Latest Odisha News

BREAKING NEWS

Browsing Category

ଓଡିଶା

Odisha

ହୁତୁ ହୁତୁ ହୋଇ ଜଲିଗଲା ‘ମୋ ବସ୍’

କଟକ: ଜଳିଗଲା ମୋ ବସ୍ । କଟକ ସିଡିଏ ସେକ୍ଟର ୯ ରାସ୍ତାରେ ଯାଉଥିବା ସମୟରେ ହୁତୁ ହୁତୁ ହୋଇ ଜଳିଲା ମୋ ବସ । କିଛି ମୁହୂର୍ତ୍ତ ମଧ୍ୟରେ ପୂରା ନିଆଁରେ ଧ୍ବଂସ ହୋଇଯାଇଥିଲା ବସ୍। ତେବେ ଏଥିରେ କାହାର କ୍ଷତି ହୋଇନଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ…

ବାଇକ୍‌କୁ ପିଟିଲା ଟ୍ରକ୍: ଜଣେ ମୃତ, ୨ ଗୁରୁତର

ବାଲେଶ୍ୱର: ବାଇକ୍‌କୁ ପିଟିଲା ଟ୍ରକ୍। ଦୁର୍ଘଟଣାରେ ଜଣେ ମୃତ ଓ ୨ ଗୁରୁତର ହୋଇଥିବା ସୂଚନା। ଟ୍ରକ ଓ ସ୍କୁଟି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ହୋଇଛନ୍ତି। ଗୁରୁତର ଯୁବକଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ବାଲେଶ୍ୱର ଜିଲ୍ଲା ସୋର ବରଫକଳ ଛକ…

ମୋଦୀଙ୍କୁ ରାମଲାଲାଙ୍କ ଚିତ୍ର ଭେଟି: ଚିତ୍ରକର ଆୟୁଷ ମହାପାତ୍ରଙ୍କୁ ଚିଠି ଲେଖି କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ

ପୁରୀ: ପୁରୀ ଚର୍ଚ୍ଚିତ ଚିତ୍ରକର ତଥା ରିଭର୍ସ ପେଣ୍ଟର ଆୟୁଷ ମହାପାତ୍ରଙ୍କୁ ଚିଠି ଲେଖି କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ। ୯ ମିନିଟ୍ ମଧ୍ୟରେ ୫ ଫୁଟ୍‌ର ରାମଲାଲାଙ୍କ ଓଲଟା ଭାବେ ଚିତ୍ର କରି ପ୍ରସଂଶିତ ହୋଇଛନ୍ତି ଆୟୁଷ । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଦିନ ସେ ଏହାକୁ…

ଅଜଣା ଗାଡ଼ି ଧକ୍କାରେ ଶିଶୁ ମୃତ୍ୟୁ ଘଟଣା, କ୍ଷତିପୂରଣ ଦାବିରେ ରାସ୍ତାରୋକ

ଯାଜପୁର: ଅଜଣା ଗାଡ଼ି ଧକ୍କାରେ ୭ବର୍ଷ ଶିଶୁପୁତ୍ର ମୃତ୍ୟୁକୁ କେନ୍ଦ୍ର କରି ରାସ୍ତାରୋକ। ଯାଜପୁର ଟାଉନ ନରସିଂହ ଚୌଧୁରୀ ମହାବିଦ୍ୟାଳୟ ଛକ ନିକଟରେ ଗତକାଲି ଏକ ଦୁର୍ଘଟଣାରେ ସ୍ଥାନୀୟ ଅଞ୍ଚଳର ଛୋଟୁ ନାୟକଙ୍କ ପୁଅ ଆଦର୍ଶଙ୍କ ମୃତ୍ୟୁ ଘଟିଥିଲା। ଆଜି ଏହି ଘଟଣା ଜଣାପଡ଼ିବା ପରେ ଉତ୍ୟେକ୍ତ…

ସାରା ରାଜ୍ୟରେ ଲାଗି ରହିଛି ବର୍ଷା, ଏହି ସବୁ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଆଜି ବି ସାରା ରାଜ୍ୟରେ ଲାଗି ରହିବ ବର୍ଷା । ୭ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ସେହିପରି ୯ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ଆଗାମୀ ୩ ଦିନ ଯାଏଁ ଲାଗି ରହିବ ବର୍ଷା । ବଙ୍ଗୋପସାଗରରେ ସୃଷ୍ଟି…

୩ ଘର ଭାଙ୍ଗିଲେ ୨୭ ଟିକିଆ ଝାଡ଼ଖଣ୍ଡି ହାତୀପଲ

କେନ୍ଦୁଝର: ପୁଣି ଚିନ୍ତା ବଢାଇଲା ହାତୀପଲ। କେନ୍ଦୁଝର ପାଟଣା ବନାଞ୍ଚଳରେ ଝାଡ଼ଖଣ୍ଡି ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ୨୭ ଟିକିଆ ଝାଡ଼ଖଣ୍ଡି ହାତୀପଲ ପାଟଣା ବନାଞ୍ଚଳ ଛାଡିବା ନାଁ ଧରୁ ନାହାନ୍ତି। ଗତରାତିରେ ଏହି ହାତୀପଲ ଅଞ୍ଚଳରେ ବ୍ୟାପକ ପନିପରିବା ଫସଲ ନଷ୍ଟ କରିବା ସହ ୩ଟି ଘର…

ଶ୍ରୀମନ୍ଦିରରେ ଭିଡ଼: ଅନ୍ ଲାଇନ୍ ସ୍ଲଟ୍ ବୁକିଂ ପାଇଁ ପରାମର୍ଶ ଦେଲେ ଗଜପତି

ପୁରୀ: ଚାରି ଦ୍ୱାର ଖୋଲିବା ପରେ ବି ଶ୍ରୀମନ୍ଦିରରେ ଭିଡ କମୁନାହିଁ। ପ୍ରଥମେ କୁହାଯାଉଥିଲା କେବଳ ସିଂହଦ୍ୱାର ପ୍ରବେଶ ସ୍ଥଳ ଥିବାରୁ ଭିଡ ହେଉଛି ତେଣୁ ସମସ୍ତ ଦ୍ୱାର ଖୋଲିଲେ ଏ ସମସ୍ୟା ଆଉ ହେବ ନାହିଁ। ତେଣୁ ନୂଆ ସରକାର ନିର୍ବାଚନ ପ୍ରତିଶ୍ରୁତି ଅନୁଯାୟୀ ଚାରି ଦ୍ୱାର ଖୋଲିଛନ୍ତି।…

ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କୁ ରଥଯାତ୍ରା ପାଇଁ ନିମନ୍ତ୍ରଣ କଲେ ସରକାର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଦୁଇ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା ଆଜି ନୂଆଦିଲ୍ଲୀଠାରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଏବଂ ଉପରାଷ୍ଟ୍ରପତି ଜଗଦୀପ ଧନକଡଙ୍କୁ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା କରିଛନ୍ତି। ଏହି ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ…

ସରକାର ବଦଳିଛି: ଏବେ ହେବ କି ଛାତ୍ର ସଂସଦ ନିର୍ବାଚନ, ମନ୍ତ୍ରୀ ଦେଲେ ସଫେଇ

ଭୁବନେଶ୍ୱର: ରାଜ୍ୟରେ ସରକାର ବଦଳିଛି। ବିଜେପି ସରକାର କ୍ଷମତାକୁ ଆସିଛି। ତେଣୁ ଦୀର୍ଘ ବର୍ଷ ହେବ ବନ୍ଦ ରହିଥିବା ଛାତ୍ର ସଂସଦ ନିର୍ବାଚନ ଏବେ ଦେଖିବାକୁ ମିଳିବ କି? ସାଧାରଣତଃ ଦୁର୍ଗାପୂଜା ଛୁଟି ସେପ୍ଟେମ୍ବର-ଅକ୍ଟୋବର ପୂର୍ବରୁ ଏହି ନିର୍ବାଚନ ଅନୁଷ୍ଠିତ ହୋଇଥାଏ। ତେବେ ୨୦୧୮ ପରଠାରୁ…

ସାମ୍ବାଦିକାଙ୍କ ଉପରକୁ କୁକୁର ଛାଡ଼ିବା ଘଟଣା, ତେଜିଲା ପୂର୍ବତନ ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ୱର: ମହିଳା ସାମ୍ବାଦିକଙ୍କ ଉପରକୁ ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସ କୁକୁର ଛାଡିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଦାବି। ବରିଷ୍ଠ ସାମ୍ବାଦିକମାନେ ଗୁରୁବାର ଭୁବନେଶ୍ୱରରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପୂର୍ବତନ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ତଥା ବିଜେଡି ନେତା ରଘୁନନ୍ଦନ…