେମିତିକା ମୃତ୍ୟୁ!, ଗୀତ ଗାଉ ଗାଉ ଟଳିପଡିଲେ ଏଡିଏମ

ପାରେଳାଖେମୁଣ୍ଡି: ଷ୍ଟେଜ୍ ଉପରେ ଗୀତ ଗାଉଥିଲେ । ହଠାତ୍ ଚାଲିଗଲା ଜୀବନ । ଏଭଳି କିଛି ଅଭାବନୀୟ ଘଟଣା ଘଟିଛି ପାରେଳାଖେମୁଣ୍ଡିରେ । ଏକ ଆୟୋଜିତ କାର୍ଯ୍ୟକ୍ରମରେ ଷ୍ଟେଜ୍ ଉପରେ ଖୁସିରେ ଭଜନ ଗାଉଥିଲେ ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ବୀରେନ୍ଦ୍ର ଦାସ । ହଠାତ୍ ଗାଉ ଗାଉ ଟଳି…

ଆଜି ହେରା ପଞ୍ଚମୀ: ମହାପ୍ରଭୁଙ୍କ ରଥ ଭାଙ୍ଗିବେ ଅଭିମାନିନୀ ମା’ ଲକ୍ଷ୍ମୀ

ପୁରୀ: ମାଉସୀ ଘରେ ତିନି ଠାକୁର । ଘୋଷଯାତ୍ରାରେ ରଥାରୂଢ ହୋଇ ଆଡପ ମଣ୍ଡପ ବିଜେ ପରିଛନ୍ତି ମହାପ୍ରଭୁ । ହେଲେ ସାଙ୍ଗରେ ମା ଲକ୍ଷ୍ମୀଙ୍କୁ ଆଣିନଥିବାରୁ ଶ୍ରୀମନ୍ଦିରରେ ରୁଷିଛନ୍ତି ମା ଲକ୍ଷ୍ମୀ । ଗୁଣ୍ଡିଚାରୁ ଫେରି ସିଂହଦ୍ବାରରେ ରୋସଗୋଲା ଖୁଆାଇ ମା’ଙ୍କ ମାନଭଞ୍ଜନ କରିବେ ମହାପ୍ରଭୁ…