Latest Odisha News

BREAKING NEWS

Browsing Category

ଓଡିଶା

Odisha

ବିଧାନସଭା ପରିସରରେ ସୁଉଚ୍ଚ ଜାତୀୟ ପତାକା ସ୍ତମ୍ଭ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ବିଧାନସଭା ପରିସରରେ ସୁଉଚ୍ଚ ଜାତୀୟ ପତାକା ସ୍ତମ୍ଭ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ମଙ୍ଗଳବାର ଅପରାହ୍ନରେ ଉଦଘାଟିତ ହୋଇଯାଇଛି। ଉଦଘାଟନ ପରେ ରାଜ୍ୟ ପୋଲିସ ବ୍ୟାଣ୍ଡ ଦ୍ୱାରା ଜାତୀୟ ସଂଗୀତ ବାଦନ କରାଯାଇଥିଲା । ଏହି ଉଦଘାଟନ ସମୟରେ ସଂସଦୀୟ ବ୍ୟାପାର ଓ…

ସ୍ୱାଧୀନତା ଦିବସରେ ଅଘଟଣ: ସ୍କୁଲ ବସ ଓଲଟି ୧୨ ଛାତ୍ରଛାତ୍ରୀ ଆହତ

ରାୟଗଡ଼ା : ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିଲା ସ୍କୁଲବସ । ନିୟନ୍ତ୍ରଣ ହରାଇ ଓଲଟି ପଡିଲା  ।  ୧୨ ଛାତ୍ରଛାତ୍ରୀ ଆହତ ।  ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଳକ ସଦର ମହକୁମା ଅଞ୍ଚଳରେ ଘଟିଛି ଏମିତି ଅଘଟଣ । ପଦ୍ମପୁର ସ୍ଥିତ ସନସାଇନ ଇଂରାଜୀ ବିଦ୍ୟାଳୟର ସ୍କୁଲ ବସ ନମ୍ବର OD 18 F 9829 ଓଲଟି…

ସ୍ୱାଧୀନତା ଦିବସରେ ଲାଲ ଆତଙ୍କ; ନକ୍ସଲଙ୍କ ଗୁଳିରେ ୨ ଯବାନ ସହିଦ

ରାଉରକେଲା:  ସ୍ୱାଧୀନତା ଦିବସରେ ଲାଲ ଆତଙ୍କ । ସୁନ୍ଦରଗଡ ଜିଲ୍ଲା ସୀମାରେ  ନସ୍କଲ ହିଂସା ।  ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ପଶ୍ଚିମ ସିଂହଭୂମ ଜିଲ୍ଲା ଟନ୍ତୋପାହାଡ଼ରେ ନକ୍ସଲ କରିଛନ୍ତି ସଂଘବଦ୍ଧ ହମଲା ।  ନକ୍ସଲମାନେ ଯବାନଙ୍କ ଉପରକୁ ହଠାତ ଆଖିବୁଜା ଗୁଳିବର୍ଷା କରିଛନ୍ତି। ଘଟଣା ଘଟିଛି…

ଗୁଗୁଲ ପାଳିଲା ସ୍ବାଧୀନତା ଦିବସ , ଡୁଡଲରେ ସ୍ଥାନ ପାଇଲା ଓଡ଼ିଶାର ବାନ୍ଧକଳା

ନୂଆଦିଲ୍ଲୀ: ଦୀର୍ଘ ୨୦୦ ବର୍ଷ ଦେଶ ବ୍ରିଟିଶ ଶାସନ ଅଧୀନରେ ରହିବା ପରେ ୧୯୪୭ ଅଗଷ୍ଟ ୧୫ ତାରିଖ ଦିନ ଭାରତ ସ୍ବାଧୀନ ହୋଇଥିଲା। ଆଜି ସ୍ବାଧୀନତା ଦିବସ ଅବସରରେ ଗୁଗଲ ଏହାର ଡୁଡଲରେ ଭାରତୀୟ ଶିଳ୍ପ ପରମ୍ପରାକୁ ସ୍ଥାନିତ କରିଛି। ଗୁଗୁଲ ଦେଶର ବିବିଧତା ମଧ୍ୟରେ ଏକତାକୁ ଦର୍ଶାଇ ସ୍ବତନ୍ତ୍ରତାର…

ଆସନ୍ତା ତିନିଦିନ ପ୍ରବଳ ବର୍ଷା ସମ୍ଭାବନା; ଉପକୂଳ ଜିଲ୍ଲାରେ ଛେଚିବ

ଭୁବନେଶ୍ୱର:ଆସନ୍ତା ତିନିଦିନ ପ୍ରବଳ ବର୍ଷିବ । ଅଗଷ୍ଟ ୧୬ ତାରିଖ ଓଡ଼ିଶାକୁ ପ୍ରବଳ ବର୍ଷା ସମ୍ଭାବନା ଥିବାବେଳେ ୧୭ ଏବଂ ୧୮ ତାରିଖ ବର୍ଷାର ପରିମାଣ ବଢିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମଙ୍ଗଳବାର ଚେତାବନୀ ଦିଆଯାଇଛି । ଆଇଏମଡି ସୂଚନା ଅନୁସାରେ, ଅଗଷ୍ଟ ୧୬ ତାରିଖ ବୁଧବାର…

ଦେହ ପାଇଁ ଏହି ଫଳ ସାଜିଥାନ୍ତି ରାମବାଣ, ଶରୀରକୁ ରଖିଥାନ୍ତି ସୁସ୍ଥ

ଭୁବନେଶ୍ଵର: ପାଣିପାଗ ପରିବର୍ତ୍ତନ ସମୟରେ ଆମେ ମାନେ ଆମର ଶରୀର ପ୍ରତି ଧ୍ୟାନ ଦେବା ନିତ୍ୟାନ୍ତ ଜରୁରୀ। ଏଥିପାଇଁ ଆମ ଖାଦ୍ୟ ଶୃଙ୍ଖଳକୁ ସଠିକ ଢଙ୍ଗରେ ପ୍ରସ୍ତୁତ କରିବାର ଆବଶ୍ୟକ ରହିଛି। ଖାଦ୍ୟ ଶୃଙ୍ଖଳରେ ଫଳକୁ ସାମିଲ କରିବାର ଆବଶ୍ୟକ ମଧ୍ୟ ବେଶ ଜରୁରୀ ହୋଇ ପଡ଼ିଛି। ଏଥିପାଇଁ ଆପଣ ନିଜ…

ପୁଣି ଅଶାନ୍ତ ବିଜେବି କଲେଜ: ସ୍ଵାଧୀନତା ଦିବସରେ ଗେଟ ବନ୍ଦ ଥିବାରୁ ଧାରଣାରେ ବସିଲେ ଛାତ୍ରଛାତ୍ରୀ

ଭୁବନେଶ୍ଵର: ତ୍ରିରଙ୍ଗା ଶୋଭାଯାତ୍ରାକୁ ନେଇ ବିଜେବି କଲେଜର ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ମୁହାମୁହିଁ । ତ୍ରିରଙ୍ଗା ନେଇ ଗୋଟିଏ ଗୋଷ୍ଠୀ ଛାତ୍ର କଲେଜ କ୍ୟାମ୍ପସ ଭିତରକୁ ଯିବା ବେଳେ ଅନ୍ୟ ଗୋଟିଏ ଗୋଷ୍ଠୀ କଲେଜ ସିକୁରିଟିକୁ କହି କଲେଜ ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିବା ଅଭିଯୋଗ ହୋଇଛି ।…

ରାଜ୍ୟ ପାଳିଛି ୭୭ତମ ସ୍ଵାଧୀନତା ଦିବସ: ତ୍ରିରଙ୍ଗାମୟ ହୋଇଉଠିଛି ପ୍ରତ୍ୟେକ ସ୍ଥାନ

ଭୁବନେଶ୍ଵର: ଆଜି ୭୭ତମ ସ୍ଵାଧୀନତା ଦିବସ । ସେଥିପାଇଁ ସଜେଇ ହୋଇଛୀ ପୁରପଲ୍ଲୀ । ଦେଶର କୋଣ ଅନୁକୋଣରେ ଉଡିଛି ଜାତିୟ ପତାକା । ତ୍ରିରଙ୍ଗାମୟ ହୋଇଉଠିଛି ପ୍ରତ୍ୟେକ ସ୍ଥାନ । ରାଜ୍ୟର ସବୁ ଗଳିକନ୍ଦିରେ ଶୁଭିଛି ଭାରତ ମାତାର ଅମୃତ ଗାନ । ଭୁବନେଶ୍ଵରର ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ହୋଇଯାଇଛି…

ପତାକା ଉତ୍ତୋଳନ କରି ଟଳି ପଡିଲେ ପ୍ରଧାନ ଶିକ୍ଷକ

ପୁରୀ: ସାରା ଦେଶ ୭୭ତମ ସ୍ୱାଧୀନତା ଦିବସ ପାଳନ କରୁଥିବାବେଳେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଅଞ୍ଚଳରୁ ଆସିଛି ଦୁଃଖଦ ଖବର । ପତାକା ଉତ୍ତୋଳନ ବେଳେ ଟଳି ପଡିଲେ ପ୍ରଧାନ ଶିକ୍ଷକ । ଚାଲିଗଲା ଜୀବନ । ଏପରି ହୃଦୟ ବିଦାରକ ଘଟଣା  ଘଟିଛି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍ ମଲେଶ୍ଵରି ପ୍ରକଳ୍ପ…

ଆଇରନ ବଟିକା ଖାଇ ୮ ଛାତ୍ରଛାତ୍ରୀ ଗୁରୁତର

ମୟୂରଭଞ୍ଜ: ବିଦ୍ୟାଳୟରେ ଦିଆଯାଇଥିଲା ଆଇରନ ବଟିକା। ଏହି ଆଇରନ ବଟିକା ଖାଇ ବିଦ୍ୟାଳୟର ୮ ଛାତ୍ରଛାତ୍ରୀ ଗୁରୁତର ହୋଇଛନ୍ତି । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ସାରବସା ପ୍ରାଥମିକ ବିଦ୍ୟାଳୟରେ। ସୂଚନା ଅନୁସାରେ ବିଦ୍ୟାଳୟରେ ସୋମବାର ଦିନ ଛାତ୍ରଛାତ୍ରୀମାନଙ୍କୁ…