Latest Odisha News

BREAKING NEWS

Browsing Category

ଓଡିଶା

Odisha

ଭଦ୍ରକ ବରପଦାରେ ଆମ୍ବୁଲାନ୍ସକୁ ଧକ୍କା ଦେଇ ଓଲଟିଲା ବସ୍ ,୧୮ରୁ ଉର୍ଦ୍ଧ୍ବ ଗୁରୁତର

ଭଦ୍ରକ : ଭଦ୍ରକ ବରପଦା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି  ।  ବସ୍ ଏବଂ ଆମ୍ବୁଲାନ୍ସ ମୁହାଁମୁହି ଧକ୍କା ହୋଇଛି  । ଆମ୍ବୁଲାନ୍ସକୁ ଧକ୍କା ଦେଇ ବସଟି ଓଲଟି ପଡିଛି  ।ଫଳରେ ଏଥିରେ ୧୮ରୁ ଉର୍ଦ୍ଧ୍ବ ବ୍ୟକ୍ତି ଗୁରୁତର ହୋଇଛନ୍ତି । ସୂଚନା ମୂତାବକ କ୍ରିଷ୍ଣା ନାମକ ଏକ ଘରୋଇ ବସ୍…

ସୁନ୍ଦରଗଡରେ ନାବାଳିକା ଦୁଷ୍କର୍ମୀକୁ ଫାଶି ଦଣ୍ଡାଦେଶ : ୧୦ଲକ୍ଷ ଟଙ୍କା ଜରିମାନା

ସୁନ୍ଦରଗଡ : ସୁନ୍ଦରଗଡରେ ନାବାଳିକା ଦୁଷ୍କର୍ମୀକୁ ଫାଶି ଦଣ୍ଡାଦେଶ  । ୨୦୧୬ ଟାଉନ୍ ଥାନା ଅଞ୍ଚଳରେ ଘଟିଥିଲା ଜଘନ୍ୟକାଣ୍ଡ  । ସୁନ୍ଦରଗଡ  ସ୍ବତନ୍ତ୍ର ପକ୍ସୋ କୋର୍ଟ ଦୋଷୀକୁ ଫାଶି ଦଣ୍ଡାଦେଶ ଦେଇଛନ୍ତି । ଅଭିଯୁକ୍ତ ଜଣକ ସଞ୍ଜୀବ କେର୍କେଟା ବୋଲି ଜଣାପଡିଛି । ୨୦୧୬ ମସିହା ଅକ୍ଟୋବର…

ଶକ୍ତିପୀଠର କାହାଣୀ: ଶ୍ରୀମନ୍ଦିର ଚତୁର୍ଭୁଜା ଦେବୀ ମା’ ବିମଳା

ଭୁବନେଶ୍ଵର: ମା’ ଆସୁଛନ୍ତି । ଖୁସିରେ ନାଚୁଛି ଧର। । ହସୁଛି କାସତଣ୍ଡି ଫୁଲ । ଆରମ୍ଭ ହୋଇଛି ମା’ଙ୍କ ନବଦିନାତ୍ମକ ପୂଜା । ସମସ୍ତ ଶକ୍ତିପୀଠରେ ଚାଲିଛି ନବରାତ୍ର ପୂଜା । ବିଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା’ । ଚଣ୍ଡିପାଠରେ ପ୍ରକମ୍ପିତ ହେଉଛି ପରିବେଶ । ଷୋଡ଼ଶ ଉପଚାରରେ…

କ୍ୟାପିଟାଲ ହସ୍ପିଟାଲରେ ହେବ ରାଜ୍ୟର ପ୍ରଥମ ନାର୍କୋ ଟେଷ୍ଟ ସେଣ୍ଟର

ଭୁବନେଶ୍ବର: ଓଡ଼ିଶାରେ ହେବ ପ୍ରଥମ ନାର୍କୋ ଟେଷ୍ଟ ସେଣ୍ଟର । ଖୁବଶୀଘ୍ର କ୍ୟାପିଟାଲ ହସ୍ପିଟାଲରେ କରାଯିବ ବ୍ୟବସ୍ଥା। ଆସନ୍ତା ମାସରୁ କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହେବ ନାର୍କୋ ଆନାଲିସିସ ଟେଷ୍ଟ। ଏଣିକି ଖର୍ଚ୍ଚାନ୍ତ ହୋଇ ପୁନେ ଯାଇ ଆଉ ନାର୍କୋ ଟେଷ୍ଟ କରିବାକୁ ପଡ଼ିବନି। ଏନେଇ ଆସି…

ଟଙ୍କା ଦେଲାନି ମାଆ : ଲୁହା ଶାବଳରେ ପିଟି ପିଟି ହତ୍ୟା କଲା ସୈତାନ୍ ପୁଅ

କରଞ୍ଜିଆ: ଜନ୍ମକଲା ମାଆକୁ ଶାବଳର ପିଟି ପିଟି ହତ୍ୟା କଲା ସୈତାନ୍ ପୁଅ । ତାହା ପୁଣି ସାମାନ୍ୟ ବଚସାକୁ କେନ୍ଦ୍ର କରି । ଏମିତି କିଛି  ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଘାଗରବେଡା ଥାନା ନକ୍ସରା ଗାଁରେ । ମୃତକ ଫୁଲମଣି ଗିରି ବୋଲି ଜଣାପଡିଛି । ସୂଚନା ଅନୁସାରେ ପୁଅ…

ଦଶହରା ପାଇଁ ରାଜଧାନୀରେ କମିଶନରେଟ୍ ପୋଲିସର ପ୍ରସ୍ତୁତି : ମୁତୟନ ହେବେ ୩୧ପ୍ଲାଟୁନ୍ ଫୋର୍ସ

ଭୁବନେଶ୍ବର: ପାର୍ବଣ ସମୟରେ ରାଜଧାନୀରେ କମିଶନରେଟ୍ ପୋଲିସର ପ୍ରସ୍ତୁତି । ଭୁବନେଶ୍ବରରେ ୩୧ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହେବେ । ଏ ନେଇ ଏକ ପ୍ରେସମିଟରେ ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ୧୨ ଅତିରିକ୍ତ ଡିଏସପି , ୨୩ ଏସିପି , ୪୧ ଇନ୍ସପେକ୍ଟର , ୫୦୦…

ବସ ଧର୍ମଘଟ ନେଇ ଚାଲିଥିବା ମାଲିକ ସଂଘ-ସିଏମ୍‌ଓ ବୈଠକ ଶେଷ: ବାହାରି ପାରିଲାନି ଚୂଡାନ୍ତ ନିଷ୍ପତ୍ତି

କଟକ: ବସ ଧର୍ମଘଟ ନେଇ ମାଲିକ ସଂଘ-ସିଏମ୍‌ଓ  ମଧ୍ୟରେ ଚାଲିଥିବା ବୈଠକ ଶେଷ ହୋଇଛି । ହେଲେ ବୈଠକରେ କୌଣସି ନିଷ୍କର୍ସ ବାହାରି ପାରିନି । ଆସନ୍ତାକାଲି ବସ ଧର୍ମଘଟ ହେବ କି ନାହିଁ ସେ ନେଇ କୌଣସି ଚୂଡାନ୍ତ ନିଷ୍ପତି ନିଆଯାଇ ପାରିନାହିଁ । ବୈଠକ ପରେ ସୂଚନା ଦେଇ ଘରୋଇ ବସ ମାଲିକ…

ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ : ଭିଜିପାରେ ଦଶହରା !

ଭୁବନେଶ୍ବର: ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଘୂର୍ଣ୍ଣିବଳୟଟି କାଳକ୍ରମେ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ  । ଉତ୍ତର ପଶ୍ଚିମ ଦିଗକୁ ଗତି କରି ଲଘୁଚାପର ରୂପ ନେବାର ସମ୍ଭାବନା ରହିଛି । ୨୦ ତାରିଖ ସୁଦ୍ଧା ଏହା ଲଘୁଚାପର ରୂପ…

ବନ୍ଧୁକ ମୁନରେ ଲୁଟ୍ : ପେଟ୍ରୋଲ ପମ୍ପରେ ଫାଙ୍କା ଗୁଳିଚାଳନା କରି ଲୁଟିନେଲେ ୫ଲକ୍ଷ ଟଙ୍କା

କେନ୍ଦୁଝର : ବନ୍ଧୁକ ମୁନରେ ଲୁଟ୍  । ଆସିଲେ , ପେଟ୍ରୋଲ ପମ୍ପରେ ୫ ରାଉଣ୍ଡ ଫାଙ୍କା ଗୁଳି ଚାଳନା କଲେ , ଆଉ ଆଖି ପିଛୁଳାକେ ୫ ଲକ୍ଷ ଟଙ୍କା ଲୁଟି ନେଲେ  । ଏମିତି କିଛି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ନୟାକୋଟ ଥାନା ଫୁଲଝର ପେଟ୍ରୋଲ ପମ୍ପରେ  । କେବଳ ଟଙ୍କା ଲୁଟିନାହାନ୍ତି,  …

ଖେଳୁ ଖେଳୁ ପାଣି ଡେକ୍ଚିରେ ପଡିଗଲା କୁନି ଝିଅ, ଚାଲିଗଲା ଜୀବନ

ରେଢ଼ାଖୋଲ:ଗୋଟିଏ ମୁହୂର୍ତ୍ତର ଅସାବଧାନତା କେତେ ବଡ ବିପର୍ଯ୍ୟୟ ଆଣିପାରେ ! ସାରା ଘରେ ଶୋକର ଲହରୀ । ସମସ୍ତେ କାନ୍ଦୁଛନ୍ତି । କାହିଁକି ଏମିତି ହେଲା ? ହୁଏତ ଟିକିଏ ପୂର୍ବରୁ ଝିଅକୁ ଖୋଜିଥିଲେ ଏପରି ବିପଦ ଆସି ନ ଥାନ୍ତା  । ହେଲେ ଏ ଥିଲା ସମୟର ଖେଳ । ପରିବାର ଲୋକଙ୍କ ସାମ୍ନାରେ…