Latest Odisha News

BREAKING NEWS

Browsing Category

ଓଡିଶା

Odisha

ପୁରୀ ବେଳାଭୂମିରୁ ନର କଙ୍କାଳ ଉଦ୍ଧାର, ତଦନ୍ତ ଜାରି

ପୁରୀ: ଗତ କିଛି ଦିନ ହେବ ଅଶାନ୍ତ ହୋଇପଡିଛି ପୁରୀ ସହର । ଗତ ୮ ତାରିଖରେ ମାର୍କଣ୍ଡେଶ୍ବର ସାହିରେ ଜଣଙ୍କୁ ହତ୍ୟା କରାଯାଇଥିବାବେଳେ, ଗତକାଲି ବିଳମ୍ବିତ ରାତିରେ ପୁରୀ ବେଳାଭୂମି ନିକଟରେ ଥିବା ଷ୍ଟର୍ଲିଙ୍ଗ ହୋଟେଲ ରାସ୍ତା ପାଖରେ ଜଣଙ୍କର ଖପୁରୀ ସହ ଶରୀରର କିଛି ଅଂଶ ପଡିଥିବା ଦେଖିବାକୁ…

୩ ଘଣ୍ଟା ଯାଏଁ ଭିଜିବ ଭୁବନେଶ୍ୱର

ଭୁବନେଶ୍ୱର: ଭୁବନେଶ୍ୱର ସମେତ ଖୋର୍ଦ୍ଧା ଜିଲ୍ଲାରେ ବର୍ଷା ଓ ବଜ୍ରପାତ ହେବା ନେଇ ମଙ୍ଗଳ ବାର ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହି ଜିଲ୍ଲାକୁ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ମଧ୍ଯ ଜାରି କରାଯାଇଛି। ଆଗାମୀ ୩ଘଣ୍ଟା ମଧ୍ୟରେ ଏହି ଜିଲ୍ଲାରେ ସାମାନ୍ଯରୁ ମଧ୍ଯମ ଧରଣର ବର୍ଷା ଓ…

ଭିଜିଲାନ୍ସ ହାବୁଡ଼ରେ ସମ୍ବଲପୁର କେଶେଇବାହାଲ ଆର୍‌ଆଇ, ଅମିନ

ସମ୍ବଲପୁର: ଭିଜିଲାନ୍ସ ହାବୁଡ଼ରେ ସମ୍ବଲପୁର କେଶେଇବାହାଲର ଆର୍‌ଆଇ ଓ ଅମିନ l ଜମି ମାମଲାର ଇନକ୍ୱାରୀ ପାଇଁ ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ ଟିମ l ଲାଞ୍ଚ ଟଙ୍କା ଜବତ କରିବା ସହ ଆର୍‌ଆଇ ତୁଳସା ପ୍ରଧାନ, ଅମିନ ମୁକେଶ ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି…

ରାଜ୍ୟରେ ଅଛନ୍ତି ୨୭ ମହାବଳ ବାଘ, ୨୦୯୮ ହାତୀ

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ଅଧିବେଶନ l ଦ୍ଵିତୀୟ ପର୍ଯ୍ଯାୟ ବଜେଟ ଅଧିବେଶନର ପ୍ରଶ୍ନକାଳ ସମୟରେ ବିଧାୟକ ଧ୍ରୁବ ସାହୁଙ୍କ ପ୍ରଶ୍ନରେ ଉତ୍ତର ରଖି ଜଙ୍ଗଲ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ କହିଛନ୍ତି ଯେ, ରାଜ୍ୟରେ ୨୭ ମହାବଳ ବାଘ, ୨୦୯୮ ହାତୀ…

ଚିକିଟି ବିଷାକ୍ତ ମଦ ଘଟଣା; ‘ଅଭିଯୁକ୍ତଙ୍କ ବିରୋଧରେ ହେବ କଡା କାର୍ଯ୍ୟାନୁଷ୍ଠାନ’

ଗଞ୍ଜାମ: ଗତକାଲି ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ମାଉନ୍ଦପୁର ଠାରେ ଦେଶୀ ମଦ ପିଇ ୧୫ରୁ ଅଧିକ ଜଣ ଅସୁସ୍ଥ ହୋଇଥିବା ଘଟଣାରେ ୫ ଜଣଙ୍କୁ ବାନ୍ଧିଛି ପୋଲିସ । ଗିରଫ ୫ ଜଣ ମାଉନ୍ଦପୁର ଗାଁର ବୋଲି ଜଣାପଡିଛି । ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।…

ଅମର ରହିବ ‘ରାମୁ’, ସଂରକ୍ଷିତ ହେବ ହାତୀର କଙ୍କାଳ

ଭୁବନେଶ୍ୱର: ଚନ୍ଦକା-ଡମପଡା ଅଭୟାରଣ୍ୟର ଭରତପୁର ସଂରକ୍ଷିତ ଜଙ୍ଗଲରେ ଗତକାଲି (ସୋମବାର) ବିଦ୍ୟୁତ ତାର ଆଘାତ ମୃତ୍ୟୁ ଘଟିଥିବା ‘ରାମୁ’ ହାତୀ କଙ୍କାଳକୁ ବୈଜ୍ଞାନିକ ପଦ୍ଧତିରେ ସଂରକ୍ଷଣ କରାଯିବ। ଭରତପୁର ଜଙ୍ଗଲ ଭିତରେ ରାମୁ ହାତୀର ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଖବର ସମସ୍ତଙ୍କୁ…

ଆଳୁ ଓ ପିଆଜ ଦର ଯାଞ୍ଚ ପାଇଁ ୧ନଂ ହାଟରେ ଖାଦ୍ୟ ଯୋଗାଣ ବିଭାଗର ଚଢ଼ାଉ

ଭୁବନେଶ୍ବର: ଆଳୁ ପରେ ଏବେ ପିଆଜ ଦର ବୃଦ୍ଧି ପାଇଛି। ଦର ବୃଦ୍ଧି ରୋକିବାକୁ ରେଡ୍। ଭୁବନେଶ୍ୱର ୧ନଂ ହାଟରେ ବିଏମସି ଓ ଯୋଗାଣ ବିଭାଗର ଚଢ଼ାଉ । ଆଳୁ ଓ ପିଆଜ ଦର ଯାଞ୍ଚ ପାଇଁ ୧ନଂ ହାଟରେ ମିଳିତ ରେଡ୍ । ଆଳୁ କେଜି ପିଛା ୩୫ରୁ ୪୦, ପିଆଜ ୫୦ ଟଙ୍କାରେ ବିକ୍ରି ହେଉଛି। ଦରଦାମର ପୁରୁଣା…

ଆରମ୍ଭରୁ ବିରୋଧୀଙ୍କ କଡା ଆଭିମୁଖ୍ୟ: ୪ଟା ଯାଏଁ ଗୃହ ମୁଲତବି

ଭୁବନେଶ୍ବର: ଆଜିଠୁ ଆରମ୍ଭ ହୋଇଛି ଚଳିତ ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ । ପ୍ରଥମରୁ ମୁଖ୍ୟମନ୍ତ୍ରୀ ଶୋକ ପ୍ରସ୍ତାବ ଆଗତ କରିବା ପରେ ଦିବଙ୍ଗତ ନେତାଙ୍କ ପାଇଁ କିଛି ସମୟ ନିରବ ପ୍ରାର୍ଥନା ପରେ ଆରମ୍ଭ ହୋଇଥିଲା ଗୃହ । ହେଲେ ପ୍ରଥମରୁ ହିଁ କଡା ଆଭିମୁଖ୍ୟ ଗ୍ରହଣ କରିଛି ବିରୋଧୀ ।…

ରାକ୍ଷୀ ପୂର୍ଣ୍ଣମୀରେ ଭଉଣୀକୁ ହତ୍ଯା କରିଥିବା ଭାଇର ଗଲା ଜୀବନ

ଭୁବନେଶ୍ୱର: ରାକ୍ଷୀ ପୂର୍ଣ୍ଣମୀରେ ଭଉଣୀକୁ ଛୁରା ମାଡ଼ କରି ଫେରାର ହୋଇଯାଇଥିବା ଭାଇର ବସ୍ ଧକ୍କାରେ ଗଲା ଜୀବନ। ମୃତ ଯୁବକ ଜଣକ ହେଲେ ଆଶୁତୋଷ ପାଣିଗ୍ରାହୀ। ତେବେ ଏମକେସିଜି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଜୀବନ ଯାଇଛି। ଉଲ୍ଲେଖଯୋଗ୍ୟ, ଶ୍ରାଦ୍ଧ ପୂଜା ପାଇଁ…

ସିମ୍‌ ବକ୍ସ ଖୋଳତାଡ଼; ରାଞ୍ଚି ଗଲା କମିଶନରେଟ୍ ପୋଲିସର ସ୍ପେଶାଲ୍ ସ୍କ୍ୱାଡ୍

ଭୁବନେଶ୍ୱର: ସିମ୍ ବକ୍ସର ଚେର ଖୋଜି ଖୋଜି ଝାଡ଼ଖଣ୍ଡରେ କମିଶନରେଟ୍ ପୋଲିସ୍ । ଝାଡ଼ଖଣ୍ଡ ରାଞ୍ଚିରେ ଆଉ ଏକ ଘରେ ସିମ୍ ବକ୍ସ ଲଗାଇଥିବା ରାଜୁ ମଣ୍ଡଳ ପୋଲିସକୁ ସୂଚନା ଦେବା ପରେ ତାକୁ ସାଙ୍ଗରେ ଧରି ୨ଟି ଟିମ୍ ରାଞ୍ଚି ଯାଉଛି। ଅଭିଯୁକ୍ତ ରାଜୁ ମଣ୍ଡଳକୁ ନେଇ ରାଞ୍ଚି ଅଭିମୁଖେ ବାହାରିଛି…