Latest Odisha News

BREAKING NEWS

Browsing Category

ଓଡିଶା

Odisha

ସ୍ୱାମୀଙ୍କୁ ହତ୍ୟା ମାମଲାରେ ସ୍ତ୍ରୀ ଓ ପ୍ରେମିକ ଆଜୀବନ କାରାଦଣ୍ଡରେ ଦଣ୍ଡିତ

ଭୁବନେଶ୍ୱର: ସ୍ୱାମୀଙ୍କୁ ହତ୍ୟା ମାମଲାରେ ସୁନ୍ଦରଗଡ଼ ଜିଲ୍ଲା ଅଦାଲତ ଜଣେ ମହିଳା ଓ ତାଙ୍କ ପ୍ରେମିକଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଅଭିଯୋଗ ଅନୁଯାୟୀ, ସୁନ୍ଦରଗଡ଼ ସହର ବ୍ରାହ୍ମଣପଡ଼ାର ସିତୁ ପଣ୍ଡା ଓ ତାଙ୍କ ପ୍ରେମିକ ବିଶ୍ୱରଞ୍ଜନ ଗୁପ୍ତା ୨୦୧୩ ମସିହାରେ ତାଙ୍କ ସ୍ୱାମୀ…

ବୌଦ୍ଧରେ ୩୨ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ବୌଦ୍ଧ: ବୌଦ୍ଧ ଜିଲା ବାଉଁଶୁଣି ଅଞ୍ଚଳରେ ୩୨ କେଜି ଗଞ୍ଜେଇ ଜବତ କରିଛି ବାଉଁଶୁଣି ପୋଲିସ । ଘଟଣାରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ବାଉଁଶୁଣି ପୋଲିସ । ଗିରଫ ଅଭିଯୁକ୍ତ ଜଣକ ଟିକିରାପଡ଼ା ଗ୍ରାମର ଜୀବର୍ଦ୍ଧନ ତଣ୍ଡିଆ ବୋଲି ଜଣାପଡିଛି । ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବିଶ୍ଵସ୍ତ…

ମନୋଜଙ୍କ ଆଗରେ କି କି ଚ୍ୟାଲେଞ୍ଜ?

ଭୁବନେଶ୍ଵର: ଓଡିଶାର ମୁଖ୍ୟ ଶାସନ ସଚିବ ହେବେ ବରିଷ୍ଠ ଆଇଏଏସ ମନୋଜ ଆହୁଜା । ପରବର୍ତ୍ତୀ ମୁଖ୍ୟ ସଚିବ ଭାବେ ସେ ଜୁଲାଇ ୧ତାରିଖରୁ ଦାୟିତ୍ୱ ଗ୍ରହଣ କରିବେ । ରାଜ୍ୟରେ ବିଜେପି ପ୍ରଥମ ଥର ପାଇଁ କ୍ଷମତାକୁ ଆସିଥିବା ବେଳେ କାର୍ଯ୍ୟପାଳିକାର ଶୀର୍ଷ ଅଧିକାରୀ ହେବେ ମନୋଜ ଆହୁଜା । ମୁଖ୍ୟ ଶାସନ…

ଗଞ୍ଜେଇ ବେପାରୀଙ୍କୁ ସହଯୋଗ କରିବା ଅଭିଯୋଗରେ ୪ ପୋଲିସ୍ କର୍ମଚାରୀ ନିଲମ୍ବିତ

ଅନୁଗୋଳ: ଗଞ୍ଜେଇ ଚୋରା ଚାଲାଣରେ ଅଭିଯୁକ୍ତଙ୍କୁ ସହଯୋଗ କରଥିବା ଅଭିଯୋଗରେ ୪ଜଣ ପୋଲିସ କର୍ମଚାରୀ ନିଲମ୍ୱିତ ହୋଇଛନ୍ତି । ଅନୁଗୋଳ ଜିଲ୍ଲା କିଶୋରନଗର ଥାନାରେ କାର୍ଯ୍ୟରତ ଏଏସଆଇ ଜିତେନ୍ଦ୍ର ସାମନ୍ତ ସିଂହାର, କନଷ୍ଟେବଲ ମନୋଜ ନାୟକ, ଲିଙ୍ଗରାଜ ମୁଦୁଲି ଓ ଜିଲ୍ଲା ପୁଲିସ ମୁଖ୍ୟାଳୟର…

ପିଆଇବି ପକ୍ଷରୁ ଗଣମାଧ୍ୟମ କର୍ମଶାଳା ‘‘ବାର୍ତ୍ତାଳାପ’’ ଆୟୋଜିତ

ଭୁବନେଶ୍ୱର: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଭୁବନେଶ୍ୱର ପକ୍ଷରୁ ‘‘ତିନୋଟି ନୂଆ ଅପରାଧିକ ଆଇନ’’ ଉପରେ ଗଣମାଧ୍ୟମ କର୍ମଶାଳା ‘ବାର୍ତ୍ତାଳାପ’ ଆୟୋଜିତ କରାଯାଇଛି । ଦେଶରେ ନୂଆ ଅପରାଧିକ ଆଇନ ଲାଗୁ ହେବା ପରିପ୍ରେକ୍ଷୀରେ ଗଣମାଧ୍ୟମର ଭୂମିକା…

ନୂଆ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ପାଇଁ କ’ଣ ରହିଛି ଆହ୍ୱାନ?

ଭୁବନେଶ୍ୱର: ବରିଷ୍ଠ ଆଇଏଏସ୍ ଅଫିସର ମନୋଜ ଆହୁଜା ଜୁଲାଇ ପହିଲାରୁ ଓଡ଼ିଶାର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେବାକୁ ଯାଉଛନ୍ତି। ଏହାରି ଭିତରେ ତାଙ୍କୁ ଅନେକ ଆହ୍ୱାନର ସମ୍ମୁଖୀନ ହେବାକୁ ପଡ଼ିିବ। ବିଶେଷକରି ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି କ୍ଷମତାକୁ ଆସିଛି। ଆହୁଜାଙ୍କୁ…

‘ପୁରୀ ହେବ ଭାରତର ସର୍ବଶ୍ରେଷ୍ଠ ତୀର୍ଥ କ୍ଷେତ୍ର’

ପୁରୀ: ରଥଯାତ୍ରା ପରିପ୍ରେକ୍ଷୀରେ ଆଇନ ମନ୍ତ୍ରୀଙ୍କ କ୍ଷେତ୍ର ପରିଦର୍ଶନ । ଶ୍ରୀକ୍ଷେତ୍ରକୁ ଭାରତ ବର୍ଷର ସର୍ବଶ୍ରେଷ୍ଠ ତୀର୍ଥ କ୍ଷେତ୍ର ଭାବେ ପରିଗଣିତ କରାଯିବ ବୋଲି କହିଛନ୍ତି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଆଜି ଅପରାହ୍ନରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ପୁରୀ…

ମେକ୍ ଇନ୍ ଓଡ଼ିଶାର ପରିବର୍ତ୍ତିତ ନାମ ଉତ୍କଳ ନିବେଶକ ସମ୍ମିଳନୀ!

ଭୁବନେଶ୍ୱର: ରାଜ୍ୟର ବ୍ୟବସାୟିକ ସାମର୍ଥ୍ୟ ଓ ଉତ୍ପାଦନ ଦକ୍ଷତାକୁ ବିଶ୍ୱ ଆଗରେ ପ୍ରଦର୍ଶିତ କରୁଥିବା 'ମେକ୍ ଇନ୍ ଓଡ଼ିଶା' କନକ୍ଲେଭକୁ ଉତ୍କଳ ନିବେଶକ ସମ୍ମିଳନୀ ବା ଉତ୍କଳ ଇନଭେଷ୍ଟର୍ସ କନକ୍ଲେଭ୍ ନାମରେ ନାମିତ କରାଯିବାର ସମ୍ଭାବନା ରହିଛି। ସିଆଇଆଇର ତୃତୀୟ ପରିଷଦ ବୈଠକ ପରେ…

ରଥଯାତ୍ରା ପାଇଁ ଚଳାଚଳ କରିବ ୩୧୫ ସ୍ପେଶାଲ ଟ୍ରେନ୍‌

ଭୁବନେଶ୍ଵର: ରଥଯାତ୍ରା ପାଇଁ ଚଳାଚଳ କରିବ ୩୧୫ ସ୍ପେଶାଲ ଟ୍ରେନ୍‌ । ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଏନେଇ ସୂଚନା ଦେଇଛନ୍ତି ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ୩୧୫ ସ୍ପେଶାଲ ଟ୍ରେନ୍‌ ଚାଲିବ ଏବଂ ରାଜ୍ୟର ସବୁ ଅଞ୍ଚଳକୁ ପହଞ୍ଚିବ । ଏଥିରେ ୧୫ ହଜାର ଯାତ୍ରୀ ରହିଲା ଭଳି ଟେଣ୍ଟ ଲଗାଯିବ…

କାହିଁକି ମନୋଜ ଆହୁଜାଙ୍କୁ ମୁଖ୍ୟ ଶାସନ ଭାବେ ନିଯୁକ୍ତି ଦିଆଗଲା?

ଭୁବନେଶ୍ୱର: କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ୧୯୯୦ ବ୍ୟାଚର ଆଇଏଏସ ଅଫିସର ମନୋଜ ଆହୁଜା ହୋଇଛନ୍ତି ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ। ଜିଏ ବିଭାଗ ଏନେଇ ବିଜ୍ଞପ୍ତି ପ୍ରକାଶ କରିବା ପରେ ତାଙ୍କ ନିଯୁକ୍ତି ପଛର କାରଣ କଣ ରହିଛି ଏହାକୁ ନେଇ ଚର୍ଚ୍ଚା ବଢ଼ିଛି। କାରଣ ସମାନ ବ୍ୟାଚରେ ଆହୁରି…