Latest Odisha News

BREAKING NEWS

Browsing Category

ଓଡିଶା

Odisha

ଲଗାଣ ବର୍ଷାରେ ବେହାଲ ସମ୍ବଲପୁର; ୯ରେ ଖୋଲିବ ହୀରାକୁଦ ଗେଟ୍‌

ହୀରାକୁଦ: ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ କ୍ରମାଗତ ଭାବରେ ବୃଦ୍ଧି ପାଉଛି ଜଳଭଣ୍ଡାରର ଜଳସ୍ତର । ଏହାରି ଭିତରେ ହୀରାକୁଦରୁ ଡ୍ୟାମ୍‌ର ଗେଟ୍ ଖୋଲାଯିବା ନେଇ ସୂଚନା ଦିଆଯାଇଛି । ଆସନ୍ତା ଜୁଲାଇ ୯ ତାରିଖରେ ହୀରାକୁଦରୁ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ାଯିବ ବୋଲି ହୀରାକୁଦ ଡ୍ୟାମର ଅତିରିକ୍ତ…

ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ପୁରୀରୁ କୋରାପୁଟକୁ ଗଡିଲା ନୂଆ ଟ୍ରେନ୍

ପୁରୀ: ଶ୍ରୀକ୍ଷେତ୍ର ସହ ଯୋଡ଼ି ହେଲା ଶାବର ଶ୍ରୀକ୍ଷେତ୍ର । ପୂର୍ବରୁ ଶାବର ଶ୍ରୀକ୍ଷେତ୍ର ବା କୋରାପୁଟକୁ ଭୁବନେଶ୍ବରରୁ ଗୋଟିଏ ଟ୍ରେନ୍ ଚଳାଚଳ କରୁଥିବାବେଳେ, ଏବେ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ଆଜି ପୁରୀରୁ କୋରାପୁଟକୁ ଗଡିଛି ନୂଆ ଟ୍ରେନ୍ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ…

ବୈତରଣୀ ଛୋଟ ବନ୍ୟା ଆଶଙ୍କା, ସତର୍କ ରହିବାକୁ ପରାମର୍ଶ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ବର୍ଷା। ଟଳିନି ବନ୍ୟା ଆଶଙ୍କା। ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ନଦୀଗୁଡ଼ିକର ଜଳସ୍ତର ବଢ଼ୁଛି। ବୈତରଣୀରେ ନଦୀରେ ଛୋଟ ଧରଣର ବନ୍ୟା ଆଶଙ୍କା ରହିଛି। ବର୍ତ୍ତମାନ ନଦୀରେ ଜଳସ୍ଥଳ ବଢୁଥିବାରୁ ଆସିପାରେ ଛୋଟ ବନ୍ୟା। ଏନେଇ ସତର୍କ କରିଛନ୍ତି ଜଳସମ୍ପଦ…

ଚଳିତବର୍ଷ ତ୍ରୁଟିଶୂନ୍ୟ ରଥଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ପୁରୀ: ପୁରୀ ଟାଉନ ହଲ ଠାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ଆୟୋଜିତ ସ୍ବତନ୍ତ୍ର ସମୀକ୍ଷା ବୈଠକ ଶେଷ ହୋଇଛି । ବୈଠକରେ ୨୦୨୬ ରଥଯାତ୍ରାକୁ ସୁରକ୍ଷିତ, ସୁବ୍ୟବସ୍ଥିତ ଓ ତ୍ରୁଟିଶୂନ୍ୟ କରିବାକୁ ଗୁରୁତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ଯୁବତୀ ବେଶରେ ପୁରୁଷ ଲୁଟେରା, ପ୍ରେମିକା ସହ ଲୁଟେରା ଗିରଫ

ଭୁବନେଶ୍ୱର: କୁଖ୍ୟାତ ଚେନ ଲୁଟେରା ଦେବୀପ୍ରସାଦ ରାଉଳ ଓରଫ ସୋନୁ ଗିରଫ। ସୋନୁର ପ୍ରେମିକା ମଧ୍ୟ ଗିରଫ। ଉଭୟଙ୍କୁ ଗିରଫ କଲା ନୟାପଲ୍ଲୀ ଥାନା ପୋଲିସ। ଡେଲ୍‌ଟା ଛକରୁ ଜଣେ ମହିଳାଙ୍କ ବେକରୁ ଚେନ୍ ଛିନତାଇ କରିବା ଅଭିଯୋଗରେ ପ୍ରେମୀ ଯୁଗଳ ଗିରଫ। ଉଭୟଙ୍କ ନିକଟରୁ ୨ଟି ସୁନାଚେନ୍ ଜବତ…

ମହାପ୍ରଭୁଙ୍କ ସେବାରେ କୁନି ସେବାୟତ

ପୁରୀ: ଶ୍ରୀମନ୍ଦିରରେ ପ୍ରଭୁ ଜଗନ୍ନାଥଙ୍କ ପବିତ୍ର ଅଣସର ନୀତି ମଧ୍ୟରେ ପ୍ରଥମ ଥର ପାଇଁ ଅଂଶଗ୍ରହଣ କରି ଜଣେ ଯୁବ ଦଇତାପତି ସେବକ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଦୋଳମଣ୍ଡପ ସାହିର ଶିବାନୀ ଦାସ ମହାପାତ୍ରଙ୍କ ପୁତ୍ର ଶ୍ରୀ ଅଂଶ ଦାସ ମହାପାତ୍ର ସର୍ବକନିଷ୍ଠ ଦଇତାପତି ସେବକ ଭାବରେ…

ବିୟୁଟି ମହାନ୍ତି ଆତ୍ମହତ୍ୟା ଘଟଣା; ଅଯଥାରେ ଗୁଜବ କରନ୍ତୁ ନାହିଁ କହିଲେ କଟକ ଡିସିପି

କଟକ: ଆଇଆଇସି ବିୟୁଟି ମହାନ୍ତି ଆତ୍ମହତ୍ୟା ମାମଲା । ବଡ଼ ପ୍ରତିକ୍ରିୟା ଦେଇଛନ୍ତି କଟକ ଡିସିପି ଖିଲାରୀ ଋଷିକେଶ । ସେ କହିଛନ୍ତି, ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ କିଛି ତଥ୍ୟ ମିଳିବା ନେଇ ଆଶା କରାଯାଉଛି । ତେଣୁ ଅଯଥାରେ କୌଣସି ଗୁଜବ ସୃଷ୍ଟି କରନ୍ତୁ ନାହିଁ କହିଲେ ଡିସିପି । ଏହି…

ଏଣିକି ବର୍ଷକୁ ୪ଟି ପରୀକ୍ଷା ଦେବେ ତୃତୀୟରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଏଣିକି ତୃତୀୟରୁ ଅଷ୍ଟମ ଶ୍ରେଣୀ ପାଇଁ ବର୍ଷକୁ ୪ଟି ପରୀକ୍ଷା ହେବା ନେଇ ନିଷ୍ପତ୍ତି ନେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ତୃତୀୟରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ବର୍ଷକୁ ୪ଟି ପରୀକ୍ଷା ଦେବାକୁ ପଡ଼ିବ।…

୫ ଦିନ ବର୍ଷିଲାଣି, ଆହୁରି ବର୍ଷିବ; ଆଜି ଓଡ଼ିଶା ଅତିକ୍ରମ କରିବ ଅବପାତ

ଭୁବନେଶ୍ୱର: ସ୍ଥଳଭାଗ ଅତିକ୍ରମ କଲା ଅବପାତ। ବାଲେଶ୍ବର ନିକଟରୁ ଅବପାତ ଉତ୍ତର ଉପକୂଳ ଓଡିଶା ଅତିକ୍ରମ କରିଛି। ଏହା ଆଗାମୀ ୨୪ ଘଣ୍ଟା ଯାଏଁ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଉତ୍ତର ଓଡ଼ିଶା ସଂଲଗ୍ନ ଦକ୍ଷିଣ ଝାଡଖଣ୍ଡ ଏବଂ ଉତ୍ତର ଛତିଶଗଡ ମଧ୍ୟ ଦେଇ ଗତି କରିବା ସମ୍ଭାବନା ରହିଛି। ଗତ ୫ ଦିନରେ…

ଚମ୍ପୁଆରେ ପୋଲିସର ଏନ୍‌କାଉଣ୍ଟର; ଅଭିଯୁକ୍ତ ମହମ୍ମଦ ନଫିସ ଆହତ

ଚମ୍ପୁଆ: କେନ୍ଦୁଝର ଜିଲ୍ଲାର ଚମ୍ପୁଆ ନିକଟସ୍ଥ ପାଟଲା ଜଙ୍ଗଲରେ ଚୋରି ମାମଲାରେ ଅଭିଯୁକ୍ତ ମହମ୍ମଦ ନଫିସକୁ ଏନ୍‌କାଉଣ୍ଟର କରିଛି ପୋଲିସ। ରିପୋର୍ଟ ଅନୁଯାୟୀ, ରବିବାର ଦିନ ଝାଡ଼ଖଣ୍ଡର ମାଝିଗାଁରୁ ନଫିସକୁ ଗିରଫ କରାଯାଇଥିଲା। ଗିରଫ ହେବା ପରେ ପୋଲିସ ତାଙ୍କୁ ସୋମବାର ସକାଳେ ପାଟଲା…