Latest Odisha News
Browsing Category

ଓଡିଶା

Odisha

ଅପରାଜିତା ଭୋଟରଙ୍କୁ ନିଜର ଅହଙ୍କାର ଦେଖାଉଛନ୍ତି-ଶ୍ରୀମୟୀ

ଭୁବନେଶ୍ୱର: ବିଜେଡି-ବିଜେପି ମୁହାଁମୁହିଁ । ଜବାବ-ସୁଆଲରେ ରାଜନୀତି ସରଗରମ । ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡି ସାଂସଦ ସସ୍ମିତ ପାତ୍ର କଡା ଜବାବ ଦେଇଥିବାବେଳେ ଅପରାଜିତାଙ୍କୁ ସମାଲୋଚନା କରିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର । ସାଂସଦ ଅପରାଜିତା ଭୋଟରଙ୍କୁ ନିଜର ଅହଙ୍କାର…

ପ୍ରଶାନ୍ତ ଜଗଦେବ ଘଟଣାରେ ଧରାପଡିଛି ଧର୍ମେନ୍ଦ୍ରଙ୍କ ଦୋମୁହାଁ ନୀତି: ବିଜେଡି

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜବାବ ଦେଇଛି ବିଜେଡି । ରାଜ୍ୟରେ ଗଣତନ୍ତ୍ର ଶାସନକୁ ନେଇ କେନ୍ଦ୍ରମନ୍ତ୍ରୀ ପ୍ରଶ୍ନ ଉଠାଇଥିବାବେଳେ ଏହାର ଉତ୍ତର ରଖିବାକୁ ଯାଇ ବିଜେପିକୁ ପ୍ରଶ୍ନବାଣ ମାରିଛନ୍ତି ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର ।   ବିଜେଡିରୁ ବହିଷ୍କୃତ…

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା: ଜାଭେଲିନ ଷ୍ଟାର କିଶୋର ଜେନାଙ୍କୁ ମିଳିବ ୨୫ ଲକ୍ଷ

ଭୁବନେଶ୍ଵର: ରାଜ୍ୟ ସରକାରଙ୍କ ବଡ ଘୋଷଣା । ଆଥଲେଟ୍ କିଶୋର ଜେନାଙ୍କୁ ମିଳିବ ୨୫ ଲକ୍ଷ ଟଙ୍କା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୁରଷ୍କାର ରାଶି ଘୋଷଣା କରିଛନ୍ତି । ବିଶ୍ଵ ଆଥଲେଟିକ୍ସ ଚାମ୍ପିଅନସିପରେ ଜାଭେଲିନ ଥ୍ରୋ ପ୍ରତିଯୋଗିତାରେ ୫ମ ସ୍ଥାନରେ ରହିଥିଲେ କିଶୋର ଜେନା । ଖବର…

ଶାସନ ବ୍ୟବସ୍ଥାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ କଟାକ୍ଷ: ଉଠାଇଲେ ଶଶିକଳା ସିଣ୍ଡ୍ରୋମ

ଭୁବନେଶ୍ୱର: ନବୀନଙ୍କୁ ଟେକିଲେ । ହେଲେ ତାଙ୍କ ସରକାର  ଉପରେ ବର୍ଷିଲେ । ପିଠି ଆଉଁସି କଡା ଭାଷାରେ ନବୀନ ସରକାରଙ୍କୁ ସମାଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟରେ ଚାଲିଥିବା ଶାସନ ବ୍ୟବସ୍ଥାକୁ ନେଇ ପୁଣି ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।…

ଆପଣ ଥାଇରଏଡ ରୋଗରେ ପୀଡିତ କି? ତେବେ ଜାଣନ୍ତୁ ଏହାର ଲକ୍ଷଣ ଓ ଉପଚାର

ଭୁବନେଶ୍ଵର: ସମଗ୍ର ବିଶ୍ୱରେ ଦ୍ରୁତ ଗତିରେ ଥାଇରଏଡ୍ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛନ୍ତି । ଆଜି ପ୍ରତି ୧୦ ଜଣଙ୍କ ମଧ୍ୟରୁ ୪ ଜଣ ଥାଇରଏଡ ରୋଗରେ ପୀଡିତ ହେଉଛନ୍ତି । ମେଦବହୁଳତା, ଖରାପ ଜୀବନଶୈଳୀ ଏବଂ ହରମୋନରେ ବ୍ୟାଘାତ ହେତୁ ଥାଇରଏଡ ସମସ୍ୟା ବୃଦ୍ଧି ପାଉଛି । ତେବେ ଦୁଇ ପ୍ରକାରର…

ଆଥଲେଟ୍ କିଶୋର ଜେନାଙ୍କୁ ମିଳିବ ୨୫ ଲକ୍ଷ ଟଙ୍କା: ପୁରସ୍କାର ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ଭାରତକୁ ଐତିହାସିକ ସଫଳତା। ପ୍ରଥମ କରି ଫାଇନାଲ ମ୍ୟାଚରେ ତିନି ତିନି ଜଣ ଭାରତୀୟ ପ୍ରତିଦ୍ୱନ୍ଦିତା କରିବାର ସୁଯୋଗ ପାଇଛନ୍ତି। ଆଉ ତା ସାଙ୍ଗକୁ ଦେଶକୁ ମିଳିଛି ଗୋଲ୍ଡ ମେଡାଲ୍। ୪୦ ବର୍ଷର ଯାତ୍ରାରେ ପ୍ରଥମ କରି ଭାରତକୁ ମିଳିଛି ଏହି ସଫଳତା।…

ମୁଖ୍ୟମନ୍ତ୍ରୀ ଧୃତରାଷ୍ଟ୍ର ପାଲଟି ଯାଇଛନ୍ତି; ରାଜଧର୍ମ ପାଳନ କରନ୍ତୁ: ସାଂସଦ ଅପରାଜିତା

ଭୁବନେଶ୍ୱର: ପୁଣି ବିଜେଡି ସରକାର ଉପରେ ବର୍ଷିଛନ୍ତି ସାଂସଦ ଅପରାଜିତା । ରାଜ୍ୟ ସରକାର ମହିଳା ସଶକ୍ତୀକରଣ ନାଁରେ ମିଶନଶକ୍ତି ମହିଳାଙ୍କୁ ଆକ୍ରମଣ ପାଇଁ ବ୍ୟବହାର କରୁଛନ୍ତି ବୋଲି ସାସଂଦ ଅଭିଯୋଗ ଆଣିଛନ୍ତି । ଏହି ମହିଳାମାନେ ତାଙ୍କୁ ଟେକା, ପଥର, ଅଣ୍ଡା, କଳାପତାକା ଧରି ସାଂସଦଙ୍କୁ…

ଜାଗା ମିଶନ ଜରିଆରେ ବସ୍ତିବାସିନ୍ଦାଙ୍କୁ ପଟ୍ଟା ବଣ୍ଟନ ସହ ବିଜୁ ଆଦର୍ଶ କଲୋନୀର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ରାଜ୍ୟରେ ୫ଟି ମହାନଗର ନିଗମର ବସ୍ତିବାସିନ୍ଦାଙ୍କୁ ଜମିପଟ୍ଟା ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ପଟ୍ଟା ବଣ୍ଟନ କରିଛନ୍ତି । ୫ଟି ମହାନଗର ନିଗମ ତଥା ଭୁବନେଶ୍ୱର, ବ୍ରହ୍ମପୁର,…

ବୋଲେରୋକୁ ଧକ୍କା ଦେଲା ଟ୍ରେନ, ୩୦ ମିଟର ଘୋଷାଡି ନେଲା

ପାରାଦୀପ:ପାରଦୀପ ବନ୍ଦରର ନିଷିଦ୍ଧାଞ୍ଚଳରେ ଦୁର୍ଘଟଣା । କୋଇଲା ବୋଝେଇ ଟ୍ରେନ ଧକ୍କା ଦେଲା ବୋଲେରୋକୁ । ପ୍ରାୟ ୩୦ମିଟର ଘୋଷାଡ଼ି ହୋଇଗଲା ବୋଲେରୋ । ଆଜି ପାରାଦୀପ ବନ୍ଦରର ନିଷିଦ୍ଧାଞ୍ଚଳରେ ଥିବା ଏମସିଏଚପି କ୍ୟାଣ୍ଟିନ ପାଖରେ ଏହି ଦୁର୍ଘଟଣା ଘଟିଛି । ମାଲବାହୀ ଟ୍ରେନଟି ନିଜ…

ଆଇଜ୍ବାଲ ଚିଡ଼ିଆଖାନାରୁ ନନ୍ଦନକାନନ ଆସିବେ ନୂଆ ଅତିଥି

ବାରଙ୍ଗ: ନନ୍ଦନକାନନରୁ ଆସିଲା ଆଉ ଏକ ଖୁସି ଖବର । ପ୍ରାଣୀ ଉଦ୍ୟାନକୁ ଆସିବେ ନୂଆ ଅତିଥି । ହୁଲକ୍ ଗିବନ୍ ଓ ପିଗ ଟେଲ ମକ୍କା ସହ ହିମାଳୟାନ ବିୟର ନନ୍ଦନକାନନ ଆସିବା ନେଇ ସୂଚନା ମିଳିଛି । ଏଥିପାଇଁ ମିଜୋରାମ ଅଭିମୁଖେ ବାହାରିଛନ୍ତି ୬ ଜଣିଆ ଟିମ୍ । ସୂଚନା ଅନୁଯାୟୀ, ଭୁବନେଶ୍ବର…