Latest Odisha News

BREAKING NEWS

Browsing Category

ଓଡିଶା

Odisha

‘ଛତିଶଗଡ ପରି ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢି ଲାଭ ଉଠାନ୍ତୁ’

ସୁବର୍ଣ୍ଣପୁର: ଛତିଶଗଡ ରାଜ୍ୟରେ ଯେଉଁଭଳି ଭାବରେ ବିଜେପି ବିଜୟୀ ହୋଇ ଡବଲ ଇଞ୍ଜିନ ସରକାର ଗଢିଛି ଆଉ ଏହାର ଲାଭ ଉଠାଉଛନ୍ତି ଜନସାଧାରଣ ସେହିଭଳି ଭାବରେ ଓଡ଼ିଶାରେ ବି ଡବଲ ଇଞ୍ଜିନ ସରକାର ଗଢନ୍ତୁ ବୋଲି ସୁବର୍ଣ୍ଣପୁରରେ ପ୍ରଚାର ବେଳେ ଲୋକଙ୍କୁ କହିଛନ୍ତି ଛତିଶଗଡର ମୁଖ୍ୟମନ୍ତ୍ରୀ…

ଜନସମୁଦ୍ର ପାଲଟିଛି ରାଜଧାନୀ ରାଜରାସ୍ତା, ରୋଡ ସୋ’ କରୁଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ରାଜଧାନୀରେ ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୁଛନ୍ତି ରୋଡ୍ ସୋ' । ନବୀନଙ୍କ ରୋଡ ସୋ’ରେ ସାମିଲ ହୋଇଛନ୍ତି ହଜାର ହଜାର ଲୋକ । ଜନସମୁଦ୍ର ପାଲଟିଛି ରାଜଧାନୀ ରାଜରାସ୍ତା । ଗଙ୍ଗନଗରରୁ ରୋଡ ସୋ' ଆରମ୍ଭ କରିଛନ୍ତି ନବୀନ । ହାତ ହଲାଇ ଉପସ୍ଥିତ ଜନତାଙ୍କୁ ଅଭିବାଦନ…

ମିଛର ସୀମା ରହୁନାହିଁ ବିଜେପିର, ଏମାନଙ୍କ ଉପରେ ଭରସା ନାହିଁ: ପାଣ୍ଡିଆନ

ବଲାଙ୍ଗୀର: ବାହାର ରାଜ୍ୟରୁ ବିଜେପିର ବଡ଼ ବଡ଼ ନେତା ଓ ମୁଖ୍ୟମନ୍ତ୍ରୀମାନେ ଆସୁଛନ୍ତି । କେନ୍ଦ୍ରମନ୍ତ୍ରୀମାନେ ମଧ୍ୟ ଆସୁଛନ୍ତି । ବହୁତ ବଡ଼ ବଡ଼ କଥା କହୁଛନ୍ତି । ଏମାନେ ଓଡ଼ିଶାବାସୀଙ୍କୁ ଜାଣି ନାହାନ୍ତି, ଓଡ଼ିଶାବାସୀ ମୁଖ୍ୟମନ୍ତ୍ରୀଙ୍କୁ କେତେ ଭଲ ପାଆନ୍ତି ତାହା ବି ଜାଣି ନାହାନ୍ତି…

ପୁରୀରେ ବୋମା ମାଡ: ୪ ଆହତ, ତଦନ୍ତ ଜାରି

ପୁରୀ: ପୁରୀରେ ମୋବା ମାଡ । ଚଳନ୍ତା ବାଇକ ଉପରକୁ ବୋମା ମାଡ କରିଛନ୍ତି ଦୁର୍ବୁତ୍ତ l ପୁରୀ ଶ୍ରୀକ୍ଷେତ୍ର କଲୋନୀ ନିକଟରେ ଘଟିଛି ଏଭଳି ଘଟଣା l ଏଥିରେ ଦୁଇ ଜଣ ଶ୍ରମିକ ଗୁରୁତର ହୋଇଥିବା ବେଳେ ଆଉ ଦୁଇ ଜଣ ସାମାନ୍ୟ ଆହତ ହୋଇଥିବା ସୂଚନା ରହିଛି l ସେମାନଙ୍କୁ ଚିକିତ୍ସା ପାଇଁ ମେଡିକାଲରେ…

ବଲାଙ୍ଗୀରରେ ପାଣ୍ଡିଆନଙ୍କ ପ୍ରଚାର, କହିଲେ ଏମାନଙ୍କ କାମ ସୂର୍ଯ୍ୟଙ୍କୁ କ୍ୟାଣ୍ଡେଲ ଦେଖାଇବା ପରି

ବଲାଙ୍ଗୀର: ବିରୋଧୀ ବିଜେପି ଦଳ କହୁଛି ସେମାନେ ସ୍ୱଚ୍ଛ ମୁଖ୍ୟମନ୍ତ୍ରୀ ଦେବେ, ସେମାନଙ୍କ ଭାଷାରେ ଯଦି ନବୀନ ବାବୁ ସ୍ୱଚ୍ଛ ନୁହନ୍ତି, ତେବେ ସେମାନେ ସ୍ୱଚ୍ଛତାର ଅର୍ଥ ଜାଣି ନାହାନ୍ତି, ଏହା କେବଳ ସୂର୍ଯ୍ୟଙ୍କୁ କ୍ୟାଣ୍ଡେଲ ଦେଖାଇବା କଥା । ଏମାନେ ରାଜନୀତିକୁ ଆସିଛନ୍ତି କେବଳ କ୍ଷମତା…

‘ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମିଶି ଓଡିଶାକୁ ବରବାଦ କରୁଛନ୍ତି’

ଭୁବନେଶ୍ବର: ନବୀନ ସରକାରଙ୍କ କାର୍ଯ୍ୟକାଳ ଭିତରେ ଓଡିଶାର କ'ଣ ଉନ୍ନତି ହୋଇଛି । ରାଜ୍ୟରେ ବେକାରୀ ସମସ୍ୟା ଦୃତ ଗତିରେ ବଢିବାରେ ଲାଗିଛି । ବିଜେଡି-ବିଜେପି ମିଶି ଓଡ଼ିଶାକୁ ଧ୍ବଂସ କରିଛନ୍ତି । ତେଣୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ହଟାନ୍ତୁ ବୋଲି କହି ଆଜି ଭୁବନେଶ୍ୱରରେ ଏକ ସାମ୍ବାଦିକ…

ଆଜି ଓଡ଼ିଶାର ଲୋକ ଓଡ଼ିଆ ଭାଷା ବୁଝୁଥିବା ଜଣେ ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି:ନଡ୍ଡା

ଭୁବନେଶ୍ବର: ପଦ୍ମପୁର ସଭାରେ ବିଜେପି ସଭାପତି ଜେପି ନଡ୍ଡା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ  ରାଜନୀତିର ପରିଭାଷା ବଖାଣୀବା ସହ ବିଜେଡି ସରକାରଙ୍କ ଉପରେ ଘୋର ବର୍ଷିଛନ୍ତି ।  ସେ କହିଛନ୍ତି ୨୦୧୪ ପୂର୍ବରୁ ଧାରଣା ଥିଲା ଭାରତରେ କିଛି ବଦଳିବନି । ୨୦୧୪ ପରେ ମୋଦି ପରିବର୍ତ୍ତନର ନୂଆ…

ବରଗଡରେ ବଦଳିଲାଣି କି ବାଜି !

ଭୁବନେଶ୍ବର: ବରଗଡରେ ଏଥର ବଡ ଲଢେଇ । ଗତଥର ବିଜେଡି ସବୁ ବିଧାନସଭା ଆସନ ଜିତିଥିଲେ ବି ଲୋକସଭାରେ ବାଜି ମାରି ନେଇଥିଲା ବିଜେପି । ଏଥର ବଦଳିଛନ୍ତି ସବୁ ଦଳର ପ୍ରାର୍ଥୀ । ବିଜେପି ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରିଛି ତ ବିଜେଡିରୁ ପରିଣୀତା ମିଶ୍ର ଓ କଂଗ୍ରେସରୁ ସଞ୍ଜୟ…

ବିଜେପି କର୍ମୀଙ୍କୁ ଧମକ ଅଭିଯୋଗ, ବିଜେଡି ବିଧାୟକ ପ୍ରାର୍ଥୀଙ୍କ ନାଁରେ ଏତଲା

ନୂଆପଡା: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ଆଉ ଦ୍ବିତୀୟ ପର୍ଯ୍ୟାୟ ପାଇଁ ଜୋରସୋରରେ ଚାଲିଛି ପ୍ରଚାର ପ୍ରସାର । ଏହାରି ଭିତରେ ନୂଆପଡା ଜିଲ୍ଲା ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ଅଶାନ୍ତ ପରିବେଶ ଦେଖିବାକୁ ମିଳିଛି । ଆଉ ଏପରି ସ୍ଥିତି ସୃଷ୍ଟି କରୁଛି ବିଜେଡି ବୋଲି ଅଭିଯୋଗ…

‘ବିଜେପି ସରକାର ଆସିଲେ ସ୍ଥାନୀୟ ନିଯୁକ୍ତିକୁ ଅଗ୍ରାଧିକାର ଦିଆଯିବ’

ଭୁବନେଶ୍ବର: ଆଜି ଅର୍ଥାତ ଗୁରୁବାର କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଫଗନ ସିଂ ଭୁବନେଶ୍ବରରେ ଏକ ପ୍ରେସମିଟ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ।  ଓଡ଼ିଶାରେ ମିଳିମିଶି ସରକାର ବଦଳାଇବାକୁ କେନ୍ଦ୍ରମନ୍ତ୍ରୀଙ୍କ ଆହ୍ବାନ । 'ବିଜେପି ସରକାର ଆସିଲେ ସ୍ଥାନୀୟ ନିଯୁକ୍ତିକୁ ଅଗ୍ରାଧିକାର…