Latest Odisha News

BREAKING NEWS

Browsing Category

ଓଡିଶା

Odisha

ଓଡିଶା ଲୋକସଭାରେ ବି ଦୌଡରେ ଆଗୁଆ ବିଜେପି

ଭୁବନେଶ୍ବର: ବଡ ବାଜି ମାରିଲାଣି ବିଜେପି । ଦେଶ ତ ଦେଶ ଏବେ ରାଜ୍ୟରେ ବି ପ୍ରାଥମିକ ପ୍ରର୍ଯ୍ୟାୟରେ ଟ୍ରେଣ୍ଡ କରୁଛି । ଦେଶରେ ମୋଦୀ ଲହର ପୂବାନୁମାନ କରାଯାଇଥିବା ବେଳେ ରାଜ୍ୟରେ ଏବେ ଅଧିକ କ୍ଷେତ୍ରରେ ବିଜେପି ଆଗୁଆ ରହିଥିବା ଦେଖାଦେଇଛି । ଓଡିଶା ବିଧାନସଭାରେ ୫୦ ରୁ ଅଧିକ ଆସନରେ…

କଡା ସୁରକ୍ଷା ବଳୟ ଭିତରେ ନୂଆପଡ଼ାରେ ଚାଲିଛି ଭୋଟ ଗଣତି, ୧୪୪ ଲାଗୁ

ନୂଆପଡ଼ା: ଆରମ୍ଭ ହୋଇଯାଇଛି ଭୋଟ ଗଣତି, ଖୋଲିବ ଭାଗ୍ୟର ପେଡ଼ି। ପ୍ରାର୍ଥୀ ଓ ସମର୍ଥକଙ୍କ ଛାତି ଧଡ଼ ଧଡ଼। ତ୍ରିସ୍ତରୀୟ କଡା ସୁରକ୍ଷା ବଳୟ ଭିତରେ ନୂଆପଡ଼ା ଏସନାଳ କଲେଜରେ ଚାଲିଛି ଦୁଇଗୋଟି ବିଧାନସଭା ଖଡ଼ିଆଳ ଓ ନୂଆପଡ଼ା ନିର୍ବାଚନ ମଣ୍ଡଳୀର ଭୋଟ ଗଣତି। ନୂଆପଡ଼ା ଜିଲ୍ଲାପାଳ ଓ ଏସପିଙ୍କ…

ପୁରୀ ଓ ଭୁବନେଶ୍ବର ମଧ୍ୟରେ ଲିଡ୍ କରୁଛି  ବିଜେପି

ଭୁବନେଶ୍ବର: ଆରମ୍ଭ ହୋଇଯାଇଛି ଭୋଟ ଗଣତି । କେନ୍ଦ୍ରରେ ବିଜେପି ଆଗୁଆ ଥିବା ବେଳେ ରାଜ୍ୟରେ ଏବେ ପୁରୀ ବିଧାନସଭାରେ ମଧ୍ୟ ବିଜେପି ଆଗୁଆ ରହିଥିବା ସୂଚନା ମିଳୁଛି । ପୁରୀ ବିଜେପି ବିଧାୟକ ପ୍ରାର୍ଥୀ ଜୟନ୍ତ ଷଡଙ୍ଗୀ ଅଧିକ ସଂଖ୍ୟା ଗରିଷ୍ଠତା ହାସଲ କରିଥିବା ସୂଚନା ମିଳିଛି । ସେହିପରି…

ଆରମ୍ଭ ହେଲା ଭୋଟ ଗଣନା, ଗଣତି କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ/ଭୁବନେଶ୍ୱର: ଆଜି ତଥା ମଙ୍ଗଳବାର ସକାଳ ୮ଟାରୁ ଆରମ୍ଭ ହେଲା ଭୋଟ ଗଣନା। ପ୍ରଥମେ ବାଲଟ ଓ ଏହା ପରେ ଇଭିଏମ୍‌ ଗଣନା ହେବ। ରାଜ୍ୟର ୭୦ଟି କେନ୍ଦ୍ରରେ ଭୋଟ ଗଣନା ହେବ। ସେଥିରୁ ୬୯ଟିରେ ଇଭିଏମ୍‌ ଏବଂ ଗୋଟିଏ କେନ୍ଦ୍ରରେ ପୋଷ୍ଟାଲ ବାଲଟ ଗଣନା କରାଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ…

ବାଣ ବିସ୍ଫୋରଣ ଟ୍ରାଜେଡି, ୪ ବାଣ ବ୍ୟବସାୟୀ ଗିରଫ

ପୁରୀ: ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ବାଣ ବିସ୍ଫୋରଣ ଘଟଣା । ୪ ଜଣ ବାଣ ବ୍ୟବସାୟୀଙ୍କୁ ଗିରଫ କରିଛି ପୁରୀ ପୋଲିସ । ଗିରଫ ୪ ଜଣ ଅଭିଯୁକ୍ତ ହେଉଛନ୍ତି ଚାରିଛକ ଥାନା ଅନ୍ତର୍ଗତ ବ୍ରହକୁଣ୍ଡି ଗ୍ରାମର ପ୍ରଶାନ୍ତ କୁମାର ନାୟକ, ଟୁକୁ ରଞ୍ଜନ ସ୍ୱାଇଁ, ଜଗନ୍ନାଥ ରାଉତ ଓ ଓରପଟା ଗ୍ରାମର ବୁଦ୍ଧିଆ…

ଟାଭେରାକୁ ପିଟିଲା ବସ୍, ୨ ମୃତ

ବାଲୁଗାଁ: ଟାଭେରାକୁ ପିଟିଲା ଟ୍ରକ୍‌ । ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ । ଏନଏଚ୍‌ ୧୬ ଛତ୍ରଗଡ଼ ଛକ ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭୁବନେଶ୍ୱରରୁ ବ୍ରହ୍ମପୁର ଫେରୁଥିବା ବେଳେ ଘଟିଛି ଦୁର୍ଘଟଣା । ତେବେ ମୃତକଙ୍କ ପରିଚୟ ମିଳିନଥିବା ବେଳେ ଘଟଣାସ୍ଥଳରୁ ଟ୍ରକ ଡ୍ରାଇଭର…

୫ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ, ୬ରୁ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା

ଭୁବନେଶ୍ୱର: ଆଜି ଆନ୍ଧ୍ରପ୍ରଦେଶ ଉପକୂଳ ଛୁଇଁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଉପକୂଳ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ପଶ୍ଚିମ କେନ୍ଦ୍ରୀୟ ଓ ‌ଉତ୍ତର ପଶ୍ଚିମ ବଙ୍ଗୋପସାଗରର କିଛି ଅଞ୍ଚଳକୁ ଅଗ୍ରସର ହୋଇଛି। ଓଡ଼ିଶା ସମେତ ଉତ୍ତର ଛତିଶଗଡ଼ ଏବଂ କିଛି ରାଜ୍ୟରେ ପାଗ ଅନୁକୂଳ ରହିଛି। ଆଜି…

ଆଉ ମାତ୍ର କିଛି ସମୟର ଅପେକ୍ଷା, ଖୋଲିବ ପ୍ରର୍ଥୀଙ୍କ ଭାଗ୍ୟ ପେଡି

ଭୁବନେଶ୍ଵର: ସମସ୍ତ ପ୍ରତୀକ୍ଷାରେ ପଡିବ ପୂର୍ଣ୍ଣଚ୍ଛେଦ । ଆଉ ମାତ୍ର କିଛି ସମୟର ଅପେକ୍ଷା । ଖୋଲିବ ଇଭିଏମ ପେଡି । ତା ସହ ଖୋଲିବ ପ୍ରାର୍ଥୀ ମାନଙ୍କ ଭାଗ୍ୟର ଚାବି । କିଏ ପିନ୍ଧିବ ବିଜୟ ମୁକୁଟ । ଆଶା ଆଶଙ୍କାରେ ନେତା । କେନ୍ଦ୍ରରେ କିଏ ଗଢ଼ିବ ସରକାର ? ଓଡ଼ିଶାରେ କାହା ଦଖଲକୁ ଯିବ…

ରାଜ୍ୟର ୩ଟି ଜିଲ୍ଲାକୁ ବର୍ଷା ଓ ବଜ୍ରପାତ ନେଇ ୟୋଲୋ ଓ୍ବାର୍ଣ୍ଣିଂ ଜାରି

ଭୁବନେଶ୍ବର: ଆସନ୍ତା ୩ ଘଣ୍ଟା ପର୍ଯ୍ୟନ୍ତ ୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରି ସତର୍କ ରହିବାକୁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସମ୍ବଲପୁର, ସୁନ୍ଦରଗଡ଼ ଏବଂ ଝାରସୁଗୁଡ଼ା ଆଦି ଜିଲ୍ଲାକୁ ବର୍ଷା ଘଡ଼ଘଡ଼ି ସହ ଝଡ଼ ତୋଫାନର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହି ୩…

ଭୋଟ୍ ଗଣତି ପାଇଁ ପ୍ରସ୍ତୁତି ଶେଷ: ଗଣନା କେନ୍ଦ୍ର ପରିସରରେ ଇଲୋକ୍ଟ୍ରୋନିକ୍ସ ଯନ୍ତ୍ରପାତି ବ୍ୟବହାର ଉପରେ ନିଷେଧାଦେଶ

ଖୋର୍ଦ୍ଧା: ଚଳିତ ସାଧାରଣ ନିର୍ବାଚନର ଅନ୍ତିମ ପ୍ରକ୍ରିୟା ସ୍ୱରୂପ ଆସନ୍ତାକାଲି ସକାଳ ୮ ଟାରେ ଭୋଟ୍ ଗଣନା ଆରମ୍ଭ ହେବ । ଖୋର୍ଦ୍ଧା ଜିଲ୍ଲାର ଜୟଦେବ, ଭୁବନେଶ୍ୱର ମଧ୍ୟ, ଭୁବନେଶ୍ୱର ଉତ୍ତର, ଭୁବନେଶ୍ୱର-ଏକାମ୍ର ଓ ଜଟଣୀ ବିଧାନସଭା କ୍ଷେତ୍ର ନିମନ୍ତେ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ,…