Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

ଭୁବନେଶ୍ୱର: ଆସନ୍ତା ୨୫ ତାରିଖରେ ରାଜ୍ୟରେ ଅନୁଷ୍ଠିତ ହେବ ତୃତୀୟ ପର୍ଯ୍ୟାୟ ମତଦାନ । ସେଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଖୋର୍ଦ୍ଧା ଜିଲ୍ଲାର ସମସ୍ତ ଆଠଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆସନ୍ତା ୨୫ ତାରିଖରେ ମତଦାନ ହେବ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଆସନ୍ତା ୨୩…

‘ଲୋକ ପରିବର୍ତ୍ତନ ଚାହୁଁଛନ୍ତି, ଓଡ଼ିଶାରେ ଏଥର ବିଜେପି ସରକାର ସୁନିଶ୍ଚିତ’

ଭୁବନେଶ୍ୱର: ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଥିବାବେଳେ, ତୃତୀୟ ପର୍ଯ୍ୟାୟ ପାଇଁ ବିଭିନ୍ନ ଦଳ ପକ୍ଷରୁ ଜୋରସୋରରେ ଚାଲିଛି ପ୍ରଚାର ପ୍ରସାର । ଆରି ଭିତରେ ଦଳ ଡିଆଁ ପର୍ବ ମଧ୍ୟ ଜାରି ରହିଛି । ବଳ ଗୋଟାଉଛି ବିଜେପି । ବିଜେଡି, କଂଗ୍ରେସ ସମେତ ଅନ୍ୟାନ୍ୟ ପ୍ରମୁଖ ରାଜନୈତିକ ଦଳର…

ନିର୍ବାଚନ ବେଳେ ତେଜିଲା ଚିଟଫଣ୍ଡ ପ୍ରସଙ୍ଗ: ମୋଦୀଙ୍କ ପରେ ଶାହ ଦେଲେ ବଡ଼ ଇସାରା

ଭୁବନେଶ୍ୱର: ଗୃହମନ୍ତ୍ରୀ ଅମିତ ଶାହ ସମ୍ବଲପୁରରେ ଚିଟଫଣ୍ଡ ପ୍ରସଙ୍ଗ ଉଠାଇଛନ୍ତି। ସେ କହିଛନ୍ତି, ବିଜେପି ରାଜ୍ୟରେ ସରକାର ଗଠନ କରିବାର ୧୮ ମାସ ଭିତରେ ଚିଟଫଣ୍ଡରେ ସାମିଲ ଥିବା ବ୍ୟକ୍ତିଙ୍କୁ ଜେଲରେ ପୁରାଇବ। ଶାହଙ୍କ ଏହି ବୟାନକୁ ନେଇ ଆରମ୍ଭ ହୋଇଛି ବିତର୍କ। ନିକଟ ଅତୀତରେ ଯେଉଁ କିଛି…

ସମ୍ବିତଙ୍କ ବିବାଦୀୟ ବୟାନ ପ୍ରସଙ୍ଗ: ‘ଭଗବାନଙ୍କୁ ରାଜନୀତିରୁ ଦୂରେଇ ରଖାଯାଉ, ସମ୍ବିତ ନିଜ ସ୍ବାସ୍ଥ୍ୟ ପ୍ରତି…

ଭୁବନେଶ୍ବର: ‘ଜଗନ୍ନାଥ ମୋଦିଙ୍କ ଭକ୍ତ’ ବୟାନ ପରେ ସମ୍ବିତ ପାତ୍ରଙ୍କ ଉପରେ ବର୍ଷିଛନ୍ତି ବିଜେଡିର ବରିଷ୍ଠ ନେତା ଭିକେ ପାଣ୍ଡିଆନ । ସେ ଜାତୀୟ ଖବର ସରବରାହ ସଂସ୍ଥା ଏଏନଆଇକୁ ସାକ୍ଷାତକାର ଦେବା ସମୟରେ କହିଛନ୍ତି, ବିଜେପି ଓଡିଆ ଅସ୍ମିତାର କଥା କହୁଛି, ପ୍ରଭୁ ଜଗନ୍ନାଥ ହେଉଛନ୍ତି ଓଡିଆ…

‘ବିଜେଡି ସରକାରକୁ ଓପାଡ଼ି ଫିଙ୍ଗନ୍ତୁ ,ବିଜେପି ଏଥର ଓଡିଆ ପୁଅ କିମ୍ବା ଝିଅକୁ ଓଡିଶାର ମୁଖ୍ୟମନ୍ତ୍ରୀ କରିବ’

ଢେଙ୍କାନାଳ: ଆଜି ଢେଙ୍କାନାଳ ପରଜଙ୍ଗରେ ଜୋରଦାର ପ୍ରଚାର କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ‘ବିଜେଡି ସରକାରକୁ ଓପାଡ଼ି ଫିଙ୍ଗନ୍ତୁ  ।ବିଜେପି ଏଥର ଓଡିଆ ପୁଅ କିମ୍ବା ଝିଅକୁ ଓଡିଶାର ମୁଖ୍ୟମନ୍ତ୍ରୀ କରିବ’। ଏହିଭଳି କହି ଅମିତ ଶାହ ଜୋରଦାର ହମଲା  କରିଛନ୍ତି ରାଜ୍ୟ ସରକାରଙ୍କ ଉପରେ ।…

ଆମଦାନୀ ନେତାଙ୍କ ବିଧାୟକ ପଦ ସୁରକ୍ଷିତ, କିନ୍ତୁ ବିଜେଡି ଛାଡିଥିବା ନେତାଙ୍କର ହେଉଛି ପଦ ରଦ୍ଦ!

ଭୁବନେଶ୍ୱର: ଆମଦାନୀ ହୋଇଥିବା ଅନ୍ୟ ଦଳର ବିଧାୟକ ଶାସକ ଦଳ ବିଜୁ ଜନତା ଦଳ ପାଇଁ ହୋଇଗଲେ ଗେହ୍ଲା ପୁଅ? କିନ୍ତୁ ଦିନେ ଦଳର ସେନାପତି ହୋଇ ମୈଦାନରେ ଲଢେଇ କରୁଥିଲେ ଆଉ ବିଭିନ୍ନ କାରଣରୁ ନିର୍ବାଚନ ବେଳେ ଏଥର ବିଜେଡି ଛାଡି ଅନ୍ୟ ଦଳରେ ସାମିଲ ହେବା ପରେ ହୋଇଯାଇଛନ୍ତି ପର। ଆଉ ସ୍ଥିତି…

ବିଜେଡିର ୪ ବିଧାୟକଙ୍କୁ ଜବାବ ତଲବ, ୨୭ ତାରିଖ ସୁଦ୍ଧା ଦିଅନ୍ତୁ ଉତ୍ତର

ଭୁବନେଶ୍ବର: ବିଜେଡି ଛାଡିଥିବା ୪ ବିଧାୟକଙ୍କୁ ଜବାବ ତଲବ ନୋଟିସ। ସମୀର ଦାଶ, ସୀମାରାଣୀ ନାୟକ, ରମେଶ ସାଏ ଏବଂ ପର୍ଶୁରାମ ଧଡାଙ୍କୁ ଜବାବ ତଲବ ଜାରି କରିଛନ୍ତି ବିଧାନସଭା ସଚିବ । ଏନେଇ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ବାଚସ୍ପତିଙ୍କ ନିକଟରେ ଏକ ପିଟିସନ ଦାଖଲ କରିଥିଲେ ।…

‘ବିଜେପି ଓଡ଼ିଶାବାସୀଙ୍କୁ ମିଛ କଥା କହି କୁମ୍ଭୀର କାନ୍ଦଣା କାନ୍ଦୁଛି’

ମୟୂରଭଞ୍ଜ: ଗଣତନ୍ତ୍ରର ମହାପର୍ବ ଆରମ୍ଭ ହୋଇଛି । ରାଜ୍ୟରେ ଦୁଇଟି ପର୍ଯ୍ୟାୟ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଥିବାବେଳେ ଦିନକୁ ଦିନ ଓଡ଼ିଶାରେ ପ୍ରଚାର ଜୋରଧରିଛି  ।ଏହିମଧ୍ୟରେ କରଞ୍ଜିଆରେ ଭିକେ ପାଣ୍ଡିଆନ ଆଜି ପ୍ରଚାର କରିଛନ୍ତି  ।ସେ କହିଛନ୍ତି ଠାକୁରମୁଣ୍ଡା-କରଞ୍ଜିଆ ସହିତ ମୋର ବହୁତ…

ମନ୍ମଥଙ୍କ ପାଇଁ ଭୋଟ ଅପିଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଗଣତନ୍ତ୍ରର ମହାପର୍ବ ଆରମ୍ଭ ହୋଇଛି । ରାଜ୍ୟରେ ଦୁଇଟି ପର୍ଯ୍ୟାୟ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଥିବାବେଳେ ଆଉ ଦୁଇଟି ପର୍ଯ୍ୟାୟ ନିର୍ବାଚନ ପାଖେଇ ଆସୁଛି। ଏସବୁ ଭିତରେ ଦିନକୁ ଦିନ ରୋଚକ ହେବାରେ ଲାଗିଛି ଓଡ଼ିଶା ରାଜନୀତି। ଭିଡିଓ ମାଧ୍ୟମରେ ଯୋଡ଼ି ଶଙ୍ଖରେ ଭୋଟ୍ ଦେବା ପାଇଁ…

କେନ୍ଦୁଝରରେ ଶାହାଙ୍କ ବଡ ବୟାନ: ପିଓକେ ଆମର ଥିଲା, ଆଗକୁ ମଧ୍ୟ ରହିବ

କେନ୍ଦୁଝର: କେନ୍ଦୁଝରର ଜନସଭାରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଭିଭାଷଣ । ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ଏହି ସମୟରେ ଦେଶ ପାଇଁ ମୋଦିଙ୍କ ବିକାଶ ମୂଳକ କାମ ବିଷୟରେ ଶାହ ଉଦାହରଣ ଦେଇ କହିଛନ୍ତି ଯେ, ଦେଶକୁ ସୁରକ୍ଷିତ ରଖିବା କାମ କରୁଛନ୍ତି ମୋଦି…