Latest Odisha News

BREAKING NEWS

Browsing Category

ଓଡିଶା

Odisha

ବାଲେଶ୍ୱରରେ ଆଜି ମଧ୍ୟରାତ୍ର ଯାଏଁ ବଳବତ୍ତର ରହିବ କର୍ଫ୍ୟୁ, ବନ୍ଦ ରହିଛି ଇଣ୍ଟରନେଟ ସେବା

ବାଲେଶ୍ବର: ଜିଲ୍ଲାରେ ଆଜି ମଧ୍ୟରାତ୍ର ଯାଏଁ ବଳବତ୍ତର ରହିବ କର୍ଫ୍ୟୁ। ବାଲେଶ୍ୱର ସହରରେ ବନ୍ଦ ରହିଛି ଇଣ୍ଟରନେଟ ସେବା । ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି । ଦୁଇ ଗୋଷ୍ଠୀ ମଧ୍ୟରେ ଦେଖାଦେଇଥିବା ଉତ୍ତେଜନା ପରେ ପୁରା ସହରରେ ଅନିର୍ଦ୍ଧିଷ୍ଟ କାଳ ପାଇଁ…

ଡ୍ରେନ୍ ଟ୍ରାଜେଡି: ଘଟଣାସ୍ଥଳରେ ନଗର ଉନ୍ନୟନ ମନ୍ତ୍ରୀ, ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଦେବାକୁ ବିଏମସି କମିଶନରଙ୍କୁ…

ଭୁବନେଶ୍ବର: ମଙ୍ଗଳବାର ଅପରାହ୍‌ଣରେ ନାଳରେ ଭାସିଯାଇ ନାବାଳକର ମୃତ୍ୟୁ ଘଟଣାରେ ୟୁନିଟ-୩ ମସଜିଦ୍‌ କଲୋନୀରେ ପହଞ୍ଚିଲେ ନଗର ଉନ୍ନୟନ ମନ୍ତ୍ରୀ। ୮ ବର୍ଷ ବୟସର ନାବାଳକ ଆବୁ ବକର ସାହର ମୃତ୍ୟୁ ଘଟିବା ପରେ ଆଜି ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଘଟଣାସ୍ଥଳ ପରିଦର୍ଶନ…

ବଡଭାଇର ଟାଙ୍ଗିଆ ଚୋଟରେ ସାନଭାଇ ମୃତ

ଅନୁଗୁଳ: ବଡଭାଇର ଟାଙ୍ଗିଆ ଚୋଟରେ ସାନଭାଇ ମୃତ । ଏଭଳି ଘଟଣା ଅନୁଗୁଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଜରାସିଂହା ପୁରୁଣା ସାହିରେ ଘଟିଛି । ସୂଚନା ଅନୁସାରେ, ଜରାସିଂହା ପୁରୁଣାସାହିର ବଲେହି ନାଏକଙ୍କ ପୁଅ ଗଦା ନାଏକ ଗାଁ ପାଖରେ ଥିବା ରାଇସ୍ ମିଲ୍‌ରେ କାର୍ଯ୍ୟ କରନ୍ତି। ପ୍ରତ୍ୟକ ଦିନ ଘର…

ତ୍ରିଶୁଳିଆ କୁଆଖାଇ ନଦୀ ପୋଲ ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ମହିଳା ମୃତ

କଟକ: ତ୍ରିଶୁଳିଆ କୁଆଖାଇ ନଦୀ ପୋଲ ଉପରେ ମଙ୍ଗଳବାର ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ସିମେଣ୍ଟ ବୋଝେଇ ଟ୍ରକ୍ ସହ କାର ମୁହାଁମୁହିଁ ଧକ୍କା ହେବା ଫଳରେ ବ୍ରିଜରୁ ତଳକୁ ଖସି ପଡ଼ିଥିଲା ଟ୍ରକ୍। ଘଟଣାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ସେହିପରି ୪ ଜଣ ଗୁରୁତର ଥିବା…

ଆସନ୍ତାକାଲି ଅଧା ଓଡ଼ିଶା ଓ ୨୪ ତାରିଖ ସୁଦ୍ଧା ପୂରା ରାଜ୍ୟ ଛୁଇଁବ ମୌସୁମୀ

ଭୁବନେଶ୍ବର: ବୁଧବାର ରାଜ୍ୟର ଅନେକ ସ୍ଥାନରେ ପ୍ରାକ୍ ମୌସୁମୀ ବର୍ଷା ହେବ। ଭିଜିବ ଓଡିଶା। ଦକ୍ଷିଣ ଓଡ଼ିଶା ଓ ଉପକୂଳ ଓଡ଼ିଶାର ବହୁ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ୨୦ ତାରିଖ ସୁଦ୍ଧା ଅଧା ଓଡ଼ିଶା ଛୁଇଁବ ମୌସୁମୀ। ୨୪ ତାରିଖ ସୁଦ୍ଧା ପୂରା ଓଡ଼ିଶା ଛୁଇଁବ ବୋଲି ପାଣିପାଗ ବିଭାଗ…

ଆଜି ଶପଥ ନେବେ ଅବଶିଷ୍ଟ ୪୫ ବିଧାୟକ

ଭୁବନେଶ୍ୱର: ଦୁଇଦିନ ଧରି ସପ୍ତଦଶ ବିଧାନସଭାର ନବନିର୍ବାଚିତ ବିଧାୟକମାନଙ୍କୁ କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଶପଥ ପାଠ କରାଉଛନ୍ତି। ୨୦୨୪ ସାଧାରଣ ନିର୍ବାଚନରେ ବିଧାନସଭା ନିର୍ବାଚନ ଜିତିଥିବା ବିଧାୟକଙ୍କ ଭିତରୁ ୧୦୧ଜଣ ମଙ୍ଗଳବାର ବିଧାୟକ ଭାବେ ଶପଥ ନେଇଛନ୍ତି। ଆଜି…

ଗାଁରେ ୧୦୦ ଲୋକ ଥିଲେ ବି ସରକାର ରାସ୍ତା ତିଆରି କରିବେ: ମନ୍ତ୍ରୀ

ଭୁବନେଶ୍ୱର: ଦୁର୍ଗମ ଅଞ୍ଚଳର ଲୋକଙ୍କ ଦ୍ୱାରରେ ଚିକିତ୍ସା ସେବା ପହଞ୍ଚାଇବା ପାଇଁ ରାଜ୍ୟ ସରକାର ୧୦୦ରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଗାଁକୁ ରାସ୍ତା ନିର୍ମାଣ କରିବେ। ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ମଙ୍ଗଳବାର ବିଭାଗର କାର୍ଯ୍ୟଦକ୍ଷତା ସମ୍ପର୍କରେ ଏକ…

ମାଛ ଧରି ମାଲାମାଲ ମତ୍ସ୍ୟଜୀବୀ, ଜାଣନ୍ତୁ କେତେ ଟଙ୍କାରେ ବିକ୍ରି କଲେ

ପାରାଦୀପ: ପାରାଦୀପରେ ମହାନଦୀରୁ ୪୦୦ କେଜିରୁ ଅଧିକ ଓଜନର ଏକ ମାଛ ଧରି ଜଣେ ମତ୍ସ୍ୟଜୀବୀ ଏକ ପ୍ରକାର ଭଲ ରୋଜଗାର କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ କିଛି ମତ୍ସ୍ୟଜୀବୀ ମହାନଦୀରେ ମାଛ ଧରିବାକୁ ଯାଇଥିଲେ। ୪ଟି ନଦୀର ସଙ୍ଗମସ୍ଥଳ ଚଉମୁହାଣରେ ମାଛ ଧରିବା ବେଳେ ଜଣେ ମତ୍ସ୍ୟଜୀବୀ ଜାଲି…

ସୋସିଆଲ ମିଡିଆରେ ଅଫିସିଆଲ ହ୍ୟାଣ୍ଡେଲ ଖୋଲିବାକୁ ସମସ୍ତ ହସ୍ପିଟାଲକୁ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର: ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଅଫିସିଆଲ ହ୍ୟାଣ୍ଡେଲ ଖୋଲିବାକୁ ରାଜ୍ୟର ସମସ୍ତ ହସ୍ପିଟାଲକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଶାଳିନୀ ପଣ୍ଡିତ ଆଜି ଏକ ସରକାରୀ ଚିଠି ଲେଖି ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ,…

ସୋଶିଆଲ ମିଡିଆରେ ଚର୍ଚ୍ଚା ସାଉଁଟିଲା ଲକ୍ଷ୍ଣଣ ବାଗ ଏବଂ ନବୀନଙ୍କ ଭେଟଘାଟ

ଭୁବନେଶ୍ୱର: ଆଜି ବିଧାନସଭାରେ ନବ ନିର୍ବାଚିତ ବିଧାୟକଙ୍କ ଶପଥ ଗ୍ରହଣ ସମାରୋହରେ କିଛି ମୁହୂର୍ତ୍ତ ଦେଖିବାକୁ ମିଳିଛି ଯାହା ଏବେ ସୋଶିଆଲ ମିଡିଆରେ ଚର୍ଚ୍ଚା ପାଲଟିଛି। ଗୃହରେ ମୁହାଁମୁହିଁ ହୋଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କଣ୍ଟାବାଞ୍ଜିର ନବନିର୍ବାଚିତ ବିଜେପି…