Latest Odisha News

BREAKING NEWS

Browsing Category

ଓଡିଶା

Odisha

ବିଜେପି ଛାଡି ବିଜେଡିରେ ମିଶିଲେ ବରିଷ୍ଠ ନେତା ବିଜୟ କେତନ ସ୍ୱାଇଁ

ଭୁବନେଶ୍ବର: ବିଜେପି ଛାଡି ବିଜେଡିରେ ମିଶିଲେ ବରିଷ୍ଠ ନେତା ବିଜୟ କେତନ ସ୍ୱାଇଁ । ଆଜି ଶଙ୍ଖ ଭବନରେ ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ପ୍ରତାପ ଜେନା, ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତି ରେ ବିଧିବଦ୍ଧ ଭାବେ ବିଜେଡ଼ି ରେ ଯୋଗଦେଲେ । ୧୯୭୨ରୁ ବିଜୁ…

ଭିଜିଲାନ୍ସ ଜାଲରେ ବିଇଓ ବରିଷ୍ଠ କିରାଣୀ, ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଟିମ୍

ବୌଦ୍ଧ: ଭିଜିଲାନ୍ସ ଜାଲରେ ହରଭଙ୍ଗା ବିଇଓ ବରିଷ୍ଠ କିରାଣୀ ରବୀନ୍ଦ୍ର କୁମାର ପାଢୀ । ଶିକ୍ଷକଙ୍କ ଉପରେ ଚାଲିଥିବା ବିଭାଗୀୟ କାର୍ଯ୍ୟଧାରା ରୋକିବାକୁ ଜଣେ ଶିକ୍ଷକଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ ଟିମ୍ । ସୂଚନା ଅନୁସାରେ, ରାଜ୍ୟରେ ନିର୍ବାଚନ…

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାରଲୋକେ

ରାୟଗଡା: ରାୟଗଡା ଜିଲ୍ଲା ଗୁଣୁପୁର ଥାନା ଅନ୍ତର୍ଗତ ବାୟାଗୁଡା ଗ୍ରାମରେ ଚାଞ୍ଚଲ୍ୟ । ଘର ଭିତରୁ ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଆଜି ସକାଳୁ ଉଦ୍ଧାର କରିଛି ଗୁଣୁପୁର ପୋଲିସ । ମୃତ ମହିଳା ଜଣକ ଗୁଣୁପୁରର ସନ୍ତୋସି ବାଉରୀ ବୋଲି ଜଣାପଡିଛି । ବାୟାଗୁଡା…

ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ପହଞ୍ଚିଲା ୨୬ଟି ରଥ ଦଉଡ଼ି

ପୁରୀ: ଜୁଲାଇ ୭ ରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଏନେଇ ଶ୍ରୀକ୍ଷେତ୍ର ପୁରୀରେ ପହଞ୍ଚିଲା ରଥ ଦଉଡି । ସମୁଦାୟ ୨୬ଟି ଦଉଡି ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପହଞ୍ଚିଛି । ପୁରୀ ବୀରପ୍ରତାପପୁରରେ ଥିବା ଓଡ଼ିଶା ସମବାୟ କତା ନିଗମ ପକ୍ଷରୁ ପ୍ରାୟ ଏକ ମାସ ଧରି ୧୪ ଜଣ କାରିଗର ଏହି ରଥ ଦଉଡି…

ଆଖି ବୁଜିଲା ଧଳା ବାଘୁଣୀ ସ୍ନେହା, ଗତକାଲିଠୁ ଥିଲା ଅସୁସ୍ଥ

ବାରଙ୍ଗ: ଆଖି ବୁଜିଲା ଧଳା ବାଘୁଣୀ ସ୍ନେହା । ଚିକିତ୍ସାଧୀନ ଅବସ୍ଥାରେ ବାଘୁଣୀ ସ୍ନେହାର ମୃତ୍ୟୁ ହୋଇଛି ବୋଲି ସୂଚନା ଦେଇଛନ୍ତି ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଅଧିକାରୀ । ଗତକାଲି ବାଘୁଣୀ ସ୍ନେହା ଅସୁସ୍ଥ ହେବାରୁ ତାକୁ ସାଲାଇନ୍ ଲଗାଇ ଚିକିତ୍ସା କରାଯାଉଥିଲା । ଆଜି ଚିକିତ୍ସାଧିନ…

ନବୀନ କଣ୍ଟାବାଞ୍ଜିର ପ୍ରାର୍ଥୀ, ତୁଟିବ କି ଲୋକଙ୍କ ଦୀର୍ଘ ବର୍ଷର ସମସ୍ୟା?

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାର କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡିର ପ୍ରାର୍ଥୀ ବୋଲି ଘୋଷଣା ପରେ ଜନସାଧାରଣ ଓ ବିଜେଡି ସଦସ୍ୟଙ୍କ ମଧ୍ୟରେ ଅନେକ ଆଶା ଦେଖାଦେଇଛି। କଣ୍ଟାବାଞ୍ଜିରେ ଅନେକ ସମସ୍ୟା ରହିଛି, ଯାହାର ସ୍ଥାୟୀ ସମାଧାନର ଆବଶ୍ୟକତା ରହିଛି।…

ଖୋର୍ଦ୍ଧା ସମେତ ଏହି ସବୁ ଜିଲ୍ଲାରେ ଅନୁଭୂତ ହେବ ହିଟ୍ଓ୍ବେଭ୍, ଅରେଞ୍ଜ ଆଲର୍ଟ ଜାରି

ଭୁବନେଶ୍ୱର: ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବା ବେଳେ ଶୁକ୍ରବାର ମଧ୍ୟ ଏଭଳି ସ୍ଥିତି ଲାଗି ରହିବ ବୋଲି ଆକଳନ କରାଯାଇଛି। ଅନୁଗୁଳ, ବାଲେଶ୍ୱର, ଖୋର୍ଦ୍ଧା, ମୟୂରଭଞ୍ଜ, ସମ୍ବଲପୁର, ବୌଦ୍ଧ ଓ ନୟାଗଡ଼ର କିଛି ନିର୍ଦ୍ଦିଷ୍ଟ ଅଞ୍ଚଳ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।…

ଭୁବନେଶ୍ଵରରେ ୧୧ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଦମ୍ପତିଙ୍କ ସମେତ ୪ ଗିରଫ

ଭୁବନେଶ୍ୱର: ଜଣେ ପୀଡ଼ିତାଙ୍କ ଠାରୁ ପ୍ରାୟ ୧୧ ଲକ୍ଷ ଟଙ୍କା ଠକେଇ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ କମିସନରେଟ୍ ପୁଲିସ ଜଣେ ବିବାହିତ ଦମ୍ପତିଙ୍କ ସମେତ ସାଇବର ଅପରାଧୀଙ୍କୁ ଗିରଫ କରିଛି। ତୃପ୍ତି ରଂଜନ ପାତ୍ର ଓ ବନଲତା ସାହୁଙ୍କ ସହ ସେମାନଙ୍କ ସହଯୋଗୀ ମାନସ ରଞ୍ଜନ ସୁନା ଓ ନିହାର ରଂଜନ…

ମୁଖ୍ୟମନ୍ତ୍ରୀଙ୍କ କଣ୍ଟାବାଞ୍ଝି ଥିଓରୀ ଜରିଆରେ ଦଳ କେଉଁ କଣ୍ଟାକୁ କାଢ଼ିବ?

ଭୁବନେଶ୍ୱର: କାହିଁକି କଣ୍ଟାବାଞ୍ଝିକୁ ବାଛିଲେ ନବୀନ ? ପୁଣି ପଶ୍ଚିମ ଓଡିଶା ଗୋଟି ଚଳାଇଛି ବିଜେଡି। ହିଞ୍ଜିଳି ସହ କଣ୍ଟାବାଞ୍ଝି ବିଧାନସଭା ଆସନରୁ ଲଢିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଚବିଶ ନିର୍ବାଚନ ବିଜେଡି ପାଇଁ ସବୁଠୁ ବଡ ଅଗ୍ନିପରୀକ୍ଷା ହୋଇଥିବା ବେଳେ ଭୋଟ୍ ଗଣିତ କଷି ଦଳ…

ବିଜେଡିର କେଉଁ ଭୂମିକାରେ ନଜର ଆସିବେ ବର୍ଷା ପ୍ରିୟଦର୍ଶିନୀ?

ଭୁବନେଶ୍ୱର: ଓଲିଉଡ କୁଇନ୍ କୁହାଯାଉଥିବା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ବିଜେଡିରେ କେଉଁ ଭୂମିକାରେ ନଜର ଆସିବେ ତାକୁ ନେଇ ବଢିଛି ଚର୍ଚ୍ଚା। ଜଣେ ଓଡ଼ିଆ ଫିଲ୍ମର ସଫଳ ଅଭିନେତ୍ରୀ ହିସାବରେ ଦଳ ତାଙ୍କୁ କେବଳ ନିର୍ବାଚନ ପ୍ରଚାର କାର୍ଯ୍ୟରେ ନିୟୋଜିତ ରଖିବ ନା ପ୍ରାର୍ଥୀ କରାଇ କଳାକୁ…