Latest Odisha News

BREAKING NEWS

Browsing Category

ଓଡିଶା

Odisha

ନୂଆଦିଲ୍ଲୀର ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଅହିଂସାର ବାର୍ତ୍ତା ଦେଉଛି ଓଡ଼ିଶାର ‘କରୁଣା ସିଲ୍କ’

ଭୁବନେଶ୍ୱର: ରେଶମ ଉତ୍ପାଦନ ବେଳେ ପାରମ୍ପରିକ ପଦ୍ଧତିରୁ ବାହାରି ଏକ ନୂଆ ବାଟ ଆପଣାଇଛି ଓଡ଼ିଶା। ଅହିଂସା ଉପାୟରେ ଏଣ୍ଡିକୀଟ ଖୋସାରୁ ପ୍ରସ୍ତୁତ ‘କରୁଣା ସିଲ୍କ’ ଓଡ଼ିଶାର ରେଶମ ଚାଷ ପରମ୍ପରାକୁ ଏକ ନୂଆ ଦିଗ ଦେଇଛି। ନୂଆଦିଲ୍ଲୀର ପ୍ରଗତି ମଇଦାନଠାରେ ଚାଲିଥିବା ଭାରତ ଅର୍ନ୍ତଜାତୀୟ ବାଣିଜ୍ୟ…

ପାରଳାଖେମୁଣ୍ଡିରେ ପୁଣି ଦେଖାଦେଲା ମହାବଳ, ସୀମାବର୍ତ୍ତୀ ଗ୍ରାମାଞ୍ଚଳରେ ଭୟର ବାତାବରଣ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରେ ବୁଲୁଛି ମହାବଳ ବାଘ। ଗତ ମାସ ୧୮ତାରିଖରେ ଉକ୍ତ ବାଘଟି ପ୍ରଥମେ ଗଜପତି ଜିଲ୍ଲା ରାୟଗଡ ବ୍ଲକ ଗଣ୍ଡାହାତୀ ଗ୍ରାମ ନିକଟସ୍ଥ ସନ୍ତୋଷପୁର ଗ୍ରାମରେ ପଶି ଗୁହାଳରୁ ଗୋଟିଏ ଗାଈକୁ ମାରି ଖାଇଥିଲା। ଯାହାକୁ ନେଇ ସେତେବେଳେ ଅଞ୍ଚଳରେ ଭିନ୍ନ ଭିନ୍ନ ଆଲୋଚନା…

ରାଷ୍ଟ୍ରପତିଙ୍କ ଦ୍ୱାରା ବାଦାମପାହାଡ଼ ରେଲୱେ ଷ୍ଟେସନରୁ ତିନୋଟି ନୂତନ ଟ୍ରେନ୍ ଶୁଭାରମ୍ଭ

ଭୁବନେଶ୍ୱର: ନଭେମ୍ବର ୨୧ ତାରିଖ ମଙ୍ଗଳବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାଦାମପାହାଡ଼ ରେଳ ଷ୍ଟେସନ ଠାରୁ ତିନୋଟି ନୂତନ ଟ୍ରେନ ବାଦାମପାହାଡ଼-ଟାଟାନଗର ମେମୁ, ବାଦାମପାହାଡ଼-ରାଉରକେଲା ସାପ୍ତାହିକ ଏକ୍ସପ୍ରେସ ଏବଂ ବାଦାମପାହାଡ଼-ଶାଲିମାର ସାପ୍ତାହିକ ଏକ୍ସପ୍ରେସ୍ ସବୁଜ ପତାକା ଦେଖାଇ…

କାର୍ତ୍ତିକ ମାସ ପାଇଁ ଶ୍ରୀକ୍ଷେତ୍ରରେ ଅସମ୍ଭବ ଭିଡ, ୫ ଦିନ ବଡ଼ଦାଣ୍ଡରେ ଥିବା ସମସ୍ତ ଉଠାଦୋକାନ ବନ୍ଦ ରଖିବାକୁ…

ପୁରୀ: ପବିତ୍ର କାର୍ତ୍ତିକ ମାସ ଯୋଗୁଁ ଶ୍ରୀକ୍ଷେତ୍ରରେ ଅସମ୍ଭବ ଭିଡ ପରିଲକ୍ଷିତ ହେଇଛି। ଆସନ୍ତାକାଲିଠୁ ପଞ୍ଚୁକ ଆରମ୍ଭ ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପଞ୍ଚୁକ ୫ ଦିନ ବଡ଼ଦାଣ୍ଡରେ ଥିବା ସମସ୍ତ ଉଠାଦୋକାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛି ପ୍ରଶାସନ ।…

ଆସ୍କାରେ ଷଷ୍ଠ ଗ୍ରାହକ ସମ୍ପର୍କ କେନ୍ଦ୍ର ଖୋଲିଲା ଟିପିଏସ୍ଓଡିଏଲ, ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ସୁଯୋଗ

ବ୍ରହ୍ମପୁର: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ) ପକ୍ଷରୁ ଆସ୍କାଠାରେ ନୂତନ ଗ୍ରାହକ ସମ୍ପର୍କ କେନ୍ଦ୍ର (ସିଆରସି)ର ଉଦଘାଟନ କରାଯାଇଛି। ଟାଟା ପାୱାରର ସଞ୍ଚାରଣ ଓ ବିତରଣ ମୁଖ୍ୟ ସଞ୍ଜୟ ବାଙ୍ଗା ଏହି ନୂତନ ସମ୍ପର୍କ…

ଓଡ଼ିଶାରେ ହେଲା ଜିଓ ଏୟାରଫାଇବର୍ ସେବାର ଶୁଭାରମ୍ଭ, ଭୁବନେଶ୍ୱର ଓ କଟକରେ ହେଲା ଲାଇଭ୍

ଭୁବନେଶ୍ୱର: ବିଶ୍ୱର ସର୍ବବୃହତ ଘରୋଇ ମୋବାଇଲ ଡାଟା ନେଟୱର୍କ ରିଲାଏନ୍ସ ଜିଓ ଆଜି ଓଡ଼ିଶାରେ ବିଶ୍ୱ ମାନର ସର୍ବାଧୁନିକ ହୋମ୍‌‍ ଏଣ୍ଟରଟେନ୍‌‍ମେଣ୍ଟ, ସ୍ମାର୍ଟ ହୋମ୍‌‍ ସେବା ଏବଂ ହାଇ-ସ୍ପିଡ ବ୍ରଡ୍‌‍ବ୍ୟାଣ୍ଡ୍‌‍ ସମନ୍ୱିତ ଏଣ୍ଡ୍‌‍-ଟୁ-ଏଣ୍ଡ୍‌‍ ସମାଧାନ ଜିଓଏୟାରଫାଇବ‍ର୍ ସେବା ଶୁଭାରମ୍ଭ…

ପବିତ୍ର ଅଁଳା ନବମୀ, ଶ୍ରୀରାଧାଙ୍କ ପାଦ ଦର୍ଶନ ପାଇଁ ଚଳଚଞ୍ଚଳ ଗୋପାଳଜୀଉ ମନ୍ଦିର

ପୁରୀ: ଆଜି ପବିତ୍ର ଅଁଳା ନବମୀ । ସେଥିପାଇଁ ସାକ୍ଷୀଗୋପାଳର ଗୋପାଳଜିଉ ମନ୍ଦିରରେ ଲାଗିଛି ଭକ୍ତଙ୍କ ଗହଳି । ବର୍ଷକରେ ଥରେ ଶ୍ରୀରାଧାଙ୍କର ଓଡିଆଣୀ ବେଶ ଦର୍ଶନ ଲାଗି ମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କର ସମାଗମ ହୋଇଛି । ପୂର୍ବବର୍ଷ ଭଳି ରାଧାଙ୍କ ପାଦ ସ୍ପର୍ଶ ଉପରେ କଟକଣା ରହିଥିବା ବେଳେ…

ସରକାରଙ୍କ ଜିଦି ନବାବ ହୁସେନ ଶାହଙ୍କଠୁ ବଳିଗଲା: ପ୍ରସାଦ ହରିଚନ୍ଦନ

ଭୁବନେଶ୍ୱର: ଶ୍ରୀମନ୍ଦିର ଦର୍ଶନ ପାଇଁ ବୟସ୍କ ବ୍ୟକ୍ତି ଏବଂ ରୋଗୀମାନେ ନ ଆସନ୍ତୁ ବୋଲି ଶ୍ରୀମନ୍ଦିର ପ୍ରଶାସନ କହିବା ପରେ ତାତିଛନ୍ତି ବିରୋଧୀ । କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ପ୍ରସାଦ ହରିଚନ୍ଦନ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ସରକାରଙ୍କ ଜିଦ୍ ନବାବ ହୁସେନ ଶାହଙ୍କ…

ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଚର, ୨ମୃତ, ୧୨ ଆହତ

ବ୍ରହ୍ମପୁର: ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଚର । ଟ୍ରାକ୍ଟର ଓଲଟିବାରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ନିକଟସ୍ଥ କାଞ୍ଚିଲି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ମୃତକ ଦ୍ୱୟ ହେଉଛନ୍ତି ଗଞ୍ଚାମ ଜିଲ୍ଲା ପାତ୍ରପୁର ବ୍ଲକ୍ ଗୁଡ଼ିପଦର…

ସରକାର ଧର୍ମ ବିରୋଧୀ, ତେଣୁ ପଞ୍ଚୁକ ପୂର୍ବରୁ ଶ୍ରୀମନ୍ଦିର ଦର୍ଶନକୁ ମନା କରୁଛନ୍ତି: ବିଜେପି

ଭୁବନେଶ୍ୱର: କି ଦୁର୍ଭାଗ୍ୟ ଏ ଓଡ଼ିଆ ଜାତିର  ? ମହାପ୍ରଭୁଙ୍କ ରତ୍ନଭଣ୍ଡାର ଲୁଟ ହୋଇଗଲା  । ହଜାର ବର୍ଷର ମଠ ସବୁକୁ ଭାଙ୍ଗି ଦିଆଗଲା  ।  ଏବେ କୁହାଯାଉଛି ଯେ ଭକ୍ତ ଆସନାହିଁ  ।  ଏତେ ବଡ଼ ମନ୍ଦିର କରିଥିବା ଜାତିର ଲୋକଙ୍କୁ କୁହାଯାଉଛି ଯେ ମନ୍ଦିରକୁ ଆସନାହିଁ  । ଏହାଠାରୁ ଆଉ…