Latest Odisha News

BREAKING NEWS

Browsing Category

ଓଡିଶା

Odisha

‘ମୁଖ୍ୟମନ୍ତ୍ରୀ ଦେଖନ୍ତି ନାହିଁ ଓଡ଼ିଆ ନ୍ୟୁଜ ଚ୍ୟାନେଲ, କଟା ହୋଇଛି ଟେଲିଫୋନ୍ କନେକ୍ସନ’

ଭୁବନେଶ୍ୱର: ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ରୁମର ଥିବା ଟେଲିଫୋନ୍ ସଂଯୋଗ କଟା ହୋଇଛି। ନବୀନଙ୍କ ରୁମରେ ସିଧାସଳଖ ଟେଲିଫୋନ୍ ଲାଇନ୍ ଉପଲବ୍ଧ ନାହିଁ ବୋଲି ସେ ଖବର ସରବରାହ ସଂସ୍ଥା ଏଏନଆଇକୁ ସାକ୍ଷାତକାର ଦେଇ…

ଯାଜପୁର ଜିଲ୍ଲା ପାଇଁ ଅତିରିକ୍ତ ୧ କଂପାନୀ ସିଏପିଏଫ୍‌ ମୁତୟନ ହେବେ

ଯାଜପୁର: ସପ୍ତମ ପର୍ଯ୍ୟାୟ ତଥା ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଯାଜପୁର ଜିଲ୍ଲାରେ ଅତିରିକ୍ତ ଏକ କମ୍ପାନୀ ସିଏପିଏଫ୍ ମୁତୟନ କରାଯିବ l ଏହା ପୂର୍ବରୁ ଯାଜପୁର ଜିଲ୍ଲାରେ ୨୦ କମ୍ପାନୀ ସିଏପିଏଫ୍ ମୁତୟନ ପାଇଁ ନିଷ୍ପତ୍ତି ହୋଇଥିଲା l ବର୍ତ୍ତମାନର ଅତିରିକ୍ତ ଏକ କମ୍ପାନୀ…

ରାଉରକେଲା ସରକାରୀ ଡାକ୍ତରଖାନାରେ ସାଢ଼େ ୬ ଘଣ୍ଟା ଭିତରେ ୧୦ ଜଣଙ୍କ ମୃତ୍ୟୁ

ସୁନ୍ଦରଗଡ: ରାଉରକେଲା ସରକାରୀ ଡାକ୍ତରଖାନା (ଆରଜିଏଚ୍)ରେ ଅପରାହ୍ନ ସାଢ଼େ ଗୋଟାଏରୁ ରାତି ୮ଟା ମଧ୍ୟରେ ସାଢ଼େ ୬ ଘଣ୍ଟା ମଧ୍ୟରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ହସ୍ପିଟାଲର ଭାରପ୍ରାପ୍ତ ଅଧୀକ୍ଷକ ଡାକ୍ତର ସୁଧାରାଣୀ ପ୍ରଧାନ ଏହି ସୂଚନା ଦେଇଛନ୍ତି। ମୃତକଙ୍କ ମଧ୍ୟରୁ ୮ ଜଣଙ୍କୁ ପୂର୍ବରୁ ମୃତ…

ଡେଙ୍ଗୁରୁ ମିଳିବ ମୁକ୍ତି, ଟିକାକୁ ଅନୁମୋଦନ କଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ

ଭୁବନେଶ୍ବର: ଆଗକୁ ବର୍ଷା ଋତୁ ଆସୁଥିବାବେଳେ ମଶା ଜନିତ ଅନେକ ଜ୍ବର ବ୍ୟାପିବାର ଆଶଙ୍କା ରହିଛି । ସେଥିମଧ୍ୟରୁ ଗୋଟିଏ ହେଉଛି ଡେଙ୍ଗୁ ଜ୍ବର । ପ୍ରବଳ ଜ୍ବର, ମୁଣ୍ଡ ଓ ଶରୀର ବ୍ୟଥା ଆଦି ଡେଙ୍ଗୁ କ୍ଷେତ୍ରରେ ଦେଖାଯାଇଥାଏ । ଯେଉଁଥିରେ ରୋଗୀ ଜଣକ ଅସହ୍ୟ କଷ୍ଟ ପାଇଥାଏ । ତେବେ ଏହି କଷ୍ଟରୁ…

ବିଜେପି ଯୁବମୋର୍ଚ୍ଚା ସଭାପତି ଆକ୍ରମଣର ଶିକାର, ବିଜେଡି ପ୍ରାର୍ଥୀଙ୍କ ସମର୍ଥକ ଆକ୍ରମଣ କରିଥିବା ଅଭିଯୋଗ

ଚାନ୍ଦବାଲି: ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ବିଧାନସଭା ଆସନରେ ଆକ୍ରମଣର ଶିକାର ହୋଇଛନ୍ତି ଓଡ଼ିଶା ବିଜେପି ଯୁବମୋର୍ଚ୍ଚାର ସଭାପତି ଅଭିଳାଶ ପଣ୍ଡା। ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ଗୁରୁବାର କିଛି ବିଜେଡି କର୍ମୀଙ୍କ ଆକ୍ରମଣରେ ଭାରତୀୟ ଜନତା ଯୁବ ମୋର୍ଚ୍ଚାର ରାଜ୍ୟ ସଭାପତି…

ପାଣ୍ଡିଆନ ଉତ୍ତରାଧିକାରୀ ନୁହଁନ୍ତି: ନବୀନଙ୍କୁ ବିଜେପି ପଚାରିଲା ତାହେଲେ ସେ ସବୁବେଳେ ପାଖାପାଖି କାହିଁକି?

ଭୁବନେଶ୍ୱର: ବିଜେଡିର ନମ୍ବର ଟୁ ନେତା ଭିକେ ପାଣ୍ଡିଆନ୍ ମୁଖ୍ୟମନ୍ତ୍ରୀଙ୍କ ଉତ୍ତରାଧିକାରୀ ନୁହନ୍ତି। ଏଏନଆଇକୁ ସେ ସାକ୍ଷାତକାର ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି କହିବା ପରେ ବିଜେପି କଡା ଜବାବ ଦେବା ସହ କିଛି ପ୍ରଶ୍ନ କରିଛି। ବିଜେପି ନେତା ଅନୀଲ ବିଶ୍ବାଳ ପଚାରିଛନ୍ତି,  ଯଦି…

ଅମ୍ବାଭୋନା ଅସ୍ତ୍ରାଗାରରେ କାର୍ଯ୍ୟରତ କର୍ମଚାରୀଙ୍କ ଆକସ୍ମିକ ମୃତ୍ୟୁ

ବରଗଡ଼: ବରଗଡ଼ ଜିଲ୍ଲା ଅମ୍ବାଭୋନା ଥାନା ସଂଲଗ୍ନ ଅସ୍ତ୍ରାଗାରରେ କାର୍ଯ୍ୟରତ ଓଡ଼ିଶା ସ୍ପେସିଆଲ ଷ୍ଟ୍ରାକିଂ ଫୋର୍ସର କର୍ମଚାରୀ ଆକସ୍ମିକ ମୃତ୍ୟୁ । ମୃତକ ହେଲେ ବିଜୟ ସା । ତାଙ୍କ ଘର ଝାରସୁଗୁଡ଼ା ଜିଲ୍ଲା ଭୁୟାଁ ପଡାରେ । ଆଜି ଭୋର ୫ଟାରେ ଶୋଇଥିବା ଅବସ୍ଥାରେ ତାଙ୍କର ମୃତ୍ୟୁବରଣ…

ନିର୍ବାଚନକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲାରେ ଲାଗୁ ହେଲା ୧୪୪ ଧାରା

ଭଦ୍ରକ: ଭଦ୍ରକ ଜିଲ୍ଲାରେ ଆସନ୍ତା ଜୁନ ୧ତାରିଖରେ ମତଦାନ ହେବାକୁ ଯାଉଥିବାବେକେ ଜିଲ୍ଲାରେ ନିର୍ବାଚନ ଶେଷ ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରାଯାଇଛି । ଆଜି ସଂଧ୍ୟା ୬ଟାରୁ ଜୁନ୍‌ ୨ ତାରିଖ ପର୍ଯ୍ୟନ୍ତ ଜାରି ରହିବ ୧୪୪ ଧାରା । କୌଣସି ସ୍ଥାନରେ ୫ ଜଣରୁ ଅଧିକ ଲୋକ ଏକାଠି ହୋଇପାରିବେନି କିମ୍ବା…

ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ଉପରେ ତଥାଗତ ଦେଲେ ଏମିତି ଟିପ୍ପଣୀ…

ଭୁବନେଶ୍ବର: ପ୍ରତିକ୍ରିୟା ଦେଲେ ଯେ, ହେଲେ ବହୁତ ବିଳମ୍ବ ହେଇଗଲା । 'ମୋ ଉତ୍ତରାଧିକାରୀ କାର୍ତ୍ତିକ ପାଣ୍ଡିଆନ ନୁହନ୍ତି' ଏହି ମନ୍ତବ୍ୟ ପରେ ପୂର୍ବତନ ସାଂସଦ ତଥାଗତ ଶତପଥୀ ତାଙ୍କ 'ଏକ୍ସ' ଆକାଉଣ୍ଟରେ ନବୀନଙ୍କ ସାକ୍ଷାତକାର ସଂପର୍କିତ ଖବରକୁ ପୋଷ୍ଟ କରି ଇଂରାଜୀରେ ଲେଖିଛନ୍ତି, 'ଠୁ…

ଶେଷ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ରାଜ୍ୟରୁ ଜବତ ହେଲାଣି ୨୭୦ କୋଟି ଟଙ୍କାର ସାମଗ୍ରୀ

ଭୁବନେଶ୍ଵର: ଜୁନ୍‌ ୧ ତାରିଖରେ ରାଜ୍ୟରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ଏହି ଶେଷ ପର୍ଯ୍ୟାୟରେ ରାଜ୍ୟରେ ୯୯ ଲକ୍ଷ ୬୧ ହଜାର ଭୋଟର୍‌ ମତଦାନ କରିବେ । ସେମାନଙ୍କ ମଧ୍ୟରେ ୫୦ ଲକ୍ଷ ୮୮ ହଜାର ପୁରୁଷ ଭୋଟର ରହିଥିବା ବେଳେ ୪୮ ଲକ୍ଷ ୭୨ ହଜାର ମହିଳା ଭୋଟର ।…