Latest Odisha News

BREAKING NEWS

Browsing Category

ଓଡିଶା

Odisha

ତାତିରୁ ମିଳିବ ତ୍ରାହି: ୩ ଦିନ ରାଜ୍ୟର ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ବର: କାଳବୈଶାଖୀ ବର୍ଷା ଯୋଗୁଁ ଆଶିଂକ ଭାବେ ତାତିରୁ ମିଳିଛି ମୁକ୍ତି । ତେବେ ଆଜି ରାଜ୍ୟର ୧୪ ଜିଲ୍ଲାକୁ କାଳବୈଶାଖୀ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାର…

ଶିମିଳିପାଳ ଅଭୟାରଣ୍ୟରେ ଅଫିମ ଚାଷ ନଷ୍ଟ କଲା ପୋଲିସ

ମୟୂରଭଞ୍ଜ: ଶିମିଳିପାଳ ଅଭୟାରଣ୍ୟରେ ଏକର ଏକର ଜମିରେ ଚାଲିଛି ଅଫିମ ଚାଷ । ଯାହା ଅଫିମ ଚାଷର ହବ୍ ପାଲଟିଛି । ଏହି ଫସଲ ବିଷୟରେ ଜାଣିବା ପରେ ଯଶିପୁର ଥାନା ଫୁଲବାଡ଼ି ଓ ଜୋଜଗୁଡ଼ା ଗାଁରେ ପୋଲିସ, ଅବକାରୀ ଓ ବନ ବିଭାଗର ମିଳିତ ଟିମ୍ ରେଡ୍ କରି ଅଫିମ ଚାଷକୁ ନଷ୍ଟ କରିଛନ୍ତି । ରେଡ୍…

ଲାଗୁ ହେଲା ନିର୍ବାଚନ ଆଚରଣ ବିଧି, ରାତାରାତି ହଟିଲା ହୋର୍ଡିଂ ଓ ପୋଷ୍ଟର

ଭୁବନେଶ୍ବର: ରାଜ୍ୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ ତାରିଖ ଘୋଷଣା ସରିଛି । ରାଜ୍ୟରେ ୪ଟି ପର୍ଯ୍ୟାୟରେ ଭୋଟ ହେବ । ଏହା ସହିତ ଲାଗୁ ହୋଇଛି ଆଦର୍ଶ ଆଚରଣ ବିଧି । ୨୪ ଘଣ୍ଟା ମଧ୍ୟରେ ସମସ୍ତ କାର୍ଯ୍ୟାଳୟ ପରିସରରୁ ହୋର୍ଡିଂ, ପୋଷ୍ଟର, ବ୍ୟାନର ଓ ସରକାରୀ ଯୋଜନାର ବାର୍ତ୍ତା…

ବିକଶିତ ଭାରତ ଗଠନ ପାଇଁ ମୋଦିଙ୍କ ଚିଠିକୁ ୧ କୋଟି ପରିବାର ପାଖରେ ପହଞ୍ଚାଇବା ପାଇଁ ଯୋଜନା

ଭୁବନେଶ୍ୱର: ରାଜ୍ୟ ବିଜେପି କାର୍ଯ୍ୟାଳୟରେ ରାଜ୍ୟ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗତକାଲି ପୂର୍ବାହ୍ନରେ ପ୍ରଥମେ  ରାଜ୍ୟ କୋର କମିଟି ଏବଂ ପରେ ରାଜ୍ୟ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିସ୍ତୃତ ଆଲୋଚନା…

ପାରଦର୍ଶୀ ପୋର୍ଟାଲରେ ୨୫% ମାଗଣା ସିଟରେ ଆଡ଼ମିସନ ଅବ୍ୟବସ୍ଥା ନେଇ ଅଭିଭାବକ ମହାସଂଘର ଆମରଣ ଅନଶନ

ଭୁବନେଶ୍ୱର: ଗଣଶିକ୍ଷା ବିଭାଗର ଅଧିକାରୀ ମାନଙ୍କର ବଡ଼ ବଡ଼ ସ୍କୁଲ ମାଲିକଙ୍କ ସହ ମୁନାଫାଖୋରୀ ମଧୁଚନ୍ଦ୍ରିକା ଓ ବିଭାଗୀୟ ଅଯୋଗ୍ୟତା ପାଇଁ ରାଜ୍ୟରେ ୩୦ ହଜାରରୁ ଉର୍ଦ୍ଧ୍ୱ ଆର୍ଥିକ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀ ଏବର୍ଷ ଶିକ୍ଷା ଅଧିକାର ଆଇନ ଅନୁସାରେ ୨୫% ମାଗଣା ସିଟରେ ନାମ ଲେଖାରୁ…

ପୋଖରୀରେ ବୁଡି ୨ ଶିଶୁକନ୍ୟା ମୃତ

ଯାଜପୁର: ଯାଜପୁର ରୋଡ଼ ଥାନା ବାଳୁଙ୍ଗାବନ୍ଦୀ ଗାଁରେ ପୋଖରୀରେ ବୁଡି ୨ ଶିଶୁକନ୍ୟା ମୃତ। ବ୍ୟବଚ୍ଛେଦ ନିମନ୍ତେ ଦାନଗଦୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି। ସୂଚନା ମୁତାବକ ୨ ଶିଶୁକନ୍ୟା ଖେଳିବାକୁ ଯାଇ ଦୀର୍ଘ ସମୟ ଧରି ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ…

ଚଳିତ ସାଧାରଣ ନିର୍ବାଚନ ପାଇଁ ଜିଲ୍ଲାପ୍ରଶାସନର ତାଲିମ ଓ ବ୍ୟାପକ ପ୍ରସ୍ତୁତି

ରାୟଗଡ଼ା: ଚଳିତ ସାଧାରଣ ନିର୍ବାଚନ ପାଇଁ ଜିଲ୍ଲାପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଏହି ଅବସରରେ ରାୟଗଡ଼ା ଜିଲ୍ଲାର ତିନୋଟି ବିଧାନସଭା ନିର୍ବାଚନ କ୍ଷେତ୍ର ପାଇଁ ପର୍ଯ୍ୟବେକ୍ଷକ ଏବଂ ପୋଲିଙ୍ଗ ଅଧିକାରୀଙ୍କୁ ନେଇ ଚାରି ଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ପୂର୍ବରୁ…

ବଢ଼ିଲା ସମିତି ସଭ୍ୟଙ୍କ ଦରମା

ଭୁବନେଶ୍ୱର: ରାଜ୍ୟ ସରକାର ପଞ୍ଚାୟତ ସମିତି ସଭ୍ୟ  ଓ ଉପାଧ୍ୟକ୍ଷଙ୍କ ଦରମା ବଢ଼ାଇଛନ୍ତି । ୭୫୦୦ ରୁ ୯୫୦୦ ଟଙ୍କାକୁ ଦରମା ବୃଦ୍ଧି କରିଛନ୍ତି । ଆସନ୍ତା  ଏପ୍ରିଲ ୧ ତାରିଖରୁ ବର୍ଦ୍ଧିତ ଦରମା ଲାଗୁ ହେବ । ଗତକାଲି ଦରମା ବୃଦ୍ଧି ଦାବିରେ ପଞ୍ଚାୟତ ସମିତି ସଭ୍ୟ  ରାଜଧାନୀ ଭୁବନେଶ୍ୱରରେ…

ଓଡ଼ିଶାରେ ଲୋକସଭା ଭୋଟ୍ କେଉଁଠି ଓ କେଉଁଦିନ ହେବ ଜାଣନ୍ତୁ

ନୂଆଦିଲ୍ଲୀ: ଆଜି ମୁଖ୍ୟ ନିର୍ବାଚନ କମିଶନ ୫୪୩  ଲୋକସଭା ଓ ୪ ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । ତେବେ ଓଡ଼ିଶାରେ ୨୧ଟି ଲୋକସଭା  ଆସନ ପାଇଁ  କେଉଁଠି ଓ କେଉଁଦିନ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେବ ଆସନ୍ତୁ ଜାଣିବା । ମେ’ ୧୩ ତାରିଖରେ କଳାହାଣ୍ଡି,…

ଉଦଘାଟିତ ହେଲା ସ୍ୱତନ୍ତ୍ର ହସ୍ତତନ୍ତ ମେଳା-୨୦୨୪

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଅନୁମୋଦିତ ବାର୍ଷିକ ତାଲିକା ହିସାବରେ ଏ ବର୍ଷ ସମ୍ବଲପୁରୀ ବସ୍ତ୍ରାଳୟ ଦ୍ୱାରା ଏକ ସ୍ୱତନ୍ତ୍ର ହସ୍ତତନ୍ତ ମେଳା-୨୦୨୪ ଭୁବନେଶ୍ୱର ସ୍ଥିତ ଏକାମ୍ର ହାଟ ଠାରେ ଆୟୋଜନ କରାଯାଇଅଛି । ରାଜ୍ୟର ବିଭିନ୍ନ…