Latest Odisha News

BREAKING NEWS

Browsing Category

ଓଡିଶା

Odisha

ମାଓବାଦୀଙ୍କ ବର୍ବରତା: ଇନ୍‌ଫର୍ମର୍‌ ସନ୍ଦେହରେ ଯୁବକଙ୍କୁ ନିର୍ମମ ହତ୍ୟା

କନ୍ଧମାଳ: ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ। ପୋଲିସ ଇନ୍‌ଫର୍ମର୍‌ ସନ୍ଦେହରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କଲେ ମାଓବାଦୀ। କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଅନ୍ତର୍ଗତ ବଣ୍ଡାପିପିଲି ପଞ୍ଚାୟତ ବାରିପଙ୍ଗା ଗ୍ରାମର ଗ୍ରସକା ରୋହିତଙ୍କ ପୁଅ ‌ମେଟଲା ରୋହିତଙ୍କୁ ମାଓବାଦୀମାନେ ହତ୍ୟା…

ଶାସକ ଦଳ ପାଇଁ ପୋଲିସ କର୍ମଚାରୀମାନେ କାମ କରିବା ଗଣତନ୍ତ୍ର ପ୍ରତି ବିପଦ: ବିଜେପି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ବସିଥିବା ବରିଷ୍ଠ ପୋଲିସ ଅଧିକାରୀ ଡି.ଏସ୍ କୁଟେ ଏବଂ ଏସଡିପିଓ ଶ୍ରୀ ଦାସ ମିଳିତ ଭାବେ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନକୁ ଭ୍ରାନ୍ତ ବାଟରେ ନେବା ପାଇଁ ଚକ୍ରାନ୍ତ କରିଛନ୍ତି । ତାଙ୍କର କଲ୍ ରେଡର୍କ ଯାଂଚ କରାଯାଉ । ପୋଲିସକୁ ଆୟୁଧ କରି…

ମନ୍ତ୍ରୀ ଯାଇଥିଲେ ଭୋଟ୍ ପାଇଁ ପ୍ରଚାର କରି, ପିଇବା ପାଣି କଥା ଉଠାଇ ଘେରିଗଲେ ଗାଁ ଲୋକେ

ପୁରୀ: ନିର୍ବାଚନ ବେଳେ କୁହାଯାଏ ଜନତା ହେଉଛନ୍ତି ସବୁକିଛି। ବିଭିନ୍ନ ସମୟରେ ସମସ୍ୟା ଉପସ୍ଥାପନ କରିବା ଏବଂ ଭୋଟ୍ ବେଳେ ସମସ୍ୟା ଉଠାଇବାରେ ରହିଛି ତଫାତ। ଯାହାର ଫାଇଦା ନେଇ ଜନତା ଏବେ ତାଙ୍କ ନେତାଙ୍କୁ ମଧ୍ୟ ସମସ୍ଯାର ସମାଧାନ କାହିଁକି ହୋଇନି ବୋଲି ଅଭିଯୋଗ କରି ଜବାବ ଲୋଡୁଛନ୍ତି।…

ଭୋଟ୍ ପାଇଁ ଟଙ୍କା ବାଣ୍ଟିବାରେ ନିୟୋଜିତ ମିଶନ ଶକ୍ତିର ମହିଳା, ଅଭିଯୋଗ ଆଣିଲା ବିଜେପି

ଭୁବନେଶ୍ୱର: ଭୋଟ୍ ପାଇଁ ଶାସକ ଦଳର ନେତାଙ୍କ ସପକ୍ଷରେ ଟଙ୍କା ବାଣ୍ଟୁଛନ୍ତି ମିଶନ ଶକ୍ତିର ମହିଳା ସଦସ୍ୟ। ବିରୋଧୀ ବିଜେପି ଏପରି ଅଭିଯୋଗ ଆଣିଛି। ଏ ନେଇ ନିମପଡ଼ା ବିଧାନସଭା ଆସନର ବିଜେପି ବିଧାୟକ ପ୍ରାର୍ଥୀ ପ୍ରଭାତୀ ପରିଡ଼ା ବିଡିଓଙ୍କ ନିକଟରେ ଲିଖିତ ଅଭିଯୋଗ କରିବା ସହ ତଦନ୍ତ କରି…

ବିରୋଧୀଙ୍କୁ କଡା ଜବାବ; ‘ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ଓଡ଼ିଆ ଅସ୍ମିତା ସୁଦୃଢ ହୋଇଛି’

ଭୁବନେଶ୍ୱର: ବିରୋଧୀ ଉଠାଉଥିବା ଓଡ଼ିଆ ଅସ୍ମିତା ପ୍ରସଙ୍ଗ ଉପରେ ଆଜି ଜବାବ ରଖିଛନ୍ତି ବିଜେଡି ମୁଖପାତ୍ର ଡ଼ଃ ସଂତୃପ୍ତ ମିଶ୍ର । ସେ କହିଛନ୍ତି ଯେ, ବିରୋଧୀ ନିର୍ବାଚନ ପାଇଁ ପ୍ରସଙ୍ଗ ବିହୀନ ହୋଇ ପଡିଛନ୍ତି ଓ ଇଆଡୁ ସିଆଡୁ ଅନେକ କଥା କହୁଛନ୍ତି । ଗତ କିଛି ଦିନ ହେଲା ବିରୋଧୀ ଓଡ଼ିଆ ଅସ୍ମିତା…

ଭୋଟ୍ ପାଇଁ ବିଜେପି ନେତା ବାଣ୍ଟୁଛନ୍ତି ସିଲେଇ ମେସିନ, ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡି

ଭୁବନେଶ୍ୱର: ଭୋଗରାଇରେ ବିଜେପି ନେତା ବାଣ୍ଟୁଛନ୍ତି ସିଲେଇ ମେସିନ୍। ଏପରି କରି ଭୋଟ୍ ହାତେଇବାକୁ ବିଜେପିର ବିଧାୟକ ପ୍ରାର୍ଥୀ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଛନ୍ତି ବୋଲି ବିଜୁ ଜନତା ଦଳ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଫେରାଦ…

ଜଗଦ୍ଦେବଙ୍କଠୁ ନେଇ ସୁଶାନ୍ତ ବେହେରା.. କାଠଗଡ଼ାରେ ପୋଲିସ ଏବଂ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର: ନିର୍ବାଚନ ବେଳେ ପୋଲିସର କାର୍ଯ୍ୟାନୁଷ୍ଠାନ ଏବଂ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଆଭିମୁଖ୍ୟ ନିରପେକ୍ଷ ବୋଲି କହୁଯାଇପାରିବ ନାହିଁ ବୋଲି ବିରୋଧୀ ଦଳ ବିଜେପିର ନେତାମାନେ କହିଛନ୍ତି। ବେଗୁନିଆ ଏବଂ ଛେଣ୍ଡିପଦା ଘଟଣାକୁ ସାମ୍ନାକୁ ଆଣି ବିରୋଧୀ ବିଜେପି ବର୍ଷିଛି।…

ହିଞ୍ଜଳିରେ ହାରିଯାଇପାରନ୍ତି ନବୀନ ପଟ୍ଟନାୟକ: ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳି ଆସନ ହାରିଯାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏହା କହିଛନ୍ତି। ଯିଏକି ପୂର୍ବରୁ ବିଜେଡି ସରକାରର ମନ୍ତ୍ରୀ ଥିଲେ। ଏବେ କିନ୍ତୁ ସେ ବିଜେପିର ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ହୋଇ ନିର୍ବାଚନ…

‘ଓଡିଶାରେ କେବଳ ଗୋଟିଏ ଟିମ୍‌ ପାଣ୍ଡିଆନ ଓ ତାଙ୍କ ପତ୍ନୀଙ୍କ ଟିମ୍‌’

କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ରର ପାଟକୁରାରୁ ନବୀନ ସରକାରଙ୍କ ଉପରେ ବର୍ଷିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ବିଶ୍ବଶର୍ମା କହିଛନ୍ତି ଯେ, ଓଡ଼ିଶାର ହାଲତ ଏବେ କ'ଣ ଅଛି ତାହା ସମସ୍ତେ ଦେଖିପାରୁଥିବେ । ଓଡିଶା କୁ ଯଦି ଭଲ ସରକାର ମିଳେ, ତେବେ ରାଜ୍ୟ ୧ ନମ୍ବର…

ବିଜେପି ନେତାଙ୍କ ହାତକୁ ପଥରରେ ଛେଚି ଦେଲେ ବିଜେଡି କର୍ମୀ, ଏଠି ବି ସବୁ ଦେଖୁଥିଲା ପୋଲିସ?

ଭଦ୍ରକ: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଶେଷ ହେବାକୁ ହାତରେ ଆଉ ତିନ ଦିନ ରହିଛି। ଏହାପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ହିଂସା ଦେଖିବାକୁ ମିଳିଛି। ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ହିଂସା ଦେଖିବାକୁ ମିଳିଛି। ବିଜେଡି କର୍ମୀଙ୍କ ଆକ୍ରମଣରେ ବିଜେପି କର୍ମୀ ଲହୁ ଲହୁଣା…