Latest Odisha News

BREAKING NEWS

Browsing Category

ଓଡିଶା

Odisha

ସାଇ ଇଣ୍ଟରନ୍ୟାସନାଲ ରେସିଡେନସିଆଲ ସ୍କୁଲ ଚାମ୍ପିୟନ୍ସ ଟ୍ରଫି ସିଜନ-୩, କ୍ରିକେଟପ୍ରେମୀଙ୍କୁ କରିବ ଆକୃଷ୍ଟ

ଭୁବନେଶ୍ୱର: ସାଇ ଇଣ୍ଟରନ୍ୟାସନାଲ ରେସିଡେନସିଆଲ ସ୍କୁଲ ଚାମ୍ପିଅନ୍ସ ଟ୍ରଫିର ତୃତୀୟ ସଂସ୍କରଣ ପାଇଁ କ୍ରିକେଟ୍ ପ୍ରେମୀମାନେ ପ୍ରସ୍ତୁତ ହେଉଥିବା ବେଳେ ଏହାକୁ ନେଇ ସ୍କୁଲ ପରିସରରେ ଉତ୍ସାହ ଦେଖିବାକୁ ମିଳିଛି। ବହୁ ପ୍ରତୀକ୍ଷିତ ଖେଳାଳି ନିଲାମ ସହ ଏହି ରୋମାଞ୍ଚକର ଯାତ୍ରାର ଶୁଭାରମ୍ଭ…

ଆସନ ବୁଝାମଣାରେ ବାଧା, ଦୋଛକିରେ ବିଜେଡି-ବିଜେପି ମେଣ୍ଟ ସମ୍ଭାବନା

ସନ୍ଦୀପ ମିଶ୍ର ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି) ସହ ମେଣ୍ଟ ସମ୍ଭାବନାକୁ ଭାରତୀୟ ଜନତା ପାର୍ଟି (ବିଜେପି)ର କିଛି ବରିଷ୍ଠ ନେତା ଗଣମାଧ୍ୟମ ସମ୍ମୁଖରେ ଅସ୍ୱୀକାର କରୁଛନ୍ତି। କିନ୍ତୁ ଆସନ ବୁଝାମଣାକୁ ନେଇ ରାଜ୍ୟ ରାଜନୀତିରେ ଯେଉଁ ସ୍ଥିତି ଉପୁଜିଛି ଏବଂ ତୃଣମୂଳସ୍ତରରୁ ଦଳୀୟ…

ଓଡ଼ିଶା କଂଗ୍ରେସ ପାଇଁ ୩ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା କେନ୍ଦ୍ର କଂଗ୍ରେସ

ଭୁବନେଶ୍ୱର: ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ୩ ଜଣ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେଇଛି କଂଗ୍ରେସ। ଏଆଇସିସିର ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ରବିବାର ଏକ ବିଜ୍ଞପ୍ତିରେ କହିଛନ୍ତି ଯେ ଦଳର ନେତା ମୀନାକ୍ଷୀ ନଟରାଜନ, ହରକ ସିଂହ ରାୱତ ଏବଂ ପରଗତ ସିଂହଙ୍କୁ କଂଗ୍ରେସ ସଭାପତି…

ବିଜେଡି କରିନି କିନ୍ତୁ ସାଲେପୁର ଆସନ ପାଇଁ ପ୍ରତାପ ଜେନା ଘୋଷଣା କରିଦେଲେ ପ୍ରାର୍ଥୀ

ସାଲେପୁର: ଭାରତୀୟ ଜନତା ପାର୍ଟି (ବିଜେପି) ଓ ବିଜୁ ଜନତା ଦଳ (ବିଜେଡି) ମଧ୍ୟରେ ସମ୍ଭାବ୍ୟ ମେଣ୍ଟକୁ ନେଇ ଚାଲିଥିବା ଦ୍ୱନ୍ଦ୍ୱ ମଧ୍ୟରେ ମାହାଙ୍ଗା ବିଧାୟକ ପ୍ରତାପ ଜେନା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ମାଳସାସନରେ ଏକ ସାଧାରଣ ସଭାରେ ଶ୍ରୀ ଜେନା ସାଲେପୁର ବିଧାନସଭା…

ଉଦଘାଟନ କରିବାକୁ ଯାଇ ଅପଦସ୍ତ ହେଲେ ବିଜେଡି ବିଧାୟକ ଅନନ୍ତ ଦାସ

ଭୋଗରାଇ: ନିର୍ବାଚନ ବେଳେ ନେତା ଏବେ ଗାଁରେ ଡେରା ପକାଇଛନ୍ତି। ରାଜଧାନୀ ଛାଡି ଲୋକଙ୍କ ସେବାରେ ସମର୍ପି ଦେବା ସହ ଲୋକଙ୍କ ଭଲ ମନ୍ଦ ବୁଝିବା ସହିତ ଅନେକ ପ୍ରତିଶ୍ରୁତି ଦେଉଛନ୍ତି। କିନ୍ତୁ ଭୋଗରାଇର ବିଜେଡି ବିଧାୟକ ଜାଣିନଥିଲେ ଯେ ତାଙ୍କୁ ତାଙ୍କ ଭୋଟରଙ୍କ ଦ୍ବାରା ଅପଦସ୍ତ ହେବାକୁ…

ବିଶାଖାପାଟଣା-ଭବାନୀପାଟଣା ପାସେଞ୍ଜର ଟ୍ରେନ୍‌ ଲାଇନଚ୍ୟୁତ, ଲୋକୋ ପାଇଲଟ ଆହତ

ରାୟଗଡ଼ା: ଆନ୍ଧ୍ରପ୍ରଦେଶ କୋତାବାଲସା ରେଳ ଷ୍ଟେସନ ନିକଟରେ ରବିବାର ସାନ୍ଧ୍ୟାରେ ଏକ ପାସେଞ୍ଜର ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିଶାଖାପାଟଣା-ଭବାନୀପାଟଣା ପାସେଞ୍ଜର ଟ୍ରେନ୍‌ର ଇଞ୍ଜିନ ସହିତ ୨ଟି ବଗି ଲାଇନଚ୍ୟୁତ ହୋଇଛି। ଦୁର୍ଘଟଣାରେ ଜଣେ ଲୋକୋ ପାଇଲଟ ଆହତ ହୋଇଛନ୍ତି। ଅନ୍ୟ କୋଣସି…

ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ: ସରିଲା ପ୍ରଥମ ବୈଠକ

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲି ରତ୍ନାଳଙ୍କାରର ଆକଳନ ପାଇଁ ରାଜ୍ୟ ସରକାର ଗଠନ କରିଥିବା ଉଚ୍ଚସ୍ତରୀୟ କମିଟିର ସରିଛି ପ୍ରଥମ ଗୁରୁତ୍ୱପୂର୍ଣ୍ଣ ବୈଠକ। ରତ୍ନାଳଙ୍କାରର ଆକଳନ ପାଇଁ ବୈଷୟିକ ସହାୟତା ନିଆଯିବ। ମଣତି ଓ ମରାମତି ପାଇଁ ରଥଯାତ୍ରା ପ୍ରକୃଷ୍ଟ ସମୟ। ସେପଟେ ହାଇକୋର୍ଟଙ୍କ…

ଅଡୁଆ ସୁତାରେ ଛନ୍ଦି ଯାଇଛି ବିଜେଡି-ବିଜେପି ମେଣ୍ଟ ଅଙ୍କକଷା

ଭୁବନେଶ୍ୱର: ବିଜେଡି-ବିଜେପି ମେଂଟ ସସପେନ୍ସ । ଦିନ ଯେତେ ଗଡୁଛି, ଦ୍ୱନ୍ଦ୍ୱ ସେତେ ବଢୁଛି । ମେଂଟ ଅଙ୍କକଷା ଅଡୁଆ ସୁତାରେ ଛନ୍ଦି ହୋଇଥିବା ବେଳେ ଚାଲିଛି ଲାଭ କ୍ଷତିର ହିସାବ । ମେଂଟ ହେଲେ ବିଜେପି କେତେ ପାଇବ କେତେ ହରାଇବ ? ଓଡିଶାରେ ପଦ୍ମ ଅଧିକ ଫୁଟିବ ନା ମେଣ୍ଟ ମାଡରେ ଝାଉଁଳି ପଡିବ ?…

‘ମେରା ପେହଲା ଭୋଟ୍ ଦେଶ କେ ଲିଏ’: ବାଲୁକା କଳା ମାଧ୍ୟମରେ ଯୁବ ମତଦାତାଙ୍କୁ ମତାଧିକାର ପାଇଁ ବାର୍ତ୍ତା

ପୁରୀ: ପୁରୀ ବେଳାଭୂମିରେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳାକୃତି 'ମେରା ପେହଲା ଭୋଟ୍ ଦେଶ କେ ଲିଏ' ଅଭିଯାନକୁ ଏକ ନୂଆ ଦିଗ ଦେଇଛି। ଦେଶବ୍ୟାପୀ “ମେରା ପେହଲା ଭୋଟ୍ ଦେଶ କେ ଲିଏ” ଅଭିଯାନ ଜୋର ଧରିଥିବା ବେଳେ ପ୍ରସିଦ୍ଧ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ…

ବାଙ୍କେଶ୍ୱରୀ ଘାଟିରେ ପିକଅପ୍‌ ଦୁର୍ଘଟଣା, ୨୦ ଆହତ

ବ୍ରହ୍ମପୁର: ଦିଗପହଣ୍ଡି ବାଙ୍କେଶ୍ୱରୀ ଘାଟିରୁ ଖସିପଡିଲା ପିକଅପ୍ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବାଙ୍କେଶ୍ଵରୀ ଘାଟିରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨୦ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ଆହତଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତର ଆହତମାନଙ୍କୁ…