Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆଜି ଦିନଟି କଳାହାଣ୍ଡି ବିକାଶ ଯାତ୍ରାର ଏକ ବଡ଼ ମାଇଲଖୁଣ୍ଟ : ମୁଖ୍ୟମନ୍ତ୍ରୀ

ଭବାନୀପାଟଣା : କଳାହାଣ୍ଡି ପ୍ରତିଷ୍ଠା ଦିବସ ଅବସରରେ ଆଜି କଳାହାଣ୍ଡି ଜିଲ୍ଲା ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଆଜି ଜିଲ୍ଲାବାସୀଙ୍କର ବହୁ ଦିନର ସ୍ବପ୍ନ ପୂରଣ ହୋଇଛି । ଜିଲ୍ଲାବାସୀଙ୍କୁ ୧୨୦୦ କୋଟି ଟଙ୍କାର ପ୍ରକଳ୍ପ ଭେଟିଦେଇଛନ୍ତି ନବୀନ । ଜିଲ୍ଲାରେ ଲକ୍ଷ୍ଣୀ…

ଆମ୍ବୁଲାନ୍ସରେ ହେଉଥିଲା ଗଞ୍ଜେଇ ଚାଲାଣ, ମାଡିବସିଲା ପୋଲିସ

ଯାଜପୁର: ଗଞ୍ଜେଇ ଚାଲାଣର ଅଭିନବ ତରିକା । ବଡଚଣା ପୋଲିସକୁ ବଡ ସଫଳତା । ଆମ୍ବୁଲାନ୍ସରେ ହେଉଥିଲା ଗଞ୍ଜେଇ ଚୋରାଚାଲାଣ । ମାଡିବସିଲା ପୋଲିସ । ଦୁଇ ଅଭିଯୁକ୍ତ ଗିରଫ । ସୂଚନା ଅନୁସାରେ, ମଙ୍ଗୁଳି ଛକରୁ କଲିକତା ଯାଉଥିବା ବେଳେ ବାଟରେ ପୋଲିସକୁ ଦେଖି ହଠାତ୍ ଅଭିଯୁକ୍ତମାନେ ଭୟରେ…

ସାରା ଦେଶରେ ବିଜୁଳି ବ୍ୟବହାରରେ ପାଞ୍ଚ ରାଜ୍ଯ ମଧ୍ୟରେ ଓଡ଼ିଶା

ନୂଆଦିଲ୍ଲୀ/ଭୁବନେଶ୍ବର: ଭାରତର ମୋଟ ବାର୍ଷିକ ବିଜୁଳି ବ୍ୟବହାର ଆର୍ଥିକ ବର୍ଷ ୨୦୨୨ରେ ୧,୩୦୦ ବିଲିୟନ kwh ଅତିକ୍ରମ କରିଛି, ଯାହା ଦୀର୍ଘ ୧୦ ବର୍ଷରେ ଅର୍ଥାତ ୨୦୧୨ ଆର୍ଥିକ ବର୍ଷ ତୁଳନାରେ ପ୍ରାୟ ୭୦% ବୃଦ୍ଧି। ଶିଳ୍ପ ଓ ଘରୋଇ କ୍ଷେତ୍ର ଏହି ଅଭିବୃଦ୍ଧିର ମୁଖ୍ୟ କାରଣ ବୋଲି ଜଣାପଡିଛି।…

ଅଳିଆ ଗଦାର ଦୁର୍ଗନ୍ଧ ବାୟୁମଣ୍ଡଳକୁ ପ୍ରଦୂଷିତ କରିବା ପରେ ଶ୍ୱାସରୁଦ୍ଧ ଅବସ୍ଥାରେ ଭୁବନେଶ୍ୱର ବାସିନ୍ଦା

ଭୁବନେଶ୍ୱର: ରାଜଧାନୀସ୍ଥିତ ସୈନିକ ସ୍କୁଲ ନିକଟରେ ରହୁଥିବା ବାସିନ୍ଦା, ବ୍ୟବସାୟିକ ପ୍ରତିଷ୍ଠାନ, ଅଫିସ ଗୁଡ଼ିକ ସ୍ୱାସ୍ଥ୍ୟ ଓ ପରିବେଶ ପ୍ରତି ଗୁରୁତର ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି। ଦୁଇ ଦିନ ଧରି ଅସ୍ଥାୟୀ ଭାବେ ତିଆରି ହୋଇଥିବା ଡମ୍ପିଂୟାର୍ଡ ବା ଅଳିଆ ଗଦାରୁ ଦୁର୍ଗନ୍ଧ…

ଡିଗ୍ରୀ କଲେଜରୁ ଅଲଗା ହେବ ଯୁକ୍ତ ଦୁଇ କଲେଜ୍

ଭୁବନେଶ୍ଵର: ଡିଗ୍ରୀ କଲେଜରୁ ଅଲଗା ହେବ ଯୁକ୍ତ ଦୁଇ କଲେଜ୍ । ହାଇସ୍କୁଲ୍‌ରେ ମିଶିବ ଯୁକ୍ତ ଦୁଇ କଲେଜ । ୫ଟି ଜିଲ୍ଲାରେ ଯୁକ୍ତ କଲେଜ ନିକଟସ୍ଥ ହାଇସ୍କୁଲକୁ ସ୍ଥାନାନ୍ତରଣ ହେବ । ଏଥିରେ ଅବସରପ୍ରାପ୍ତ ବା ଅତିଥି ଅଧ୍ୟାପକଙ୍କୁ ଅସ୍ଥାୟୀ ନିଯୁକ୍ତି ଦିଆଯିବ । ଏନେଇ ଅକ୍ଟୋବର ୫ରେ ମୁଖ୍ୟ…

ପିଆଜ ଦରରେ ଲାଗୁନି ବ୍ରେକ୍, ୮୦ ଟପିଲା ଖୁଚୁରା ବଜାର ଦର

ଭୁବନେଶ୍ଵର: କୁହନ୍ତି ପିଆଜ କାଟିଲେ  ଆଖିରେ ଲୁହ ଆସିଯାଏ । କିନ୍ତୁ ବର୍ତ୍ତମାନ ପିଆଜ ନ କାଟୁଣୁ ମଧ୍ୟ ଆଖିରେ ଲୁହ ଆସିଯାଉଛି । କନ୍ଦାଉଛି ହୁ ହୁ ବଢୁଥିବା ପିଆଜ ଦର । ଖୁଚୁରା ବଜାରରେ ପିଆଜ ଦର ବର୍ତ୍ତମାନ ୮୦ ଟପିଛି । ଏଥିପାଇଁ ଏବେ ଚିନ୍ତାରେ ଖାଉଟି । ଗତ ୧୫ ଦିନତଳେ ସ୍ୱାଭାବିକ…

ଡବଲ ମର୍ଡର ଘଟଣା: ବ୍ୟକ୍ତିଗତ ହାଜିରା ପାଇଁ ପ୍ରତାପଙ୍କୁ ମିଳିଲା ୨ ସପ୍ତାହର ମହଲତ

କଟକ: ମାହାଙ୍ଗା ଡବଲ ମର୍ଡର ଘଟଣାରେ ପୂର୍ବତନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପ୍ରତାପ ଜେନାଙ୍କୁ ମିଳିଲା ଦୁଇ ସପ୍ତାହର ମହଲତ।ସାଲେପୁର ଜେଏମଏଫସି କୋର୍ଟରେ ପ୍ରତାପ ଜେନା ନିଜର ଓକିଲ ଜରିଆରେ କରିଥିବା ଆବେଦନ ଅନୁସାରେ ଶୁଣାଣି ପାଇଁ ୨ ସପ୍ତାହ ମହଲତ ଦେଇଛନ୍ତି ସ୍ଥାନୀୟ କୋର୍ଟ। ଗତକାଲି…

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଖୋଲିଲା କୂଳଡିହା ଅଭୟାରଣ୍ୟ

ବାଲେଶ୍ଵର: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଆଜିଠୁ ଖୋଲିଲା ବାଲେଶ୍ଵର ଜିଲ୍ଲା ନୀଳଗିରି ଉପଖଣ୍ଡର ସୌନ୍ଦର୍ଯ୍ୟମୟୀ କୁଲଡିହା ଅଭୟାରଣ୍ୟ । ଏନେଇ ବନବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଅଭୟାରଣ୍ୟ ଖୋଲିବାର ପ୍ରଥମ ଦିନରେ ପର୍ଯ୍ୟଟକମାନଙ୍କୁ ସ୍ଵାଗତ କରିବାର ବିଭିନ୍ନ…

ବିଜେଡି-ବିଜେପି ମିଶି ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀ କରାଇବେ: କଂଗ୍ରେସ ନେତା

ବଲାଙ୍ଗୀର: ରାଜ୍ୟରେ ଦୁଇ ପ୍ରମୁଖ ବିରୋଧୀ ବିଜେଡି ଓ ବିଜେପି ମଧ୍ୟରେ ଥିବା ଭିତିରି ସମ୍ପର୍କକୁ ଆଖି ଆଗରେ ରଖି ଜଣେ କଂଗ୍ରେସ ନେତା ବଡ଼ ଦାବି କରିଛନ୍ତି। ସେ କହିଛନ୍ତି, ଉଭୟ ଦଳ ହାତ ମିଳାଇଛନ୍ତି, ସେମାନଙ୍କ ଲକ୍ଷ୍ୟ କିଭଳି ଭି,କେ ପାଣ୍ଡିଆନ ମୁଖ୍ୟମନ୍ତ୍ରୀ ହେବେ। ଏଥିପାଇଁ ଦୁଇ ଦଳ…

କାର୍ତ୍ତିକ ମାସରେ ଉପରମୁହାଁ ଅବଢା ଦର, ୩୦୦ ଟଙ୍କାରେ ବିକ୍ରି ହେଉଛି ଅବଢା

ପୁରୀ: କାର୍ତ୍ତିକ ମାସ ଆରମ୍ଭରୁ ଉପରମୁହାଁ ଅବଢ଼ା ଦର । ଭକ୍ତଙ୍କ ପାଇଁ ଚିନ୍ତା ବଢ଼ାଉଛି ଅବଢ଼ା ଦର । ୧୦୦ ବଦଳରେ ୩୦୦ ଟଙ୍କାରେ ବିକ୍ରି ହେଉଛି ଅବଢା । ଅନ୍ୟପଟେ ଅଣସେବାୟତ ପ୍ରବେଶ ଉପରେ ରୋକ ଲଗାଇବାକୁ ପଦକ୍ଷେପ ନନେଲେ ଅବଢ଼ା ରାନ୍ଧିବା ବନ୍ଦ କରିବାକୁ ଚେତାବନୀ ଦେଲେଣି ସୁଆର ମହାସୁଆର…