Latest Odisha News

BREAKING NEWS

Browsing Category

ଓଡିଶା

Odisha

ହାତ ଛାଡ଼ିଲେ ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ, ବାଲେଶ୍ବର ସାଂସଦ ପ୍ରାର୍ଥୀ ଭାବେ ଲଢ଼ିବାକୁ ଘୋଷଣା

ଭୁବନେଶ୍ବର: କଂଗ୍ରେସରୁ ଇସ୍ତଫା ଦେଲେ ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ । ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନାଙ୍କ ନାଁରେ ଦୁର୍ବ୍ୟବହାର ଅଭିଯୋଗ ଆଣି ଦଳ ଛାଡିଛନ୍ତି ଚିତ୍ତରଞ୍ଜନ ଷଡ଼ଙ୍ଗୀ । ସେ ତାଙ୍କ ଇସ୍ତଫା ପତ୍ର ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ…

ସୌମ୍ୟ ବଦଳାଇବେ ଘସିପୁରା ଗେମ୍ !

ଭୁବନେଶ୍ବର: ସ୍ବାଧୀନ ଲଢିଲେ, ବିଗାଡ଼ିବେ ସମୀକରଣ ! ବଦ୍ରିଙ୍କ ବିଜୟ ରଥ ରୋକିବେ ସୌମ୍ୟ ! ତିନି ଦଳର ଅସନ୍ତୁଷ୍ଟ ହେବେ ସୌମ୍ୟଙ୍କ ବଳ ! ମତ ବଦଳାଇବେ କି ଘସିପୁରା ଭୋଟର ? ଘସିପୁରା ଲଢେଇରେ ସୌମ୍ୟଙ୍କ ଏଣ୍ଟ୍ରି ପରେ ବଦଳୁଛି ରାଜନୈତିକ ପାଣିପାଗ। ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ…

ବଳ ଗୋଟାଉଛି କଂଗ୍ରେସ; ଦଳରେ ମିଶିଲେ ସ୍ୱର୍ଗତଃ ଅକ୍ଷୟ ମହାନ୍ତିଙ୍କ ପୁଅ ଚିତ୍ରଭାନୁ ଓ ବିଭିନ୍ନ ଦଳର ବହୁ କର୍ମୀ

ଭୁବନେଶ୍ବର: କଂଗ୍ରେସରେ ଯୋଗଦେଲେ ସଙ୍ଗୀତ ନିର୍ଦ୍ଦେଶକ ସ୍ୱର୍ଗତଃ ଅକ୍ଷୟ ମହାନ୍ତିଙ୍କ ପୁଅ ଚିତ୍ରଭାନୁ ମହାନ୍ତି । କଟକ ଟାଉନ୍‌ହଲରେ ଆୟୋଜିତ ମିଶ୍ରଣପର୍ବରେ ଆଜି ଆନୁଷ୍ଠାନିକ ଭାବେ ଦଳରେ ମିଶିଲେ ଚିତ୍ରଭାନୁ । ଏହି ଅବସରରେ ତାଙ୍କୁ ବିଧାୟିକା ପ୍ରାର୍ଥୀ ସୋଫିଆ ଫିର୍ଦ୍ଦୋସ୍‌ ଚିତ୍ରଭାନୁ…

ନିର୍ବାଚନୀ ମୈଦାନରେ ମୁହାଁମୁହିଁ ହେବେ ସ୍ୱାମୀ-ସ୍ତ୍ରୀ; ରୁଦ୍ର ମହାରଥୀଙ୍କ ବିରୋଧରେ ଲଢିବେ ପତ୍ନୀ ଜାଗୃତି

ପିପିଲି: ନିର୍ବାଚନୀ ମୈଦାନରେ ମୁହାଁମୁହିଁ ହେବେ ସ୍ବାମୀ-ସ୍ତ୍ରୀ । ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏଭଳି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଗୋଟିଏ ପଟେ ସ୍ବର୍ଗତଃ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀ ବିଜେଡିରୁ ଟିକେଟ୍ ରୁ ନିର୍ବାଚନ ଲଢୁଛନ୍ତି, ଅନ୍ୟପଟେ ଜାଗୃତି…

ଦୀର୍ଘ ୨୫ ବର୍ଷର ଟ୍ୟୁମରକୁ ୧୦ ଘଣ୍ଟାର ଜଟିଳ ଅପରେସନ୍‌ ପରେ ବାହାର କଲେ ଏମ୍‌ସ ଡାକ୍ତର

ଭୁବନେଶ୍ବର: ଦୀର୍ଘ ୨୫ ବର୍ଷର ଟ୍ୟୁମରକୁ ୧୦ ଘଣ୍ଟାର ଜଟିଳ ଅପରେସନ୍‌ ପରେ ବାହାର କଲେ ଭୁବନେଶ୍ୱର ଏମ୍‌ସ ଡାକ୍ତର ଟିମ୍‌ । ପଶ୍ଚିମବଙ୍ଗର ୫୧ ବର୍ଷୀୟ ରବୀନ୍ଦ୍ର ବିଶୁଇଙ୍କ ମୁଣ୍ଡ ଉପରେ ୨୫ ବର୍ଷ ହେଲା ଗୋଟିଏ ଟ୍ୟୁମର ହୋଇଥିଲା । କିନ୍ତୁ ଗତ ୭ ମାସ ହେବ ସେହି ଟ୍ୟୁମର ହଠାତ୍ ବଢିବା ଆରମ୍ଭ…

ଆତ୍ମସମର୍ପଣ କଲା କୁଖ୍ୟାତ ମାଓବାଦୀ ସାମାୟା ମାଡକାମ

କନ୍ଧମାଳ: କନ୍ଧମାଳ ପୋଲିସକୁ ବଡ ସଫଳତା । ଆତ୍ମସମର୍ପଣ କଲା କୁଖ୍ୟାତ ମାଓବାଦୀ ସାମାୟା ମାଡକାମ । ଏନେଇ ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଆଇଜି ଜୟ ନାରାୟଣ ପଙ୍କଜ । ସାମାୟା ମାଡକାମ କେକେବିଏନ ସଙ୍ଗଠନର ଡିଭିଜନାଲ କମିଟି ମେମ୍ବର ଥିବା ସୂଚନା ମିଳିଛି । କେକେବିଏନ ଡିଭିଜନର ଅଷ୍ଟମ…

ବିଦ୍ରୋହ… ବିପଦରେ ବିଜେଡି ଗଡ !

ଭୁବନେଶ୍ବର : ଖେଳ ବିଗାଡିବେ କି ବିଦ୍ରୋହୀ ? କୁହୁଳୁଛି ଅସନ୍ତୋଷ, ଭୋଟ୍ ବେଳେ ପଡିବ କି ଭାରି ? ବିଜେଡି ଗଡ ଖଲ୍ଲିକୋଟରେ ଏଥର ଅଲ୍ ଇଜ ନଟ୍ ୱେଲ୍ । ରାଣୀଙ୍କ ପରେ ମୁରବିବିହୀନ ଖଲ୍ଲିକୋଟ୍ । ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କ ବିରୋଧରେ ପ୍ରବଳ ଅସନ୍ତୋଷ ପରେ ବି ତାଙ୍କୁ ରିପିଟ୍ କରିଛି…

ନିଟ୍ ପ୍ରବେଶିକା ପରୀକ୍ଷାରେ ଜାଲିଆତି ଘଟଣା, ନକଲି ପରୀକ୍ଷାର୍ଥୀ ସମେତ ୩ ଗିରଫ

ଭଦ୍ରକ: ମେ’ ୫ରେ ଅନୁଷ୍ଠିତ ହୋଇଯାଇଛି ନିଟ୍ ପରୀକ୍ଷା ୨୦୨୪ । ଦେଶରେ ପ୍ରାୟ ୫୫୭ ସହରରୁ ୨୪ ଲକ୍ଷ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଇଥିଲେ । ପରୀକ୍ଷା କିପରି ସୁରୁଖୁରୁରେ ହେବ ସେ ନେଇ NTA ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା । ଏହାରିଭିତରେ ଭଦ୍ରକ ଏସବିଡ଼ି ଇଣ୍ଟରନେସନଲ ସ୍କୁଲରେ…

କଂଗ୍ରେସ ଛାଡିଲେ ଚିତ୍ତରଞ୍ଜନ ଷଡଙ୍ଗୀ

ବାଲେଶ୍ବର: କଂଗ୍ରେସ ଛାଡିଲେ ଚିତ୍ତରଞ୍ଜନ । କଂଗ୍ରେସ ଛାଡିଲେ ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡଙ୍ଗୀ । ଶ୍ରୀକାନ୍ତ ଜେନାଙ୍କ ନାଁରେ ଦୁର୍ବ୍ୟବହାର ଅଭିଯୋଗ ଆଣି ଦଳ ଛାଡିଲେ  ଚିତ୍ତରଞ୍ଜନ । ବାଲେଶ୍ବର ସାଂସଦ ପ୍ରାର୍ଥି ଭାବେ ନିର୍ବାଚନ ଲଢିବାକୁ ଘୋଷଣା କଲେ । ସେ ୧୯୯୦…

ବିଜେପିର ସଙ୍କଳ୍ପପତ୍ରକୁ ‘ମିଛ ମାନିଫେଷ୍ଟୋ’ କହି ବର୍ଷିଲା ବିଜେଡି

ଭୁବନେଶ୍ଵର: ବିଜେପିର ସଙ୍କଳ୍ପପତ୍ର ଘୋଷଣାକୁ ‘ମିଛ ମାନିଫେଷ୍ଟୋ’ କହିଛି ବିଜେଡି । ଏଥି ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ନେତା । ‘ନା କାମ କରିବି, ନା କାମ କରେଇ ଦେବି’ ବୋଲି କହି ବର୍ଷିଛନ୍ତି ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର…