Latest Odisha News

BREAKING NEWS

Browsing Category

ଓଡିଶା

Odisha

ମୋଦିଙ୍କ ସମାଲୋଚନାର ଜବାବ ହସିକି ଦେଲେ ନବୀନ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ତବ୍ୟର କଡ଼ା ଜବାବ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ନବୀନ କହିଛନ୍ତି ଯେ, ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି । ନହଲେ ଏତେ ଖରାରେ ପ୍ରଚାର କରନ୍ତି କିପରି । ମୋ ସ୍ବାସ୍ଥ୍ୟକୁ ନେଇ ଅପ ପ୍ରଚାର କରାଯାଉଛି ।…

ଓଡ଼ିଶାର ବିକାଶ ନାଁରେ ବିଶ୍ୱାସଘାତକତା କରିଛି ବିଜେଡି: ମୋଦି

ବାଲେଶ୍ବର: ଆସନ୍ତା ୧ ତାରିଖ ଦିନ ରାଜ୍ୟରେ ଶେଷ ପର୍ଯ୍ୟାୟରେ ୬ଟି ସଂସଦୀୟ କ୍ଷେତ୍ରରେ ଭୋଟ ଗ୍ରହଣ ହେବ । ଏହି ମଧ୍ୟରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସି ବାରିପଦା  ପରେ ବାଲେଶ୍ୱର ଜିଲ୍ଲାର ରେମୁଣାଠାରେ ଏକ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଛନ୍ତି । ବାଲେଶ୍ୱର…

ଶ୍ରୀକ୍ଷେତ୍ରରେ ଆଜି ଭଉଁରୀ ତିଥିରେ ଶେଷ ହେଲା ଚକ ଅଖ ଡେରା ନୀତି

ପୁରୀ: ଆଜି ରଥ ଖଳାରେ ସମ୍ପାଦିତ ହୋଇଛି ଚକାଡେରା ନୀତି । ପରମ୍ପରା ଅନୁଯାୟୀ ଆଜି ଶ୍ରୀମନ୍ଦିରରେ ସକାଳ ଧୂପ ସରିବା ପରେ ଏକ ପଟୁଆରରେ ଆଜ୍ଞାମାଳ ଶ୍ରୀନଅରକୁ ଅଣାଯାଇଥିଲା । ଏହାପରେ ବିଶ୍ୱକର୍ମା ମହାରଣାଙ୍କ ନିର୍ଦ୍ଦେଶକ୍ରମେ ଭୋଇ ସେବାୟତମାନେ ୩ ରଥର ଅଖରେ ୨ଟି ଲେଖାଏଁ ଚକକୁ ସଂଯୋଗ କରି…

ସମ୍ବିଧାନ ଓ ଲୋକତନ୍ତ୍ର ପାଇଁ ବିପଦ ବିଜେପି: ଖଡଗେ

ବାଲେଶ୍ୱର: ବାଲେଶ୍ୱରରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେଙ୍କ ପ୍ରଚାର । ଦଳୀୟ କର୍ମୀଙ୍କ ପାଇଁ ପ୍ରଚାର କରିବା ସହ ବିଜେପିକୁ ଟାର୍ଗେଟ କରିଛନ୍ତି ଖଡଗେ । ସେ ବିଶାଳ ଜନସଭାକୁ ସମ୍ବୋଧନ କରିବା ସମୟରେ କହିଛନ୍ତି ଯେ, ଦେଶରେ ବହୁ ମାତ୍ରାରେ ଗରିବ ବୃଦ୍ଧି ପାଇବାରେ ଲାଗିଛି ଆଉ ଏହା…

‘ନବୀନ ବାବୁଙ୍କ ଛଡ଼ା ଆଉ କେହି କାମର ହିସାବ ଦିଅନ୍ତି ନାହିଁ’

ମୟୂରଭଞ୍ଜ: ବହୁତ ନେତା ଅଛନ୍ତି, ନିର୍ବାଚନ ଆସିଲେ ଲୋକଙ୍କ ଦୁଖଃକଷ୍ଟ ସେମାନଙ୍କର ମନେପଡ଼େ । ଭୋଟ ଆସିଲେ ବିରୋଧି ମିଠା ମିଠା କଥା କୁହନ୍ତି, ଭୋଟ ସରିଗଲେ ସେମାନଙ୍କୁ ଖୋଜିଲେ ବି ପାଇବେ ନାହିଁ । ଆମ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମୁଁ ସବୁବେଳେ ଆପଣଙ୍କ ପାଖକୁ ଆସୁଛି ।…

‘ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟ ଖରାପ ପଛରେ ବଡ ଷଡଯନ୍ତ୍ର?, ବସିବ ଯାଞ୍ଚ କମିଟି…’

ବାରିପଦା: ‘ବର୍ଷକ ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏତେ ଅସୁସ୍ଥ ହେଲେ କିପରି? ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟ ଖରାପ ପଛରେ କିଛି ବଡ ଷଡଯନ୍ତ୍ର ଅଛି କି? ଏଥିପାଇଁ ଦାୟୀ କିଏ? ’ ଆଜି କିଛି ଏଭଳି ପ୍ରଶ୍ନ କରି ପୂରା ଓଡିଶାବାସୀଙ୍କ ମନରେ ଏକ ଆନ୍ଦୋଳନ ସୃଷ୍ଟି କରିଛନ୍ତି ମୋଦି ।…

‘ଆଦିବାସୀ ଜମି ହଡପ କରିବାକୁ ଆଇନ ଆଣିଥିଲା ବିଜେଡି ସରକାର’

ମୟୂରଭଞ୍ଜ: ଆଜି ବାରିପଦାରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ହୁଙ୍କାର ଭରୁଛନ୍ତି ବିଜେପି ସୁପ୍ରିମୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡିଶାର ଖଣିଜ ସମ୍ପଦ ଓ ଲୁଟ୍ ରା୍ଜକୁ ନେଇ ବର୍ଷିଛନ୍ତି ମୋଦୀ । କହିଛନ୍ତି, ବିଜେଡି ସରକାର ଉପରେ ଓଡିଶାବାସୀ ଭରସା କରିଥିଲେ । ବିଜେଡି ସରକାର…

ଓଡିଶାର ୨୫ ବର୍ଷ ସରକାରରେ ବାଜିବ ଫୁଲଷ୍ଟପ୍, ଏହା ମୋଦି ଗ୍ୟାରେଣ୍ଟି

ମୟୂରଭଞ୍ଜ: ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରଚାର ମଇଦାନରେ ଦଳର ହେଭିଓ୍ବେଟ । ଏଥିପାଇଁ ଆଜି ଓଡିଶା ଗସ୍ତରେ ଆସି ବାରିପଦାବାସୀଙ୍କୁ ପ୍ରଥମେ ଉଦ୍ବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ନିଜର ବକ୍ତବ୍ୟ ରେ ସେ କହିଛନ୍ତି, ଆଜି ଓଡ଼ିଶାରେ ମୋର ନିର୍ବାଚନ ପ୍ରଚାରର ଶେଷ ଦିନ ।…

ଓଡିଶା ବିଜେପିର ୱାଶିଂ ମେସିନରେ ସ୍ୱଚ୍ଛ ହେଉଛନ୍ତି ବିଜେଡିରୁ ବହିଷ୍କୃତ ନେତା: ବିଜେଡି

ଭୁବନେଶ୍ୱର: ବିଜେପି ଉପରେ ବର୍ଷିଛନ୍ତି ବିଜେଡି ସାଂସଦ ତଥା ବିଜେଡି ମୁଖପାତ୍ର ଡ. ସସ୍ମିତ ପାତ୍ର । ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡ. ପାତ୍ର, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା, ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଓ ବ୍ରହ୍ମପୁର…

‘ମୁଖ୍ୟମନ୍ତ୍ରୀ କୌଣସି ରବର ଷ୍ଟାମ୍ପ ନୁହନ୍ତି, ତାଙ୍କୁ ଅପମାନିତ କରନ୍ତୁ ନାହିଁ’

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଓ ପାଣ୍ଡିଆନଙ୍କ ଭିଡିଓକୁ ଦୁର୍ଭାଗ୍ୟଜନକ କହିଲେ ସମୀର ମହାନ୍ତି । ଭିଡିଓରେ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କୁ ଗୋଡ଼ରେ ଆଡ଼େଇ ଦେଉଛନ୍ତି ।ମୁଖ୍ୟମନ୍ତ୍ରୀ କୌଣସି ରବର ଷ୍ଟାମ୍ପ ନୁହନ୍ତି, ତାଙ୍କୁ ଅପମାନିତ କରନ୍ତୁ ନାହିଁ । ସେ ଗୁମାସ୍ତାକୁ ସତର୍କ କରାଇ ଦେଉଛୁ,…