Latest Odisha News

BREAKING NEWS

Browsing Category

ଓଡିଶା

Odisha

ବନ୍ଧ୍ୟାତ୍ୱ ନିରାକରଣ ଦିଗରେ ‘କିମ୍‌ସ-ସିଆରଏମ’ ସଫଳତା ହାର ୬୦ ପ୍ରତିଶତ

ଭୁବନେଶ୍ୱର: ଓଡ଼ିଶାରେ କିମ୍‍ସର ସେଣ୍ଟର ଫର୍ ରିପ୍ରଡକ୍ଟିଭ୍ ମେଡିସିନ୍ (ସିଆରଏମ୍‌) ୬୦ ପ୍ରତିଶତ ସଫଳତା ହାସଲ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । କିମ୍‍ସରେ ବିଶ୍ୱ ଆଇଭିଏଫ୍ ଦିବସ ପାଳନ ଅବସରରେ କିମ୍‍ସ ସିଆମଏମ୍‌ର ମୁଖ୍ୟ ପରାମର୍ଶଦାତା ଡା. ମୌସୁମୀ ଆଚାର୍ଯ୍ୟ ଏହି ସୂଚନା…

ଜେ କ୍ରିଷ୍ଣା କିଶୋର ହେଲେ ନୂଆ ମୁଖ୍ୟ ଆୟକର ଆୟୁକ୍ତ

ଭୁବନେଶ୍ୱର: ୧୯୯୦ ବ୍ୟାଚର ଭାରତୀୟ ରାଜସ୍ୱ ସେବା (ଆଇଆରଏସ) ଅଧିକାରୀ ଜେ. କ୍ରିଷ୍ଣା କିଶୋରଙ୍କୁ ମୁଖ୍ୟ ଆୟକର ଆୟୁକ୍ତ ଭାବେ ପଦୋନ୍ନତି ମିଳିଛି । ବର୍ତ୍ତମାନ ଶ୍ରୀ କିଶୋର ଆୟକର ବିଭାଗ ଓଡ଼ିଶା ପ୍ରାନ୍ତର ତଦନ୍ତ ନିର୍ଦ୍ଦେଶାଳୟରେ ପ୍ରମୁଖ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଅଛନ୍ତି । ଭାରତ…

ସିଭିଲ୍ ସର୍ଭିସେସ୍ ୨୦୨୧ ରେଜଲ୍ଟ ଉପରୁ ଅନ୍ତରୀଣ ରହିତାଦେଶ ହଟାଇଲେ ହାଇକୋର୍ଟ

କଟକ: ଓଡ଼ିଶା ସିଭିଲ୍ ସର୍ଭିସେସ୍ ରେଜଲ୍ଟ ପ୍ରକାଶନ ଉପରେ ହାଇକୋର୍ଟ ଲଗାଇଥିବା ଅନ୍ତରୀଣ ରହିତାଦେଶ ହଟାଇ ନେଇଛନ୍ତି । ଓଡ଼ିଶା ପବ୍ଲିକ ସର୍ଭିସ୍ କମିଶନ (OPSC)ର ପିଟିସନର ଶୁଣାଣି କରି ଓସିଏସ୍ ରେଜଲ୍ଟ ଉପରେ ଥିବା ରହିତାଦେଶକୁ କୋର୍ଟ ହଟାଇ ଦେଇଛନ୍ତି । ଜଷ୍ଟିସ୍ ଆଦିତ୍ୟ କୁମାର…

ଆୟଠୁ ଅଧିକ ୩୧୩ ପ୍ରତିଶତ ସମ୍ପତ୍ତି, ଗିରଫ ହେଲେ ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ

ଭୁବନେଶ୍ୱର: ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀଙ୍କୁ ଗିରଫ କରିଛି ଭିଜିଲାନ୍ସ । ସହକାରୀ ଯନ୍ତ୍ରୀଙ୍କ ଠାରୁ ଆୟଠୁ ୩୧୩ ପ୍ରତିଶତ ଅଧିକ ସମ୍ପତ୍ତି ଠାବ ପରେ ଭିଜିଲାନ୍ସ ଗିରଫ କରିଛି । ଠାବ ସମ୍ପତ୍ତି ମଧ୍ୟରେ ଗୋଟିଏ ରାଜକୀୟ ୩ ମହଲା କୋଠା ସହ ୨ଟି ପ୍ଲଟ୍, ୧.୫୪ କୋଟିର ଜମା, ୨.୬୫…

ଥରୁଛି ପୁରୀ; ଗୁଳିମାଡର ୨୪ ଘଣ୍ଟା ନ ପୂରୁଣୁ ବୋମାମାଡ

ପୁରୀ: ଅପରାଧୀଙ୍କ ଚରାଭୂଇଁ ପାଲଟିଲାଣି ପୁରୀ । ଗତକାଲି ସନ୍ଧ୍ୟାରେ ଗୁଳିମାଡ ପରେ ଆଜି ପୁଣି ହୋଇଛି ପୁରୀରେ ବୋମାମାଡ। ଗତକାଲି ରେଡକ୍ରସ ରୋଡ ପାଣି ଗୋଦାମ ନିକଟରେ ଗୁଳିମାଡର ୨୪ ଘଣ୍ଟା ନ ପୂରୁଣୁ ପୁଣି ବୋମାମାଡ ହୋଇଛି  ସଦର ମୁକୁନ୍ଦ ମିଶ୍ର ନଗରରେ । ଆଜି  ଅପରାହ୍ନ ୩ଟାରେ …

ପ୍ରିଣ୍ଟିଂ ପ୍ରେସରୁ ଲିକ ହୋଇଥିଲା ଓଏସଏସସି ପ୍ରଶ୍ନପତ୍ର; ପର୍ଦ୍ଦାଫଶ କଲେ ଏସପି

ଭୁବନେଶ୍ୱର: କେଉଁଠୁ ଲିକ ହେଲା ପ୍ରଶ୍ନପତ୍ର ? କେମିତି ଲିକ ହେଲା ? ସାମ୍ନାକୁ ଆସିଲା ରହସ୍ୟ । ଆଉ କେଉଁଠୁ ନୁହେଁ, ପ୍ରିଣ୍ଟିଂ ପ୍ରେସରୁ ଲିକ ହୋଇଥିଲା ପ୍ରଶ୍ନପତ୍ର । ଏହା କହିଛନ୍ତି ବାଲେଶ୍ୱର ଏସପି ସାଗରିକା ନାଥ । ଓଏସଏସସି ଜେଇ ସିଭିଲ ମେନ ପ୍ରଶ୍ନପତ୍ର ଲିକ ମାମଲାରେ…

କଥାରେ କଥାରେ ହୃଦୟ ଜିତିଲେ ରାଷ୍ଟ୍ରପତି..ଓଡ଼ିଆ ଖାଦ୍ୟ ଖାଇଲେ, ଓଡ଼ିଶା ଶାଢୀ କିଣି ନେଲେ

ଭୁବନେଶ୍ୱର: ଭୁବନେଶ୍ୱର ତମାଣ୍ଡୋସ୍ଥିତ ପ୍ରଜାପିତା ବ୍ରହ୍ମକୁମାରୀ ପକ୍ଷରୁ ଆୟୋଜିତ   ‘ଡିଭାଇନ୍ ଲାଇଫ୍’ କାର‌୍ୟ୍ୟକ୍ରମରେ ଯୋଗ ଦେଇ ବେଶ ଭାବବିହ୍ୱଳ ହୋଇ ପଡିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଜୀବନର ବାସ୍ତବ ତତ୍ତ୍ୱକୁ ବୁଝାଉ ବୁଝାଉ ମରମ କଥା କହି ଦେଇଥିଲେ । ରାଷ୍ଟ୍ରପତି…

ପରିବହନ ନିଗମକୁ ରାଜ୍ୟ ମହିଳା ଆୟୋଗଙ୍କ ତାଗିଦ: ବସରେ ପ୍ରଥମ ମହିଳା ଯାତ୍ରୀ ବାରଣ ପ୍ରଥା ବନ୍ଦ କରାଯାଉ

ଭୁବନେଶ୍ୱର:ବସର ପ୍ରଥମ ଯାତ୍ରୀ ଯଦି ମହିଳା ହୋଇଥାନ୍ତି ତେବେ ତାଙ୍କୁ ଉଠିବାକୁ ଦିଆ ଯାଇ ନ ଥାଏ । ଜଣେ ବା ଦୁଇଜଣ ପୁରୁଷ ଯାତ୍ରୀ ଉଠିବା ପରେ ମହିଳାଙ୍କୁ ଉଠିବା ପାଇଁ ଅନୁମତି ମିଳିଥାଏ ।  ଏପରି ସ୍ଥିତି ପ୍ରତିଦିନ  ବସଷ୍ଟାଣ୍ଡରେ ଦେଖିବାକୁ ମିଳିଥାଏ ।  ଅନେକ ମହିଳାଙ୍କୁ ଏପରି…

ଇନଷ୍ଟାଗ୍ରାମରେ ରିଲ୍ ପୋଷ୍ଟର କେଇ ମିନିଟ୍ ପରେ ଦୁର୍ଘଟଣାରେ ଚାଲିଗଲା ଯବାନଙ୍କ ଜୀବନ

ବ୍ରହ୍ମପୁର: କେଇ ମିନିଟରେ ମିଳେଇଗଲା ଖୁସି । ସୋସିଆଲ୍ ମିଡିଆରେ ରିଲ୍ ଅପଲୋଡର କେଇ ମୁହୂର୍ତ୍ତରେ ଜଣେ ଯବାନଙ୍କ ଜୀବନ ଚାଲି ଯାଇଛି । ସଡ଼କ ଦୁର୍ଘଟଣାରେ ଆଖି ବୁଜିଛନ୍ତି ବିଏସଏଫ୍ ଯବାନ । ମୃତ ଯବାନ ଜଣଙ୍କ ଗଞ୍ଜାମ ଜିଲ୍ଲା କୁସରବାର ଜିତେନ୍ଦ୍ର କୁମାର ପାଢ଼ୀ । ୨୫ ବର୍ଷର ଜିତେନ୍ଦ୍ର…

ଜୁଲାଇ ୨୮ରୁ ଅଗଷ୍ଟ ୩ ଯାଏ ସହିଦ ସପ୍ତାହ ପାଳନ ନେଇ ମାଓବାଦୀ ଲଗାଇଲେ ପୋଷ୍ଟର

ରାୟଗଡ଼ା: ଆସନ୍ତାକାଲି ଠାରୁ ସହିଦ ସପ୍ତାହ ନେଇ ମାଓବାଦୀ ପୋଷ୍ଟର ଓ ବ୍ୟାନର ଲଗାଇଛନ୍ତି । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ନିୟମଗିରି ପାହାଡ଼ ଅନ୍ତର୍ଗତ ପାରସାଲିରେ ତିନିଟି ପୋଷ୍ଟର ଓ ଗୋଟିଏ ବ୍ୟାନର ଲଗାଇଛି ଲାଲବାହିନୀ । ସିପିଆଇ ମାଓବାଦୀ ବାଂଶଧରା ଘୁମୁସର ନାଗାବଳୀ…