Latest Odisha News

BREAKING NEWS

Browsing Category

ଓଡିଶା

Odisha

୩ ରୁ ୪ ଦିନରେ ଓଡ଼ିଶା ଛୁଇଁବ ମୌସୁମୀ

ଭୁବନେଶ୍ବର: ୩ ରୁ ୪ ଦିନରେ ଓଡ଼ିଶା ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ପ୍ରଥମେ ଦକ୍ଷିଣ ଓଡ଼ିଶାରେ ପ୍ରବେଶ ପରେ ଅନ୍ୟ ଅଞ୍ଚଳକୁ ସ୍ପର୍ଶ କରିବ । ଓଡ଼ିଶାରେ ମୌସୁମୀ ସ୍ପର୍ଶ ପାଇଁ ପାଗ ଅନୁକୂଳ ରହିଛି ବୋଲି ସୂଚନା ଦେଲେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା । ଚଳିତଥର…

ପୁରୀ ବାଣ ବିସ୍ଫୋରଣ ଘଟଣା: ମୃତ୍ୟୁସଂଖ୍ୟା ୧୫କୁ ବୃଦ୍ଧି, ୧୨ ଜଣ ଚିକିତ୍ସାଧୀନ

ପୁରୀ: ପୁରୀ ବାଣ ବିସ୍ଫୋରଣ ଘଟଣାରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁସଂଖ୍ୟା ୧୫କୁ ବୃଦ୍ଧି ପାଇଥିବା ବେଳେ ୧୨ ଜଣ ଚିକିତ୍ସାଧୀନ ଅଛନ୍ତି। ମୃତ୍ୟୁସଂଖ୍ୟା ବୃଦ୍ଧି ନେଇ ଏସ୍‌ଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା…

ନିଖୋଜ ଡାକ୍ତର ଅମ୍ଳାନ ଭୋଇ କର୍ଣ୍ଣାଟକରୁ ଠାବ

ମାଲକାନଗିରି: ନିଖୋଜ ଡାକ୍ତର ଅମ୍ଳାନ ଭୋଇ ଠାବ। କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଅମ୍ଳାନ ଭୋଇ ଠାବ ହୋଇଛନ୍ତି। କର୍ଣ୍ଣାଟକରୁ ଡାକ୍ତରଙ୍କୁ ଠାବ କଲା କାଲିମେଳା ପୋଲିସ। ଗତ କିଛି ତଳେ ନିଖୋଜ ହୋଇଥିଲେ ଡାକ୍ତର। ଥାନାରେ ଏତଲା ଦେଇଥିଲେ ମେଡିକାଲ କର୍ତ୍ତୃପକ୍ଷ। ସୂଚନା…

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ

ଭୁବନେଶ୍ବର: ରାଜ୍ୟପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପତ୍ର ପ୍ରଦାନ କଲେ ନବୀନ ପଟ୍ଟନାୟକ । ଦଳର ପରାଜୟ ପରେ ଇସ୍ତଫା ଦେଲେ ନବୀନ । ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ ।  ଅପ୍ରତିଦ୍ୱନ୍ଦୀ ନେତା ନବୀନ ପଟ୍ଟନାୟକଙ୍କ ହାତରୁ ଦୀର୍ଘ  ୨୪ ବର୍ଷ ଶାସନ କ୍ଷମତା…

ହାରିଗଲେ ହେଭିଓ୍ବେଟ, ସବୁଠୁ ଅଧି୍କ ବିଜେଡି ନେତା

ଭୁବନେଶ୍ବର: ଓଡିଶାରେ ପରିବର୍ତ୍ତନର ସ୍ବର । ୨୫ ବର୍ଷର ଟ୍ରେଣ୍ଡି ସରକାରଙ୍କୁ ଇତିହାସ କରିଦେଲା ବିଜେପି । ଯାହା କେବେ କେହି କଳ୍ପନା କରିନଥିଲେ ଆଜି ତାହା ବାସ୍ତବତାରେ ପରିଣତ ହୋଇଛି । ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଇତିହାସ ହୋଇଯାଇଛନ୍ତି । ଖାଲି ଯେ ଦଳୀୟ ହାର ହୋଇଛି…

ଓଡ଼ିଶାରେ ବିଜୟକୁ ନେଇ କୃତଜ୍ଞତା ଜଣାଇଲେ ଶାହ, ନଡ଼୍ଡା: ଧନ୍ୟବାଦ ଜଣାଇଲେ ମୋଦୀ

ଭୁବନେଶ୍ୱର: ନିର୍ବାଚନ ଫଳାଫଳ ଆସିବା ପରେ ପୁଣି ବିଜେପି ସରକାର ଗଢିବା ନେଇ ସ୍ପଷ୍ଟ ହୋଇଛି । ୨୦୨୪ ନିର୍ବାଚନରେ ଓଡିଶାରେ ବିଜେପିକୁ ବହୁମତ ମିଳିଛି । ଏଥର ବିଜେପି ରାଜ୍ୟରେ ସରକାର ଗଢିବ। ତେବେ ଓଡ଼ିଶାରେ ବିଜୟକୁ ନେଇ କୃତଜ୍ଞତା ଜଣାଇଲେ ଅମିତ ଶାହ । ସୋସିଆଲ ମିଡିଆ ଏକ୍ସରେ ଶାହ ଏକ…

ଏହା ମୋର ଶେଷ ନିର୍ବାଚନ, ଭବିଷ୍ୟତରେ ନିର୍ବାଚନ ଲଢିବିନି: ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର: ୨୦୨୪ ନିର୍ବାଚନରେ ଓଡିଶାରେ ବିଜେପିକୁ ବହୁମତ ମିଳିଛି । ଏଥର ବିଜେପି ରାଜ୍ୟରେ ସରକାର ଗଢିବ। ଅନ୍ୟପଟେ ଚଳିତ ଥର ମଧ୍ୟ କଂଗ୍ରେସ ଭଲ ପ୍ରଦର୍ଶନ କରିନାହିଁ। ଏହାରି ଭିତରେ କଂଗ୍ରେସ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଭଣ୍ଡାରୀପୋଖରୀରୁ ପରାଜିତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି।…

ଗଡ ହରାଇଲା ବିଜେଡି, ସରକାର ଗଢିବ ବିଜେପି, ଗୋଟେ ଲାଇନରେ ଜାଣନ୍ତୁ କିଏ କେଉଁଠି ବିଜୟୀ

ଭୁବନେଶ୍ଵର: ଦୀର୍ଘ ୨୪ ବର୍ଷର ଶାସନ ପରେ ନିଜ ଗଡ ହରାଇଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୨୪ ନିର୍ବାଚନରେ ଓଡିଶାରେ ବିଜେପିକୁ ବହୁମତ ମିଳିଛି । ଏଥର ବିଜେପି ରାଜ୍ୟରେ ସରକାର ଗଢିବ । ଓଡିଶାରେ ହେବେ ନୂତନ ମୁଖ୍ୟମନ୍ତ୍ରୀ ନୂତନ ମନ୍ତ୍ରୀମଣ୍ଡଳ । ବିଜେଡିର ଗଡ…

ପ୍ରଥମ ଥର ପାଇଁ ଓଡ଼ିଶାରେ ବିଜେପିର ମୁଖ୍ୟମନ୍ତ୍ରୀ ଶପଥ ନେବାକୁ ଯାଉଛନ୍ତି: ମୋଦି

ନୂଆଦିଲ୍ଲୀ: ନିର୍ବାଚନ ଫଳାଫଳ ଆସିବା ପରେ ପୁଣି ବିଜେପି ସରକାର ଗଢିବା ନେଇ ସ୍ପଷ୍ଟ ହୋଇଛି । ଏହି ଅବସରରେ ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ମୋଦି ଦେଶବାସୀଙ୍କ ସମେତ କର୍ମୀ, କର୍ମଚାରୀ, ନିର୍ବାଚନ କମିଶନଙ୍କୁ ଧନ୍ୟବାଦ ଜଣାଇବା ସହ ନିଜର ବାର୍ତ୍ତା ଦେଇଛନ୍ତି । ସେ କହିଛନ୍ତି ଯେ,…

ବଡମ୍ବାରେ ହାରିଲେ ଦେବି ମିଶ୍ର, ଜିତେଲେ ସ୍ୱାଧୀନ ପ୍ରାର୍ଥୀ ବିଜୟ ଦଳ ବେହେରା

ବଡମ୍ବା: ବଡମ୍ବାରେ ବିଜେଡିର ପରାଜୟ । ସ୍ୱାଧୀନ ପ୍ରାର୍ଥୀ ବିଜୟ କୁମାର ଦଳବେହେରାଙ୍କ ଠାରୁ ପରାସ୍ତ ହେଲେ ବିଜେଡି ପ୍ରାର୍ଥୀ ଦେବୀ ମିଶ୍ର । ୨୩ ହଜାର ୪୭୯ ଖଣ୍ଡ ଭୋଟରେ ପରାସ୍ତ ହୋଇଛନ୍ତି ଦେବୀ ମିଶ୍ର । ତେବେ ସ୍ବାଧୀନ ପ୍ରାର୍ଥୀ ବିଜୟ ଦଳବେହେରା ୮୬ ହଜାର ୧୮ ଖଣ୍ଡ ଭୋଟ ପାଇଥିବା…