Latest Odisha News

BREAKING NEWS

Browsing Category

ଓଡିଶା

Odisha

ପୋଲିସ ପଞ୍ଝାରେ ଚୋର, ଘରେ କେହି ନଥିବାର ସୁଯୋଗ ଦେଖି କଳାକନା ବୁଲାଉଥିଲା ଲୁଟେରା

ଭୁବନେଶ୍ୱର: ପୋଲିସ ପଞ୍ଝାରେ ଲୁଟେରା। ଘରେ କେହି ନଥିବାର ସୁଯୋଗ ଦେଖି କଳାକନା ବଲାଉଥିଲା ଚୋର। ଥାନାରେ ଅଭିଯୋଗ କରିବା ପରେ ଲୁଟେରାକୁ ବାନ୍ଧିଲା ପୋଲିସ। ଏହାସହିତ ଲୁଟେରା ନିକଟରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ଟଙ୍କା ଜବତ ହୋଇଛି। ଏପରି ଚୋରି ଘଟଣା ଘଟିଛି ବରଗଡ଼ ଜିଲ୍ଲାରେ।…

ରାସ୍ତାରେ ଡ୍ରେନ୍ ପାଣି : ପ୍ରତିବାଦରେ ବସ୍ତିବାସିନ୍ଦା ଓ ସ୍କୁଲ ଛାତ୍ରଛାତ୍ରୀଙ୍କ ଧାରଣା

ପାରାଦୀପ:   ଅଠରବାଙ୍କୀ ନିକଟ ନିର୍ମାଣ ଧିନ ଓଭରବ୍ରିଜ୍ ଉପରେ ଧାରଣା ରେ ବସିଲେ ସ୍ଥାନୀୟ ବସ୍ତିବାସିନ୍ଦା ଓ ସ୍କୁଲ ଛାତ୍ରଛାତ୍ରୀ। ସୂଚନାନୁଯାୟୀ ପାରାଦୀପ ଅଠରବାଙ୍କୀ ଠାରୁ ଦୋଛକି ପର୍ଯ୍ୟନ୍ତ ଓଭରବ୍ରିଜ୍ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ରାସ୍ତା ଉପରେ ଡ୍ରେନେଜ ପାଣି ଜମି ହୋଇରହୁଛି।…

ଗଜପତି ପରେ ରାୟଗଡାରେ ଆତଙ୍କ ରଚିଲା ମହାବଳ ବାଘ, ଭୟରେ ଲୋକେ

ରାୟଗଡା: ଗତ କିଛିଦିନ ହେବ ଗଜପତି ଜିଲ୍ଲାରେ ବାଘ ଆତଙ୍କ ରଚିଥିବା ବେଳେ ଏବେ ରାୟଗଡା ବାସୀଙ୍କୁ ଖେଳିଛି ବାଘ ଆତଙ୍କ । ମହାରାଷ୍ଟ୍ର ଜଙ୍ଗଲରରୁ ପଳାଇ ଆସିଥିବା ମହାବଳ ବାଘ ଏବେ ରାୟଗଡ଼ାରେ । ବନବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଲଗାଯାଇଥିବା ଟ୍ରାପ କ୍ୟାମେରାରେ କଏଦ ହୋଇଛି ବାଘ ।…

ଥାନା ବାବୁଙ୍କ ଟଙ୍କା ଗୋଦାମ : ଏଯାବତ୍ ଘର ଓ କ୍ବାର୍ଟର୍ସରୁ ମିଳିଲାଣି ୩୭ ଲକ୍ଷ ଟଙ୍କା

କଟକ : ବୈପାରୀଗୁଡା ଆଇଆଇସି ସୁଶାନ୍ତ ଶତପଥିଙ୍କ ଘରୁ ମିଳିଲା ପ୍ରଚୁର ଟଙ୍କା । କଟକ ବକ୍ସିବଜାର କ୍ବାର୍ଟର୍ସରୁ ୨୯ ଲକ୍ଷ ୭୭ ହଜାର ଟଙ୍କା ଜବତ ହୋଇଛି । କାଲି ଆଇଆଇସିଙ୍କ ବୈପାରୀଗୁଡା ଘର ଓ ଅଫିସରୁ ପ୍ରାୟ ୭.୫ ଲକ୍ଷ ଟଙ୍କା ଜବତ ହୋଇଥିଲା । ଏଯାବତ୍ ଆଇଆଇସିଙ୍କ ଘର ଓ କ୍ବାର୍ଟର୍ସରୁ…

ବୈପାରୀଗୁଡା ଆଇଆଇସି ସୁଶାନ୍ତ ଶତପଥିଙ୍କ ଘରୁ ମିଳିଲା ବିଡା ବିଡା ଟଙ୍କା

କଟକ : ବୈପାରୀଗୁଡା ଆଇଆଇସି ସୁଶାନ୍ତ ଶତପଥିଙ୍କ ଘରୁ ମିଳିଲା ବିଡା ବିଡା ଟଙ୍କା  । ଆଜି କଟକ ବକ୍ସିବଜାର ସ୍ଥିତ କ୍ବାର୍ଟର୍ସରୁ ୨୫ ଲକ୍ଷ ଟଙ୍କା ମିଳିଥିବା ସୂଚନା ମିଳିଛି । ୫ଶହ ଟଙ୍କିଆ ଓ ଅନ୍ୟାନ୍ୟ ନୋଟ୍ ମିଳିଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ମିଳିଛି । କାଲି ଆଇଆଇସିଙ୍କ…

କାହିଁକି ମାଟି ହାଣ୍ଡି ଭିତରେ ପୂଜା ପାଆନ୍ତି ମାଆ ?

ପିପିଲି: ଓଡିଆ ଘରେ ବାର ମାସରେ ତେର ପର୍ବ ପାଳିତ ହୁଏ  । ଓଡିଶାରେ ଅନେକ ମଠ, ମନ୍ଦିର , ପର୍ଯ୍ୟଟନସ୍ଥଳୀ ରହିଛି । ଯେଉଁ ଭିନ୍ନ ଭିନ୍ନ ରୀତିନୀତି ଅନୁଯାୟୀ ଭଗବାନଙ୍କୁ ପୂଜାର୍ଚ୍ଚନା କରାଯାଏ  । ସେଥିମଧ୍ୟରୁ ଏପରି ଏକ ସ୍ଥାନ ହେଉଛି ମା ଉତ୍ତରାୟଣୀଙ୍କ ପୀଠ  । ଯାହା ପୁରୀ ଜିଲ୍ଲା…

ଚାଷ ଜମିରୁ ଘରକୁ ଫେରୁଥିବାବେଳେ କଚାଡି ମାରିଲା ହାତୀ

ସୁନ୍ଦରଗଡ : ବନ ବିଭାଗର ବହୁ ଚେଷ୍ଟା ପରେ ବି ଥମୁନି ହାତୀଙ୍କ ଦୌରାତ୍ମ୍ୟ । ହାତୀ-ମଣିଷ ଲଢେଇ ଭିତରେ କେତେବେଳେ ହାତୀର ଜୀବନ ଯାଉଛି ତ କେତେବେଳେ ମଣିଷ ତାର ବହୁ ମୂଲ୍ୟ ଜୀବନ ହରାଉଛି । ଆଜି ଏମିତି କିଛି ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ ଜିଲ୍ଲା ଗରଡବାହାଲ ଗାଁରେ । ଚାଷ ଜମିରୁ ଘରକୁ…

ଭିଜିଲାନ୍ସ ଜାଲରେ ଥାନା ବାବୁ: ବସରେ କଟକ ଆସୁଥିବାବେଳେ ମାଡିବସିଲା ଟିମ୍ , ୨ଲକ୍ଷ ଟଙ୍କା ଜବତ

କୋରାପୁଟ : ଭିଜିଲାନ୍ସ ଜାଲରେ କୋରାପୁଟ ଜିଲ୍ଲା ବୈପାରୀଗୁଡା ଥାନା ଅଧିକାରୀ ସୁଶାନ୍ତ କୁମାର ଶତପଥୀ। ରିଲାଏନ୍ସ ନାମକ ଏକ ଘରୋଇ ବସରେ କଟକସ୍ଥିତ ନିଜ ଘରକୁ ଗଲା ବେଳେ ଜୟପୁର ସ୍ଥିତ ଟାଙ୍କୁଆ ନିକଟରେ ଜୟପୁର ଭିଜିଲାନ୍ସ ଟିମ୍ ମାଡି ବସିଛି ।  ବସ ରେ ପଇସା ଧରି ଯାଉଥିବା ବେଳେ ତାଙ୍କ…

ସରିଲା କାର୍ତ୍ତିକ , ଆଜି ଛାଡଖାଇରେ ଆମିଷ ବଜାରରେ ପ୍ରବଳ ଭିଡ

ଭୁବନେଶ୍ବର : ସରିଲା ଧର୍ମ ମାସ କାର୍ତ୍ତିକ  । ଆଜି ହେଉଛି ଛାଡଖାଇ  । ମାସ ତମାମ ନିଷ୍ଠା ସହକାରେ ଆମିଷ ନ ଖାଇ ଲୋକ କାର୍ତ୍ତିକ ମାସ ପାଳୁଥିଲେ  । ଆଉ ଅପେକ୍ଷା ଥିଲା  ଆଜିର ଦିନକୁ  । ଆଜି ମଙ୍ଗଳବାର ଥିବାରୁ ବେପାର ଟିକିଏ ମାନ୍ଦା ପଡୁଥିବାର ଆଶା କରାଯାଉଛି । ତଥାପି ଆଜି ସବୁ ଆମିଷ…

ଆଜିଠୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ

ପୁରୀ: ସରିଲା କାର୍ତ୍ତିକ ମାସ  । ଆଜିଠୁ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ। ତେବେ ରତ୍ନଭଣ୍ଡାର ବାହାର ପଟ କାନ୍ଥର ପ୍ରଥମେ ଲେଜର ସ୍କାନିଂ କରାଯିବା ପରେ କେଉଁ ସ୍ଥାନରେ ଫାଟ ରହିଛି ଏବଂ କ’ଣ ସମସ୍ୟା ରହିଛି ତାହା ଜଣାପଡ଼ିବ। ଆବଶ୍ୟକ ପଡ଼ିଲେ ଭିତର ରତ୍ନଭଣ୍ଡାର ଓ ଅନ୍ୟାନ୍ୟ…