Latest Odisha News

BREAKING NEWS

Browsing Category

ଓଡିଶା

Odisha

ଅଭିନେତ୍ରୀ ରିୟା ଦେ ଏବଂ ତାଙ୍କ ସ୍ୱାମୀଙ୍କ ନାମରେ ନିର୍ଯାତନା ଅଭିଯୋଗ ଆଣିଲେ ମହିଳା

ଭୁବନେଶ୍ୱର: ଓଲିଉଡ ଅଭିନେତ୍ରୀ ରିୟା ଦେ ଓ ତାଙ୍କ ସ୍ୱାମୀଙ୍କ ନାଁରେ ନିର୍ଯାତନା ଅଭିଯୋଗ। ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଛନ୍ତି ଜଣେ ମହିଳା। ରିୟାଙ୍କ ଘରେ ଅଭିଯୋଗକାରିଣୀ କେୟାରଟେକର ଭାବେ କାମ କରୁଥିବା ଦାବି କରିଛନ୍ତି। ମହିଳା ଜଣଙ୍କୁ ଘରେ ଚାବି ପକାଇ…

ଆଡ଼ପ ପହଣ୍ଡି ବେଳେ ଖସି ପଡ଼ିଲେ ବଡ଼ ଠାକୁର, ଚାରମାଳ ଉପରେ ହାମୁଡେଇ ପଡ଼ିଲେ ବଳଭଦ୍ର

ପୁରୀ: ପୁରୀରେ ଆଜି ଆଡପ ମଣ୍ଡପ ବିଜେ ପହଣ୍ଡି ସମୟରେ ବଡ ଠାକୁର ବଳଭଦ୍ର ଚାରମାଳରେ ଖସି ପଡ଼ିଥିଲେ। ଏହି ସମୟରେ ୭ରୁ ଅଧିକ ସେବାୟତ ଆହତ ହୋଇଥିବା ସୂଚନା ମିଳିଛି। ଆହତ ସେବାୟତଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏ ନେଇ ସୂଚନା ପାଇବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଆଗକୁ ଆସି ମହିଳାଙ୍କ ପାଟିତୁଣ୍ଡ

ଭୁବନେଶ୍ୱର: ମଙ୍ଗଳବାର ଅପରାହ୍ନରେ ଭୁବନେଶ୍ୱରର ରସୁଲଗଡ଼ ଛକରେ ଜଣେ ମହିଳା ମୁଖ୍ୟମନ୍ତ୍ରୀଙ୍କ କାରକେଡକୁ ଅଟକାଇବା ପରେ ଅପ୍ରିତିକର ପରିସ୍ଥିତି ଦେଖିବାକୁ ମିଳିଥିଲା। ମିଳିଥିବା ସୂଚନା ଅନୁଯାୟୀ, ଭିଏସଏସ ନଗରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜ…

ତେଜୁଛି ଦେବାଶିଷ ଏବଂ ସମ୍ବିତ କଳି, ପୁଣି ଗୋହି ଖୋଳି କଟା ଘା’ର ଚୂନ ମାରିଲେ ପୂର୍ବତନ ବିଧାୟକ

ଭୁବନେଶ୍ୱର: ବିଜେଡିର ଦୁଇ ନେତା ଦେବାଶିଷ ସାମନ୍ତରାୟ ଓ ସମ୍ବିତ ରାଉତରାୟଙ୍କ ମଧ୍ୟରେ ତେଜୁଛି କଳି। ଗତକାଲି ଦେବାଶିଷଙ୍କ ଏକ ମନ୍ତବ୍ୟର ଜବାବ ଦେଇ ସମ୍ବିତ ପୁଣିଥରେ ଗୋହି ଖୋଳିବା ଆରମ୍ଭ କରିଛନ୍ତି। ଦେବାଶିଷ ସୋମବାର କହିଥିଲେ ଯେ ସେ ସମ୍ବିତଙ୍କୁ କେବେ ବି ନିଜ ରାଜନୈତିକ ସ୍ତର ସହ…

ଫାଓରୁ ଇସ୍ତଫା ଦେଲେ ଦେବାଶିଷ ସାମନ୍ତରାୟ

ଭୁବନେଶ୍ବର: ଓଡ଼ିଶା ଫୁଟୁବଲ ଆସୋସିଏସନ(ଫାଓ) ସଭାପତି ପଦରୁ ଇସ୍ତଫା ଦେଲେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । ଫାଓ ସମ୍ପାଦକ ଆଶ୍ରୀର୍ବାଦ ବେହେରାଙ୍କୁ ଚିଠି ଲେଖି ପଦ ଛାଡିଲେ ଦେବାଶିଷ । ନିଜ ବ୍ୟକ୍ତିଗତ ଜୀବନ କାର୍ଯ୍ୟକ୍ରମ ବ୍ୟସ୍ତତା କାରଣ ଦର୍ଶାଇ ଇସ୍ତଫା ଦେଇଛନ୍ତି ଦେବାଶିଷ…

ଧର୍ମଶାଳାରେ ବଲ୍ଲେ ବଲ୍ଲେ ପରେ ରାଜନଗରରେ ସ୍ବାଦ !

ଭୁବନେଶ୍ବର: ବଲ୍ଲେ ବଲ୍ଲେ ପରେ ସ୍ବାଦ । ଯାଜପୁର ପରେ କେନ୍ଦ୍ରାପଡା ରାଜନଗର ବିଜେଡି ବିଧାୟକ ଧ୍ରୁବ ସାହୁଙ୍କ ନାଁରେ ଆସିଛି ଅଭିଯୋଗ । ଧ୍ରୁବ ସାହୁଙ୍କ ପୃଷ୍ଠପୋଷକତାରେ ଭିତରକନିକାଠାରୁ ମାତ୍ର ୬ଶହ ମିଟର ଦୂରରେ ଦେଢ ଏକର ଜଙ୍ଗଲ ଜମିରେ ହୋଟେଲ ଓ ଲଜ୍ ତିଆରି ହୋଇଥିବା ଅଭିଯୋଗ କରିଥିଲେ…

ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ରହିଛି କେତେ ଅଳଙ୍କାର?

ଭୁବନେଶ୍ବର: ସରିବ ଅପେକ୍ଷା । ଆସନ୍ତା ୧୪ତାରିଖରେ ଖୋଲିପାରେ ଶ୍ରୀମନ୍ଦିର ରତ୍ନଭଣ୍ଡାର । ରାଜ୍ୟ ସରକାରଙ୍କ ଅନୁମତି ମିଳିଲେ ୧୪ରେ ରତ୍ନଭଣ୍ଡାର ଖୋଲାଯିବ ବୋଲି ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ କହିଛନ୍ତି । କମିଟିର ଦ୍ବିତୀୟ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି…

କ୍ରୀଡା ସଂଘଗୁଡ଼ିକରେ ବି ପରିବର୍ତ୍ତନର ସ୍ବର !

ଭୁବନେଶ୍ବର: ରାଜ୍ୟରେ ବଦଳିଛି ସରକାର । ୨୪ବର୍ଷ ପରେ ବିଜେଡି କ୍ଷମତାଚ୍ୟୁତ ହୋଇଛି ତ ପ୍ରଥମ ଥର ପାଇଁ ଶାସନ ଗାଦିରେ ବସିଛି ବିଜେପି । ସରକାର ବଦଳର ପ୍ରଭାବ କ୍ରୀଡା ସଂଘଗୁଡିକ ଉପରେ ବି ଦେଖିବାକୁ ମିଳିଲାଣି । ଚର୍ଚ୍ଚା ହେଉଛି ରାଜ୍ୟର ବିଭିନ୍ନ କ୍ରୀଡା ସଂଘରେ ପଦପଦବୀରେ ରହିଥିବା…

ଆସନ୍ତା ଦୁଇ ଦିନ ଯାଏଁ ଏହିସବୁ ଜିଲ୍ଲାରେ ହୋଇପାରେ ବର୍ଷା

ଭୁବନେଶ୍ୱର: ଓଡିଶାରେ ବର୍ଷାର ପରିମାଣ କମିବା ପରେ ରାଜ୍ୟର କେତେକ ସ୍ଥାନରେ ବଜ୍ରପାତ ସହ ବର୍ଷା ନେଇ ମଙ୍ଗଳବାର ଦିନ ୟେଲୋ ଆଲର୍ଟ ଜାରି କରିଛି ଆଇଏମଡି। ଜୁଲାଇ ୯ରେ ବାଲ‌େଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖ‌ୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଏବଂ…

ରତ୍ନ ଭଣ୍ଡାର ଖୋଲିବା ବେଳେ ବନ୍ଦ ହେବନି ଦର୍ଶନ

ପୁରୀ: ବହୁ ପ୍ରତୀକ୍ଷାର ଅନ୍ତ ଘଟିଲା । ଆସନ୍ତା ୧୪ରେ ଖୋଲିବାକୁ ଯାଉଛି ମହାପ୍ରଭୁଙ୍କ ରତ୍ନ ଭଣ୍ଡାର । ଏନେଇ ଜଷ୍ଟିସ୍ ବିଶ୍ବନାଥଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଯାଇଛି । ଖାଲି ଯାହା ସରକାରଙ୍କ ଅନୁମତି ପରେ ଆସନ୍ତା ୧୪ରେ ଖୋଲିବ ରତ୍ନଭଣ୍ଡାର । ଖାଲି ଖୋଲିବନି…